ରଥକାଠ ଅନୁକୂଳ କାର୍ଯ୍ୟ ସମ୍ପନ୍ନ।

ବାଲିଅନ୍ତା, ୨୦/୪/୨୬ (ଗୋବର୍ଦ୍ଧନ ଦାସ ): ବାଲିଅନ୍ତା ବ୍ଳକ ଅନ୍ତର୍ଗତ କାକରୁଦ୍ରପୁର ପଞ୍ଚାୟତରେ ମହାପ୍ରଭୁ ଜଗନ୍ନାଥ ଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସୋମବାର ଦିନ ପତିତପାବନ ଦେବଙ୍କ ରଥ ନିର୍ମାଣ ନିମନ୍ତେ ବିଧିବଦ୍ଧ ଭାବେ ରଥକାଠ ଅନୁକୂଳ କାର୍ଯ୍ୟ ସମ୍ପନ୍ନ ହୋଇଯାଇଛି।ପରମ୍ପରା ଅନୁଯାୟୀ, ପ୍ରଥମେ ଚିହ୍ନଟ ହୋଇଥିବା ପବିତ୍ର କାଠକୁ ରଥଖଳାକୁ ଅଣାଯାଇଥିଲା। ଆଜି ପ୍ରତ୍ୟୁଷରୁ ଶାସ୍ତ୍ରୀୟ ରୀତିମତେ ପୂଜାର୍ଚ୍ଚନା କରାଯିବା ସହ କାଠ ଉପରେ ପୁଷ୍ପମାଲ୍ୟ… Continue reading ରଥକାଠ ଅନୁକୂଳ କାର୍ଯ୍ୟ ସମ୍ପନ୍ନ।

ଭୁବନେଶ୍ୱର ରେ ଅକ୍ଷୟ ତୃତୀୟା ପାଳିତ

ଭୁବନେଶ୍ୱର: ପ୍ରତିବର୍ଷ ପରି ଚଳିତ ମାସ ଶୁକ୍ଳ ପକ୍ଷ ଅକ୍ଷୟ ତୃତୀୟା ଇଂରାଜୀ ତା.20/4/2026 ସୋମବାର ଦିନ ବରମୁଣ୍ଡା ଗ୍ରାମ ସ୍ଥିତ ଅଲେଖ ଟୁଙ୍ଗି ର ବାର୍ଷିକ ମହୋତ୍ସବ ପାଳିତ ହୋଇ ଯାଇଅଛିI ବ୍ରହ୍ମଲୀନ ବ୍ରହ୍ମ ଅବଧୂତ ଜୟକୃଷ୍ଣ ବାବାଙ୍କ ପୂର୍ବ ଆଦେଶ ଅନୁଯାଇ ସାଧୁ ବାବାଜୀ ଚରଣ ଦାସଙ୍କ ଅଧକ୍ଷତାରେ ପ୍ରାତଃ ବ୍ରହ୍ମ ମୁହୂର୍ତ ରେ ଅଖଣ୍ଡ ଘୃତ ବତୀ ପ୍ରଜ୍ବଳନ ଓ ବ୍ରହ୍ମ ଧ୍ଵନି ସ୍ଥାପନ କରାଯାଇ ଥିଲା ବିଶ୍ୱ ବାସି ଙ୍କ ମଙ୍ଗଳ… Continue reading ଭୁବନେଶ୍ୱର ରେ ଅକ୍ଷୟ ତୃତୀୟା ପାଳିତ

ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଅକ୍ଷୀମୁଠି ଅନୁକୂଳ।

ବାଲିଅନ୍ତା ୨୦/୦୪:- ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ସ୍ଥାନୀୟ ପାହାଳ ନିକଟସ୍ଥ ଜୋହଳ ଗ୍ରାମରେ ଅକ୍ଷୀମୁଠି ଅନୁକୂଳ କରାଯାଇଛି|ଓଡ଼ିଶା ଜନତା କଂଗ୍ରେସର ପ୍ରତିଷ୍ଠାତା ମହମ୍ମଦ ମୋକିମଙ୍କ ଉପସ୍ଥିତିରେ ଭୂମି ପୂଜନ ଓ ଲଙ୍ଗଳ ପୂଜା କରାଯାଇଥିଲା|ଓଜେସି ନେତା ବାସୁଦେବ ଭଟ୍ଟ କର୍ତ୍ତା ଭାବେ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ|ପୂଜା କାର୍ଯ୍ୟ ପରେ ନଡ଼ିଆ ବାଡେଇ ନିଜେ ଟ୍ରାକ୍ଟର ଚଲାଇ ହଳ କରିଥିଲେ|ବରିଷ୍ଠ ନେତା ପ୍ରଦୀପ ପ୍ରଧାନ,ନିକୁଞ୍ଜ ପଶାୟତ,ମନୋଜ ଜେନା, ନଯିବୁର ରେହେମାନ… Continue reading ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଅକ୍ଷୀମୁଠି ଅନୁକୂଳ।

୨୫ ରେ ମଦନମୋହନ ଦେବଙ୍କ ପୀଠରେ ରାମଚରିତ ମାନସ ନବାହ୍ନାପାରାୟଣ

ବାଲିଅନ୍ତା,୨୦|୪(ଗୋବର୍ଦ୍ଧନ ଦାସ ):ଆସନ୍ତା ୨୫ ତାରିଖରେ ବାଳକାଟି ଅଞ୍ଚଳର ଆରାଧ୍ୟ ଶ୍ରୀ ମଦନମୋହନ ଦେବଙ୍କ ମନ୍ଦିରରେ ଆରମ୍ଭ ହେବ ୩୧(ଏକତ୍ରିଂଶତମ)ତମ ରାମ ଚରିତ ମାନସ ନବାହ୍ନପାରାୟଣ ଓ ପ୍ରବଚନ ମହାଯଜ୍ଞ l ଏହା ୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ l ୨୪ ତାରିଖରେ କଳସ ଯାତ୍ରା ଅନୁଷ୍ଠିତ ହେବା ସହ ୯ ଦିନ ଧରି ସକାଳେ ଦାମୋଦର ଦାସ ମହାରାଜାଙ୍କ ଦ୍ୱାରା ରାମାୟଣ ପାଠ କରାଯିବ l ନବଦିନାତ୍ମକ ହେବାକୁ ଥିବା ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ… Continue reading ୨୫ ରେ ମଦନମୋହନ ଦେବଙ୍କ ପୀଠରେ ରାମଚରିତ ମାନସ ନବାହ୍ନାପାରାୟଣ

ଫସଲ ପାଇଁ ବିକ୍ଷପ

ବାଲିଅନ୍ତା ୨୦/୦୪ ଗୋବର୍ଦ୍ଧନ ଦାସ:- ଭୁବନେଶ୍ୱର ପୈ।ର ମହାନଗର ନିଗମର ଓ୍ଵାର୍ଡ ନମ୍ବର ୬୭ ରେ ସୁନ୍ଦରପଦା ଅବସ୍ଥିତ। ଆଜି ପବିତ୍ର ଅକ୍ଷୟ ତୃତୀୟା।। କୃଷି ପ୍ରଧାନ ରାଜ୍ୟ ଓଡ଼ିଶା। ଅକ୍ଷୟ ତୃତୀୟା ଅବସରରେ ବିଭିନ୍ନ ସ୍ଥାନରେ କୃଷି କାର୍ଯ୍ୟ ବା ଅକ୍ଷିମୁଠି ଅନୁକୂଳ ହୋଇଥାଏ। ଦୁଃଖ ଓ କ୍ଷୋଭର ବିଷୟ ସୁନ୍ଦରପଦା ଅଞ୍ଚଳରେ ଏକର ଏକର କୃଷି କ୍ଷେତ୍ର ବର୍ଷ ବର୍ଷ ଧରି ପଡ଼ିଆ ହୋଇ ପଡ଼ିରହିଛି। ଥରକୁ ଥର ସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ… Continue reading ଫସଲ ପାଇଁ ବିକ୍ଷପ

୧୫ ଜଣଚାଷୀଙ୍କୁ ଜୟଦେବ କୃଷକ ସମ୍ମାନ ପ୍ରଦାନ

ବାଲିଅନ୍ତା ୨୦/୦୪ ଗୋବର୍ଦ୍ଧନ ଦାସ :- ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଗ୍ରୀନ୍ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟ ଓ ଅଗ୍ରଣୀ ମାସିକ ନ୍ୟୁଜ ପେପର ଶାନ୍ତିସ୍ତୁପ ମିଳିତ ଆନୁକୁଲ୍ୟରେ ବାଲିଅନ୍ତା ବ୍ଲକ୍ ଅନ୍ତର୍ଗତ ଉମାଦେଇ ବ୍ରହ୍ମପୁର ଗ୍ରାମ ପଞ୍ଚାୟତର ମା ଉପଳେଇ ଠାକୁରାଣୀ ପୀଠରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୧୫ଜଣ ସ୍ଥାନୀୟ ଚାଷୀ ଙ୍କୁ ଜୟଦେବ କୃଷକ ସମ୍ମାନ ପ୍ରଦାନ କରାଯାଇଛି। ସମାଜସେବୀ ରଞ୍ଜନ କୁମାର ମହାପାତ୍ର… Continue reading ୧୫ ଜଣଚାଷୀଙ୍କୁ ଜୟଦେବ କୃଷକ ସମ୍ମାନ ପ୍ରଦାନ

ବୋଲଗଡ ଠାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୨୩ଜଣ କୃତୀ ପରୀକ୍ଷାର୍ଥୀଙ୍କୁ ସମ୍ବର୍ଦ୍ଧିତ ।

ଚିଲିକା,୨୦।୪:ବୋଲଗଡ଼ ବ୍ଳକ ଅନ୍ତର୍ଗତ ପିଚୁକୁଳିସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୧୦ମ ଶ୍ରେଣୀ ସି.ବି.ଏସ.ସି.ପରୀକ୍ଷା୨୦୨୬ରେ ଶତକଡା ୯୦ରୁ ଉର୍ଦ୍ଧ୍ବ ନମ୍ବର ରଖିଥିବା ୨୩ଜଣ ଛାତ୍ରଛାତ୍ରୀଙ୍କୁ ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ସୋମବାର ଦିନ ଉକ୍ତ ବିଦ୍ୟାଳୟ ପରିସରରେ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ଅଧ୍ୟକ୍ଷ ତାପସ ଦ୍ୱିବେଦୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁ ମୁଖ୍ୟ ଅତିଥି, ପ୍ରାକ୍ତନ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ମଣ୍ଡଳ ସାଧନ କେନ୍ଦ୍ର… Continue reading ବୋଲଗଡ ଠାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୨୩ଜଣ କୃତୀ ପରୀକ୍ଷାର୍ଥୀଙ୍କୁ ସମ୍ବର୍ଦ୍ଧିତ ।

You cannot copy content of this page