ଡ. ସୁନୀଲ କୁମାର ପଟ୍ଟନାୟକ ନାଚୁଣୀ କଲେଜର ନୂତନ ଅଧ୍ୟକ୍ଷ

ଚିଲିକା : ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶାନୁଯାୟୀ ନାଚୁଣୀ କଲେଜର ନୂତନ ଅଧ୍ୟକ୍ଷ ଭାବେ ଡକ୍ଟର ସୁନୀଲ କୁମାର ପଟ୍ଟନାୟକ ଯୋଗ ଦେଇଛନ୍ତି।ସେ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷା ସଂଘମିତ୍ରା ପଟ୍ଟନାୟକଙ୍କ ଠାରୁ ଦାୟୀତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ସେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟସ୍ଥ ରାମଚନ୍ଦ୍ର ମର୍ଦ୍ଦରାଜ ବିଜ୍ଞାନ ମହାବିଦ୍ୟାଳୟର ରସାୟନ ବିଭାଗ ପ୍ରଧ୍ୟାପକ ଭାବେ କାର୍ଯ୍ୟ କରିଥିଲେ। ସେ ଅଧ୍ୟକ୍ଷ ଭାବେ ଦାୟୀତ୍ୱ ଗ୍ରହଣ କରିବା ପରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ତାଙ୍କୁ… Continue reading ଡ. ସୁନୀଲ କୁମାର ପଟ୍ଟନାୟକ ନାଚୁଣୀ କଲେଜର ନୂତନ ଅଧ୍ୟକ୍ଷ

ବୈଦ୍ୟ ମାଧବ ଚନ୍ଦ୍ର ନନ୍ଦଙ୍କର ୩୭ ତମ ଶ୍ରାଦ୍ଧ ବାର୍ଷିକୀ ଓ ମେଧାବୀ ସମ୍ବର୍ଦ୍ଧନା

ଚିଲିକା: ଚିଲିକା ବ୍ଲକର ଗଙ୍ଗାଧର ପୁର ଶାସନ ସ୍ଥିତ ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ମହାଦେବଙ୍କ ମନ୍ଦିର ପରିସର ମାଁ ଜୟଦୁର୍ଗା ମଣ୍ଡପରେ ଅଞ୍ଚଳର ସୁନାମଧନ୍ୟ ସମାଜ ସେବୀ ବୈଦ୍ୟ ମାଧବ ଚନ୍ଦ୍ର ନନ୍ଦଙ୍କର ୩୭ ତମ ଶ୍ରାଦ୍ଧ ବାର୍ଷିକୀ ଓ ମେଧାବୀ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମାଧବ ଚନ୍ଦ୍ର ସ୍ମୃତି ସ°ସଦ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠିତ ସଭାକୁ ସଭାପତି ରାମଚନ୍ଦ୍ର ଶତପଥୀ ଅଧ୍ୟକ୍ଷତା କରିଥିବାବେଳେ ସୀତାକାନ୍ତ ନନ୍ଦ ସ°ଯୋଜନା କରି ଥିଲେ। ଏଥିରେ… Continue reading ବୈଦ୍ୟ ମାଧବ ଚନ୍ଦ୍ର ନନ୍ଦଙ୍କର ୩୭ ତମ ଶ୍ରାଦ୍ଧ ବାର୍ଷିକୀ ଓ ମେଧାବୀ ସମ୍ବର୍ଦ୍ଧନା

You cannot copy content of this page