ଭବାନୀପାଟଣା, (ଉତ୍କଳ ବୁଲେଟିନ) : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବନ ବିଭାଗ ଜଣେ ହାତୀ ଦାନ୍ତ ବେପାରୀ ତଥା ମୋଷ୍ଟ ୱଣ୍ଟେଡ କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତ ଜଣକ ହେଲା କଟକ ଜିଲ୍ଲା ଦୁର୍ଗା ପ୍ରସାଦ ଗାଁର ଗୋପବନ୍ଧୁ ମହାଲିକ ଓରଫ୍ ବାବୁଲି ବୋଲି ଜଣାପଡିଛି। ବାବୁଲି କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ନିକଟସ୍ଥ ମଟୋଗଣ୍ଡା ଗାଁରେ ଥିବା ଏକ କାବାଡି ଗୋଦାମରେ ରହୁଥିବା ବିଶେଷ ସୂତ୍ରରୁ ଖବର ପାଇ ବନ… Continue reading ମୋଷ୍ଟ ୱାଣ୍ଟେଡ ହାତୀ ଦାନ୍ତ ବେପାରୀ ଗିରଫ, ଜଣେ ଫେରାର
ମୋଷ୍ଟ ୱାଣ୍ଟେଡ ହାତୀ ଦାନ୍ତ ବେପାରୀ ଗିରଫ, ଜଣେ ଫେରାର