ବାଳକାଟି ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ଜଳସେବାମାନବିକତା ଦେଖାଇଲେ “ନିର୍ମଳ” କର୍ମଚାରୀ

ବାଲିଅନ୍ତା,୨୭|୫:ସମଗ୍ର ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି l ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସାମାଜିକ ଅନୁଷ୍ଠାନ, ସ୍ବେଛାସେବୀ ମାନେ ପ୍ରମୁଖ ସ୍ଥାନରେ ଜଳସେବା କରୁଥିବା ନଜିର ରହିଛି l ଏହି ଅବସରରେ ବାଳକାଟି ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ “ନିର୍ମଳ” ଯୋଜନାରେ କାର୍ଯ୍ୟରତ କର୍ମଚାରୀ ମାନେ ଜଳସେବା ଶିବିର ଆୟୋଜନ କରିଥିଲେ l ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ରୋଗୀମାନଙ୍କୁ ଦହିପଣା ବଣ୍ଟନ କରିଛନ୍ତି l ପ୍ରଚଣ୍ଡ ଖରାକୁ ରୋଗୀ ମାନେ ଏହି ଦହିପଣା ପାନ କରି… Continue reading ବାଳକାଟି ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ଜଳସେବାମାନବିକତା ଦେଖାଇଲେ “ନିର୍ମଳ” କର୍ମଚାରୀ

ଆଦର୍ଶ ଶିକ୍ଷକ ଓ କୃତିତ୍ୱ ବିଦ୍ୟାର୍ଥି ଙ୍କୁ ଭବ୍ୟ ପ୍ରତିଭା ସମ୍ବର୍ଦ୍ଧନା।

ବାଲିଅନ୍ତା ୨୭/୦୫ (ଗୋବର୍ଦ୍ଧନ ଦାସ):-ବାଳକାଟି ସ୍ଥିତ ନିର୍ମାଣ କନଫରେନ୍ସ ହଲ୍‌ଠାରେ ଏକ ଭବ୍ୟ ପ୍ରତିଭା ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଗୀତାଞ୍ଜଳି ଇଣ୍ଡିଆ ଫାଉଣ୍ଡେସନ, ଅରବିନ୍ଦ ୟୁଥ୍ ଆଣ୍ଡ ସୋସିଆଲ ଚାରିଟେବୁଲ ଟ୍ରଷ୍ଟ ଏବଂ ‘ସାଇପୋ’ର ମିଳିତ ଆନୁକୁଲ୍ୟରେ ‘୯ମ ଗୀତାଞ୍ଜଳି ପ୍ରତିଭା ସମ୍ମାନ’, ‘୮ମ ଗୀତାଞ୍ଜଳି ଆଦର୍ଶ ଶିକ୍ଷକ ସମ୍ମାନ-୨୦୨୬’ ଓ ‘୮ମ ଗୀତାଞ୍ଜଳି ଆଦର୍ଶ ବିଦ୍ୟାଳୟ ସମ୍ମାନ-୨୦୨୬’ ମହାସମାରୋହରେ ସମ୍ପନ୍ନ ହୋଇଛି । ଏହି ଉତ୍ସବରେ ଗୀତାଞ୍ଜଳୀ ଇଣ୍ଡିଆ ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷ ରଞ୍ଜନ… Continue reading ଆଦର୍ଶ ଶିକ୍ଷକ ଓ କୃତିତ୍ୱ ବିଦ୍ୟାର୍ଥି ଙ୍କୁ ଭବ୍ୟ ପ୍ରତିଭା ସମ୍ବର୍ଦ୍ଧନା।

ମହାସମାରୋହରେ ବ୍ରହ୍ମେଶ୍ବର ଚନ୍ଦନ ଉତ୍ସବ ପାଳିତ।

ବାଲିଅନ୍ତା ୨୬/୦୫/(ଗୋବର୍ଦ୍ଧନ ଦାସ):- ଭୁବନେଶ୍ଵର ଟଙ୍କପାଣିରୋଡସ୍ଥିତ, ଚିଲିପୋଖରୀଠାରେ “କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ (କାପୋକ)”ର ଅଧ୍ୟକ୍ଷ ତଥା ଓଡିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ସଂଗ୍ରାମ କେଶରୀ ପାଇକରାୟ, ପୂର୍ବତନ କର୍ପୋରେଟର ଶ୍ରୀ ମଳୟ ମହାପାତ୍ର ଓ ବ୍ରହ୍ମେଶ୍ଵର ସଂସ୍କୃତିକ ପରିଷଦର ସଭାପତି ଶ୍ରୀ ପ୍ରଶାନ୍ତ କିଶୋର ରାୟଙ୍କ ନେତୃତ୍ୱରେ ଏବଂ ଶ୍ରୀ ରାଜେନ୍ଦ୍ର ସମର୍ଥା, ଶ୍ରୀ ବିରଞ୍ଚି ନାରାୟଣ ମହାସୁପକାର, ଶ୍ରୀ ପ୍ରତାପ ସାହୁ, ଶ୍ରୀ ଦେବୀ ପ୍ରସାଦ… Continue reading ମହାସମାରୋହରେ ବ୍ରହ୍ମେଶ୍ବର ଚନ୍ଦନ ଉତ୍ସବ ପାଳିତ।

ଓଡ଼ିଶା ପୁଲିସରେ ବଡ଼ ନିଯୁକ୍ତି, ୭,୬୬୪ ପଦ ପୂରଣ ହେବ

ଓଡ଼ିଶାରେ ପୁଲିସ ନିଯୁକ୍ତିକୁ ନେଇ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ଏକ ଅଧିକୃତ ଆଦେଶ ଅନୁଯାୟୀ, କନଷ୍ଟେବଳ ଠାରୁ ଆରମ୍ଭ କରି ସବ୍‌-ଇନ୍ସପେକ୍ଟର ପର୍ଯ୍ୟନ୍ତ ମୋଟ ୭,୬୬୪ଟି ଖାଲି ପଦବୀର ନିଯୁକ୍ତି ପ୍ରକ୍ରିୟା ଏବେ ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ କମିଶନ୍ ମାଧ୍ୟମରେ କରାଯିବ। ଏହି ନିଷ୍ପତ୍ତି ରାଜ୍ୟର ହଜାର ହଜାର ଚାକିରି ପ୍ରାର୍ଥୀଙ୍କ ପାଇଁ ବଡ଼ ଆଶା ସୃଷ୍ଟି କରିଛି। ଗୃହ ବିଭାଗ ପକ୍ଷରୁ… Continue reading ଓଡ଼ିଶା ପୁଲିସରେ ବଡ଼ ନିଯୁକ୍ତି, ୭,୬୬୪ ପଦ ପୂରଣ ହେବ

ଓଡିଶା ଉଦ୍ୟୋଗୀ ପରିବାରର ମାସିକ ବୈଠକ

ଭୁବନେଶ୍ୱର ତା 27/05/26 ଓଡିଶା ଉଦ୍ୟୋଗୀ ପରିବାରର ମାସିକ ବୈଠକ ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ଅଧ୍ୟକ୍ଷ, ପ୍ରତିଷ୍ଠାତା ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ବ ଓ ବିଜୟ କୁମାର ସାହୁ ଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ସଂଯୋଜକ ଭାବେ ବିଶିଷ୍ଟ ଉଦ୍ୟୋଗୀ ବି, ପି ସିଂ ଯୋଗ ଦେଇ ଉଦ୍ୟୋଗୀଙ୍କ ଉପରେ ନିଜର ସ୍ୱତନ୍ତ୍ର ଅଭିଭାଷଣ ରଖିଥିଲେ l ଉଦ୍ୟୋଗୀଙ୍କ ବିଭିନ୍ନ ସମସ୍ୟା, ପ୍ରତିବନ୍ଧକ ତଥା ନୂତନ ଭାବେ ଉଦ୍ୟୋଗ ଆରମ୍ଭ କରିବା ସହିତ ସମସ୍ତ… Continue reading ଓଡିଶା ଉଦ୍ୟୋଗୀ ପରିବାରର ମାସିକ ବୈଠକ

ସମର୍ପିତ, ନିଷ୍ଠାପର ପୁଜ୍ୟପୂଜା ବ୍ୟକ୍ତିତ୍ୱ ଭାବେ ବ୍ରଜଭାଇ ଚିରସ୍ମରଣୀୟ ରହିବେ / ରାଜଧାନୀରେ ଶହୀଦ ରଘୁ-ଦିବାକାରଙ୍କ ଭବ୍ୟ ପ୍ରତିମୂ ର୍ି ପାଇଁ ପ୍ରୟାସ ହେବ

ଭୁବନେଶ୍ୱର ତା:୨୬/୦୫/୨୬ ଗଣମାଧ୍ୟମ ଓ ସାମାଜିକ ଅନୁଷ୍ଠାନ “ଉକôଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ” ପକ୍ଷରୁ ସ୍ଥାନୀୟ ଖାରବେଳନଗର ସ୍ଥିତ ଗୋଦାବରୀଶ ସାହିତ୍ୟ ସଂସଦ ଠାରେ ସମ୍ପାଦକ ଅରବିନ୍ଦ ତ୍ରିପାଠୀଙ୍କ ସଂଯୋଜନାରେ ବରିଷ୍ଠ ପୁଜ୍ୟପୂଜା ପ୍ରାଣ, ଶହୀଦ ଦିବାକର ପରିଡ଼ାଙ୍କ ସୁଯୋଗ୍ୟ ଦାୟାଦ, ସମର୍ପିତ ସରଳ, ନିଷ୍ଠାପର, ଦକ୍ଷ ସଂଗଠକ ତଥା ରଣଭୂଇଁ ସମ୍ପାଦକ ସ୍ୱର୍ଗତ ବ୍ରଜବନ୍ଧୁ ପରିଡ଼ାଙ୍କ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ସଭାପତି ଭାବେ ବରିଷ୍ଠ ସମାଜସେବୀ,… Continue reading ସମର୍ପିତ, ନିଷ୍ଠାପର ପୁଜ୍ୟପୂଜା ବ୍ୟକ୍ତିତ୍ୱ ଭାବେ ବ୍ରଜଭାଇ ଚିରସ୍ମରଣୀୟ ରହିବେ / ରାଜଧାନୀରେ ଶହୀଦ ରଘୁ-ଦିବାକାରଙ୍କ ଭବ୍ୟ ପ୍ରତିମୂ ର୍ି ପାଇଁ ପ୍ରୟାସ ହେବ

You cannot copy content of this page