ଭୁବନେଶ୍ୱର: ଡମପିଙ୍ଗ ୟାର୍ଡ଼ ହଟାଇବା ଓ ସୈନିକ ସ୍କୁଲ ସ୍ଥାନାନ୍ତରଣ ନିଷ୍ପତି ପ୍ରତ୍ୟାହାର ଦାବୀରେ ସୈନିକ ସ୍କୁଲ ବଞ୍ଚାଅ ଅଭିଯାନ ତରଫରୁ ସଚେତନତା ପଦଯାତ୍ରା ଆରମ୍ଭ ହୋଇଛି l ସୈନିକ ସ୍କୁଲ ଆମ ଅଂଚଳର,ଓଡିଶା, ତଥା ଭାରତର ଗର୍ବ ଗୌରବ ଭାବେ 1964 ମସିହାରୁ ପ୍ରତିଷ୍ଠିତ ଭୁବନେଶ୍ୱର ଦେଶର ସୁରକ୍ଷା ଓ ଉନ୍ନତି ପାଇଁ ସର୍ବୋକ୍ତୃଷ୍ଟ ଯୋଗଦାନ କରିଥିବl ଅନେକ ବରିଷ୍ଟ ସେନାଧିକାରୀ,ଆଇ ଏ ଏସ, ଆଇ ପି ଏସ, ଆଇ ଏଫ ଏସ ତଥା ବହୁତ ରାଜନେତା ସୃଷ୍ଟି କରିବାର ଗୌରବ ବହନକରୁଛି l ବର୍ତମାନ ରାସ୍ତା ସମ୍ପ୍ରସାରଣ ଆଳରେ ସରକାର ନେଇଥିବା ସୈନିକ ସ୍କୁଲ ସ୍ଥାନାନ୍ତରଣ ନିଷ୍ପତିକୁ ବାତିଲ କରିବାକୁ ପୂର୍ବରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ,କେନ୍ଦ୍ର ଶିକ୍ଷାମନ୍ତ୍ରୀ, ପ୍ରତିରକ୍ଷା ସଚିବ, ରାଜ୍ୟ ପୂର୍ତ୍ତ ମନ୍ତ୍ରୀ ଓ ସଚିବଙ୍କୁ ମଧ୍ୟ ଦାବୀ କରାଯାଇଛି l ସୈନିକ ସ୍କୁଲ ପରିସରରେ ଦେଶର ସୁରକ୍ଷା ପାଇଁ ବଳିଦାନ ଦେଇଥିବା ଶହ ଶହ ସହିଦଙ୍କ ଶ୍ରଦ୍ଧାଞ୍ଜଳି ପାଇଁ ସ୍ମାରକୀ ସହିତ ଆମର ଯବାନ ଜ୍ୟୋତି ସର୍ବଦା ଜ୍ୱଳନ ରହିଛି l ଏହା ମଧ୍ୟ ଏକ ଐତିହ୍ୟ ସ୍ଥଳୀ ସଦୃଶ l ଯୋଗାଯୋଗ ଆବଶ୍ୟକ ନିମିତ୍ତ ରାସ୍ତା ପାଇଁ ଏଭଳି ଏକ ଗୌରବ ମୟ ଅନୁଷ୍ଠାନ ର ସ୍ଥାନାନ୍ତରଣ କୁ ସମସ୍ତେ ଜୋରଦାର ବିରୋଧ କରୁଛନ୍ତି l ଆଜିର ଅତ୍ୟାଧୁନିକ ଜ୍ଞାନ କୌଶଳ ଯୁଗରେ ଏଥିପାଇଁ ଓଭର ବ୍ରିଜ ଭଳି ଅନେକ ବିକଳ୍ପ ପ୍ରସ୍ତାବ ମଧ୍ୟ ନିଆଯାଇପାରିବ l ପୂର୍ବରୁ ଡମପିଙ୍ଗ ୟାର୍ଡ଼ ପାଇଁ ଅନେକ ବିରୋଧ ଓ ଆନ୍ଦୋଳନ ସତ୍ୱେ ଏପର୍ଯ୍ୟନ୍ତ ତାର ସମାଧାନ ହୋଇ ପାରିନି l ଅଳିଆ ଗଦା ଉଠାଇବା ପରିବର୍ତ୍ତେ ସୈନିକ ସ୍କୁଲ ଭଳି ଗର୍ବ ଗୌରବମୟ ଅନୁଷ୍ଠାନ ଉଠେଇ ନେବା ନିଷ୍ପତି ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ l ଅଳିଆ ଗଦା ଯୋଗୁ ଏ ଅଂଚଳର ଲୋକ ଙ୍କ ଜୀବନ ଦୁର୍ବିସହ ହୋଇ ପଡ଼ିଲାଣି l ଅନେକ ଦୁରାରୋଗ୍ୟ ସହ ଦୁର୍ଗନ୍ଧ ରେ ଏ ଅଂଚଳ ଫାଟି ପଡୁଛି l ତାର ସମାଧାନ ପରିବର୍ତ୍ତେ ବଡ଼ ବଡ଼ ସେଡ କରି ଦିନକୁ ଦିନ ଅନେକ ମେସିନ ବସାଇ ତାର ସମ୍ପ୍ରସାରଣ କରାଚାଲିଛି l ତେଣୁ ସମସ୍ତ ଅଂଚଳ ବାସୀ ଏହି ନିଷ୍ପତି କୁ ଜୋରଦାର ବିରୋଧ କରିଛନ୍ତି l ସମସ୍ତେ ଏକାଠି ହୋଇ ହଜାର ହଜାର ସଂଖ୍ୟାରେ ବିରୋଧ କରିବlକୁ ସିଦ୍ଧାନ୍ତ ହୋଇଛି l ଡାମପିଙ୍ଗ ୟାର୍ଡ଼ କୁ ଅଳିଆ ଗାଡ଼ି ପ୍ରବେଶ ବନ୍ଦ ସହ ବିରୋଧ ପ୍ରଦର୍ଶନ ପାଇଁ ଅଂଚଳ ବାସୀଙ୍କ ସମ୍ପୃକ୍ତି ପାଇଁ ସୈନିକ ସ୍କୁଲ ଚତୁର୍ପାଶ୍ୱ ଅଂଚଳରେ ଗାଡ଼କଣ, ରଙ୍ଗାମାଟିଆ, ଆଦିମାତା କଲୋନୀ, ଧୀ୍ରିକୂଟ ବସ୍ତି, ଲକ୍ଷ୍ମୀ ବିହାର ଆଚାର୍ଯ୍ୟ ବିହାର, ଭି ଏସ ଏସ ନଗର, ଡମଣା, ବାଣୀବିହାର, ଆଦି ଅଂଚଳର ମୁରବି ଏବଂ ବୁଦ୍ଧିଜୀବୀଙ୍କୁ ସଚେତନତା କରିବା ସହ ସାମିଲ କରି ଦାବୀ ହାସଲ ଯାଏଁ ଜୋରଦାର ପ୍ରୟାସ କରିବାକୁ ପୂର୍ବରୁ ବୈଠକରେ ନିଷ୍ପତି ହୋଇଥିଲା l ସେଥିପାଇଁ ସବୁ ଗଳି କନ୍ଦିରେ ବ୍ୟାନର, ସଚେତନତା ପ୍ରଚାରପତ୍ର ବଣ୍ଟନ ସହ ପ୍ରଚାର ଗାଡ଼ି ରେ ଜନସଚେତନତା ବାର୍ତ୍ତା ର ପ୍ରଚାର ପ୍ରସାର କରାଯାଉଛି l ପ୍ରତି କଲୋନୀ ରେ ବୈଠକ ମଧ୍ୟ ଆୟୋଜିତ କରାଯାଇ ସମସ୍ତଙ୍କୁ ସଂଗଠିତ କରାଯିବ l ଆଜି ଧୀରୀକୁଟି ବସ୍ତି, ପlତ୍ରସାହି, ଗlଡ଼କଣ ଠାରେ ଏହି ସଚେତନତା ପଦଯାତ୍ରା ଆରମ୍ଭ ହୋଇଛି l ବାସୁଦେବ ଭଟ୍ଟ, ପ୍ରସନ୍ନ ବିଷୋୟୀ, ଅଶୋକ ପାଇକରାୟ, ପ୍ରତାପ ସାହୁ, ସତ୍ୟ ମହାନ୍ତି, ଗଗନ ପଣ୍ଡା, ସୁବ୍ରତ ସାହୁ, ମେଘନା ମିଶ୍ର, ମିଟୁ ପରିଡା, ଶଙ୍କର୍ଷଣ ବାରିକଙ୍କ ସମେତ ଅନେକ କର୍ମକର୍ତ୍ତା ପଦଯାତ୍ରା କରି ଲୋକମାନଙ୍କୁ ଲିଫଲେଟ ବାଣ୍ଟିବା ସହିତ ଆଲୋଚନା କରିଥିଲେ l ଆଗାମୀ ଦିନରେ ଏହା ସମସ୍ତ ଅଂଚଳରେ ଚାଲିବ
ସୈନିକ ସ୍କୁଲ ବଞ୍ଚାଅ ଅଭିଯାନ ତରଫରୁ ଅଳିଆଗଦା ହଟାଅ ସୈନିକସ୍କୁଲ ବଞ୍ଚାଅ ସଚେତନତା ପଦଯାତ୍ରା ଆରମ୍ଭ
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ରଜର ରାଣୀ ହେଲେ ଅର୍ପିତା ନାୟକବିଜେତାଙ୍କୁ ୫ ହଜାର ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ
ବାଲିଅନ୍ତା ୧୬/୦୬:- (ଗୋବର୍ଦ୍ଧନ ଦାସ):- ଓଡ଼ିଶାର ଗଣପର୍ବ ପବିତ୍ର ରଜ ମହୋତ୍ସବ ଅବସରରେ ଗ୍ରୀନ ଜୟଦେବ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ଗଡ଼କଣ୍ଟୁଣିଆ ସ୍ଥିତ ପବିତ୍ର ସୁଦର୍ଶନ ଦାରୁ ପୀଠ ନିକଟରେ ୫ମ ରଜ ମହୋତ୍ସବ ଆଡ଼ମ୍ବର ସହକାରେ ଉଦଯାପିତ ହୋଇଯାଇଛି। ଓଡ଼ିଆ
ନୂଆଗାଁରେ ପାମେଲା ଓ ଧଉଳିରେ ଇରାଙ୍କ ଗୀତରେ ଝୁମିଲେ ଦର୍ଶକନୂଆଗାଁ ଓ ଧଉଳି ବିକାଶ ମଞ୍ଚରେ ରଜ ମହୋତ୍ସବ ଉଦଯାପିତ
ବାଲିଅନ୍ତା,୧୬|୬(ଗୋବର୍ଦ୍ଧନ ଦାସ):ରଜ ପର୍ବର ଶେଷ ଦିନରେ ଧଉଳି ବିକାଶ ମଞ୍ଚରେ ଓଲିଉଡ଼ର ପ୍ରଖ୍ୟାତ କଣ୍ଠଶିଳ୍ପୀ ଇରା ମହାନ୍ତି ଏବଂ ନୂଆଗାଁ ଗ୍ରାମୀଣ ବିକାଶ ମଞ୍ଚରେ ବଲିଉଡର ଖ୍ୟାତିସମ୍ପର୍ଣ୍ଣ କଣ୍ଠଶିଳ୍ପୀ ପାମିଲା ଜୈନଙ୍କ ଗୀତରେ ଝୁମିଛନ୍ତି ଦର୍ଶକ l ୨ କଣ୍ଠଶିଳ୍ପୀ ଗୋଟାକ
ରଜ ଉପଲକ୍ଷେ ବିଦ୍ୟାଳୟ ପରିସର ସଫେଇ
ଭୁବନ: ଓଡ଼ିଶାର ଗଣପର୍ବ ତଥା କୃଷିର ପର୍ବ ରଜ ଅବସରରେ ସାରା ଓଡ଼ିଶା ଉତ୍ସବ ମୁଖର। ଏହି ରଜ ଉତ୍ସବ ଉପଲକ୍ଷେ ଢ଼େଙ୍କାନାଳ ଜିଲ୍ଳା ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମରେ ଦେଖିବାକୁ ମିଳିଛି ସଫେଇ କାର୍ଯ୍ୟକ୍ରମ। ଏହି ସଫେଇ କାର୍ଯ୍ୟକ୍ରମକୁ
ବଉଳାବନ୍ଧରେ ଭାଗବତ ପ୍ରବଚନ କାର୍ଯ୍ୟକ୍ରମ ।
ଚିଲିକା,୧୬ I୬:ଚିଲିକା ବ୍ଲକ ଅନ୍ତର୍ଗତ ବଉଳାବନ୍ଧ ଗ୍ରାମର ମଙ୍ଗରାଜପୁର ଠାରେ ପ୍ରତି ସଂକ୍ରାନ୍ତୀରେ ଅନୁଷ୍ଠିତ ହେଉଥିବା ଭାଗବତ ପ୍ରବଚନ କାର୍ଯ୍ୟକ୍ରମର ଅଂଶ ସ୍ଵରୂପ ଚ଼ଳିତ ମାସ ରଜସଂକ୍ରାନ୍ତୀ ଦିନ ଅନୁଷ୍ଠିତ ହୋଇଯାଇଅଛି । ସଂନ୍ଧ୍ୟା ସମୟରେ ଭାଗବତ ପାଠ ଓ ନାମ
ଓଡ଼ିଆ ଭାଷା,ସାହିତ୍ୟର କର୍ଣ୍ଣଧାର ଥିଲେ ବ୍ୟାସକବି ଫକୀର ମୋହନ ସେନାପତି
ଭୁବନେଶ୍ୱର ତା 15/06/26 ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ବ୍ୟାସକବି ଫକୀର ମୋହନ ସେନାପତି ସ୍ମୃତି ସଂସଦ ପକ୍ଷରୁ ସ୍ଥାନୀୟ ବାଣୀବିହାର ସ୍ଥିତ ପ୍ରତିମୂର୍ତ୍ତି ସ୍ଥଳରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ପ୍ରାଣ, ମହାନ କଥାକାର ବ୍ୟାସକବି ଫକୀର ମୋହନ ସେନାପତିଙ୍କ
ଧଉଳି ବିକାଶ ମଞ୍ଚର ଦ୍ଵିତୀୟ ରଜ ସମାରୋହରୁକସାନା ଗୀତରେ ଦର୍ଶକ ବିଭୋର
ବାଲିଅନ୍ତା,୧୫|୬(ଗୋବର୍ଦ୍ଧନ ଦାସ):ଐତିହ୍ୟ ପର୍ଯ୍ୟଟନ ସ୍ଥଳୀ ଶାନ୍ତିସ୍ତୁପ ଧଉଳି ପାଦଦେଶରେ ଧଉଳି ବିକାଶ ମଞ୍ଚ ପକ୍ଷରୁ ଦ୍ଵିତୀୟ ରଜ ମହୋତ୍ସବ ମହାସମାହୋରରେ ଅନୁଷ୍ଠିତ ହୋଇଯାଇଛି l ଉପଦେଷ୍ଟା ରହିନ୍ଦ୍ର କୁମାର ପାତ୍ର ଏବଂ ଆବାହକ ଚିନ୍ମୟ ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି
ଗ୍ରୀନ ଜୟଦେବ ଫାଉଣ୍ଡେସନର ୫ମ ରଜ ମହୋତ୍ସବ ଅନୁଷ୍ଠିତ
୧୬/୦୬(ଗୋବର୍ଦ୍ଧନ ଦାସ):-ଓଡ଼ିଶାର ଗଣପର୍ବ ପବିତ୍ର ରଜ ମହୋତ୍ସବ ଅବସରରେ ଗ୍ରୀନ ଜୟଦେବ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ଗଡ଼କଣ୍ଟୁଣିଆ ସ୍ଥିତ ପବିତ୍ର ସୁଦର୍ଶନ ଦାରୁ ପୀଠ ନିକଟରେ ୫ମ ରଜ ମହୋତ୍ସବ ଆଡ଼ମ୍ବର ସହକାରେ ଉଦଘାଟିତ ହୋଇଯାଇଛି। ଓଡ଼ିଆ ସଂସ୍କୃତି ଓ ପରମ୍ପରାର
ଶିଶୁପାଳଗଡ଼ ରଜ ମହୋତ୍ସବ -୨୦୨୬ ଦ୍ୱିତୀୟ ସଂନ୍ଧ୍ୟା
ବାଲିଅନ୍ତା, ୧୫/୦୬/(ଗୋବର୍ଦ୍ଧନ ଦାସ):- ଶିଶୁପାଳଗଡ଼ ଦୁର୍ଗାପୂବଜା ପଡ଼ିଆରେ ଆୟୋଜିତ ତିନିଦିନିଆ ରଜ ମହୋତ୍ସବ-୨୦୨୬ ର ଦ୍ୱିତୀୟ ସଂନ୍ଧ୍ୟାରେ ପୁରୀ ରାଜ୍ୟ ସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଟାନିକ
ଓଡ଼ିଆ ଭାଷା,ସାହିତ୍ୟର କର୍ଣ୍ଣଧାର ଥିଲେ ବ୍ୟାସକବି ଫକୀର ମୋହନ ସେନାପତି
ଭୁବନେଶ୍ୱର ତା 15/06/26 ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ବ୍ୟାସକବି ଫକୀର ମୋହନ ସେନାପତି ସ୍ମୃତି ସଂସଦ ପକ୍ଷରୁ ସ୍ଥାନୀୟ ବାଣୀବିହାର ସ୍ଥିତ ପ୍ରତିମୂର୍ତ୍ତି ସ୍ଥଳରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ପ୍ରାଣ, ମହାନ କଥାକାର ବ୍ୟାସକବି ଫକୀର ମୋହନ ସେନାପତିଙ୍କ
ଐତିହ୍ୟ ସ୍ଥଳରେ ଧୁମଧାମରେ ପାଳିଲେ ପହିଲି ରଜ
ବାଲିଅନ୍ତା,୧୪|୬(ଗୋବର୍ଦ୍ଧନ ଦାସ ): ଐତିହ୍ୟ ସ୍ଥଳି ଧଉଳି ଗୋପୀନାଥପୁର ମହିଳା ମହାସଂଘ ପକ୍ଷରୁ ୧0 ମ ରଜ ମହୋତ୍ସବ ପାଳିତ ହୋଇଯାଇଛି । ରଶ୍ମିପ୍ରଭା ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମହୋତ୍ସବରେ ‘କାପୋକ’ର ଅଧକ୍ଷ ସଂଗ୍ରାମ କେଶରୀ ପାଇକରାୟ ମୁଖ୍ୟ ଅତିଥି
ଶିଶୁପାଳଗଡ଼ରେ ଧୁମଧାମରେ ପାଳିତ ହେଲା ରଜ ମହୋତ୍ସବ-୨୦୨୬
ବାଲିଅନ୍ତା,୧୪|୬(ଗୋବର୍ଦ୍ଧନ ଦାସ):ଆମ ସଂସ୍କୃତି ଓ ପରମ୍ପରାର ଅନନ୍ୟ ପର୍ବ ହେଉଛି ରଜ l ଏହାକୁ ଛୋଟ ଠାରୁ ବୟସ୍କ ପର୍ଯ୍ୟନ୍ତ ପାଳନ କରନ୍ତି l ଖାସକରି ଯୁବତୀ ଓ ମହିଳା ମାନେ ଏହି ପର୍ବ ପାଳନ କରିଥାନ୍ତି ବୋଲି ଶିଶୁପାଳଗଡ଼ ଦଶହରା
କୁଶଭଦ୍ରା ନଦୀ ପୁନଃରୁଦ୍ଧାର ପାଇଁ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ମୁଖ୍ୟ ଯନ୍ତ୍ରୀଙ୍କ ସହିତ ଆଲୋଚନା
ରାମଚନ୍ଦ୍ରପୁର ବ୍ୟାରେଜ ନିର୍ମାଣ କାମକୁ ଶୀଘ୍ର ସାରିବା ସହିତ ନଦୀର ମୁହାଣ ଖୋଲିବାକୁ ଦାବି l ଭୁବନେଶ୍ୱର ତା 14 l 6 l ମହାନଦୀ ବଞ୍ଚାଅ ଆନ୍ଦୋଳନ ର ଆବାହକ ଶ୍ରୀଯୁକ୍ତ ସୁଦର୍ଶନ ଦାସ ଙ୍କ ନେତୃତ୍ୱ ରେ "କୁଶଭଦ୍ରା
ଶିଶୁପାଳଗଡ଼ରେ ହେବ ପ୍ରଥମ ରଜମହୋତ୍ସବ
ବାଲିଅନ୍ତା,୧୨|୬(ଗୋବର୍ଦ୍ଧନ ଦାସ):ଶିଶୁପାଳଗଡ଼ ଗ୍ରାମର ଦଧିବାମନଦେବ ସେବା ସମିତି ପକ୍ଷରୁ ଚଳିତବର୍ଷ ପ୍ରଥମ ରଜ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି l ଏନେଇ ଆଜି ଆୟୋଜକଙ୍କ ପକ୍ଷରୁ ହୋଟେଲ ଚାନ୍ସଲରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଓଡିଶାର ଗଣପର୍ବ ରଜ
ଶ୍ୟାମପ୍ରିୟା କଳା ସଂସ୍ଥାନ , ଦିଲ୍ଲୀ ପକ୍ଷରୁ summer workshop ra closing ceremony
Bhubaneswar-: ୟୁନିଟ୍ ୪ସ୍ଥିତ , ବୁଦ୍ଧ ମନ୍ଦିରର ନୁତନ ପ୍ରେକ୍ଷାଳୟ ଠାରେ , ଗତ ଜୁନ୍ ୧୦ତାରିଖ ଦିନ ଶ୍ୟାମପ୍ରିୟା କଳା ସଂସ୍ଥାନ , ଦିଲ୍ଲୀ ପକ୍ଷରୁ summer workshop ra closing ceremony ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା ଏହି
ଯୁବ ସାମ୍ବାଦିକ ପବିତ୍ର ଗୌଡ଼ ଥିଲେ ଜଣେ ଦକ୍ଷ, ନିଷ୍ଠାପର ସରଳ ବ୍ୟକ୍ତିତ୍ୱର ଅଧିକାରୀ
ଭୁବନେଶ୍ୱର ତା 10/06/26 ଯୁବ ସାମ୍ବାଦିକ, ଗାଳ୍ପିକ, ସିନେ ସମୀକ୍ଷକ,ସ୍ବର୍ଗତ ପବିତ୍ର କୁମାର ଗୌଡ଼ଙ୍କ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ସ୍ଥାନୀୟ ଜୟଦେବ ଭବନ ସ୍ଥିତ, ପ୍ରଦର୍ଶନୀ କକ୍ଷରେ "ସାମ୍ବାଦିକ ପବିତ୍ର କୁମାର ଗୌଡ଼ ସ୍ମୃତି କମିଟି "ପକ୍ଷରୁ ସାମ୍ବାଦିକ ତଥା
୫ମ ରଜ ମହୋତ୍ସବ ନିମନ୍ତେ ପ୍ରସ୍ତୁତୀ ବୈଠକ
ବାଲିଅନ୍ତା,୧0|୬():ଓଡ଼ିଶାର ପାରମ୍ପରିକ ଗଣପର୍ବ ‘ରଜ’ ଉପଲକ୍ଷେ ଆସନ୍ତା ୧୫ ଓ ୧୬ ତାରିଖରେ ପବିତ୍ର ସୁଦର୍ଶନ ଦାରୁ ପୀଠ ନିକଟରେ ୫ମ ରଜ ମହୋତ୍ସବ ସହ ଏକ ଭବ୍ୟ ‘ରଜ ରାଣୀ’ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି। ଅଗ୍ରଣୀ ସାମାଜିକ ଅନୁଷ୍ଠାନ
ସଫେଇ କର୍ମଚାରୀଙ୍କ ଧାରଣା, ୨ ମାସ ହେଲା ମିଳିନି ଦରମା
ବାଲିଅନ୍ତା,୧0|୬(ଗୋବର୍ଦ୍ଧନ ଦାସ):ବାଲିଅନ୍ତା ବ୍ଲକ ଅଧିନ ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଭିଙ୍ଗାରପୁର, ବେଣୁପୁର ଏବଂ ସରକଣା ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ "ନିର୍ମଳ" ଯୋଜନା ମାଧ୍ୟମରେ କାର୍ଯ୍ୟରତ କର୍ମଚାରୀ ମାନେ ଗତ ୨ ମାସହେଲା ଦରମା ପାଇନାହାନ୍ତି l କର୍ମଚାରୀ ମାନେ ଏନେଇ ବାରମ୍ବାର ଉଚ୍ଚ
ଗୁପ୍ତା ଇଭେଣ୍ଟ୍ ପକ୍ଷରୁ ଜନତା ମଇଦାନ ଠାରେ ରଜ ଉତ୍ସବ
ଭୁବନେଶ୍ୱର: ରଜ ଉତ୍ସବକୁ ଆଖି ଆଗରେ ରଖି ରାଜଧାନୀ ଭୁବନେଶ୍ୱରସ୍ଥିତ ଜନତା ମଇଦାନ ଠାରେ ଗୁପ୍ତା ଇଭେଂଟ ମ୍ୟାନେଜମେଂଟ ତରଫରୁ ଆୟୋଜନ କରାଯାଇଛି। ଏହି ରଜ ଉତ୍ସବ ଜୁନ୍ ୧୭ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଆୟୋଜିତ ରଜ ଉତ୍ସବ ରେ
ଓଡିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ତଥା ମହିଳାଙ୍କ ଆଦର୍ଶ ଥିଲେ ନନ୍ଦିନୀ ଶତପଥୀ
ଭୁବନେଶ୍ୱର ତା 09/06/26 ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ଓଡିଶା ସରକାରଙ୍କ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ତଥା ବିଭିନ୍ନ ସଂଗଠନ ପକ୍ଷରୁ ଓଡିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ, ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ, ବିଶିଷ୍ଟ ସାହିତ୍ୟିକା ତଥା ବହୁମୁଖି ପ୍ରତିଭାଦୀପ୍ତା ବ୍ୟକ୍ତିତ୍ୱ ସ୍ବର୍ଗତ
ସରପଞ୍ଚଙ୍କ ମହାନତା ,ନଦୀର ପ୍ରଖର ସୁଅରେ ଦେଢ଼ ବର୍ଷର ଶିଶୁକନ୍ୟାକୁ ନଦୀ ପାରକଲେ
ବାଲିଅନ୍ତା,୯|୬ (ଗୋବର୍ଦ୍ଧନ ଦାସ):ପୁଣ୍ୟତୋୟା ଭାର୍ଗବୀ ନଦୀର ପ୍ରଖର ସୁଅରେ ଜଣେ ଦେଢ଼ ବର୍ଷର ଶିଶୁକନ୍ୟାକୁ କାଖରେ କାଖେଇ ନଦୀ ପାର କରି ମହାନତାର ପରିଚୟ ଦେଇଛନ୍ତି ବାଲିଅନ୍ତା ବ୍ଲକ ଝିଣ୍ଟିଶାସନ ପଞ୍ଚାୟତର ସରପଞ୍ଚ ସିତୁ ଓରଫ ଅଜିତ କୁମାର ପାତ୍ର l
Politics
ଜନଗଣନା କାର୍ଯ୍ୟକ୍ରମ ପାଇଁ ନିଯୁକ୍ତି ପତ୍ର ପ୍ରଦାନ