ଜନକଲ୍ୟାଣ ସାମ୍ବାଦିକ ସଂଘ ଗୋଲାମୁଣ୍ଡା ତରଫରୁ କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ  ସୌଜନ୍ୟ ମୂଳକ ସାକ୍ଷାତ  

ଧର୍ମଗଡ ୧୮/୦୩/ (ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): ଗୋଲାମୁଣ୍ଡା ବ୍ଲକ ଜନକଲ୍ୟାଣ ସାମ୍ବାଦିକ ସଙ୍ଘ ସଭାପତି ଶ୍ରୀଯୁକ୍ତ ରାମ କୁମାର  ସେନାପତି ଙ୍କ ଅଧ୍ୟକ୍ଷତାରେ ନୃତନ  ଭାବେ ଯୋଗଦାନ କରିଥିବା କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାଗରାଜ ଦେବାର୍କୁଣ୍ଡା ଙ୍କୁ ସଂଘ ର ସମସ୍ତ ସାମ୍ୱାଦିକ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ। ଏହା ପୂର୍ବରୁ ସିଏ ବୌଦ୍ଧ ଜିଲ୍ଲାରେ ଆରକ୍ଷୀ ଅଧିକ୍ଷକ ଭାବେ କାର୍ଯ୍ୟରତ ଥିଲେ। ସେଥିରୁ ବଦଳୀ ପରେ ଚଳିତ ମାସ ତିନି ତାରିଖ ଦିନ କଳାହାଣ୍ଡି ଜିଲ୍ଲାରେ… Continue reading ଜନକଲ୍ୟାଣ ସାମ୍ବାଦିକ ସଂଘ ଗୋଲାମୁଣ୍ଡା ତରଫରୁ କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ  ସୌଜନ୍ୟ ମୂଳକ ସାକ୍ଷାତ  

ଗୋଲାମୁଣ୍ଡା ଥାନା ଅଧିକାରିଣୀ ଙ୍କୁ ବିଦାୟକାଳିନ ସମ୍ବର୍ଦ୍ଧନା

ଧର୍ମଗଡ ୨୦/୦୩/ (ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ପୂର୍ବତନ ଥାନା ଅଧିକାରିଣୀ ଶ୍ଵେତାପଦ୍ମା ସେଠ ଙ୍କୁ ଧର୍ମଗଡ ଥାନା କୁ ବଦଳି ହୋଇଥିବା ବେଳେ ପୂର୍ବତନ ଥାନା ଅଧିକାରିଣୀ ଶ୍ରୀମତୀ ସେଠ ଙ୍କ ଉଦ୍ଦେଶ୍ୟ ରେ ଗୋଲାମୁଣ୍ଡା ଥାନା ପରିସରରେ ନିରାଡ଼ମ୍ବରପୂର୍ଣ୍ଣ ଓ ଦୁଃଖଦପୂର୍ଣ୍ଣ ପରିବେଶ ମଧ୍ୟ ରେ ବିଦାୟ କାଳିନ ସମ୍ବର୍ଦ୍ଧନା ଦିଆଯାଇଥିଲା ।। ଏହି ଅବସରରେ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ମନୋଜ କୁମାର ବେହେରା, ଗୋଲାମୁଣ୍ଡା ଥାନା ଅଧିକାରୀ… Continue reading ଗୋଲାମୁଣ୍ଡା ଥାନା ଅଧିକାରିଣୀ ଙ୍କୁ ବିଦାୟକାଳିନ ସମ୍ବର୍ଦ୍ଧନା

ବିପଦ ସାଜିବାରେ ଲାଗିଛି ବ୍ଲୁ ଟୁଥ: ଯୁବପିଢୀଙ୍କ କ୍ଷେତ୍ରରେ ବଢୁଛି କାନଜନିତ ସମସ୍ୟା

କଳାହାଣ୍ଡି, ୨0|୩ (ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ଧର୍ମଗଡ ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ଅଧିକାଂଶ ଯୁବପିଢୀଙ୍କ କ୍ଷେତ୍ରରେ ବିଗତ କିଛି ମାସ ହେଲା ଦେଖିବାକୁ ମିଳୁଛି କାନଜନିତ ସମସ୍ୟା । ସହରର କେତେକ ଔଷଧ ଦୋକାନୀଙ୍କ ଠାରୁ ଆରମ୍ଭ କରି ଡାକ୍ତରଖାନା ଓ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ କାନଜନିତ ସମସ୍ୟାର ସମ୍ମୁଖୀନ ହୋଇ ବହୁ ଯୁବପିଢୀ ଚିକିତ୍ସା ପାଇଁ ଆସୁଥିବା ଆଲୋଚିତ ହେଉଛି । କାନଜନିତ ସମସ୍ୟାର ପ୍ରତିକାର ପାଇଁ ବହୁ ଯୁବପିଢୀ କର୍ଣ୍ଣ… Continue reading ବିପଦ ସାଜିବାରେ ଲାଗିଛି ବ୍ଲୁ ଟୁଥ: ଯୁବପିଢୀଙ୍କ କ୍ଷେତ୍ରରେ ବଢୁଛି କାନଜନିତ ସମସ୍ୟା

ଗଭୀର ଜଳ ଭିତରେ ଦେଶୀ ଡଙ୍ଗାରେ ବିପଦ ପୁର୍ଣ ଯାତ୍ରା

ଇତି ମଧ୍ୟରେ ୬ ବର୍ଷ ବିତିଯାଇଥିଲେ ମଧ୍ୟ ସେତୁ ନିର୍ମାଣ ପ୍ରକ୍ରିୟା ଅଟକି ରହିଛି କଳାହାଣ୍ଡି,୨O|୩(ପ୍ୟାରିଲାଲ ଦୁର୍ଗାଙ୍କ ରିପୋର୍ଟ): ପେଟର କ୍ଷୁଧା ମେଣ୍ଟାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଜଳ ଭଣ୍ଡାରରେ ଦେଶୀ ଡଙ୍ଗାରେ ଦୀର୍ଘ ୮କିମି ଯାତ୍ରା କରୁଛନ୍ତି ଲୋକେ। ଏମିତି ଚିତ୍ର କଳାହାଣ୍ଡି ଜିଲାର ବହୁମୁଖୀ ଇନ୍ଦ୍ରାବତୀ ପ୍ରକଳ୍ପ ଜଳ ଭଣ୍ଡାରରେ ଦେଖିବାକୁ ମିଳିଛି। ଦୀର୍ଘ ୨୬ ବର୍ଷ ହେଲା ଏମିତି ଦୁର୍ଦ୍ଦଶା ଭୋଗୁଛନ୍ତି ଇନ୍ଦ୍ରାବତୀ ଜଳ ଭଣ୍ଡାରର ଅଞ୍ଚଳବାସୀ। ଇନ୍ଦ୍ରାବତୀ ଜଳଭଣ୍ଡାର… Continue reading ଗଭୀର ଜଳ ଭିତରେ ଦେଶୀ ଡଙ୍ଗାରେ ବିପଦ ପୁର୍ଣ ଯାତ୍ରା

ମ. ରାମପୁର ଥାନାରେ ଡ଼ଙ୍ଗାପଟା ଗ୍ରାମର ଶାରୀରିକ ଶୋଷଣର ଶିକାର ହୋଇଥିବା ଯୁବତୀ ପୁଲିସ ବାବୁଙ୍କ ପ୍ରତାରଣା ଓ ଖାମଖିଆଲିର ଶିକାର !

କଳାହାଣ୍ଡି,୨0|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ମରାମପୁର ଥାନା ଅନ୍ତର୍ଗତ ଡଂଗାପଟା ଗ୍ରାମର ଜୈନିକା ଯୁବତୀ ନିର୍ମଳା ଦିପ ଗତ ପନ୍ଦର ଦିନ ତଳେ ତାଙ୍କ ଉପରେ ହୋଇଥିବା ଶାରୀରିକ ଶୋଷଣ ଓ ଅତ୍ୟାଚାର ର ଅଭିଯୋଗ କରିବା ପାଇଁ ମ. ରାମପୁର ଥାନାର ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ପନ୍ଦର ଦିନ ବିତି ବିତି ଯାଇଥିଲେ ସୁଦ୍ଧା ମ ରାମପୁର ପୋଲିସ ର ନୀରବତା ଓ ଆସାମୀ ଉପରେ ଥାନା ବାବୁଙ୍କ ଅହେତୁକ ଅନୁକମ୍ପା ସର୍ବ ସାଧାରଣରେ… Continue reading ମ. ରାମପୁର ଥାନାରେ ଡ଼ଙ୍ଗାପଟା ଗ୍ରାମର ଶାରୀରିକ ଶୋଷଣର ଶିକାର ହୋଇଥିବା ଯୁବତୀ ପୁଲିସ ବାବୁଙ୍କ ପ୍ରତାରଣା ଓ ଖାମଖିଆଲିର ଶିକାର !

କଳାହାଣ୍ଡି କ୍ଷୁଦ୍ର ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ନିଲମ୍ବିତ

ମହଙ୍ଗା ପଡିଲା ଟେଣ୍ଡର କୁ ନେଇ ୨ ଥର ଲଟେରୀ କରିବା କଳାହାଣ୍ଡି, ୨0|୩(ପ୍ୟାରିଲାଲ ଦୁର୍ଗାଙ୍କ ରିପୋର୍ଟ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ କ୍ଷୁଦ୍ର ଜଳସେଚନ ବିଭାଜନ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପ୍ରକ୍ରିୟାରେ ଦୁର୍ନୀତି ନେଇ ଅଭିଯୋଗ ହୋଇଥିଲା। ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ଜଗନ୍ନାଥ ମଲ୍ଲିକ ବେନିୟମ ଭାବେ ଟେଣ୍ଡର ଲଟେରି କରି ଏବେ ନିଲମ୍ବିତ ହୋଇଛନ୍ତି। ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟ ସଚିବଙ୍କ ଦସ୍ତଖତ ଥିବା ଚିଠିରେ ଅଧୀକ୍ଷଣ ଯନ୍ତ୍ରୀ ମଲିକଙ୍କୁ ଗତ ୧୩ ମାର୍ଚ୍ଚରେ ଶୃଙ୍ଖଳାଗତ… Continue reading କଳାହାଣ୍ଡି କ୍ଷୁଦ୍ର ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ନିଲମ୍ବିତ

ଗଦି ଦୋକାନରେ ନିଆଁ ଲାଗି ୩ ଦୋକାନ ଧୁଂସ

କଳାହାଣ୍ଡି,୨୦ା୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ଘୋଡ଼ାଘାଟ ଛକ ୨୬ ନମ୍ବର ଜାତୀୟ ରାଜପଥ ଉପରେ ଥିବା ୩ ଟି ଦୋକାନରେ ଗୁରୁବାର ନିଆଁ ଲାଗି ଧ୍ୱଂସ ହୋଇଯାଇଥିବା ଦେଖିବାକୁ ମିଳିଛି। ନିଆଁ ପ୍ରଥମେ ଗଦି ଦୋକାନରୁ ଲାଗି ଥିବାବେଳେ ପରେ ପାଖରେ ଥିବା ପନି ପରିବା,ସୋଡ଼ା ଦୋକାନରେ ଲାଗି ଯାଇଥିଲା। ଏହାସହ ନିକଟରେ ଥିବା ଡେଲି ନିଡ୍ସ ଦୋକାନରେ ମଧ୍ୟ ନିଆଁ ଲାଗି ଯାଇଥିଲା। ଗଦିରେ ନିଆଁ ଲାଗି ଯିବାରୁ ନିଆଁର… Continue reading ଗଦି ଦୋକାନରେ ନିଆଁ ଲାଗି ୩ ଦୋକାନ ଧୁଂସ

You cannot copy content of this page