ଚିଲିକା,୩।୪:ଓଡ଼ିଶା ମାଧ୍ଯମିକ ଶିକ୍ଷା ବୋଡର୨୦୨୬ ବାର୍ଷିକ ମାଟ୍ରିକ୍ ପରୀକ୍ଷା ଫଳାଫଳ ପ୍ରକାଶିତ ହୋଇଯାଇଛି। ବୋଲଗଡ ଗୋଷ୍ଠୀ ଶିକ୍ଷା କାଯ୍ୟାଳୟ ଅନ୍ତର୍ଗତ ୨୯ଟି ମାଧ୍ଯମିକ ବିଦ୍ୟାଳୟର ସମୁଦାୟ ୧୫୭୯ଜଣ ବିଦ୍ୟାର୍ଥୀ ହାଇସ୍କୁଲ ମାଟ୍ରିକ୍ ପରୀକ୍ଷା ଦେଇଥିଲେ। ପରୀକ୍ଷା ରେ ୧୫୦୪ ଜଣ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଛନ୍ତି। ବ୍ଲକର ଶତକଡା ପାସହାର ୯୫.୨୫ ରହିଛି । ଏ୧ ଗ୍ରେଡରେ ୭ ଜଣ, ଏ୨ ରେ ୫୮ , ବି୧ ରେ ୧୩୯ , ବି୨ ରେ ୨୬୩ , ସି… Continue reading ପିଏମଶ୍ରୀ ବାମନ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସିପ୍ରାରାଣୀ ଦ୍ୱାରୀ ବୋଲଗଡ଼ ବ୍ଲକରେ ଟପର୍ |
ପିଏମଶ୍ରୀ ବାମନ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସିପ୍ରାରାଣୀ ଦ୍ୱାରୀ ବୋଲଗଡ଼ ବ୍ଲକରେ ଟପର୍ |