ଓଡ଼ିଆ ସଂସ୍କୃତି, ପରମ୍ପରା ଓ ବୀରତ୍ୱର ବାର୍ତ୍ତା ଦେବ ନମାମି ମନ୍ଦାକିନୀ

ଭୁବନେଶ୍ୱର ତା 07/04/26 ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ଓଡିଶା ନାଗରିକ ମହାସଙ୍ଘ ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ଏପ୍ରିଲ 14 ତାରିଖ ଦିନ ପବିତ୍ର ପଣା ସଂକ୍ରାନ୍ତି, ହନୁମାନ ଜୟନ୍ତୀ ଅବସରରେ ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ “ନମାମି ମନ୍ଦାକିନୀ ନବବର୍ଷ ମହୋତ୍ସବ “ଅନୁଷ୍ଠିତ ହେବ l ପ୍ରାତଃ 7 ଟା 30 ମିନିଟ ସମୟରେ ବିଶ୍ୱମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ପୁଷ୍ପ ମାଲ୍ୟ ଅର୍ପଣ ସହ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସମେତ… Continue reading ଓଡ଼ିଆ ସଂସ୍କୃତି, ପରମ୍ପରା ଓ ବୀରତ୍ୱର ବାର୍ତ୍ତା ଦେବ ନମାମି ମନ୍ଦାକିନୀ

ଓଡିଆ ପକ୍ଷପାଳନ ଅବସରରେ ଜିଲ୍ଲାସ୍ତରୀୟ ଯୋଗ ଏବଂ ରକ୍ତ ଦାନ ଶିବିର

କଳାହାଣ୍ଡି,୮|୪(ପ୍ୟାରିଲାଲ ଦୁର୍ଗା): ଓଡିଆ ପକ୍ଷପାଳନ ଅବସରରେ ଆଜି ଜିଲ୍ଲାପାଳ କଳାହାଣ୍ଡି ଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ଜିଲ୍ଲାସ୍ତରୀୟ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ. ନିହାରେନ୍ଦ୍ର ପଣ୍ଡା, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା କ୍ରିଡା ଅଧିକାରୀ ରମେଶ ଚନ୍ଦ୍ର ପାଢୀ, ଅଧ୍ୟାପକ ପରମେଶ୍ଵର ମୁଣ୍ଡ, ପତଞ୍ଜଳୀ… Continue reading ଓଡିଆ ପକ୍ଷପାଳନ ଅବସରରେ ଜିଲ୍ଲାସ୍ତରୀୟ ଯୋଗ ଏବଂ ରକ୍ତ ଦାନ ଶିବିର

କଳାହାଣ୍ଡିରେ ବେଆଇନ ଖଣିଖାଦାନକୁ ବରଦାସ୍ତ କରାଯିବ ନାହିଁ :ଜଳ -ଜମି -ଜଙ୍ଗଲ ଓ ପରିବେଶ ସୁରକ୍ଷା ସମିତି

କଳାହାଣ୍ଡି,୮|୪(ପ୍ୟାରିଲାଲ ଦୁର୍ଗା): ଆଜି କଳାହାଣ୍ଡିର ପ୍ରାକୃତିକ ପରିବେଶ ସୁରକ୍ଷା ଓ ଅନୁସୂଚିତ ଅଂଚଳରେ ପେସା ଆଇନ ଲାଗୁ କରିବା ତଥା ସଂଗ୍ରାମୀ ଲିଙ୍ଗରାଜ ଆଜାଦ ଓ ତାଙ୍କ ସାଥୀ ମାନଂକୁ ନିଃସର୍ତ୍ତ ଖଲାସ ଦାବୀରେ ସ୍ଥାନୀୟ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଦେବାପାଇଁ ନିଷ୍ପତ୍ତି ହୋଇଥିଲା |କଳାହାଣ୍ଡି ଜଳ-ଜମି- ଜଙ୍ଗଲ-ପରିବେଶ ସୁରକ୍ଷା ସମିତି ତରଫରୁ ଏହି କାର୍ଯ୍ୟକ୍ରମ ପାଇଁ ଅନୁମତି ପତ୍ର ହାସଲ କରିଥିଲେ ହେଲେ କାଶୀପୁର ଅଂଚଳରେ ଆଇନ ଶୃଙ୍ଖଳା ସୃଷ୍ଟି ହୋଇଥିବାରୁ… Continue reading କଳାହାଣ୍ଡିରେ ବେଆଇନ ଖଣିଖାଦାନକୁ ବରଦାସ୍ତ କରାଯିବ ନାହିଁ :ଜଳ -ଜମି -ଜଙ୍ଗଲ ଓ ପରିବେଶ ସୁରକ୍ଷା ସମିତି

ନାଚୁଣୀ ମହାବିଦ୍ୟାଳୟରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର: ବିରଳ ‘ ବି ‘ନେଗେଟିଭ ରକ୍ତ ସହିତ ୨୫ ୟୁନିଟ ରକ୍ତ ସଂଗ୍ରହ

ଚିଲିକା,୮।୪(ସ.ମି.ସ)ନାଚୁଣୀ ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଓଡିଆ ପକ୍ଷ ପାଳନ ଅବସରରେ ମହାବିଦ୍ୟାଳୟ ଓ ସମ୍ବାଦ ଆମ ଓଡ଼ିଶାର ମିଳିତ ଆନୁକୁଲ୍ୟରେ ଆଜି ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଡକ୍ଟର ସୁନୀଲ କୁମାର ପଟ୍ଟନାୟକ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସମ୍ବାଦର ବରିଷ୍ଠ ସାମ୍ବାଦିକ ତଥା ଆମ ଓଡ଼ିଶା ସ°ଯୋଜକ ପ୍ରଦୋଷ କୁମାର ଦାସଙ୍କ ସ°ଯୋଜନାରେ ଅନୁଷ୍ଠିତ ଏହି ଶିବିରରୁ ” ବି ” ନେଗେଟିଭ ରକ୍ତ ସଂଗ୍ରହ ହେବା ସହିତ… Continue reading ନାଚୁଣୀ ମହାବିଦ୍ୟାଳୟରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର: ବିରଳ ‘ ବି ‘ନେଗେଟିଭ ରକ୍ତ ସହିତ ୨୫ ୟୁନିଟ ରକ୍ତ ସଂଗ୍ରହ

You cannot copy content of this page