ବାରଙ୍ଗ ଥାନା ଥାର୍ଡ଼ ଡିଗ୍ରୀ ମାମଲାରେ ନୂଆ ଏକ ମୋଡ

ଉତ୍କଳ ବୁଲେଟିନ୍‌, ୩୧/୫:(ପ୍ରିୟବ୍ରତ ବାରିକ) ବାରଙ୍ଗ ଥାନା ଥାର୍ଡ଼ ଡିଗ୍ରୀ ଘଟଣାର ଆଉ ଏକ ନୂଆ ସନ୍ଦେହ ଦେଖାଦେଇଛି । ବାରଙ୍ଗ ପୋଲିସ ଏବଂ ମେଡ୍ ଏକ୍ସ ହସ୍ପିଟାଲ୍‌ ବି ସନ୍ଦେହ ପରିସରକୁ ଆସିଛି । ରାକେଶ ବେହେରା ଥାନା କୁ ଜେରା ପାଇଁ ଯାଇଥିବାବେଳେ, ହସ୍ପିଟାଲ୍‌ କୁ କେମିତି ଗଲେ ?ସରକାରୀ ହସ୍ପିଟାଲ୍ ଥାଉ ଆଉ ପୋଲିସ କେମିତି ଘରୋଇ ମେଡିକାଲ କୁ ନିଆଗଲା ?ଏହି ପ୍ରଶ୍ନ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କିଛି… Continue reading ବାରଙ୍ଗ ଥାନା ଥାର୍ଡ଼ ଡିଗ୍ରୀ ମାମଲାରେ ନୂଆ ଏକ ମୋଡ

ବାଲିଅନ୍ତା ବ୍ଲକରେ ଜିପିସିପିସି ସଦସ୍ୟମାନଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମ ଆୟୋଜିତ

ବାଲିଅନ୍ତା, ୩୦/୫(ଗୋବର୍ଦ୍ଧନ ଦାସ) : ରାଜ୍ୟର ଅନ୍ୟତମ ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ପିପୁଲସ୍ କଲ୍ଚରାଲ ସେଣ୍ଟର (ପିକକ୍) ପକ୍ଷରୁ ଆଡପ୍ଟସେଣ୍ଟ୍ରମ୍‌ର ସହଯୋଗ ଏବଂ ବାଲିଅନ୍ତା ପଞ୍ଚାୟତ ସମିତିର ସହାୟତାରେ ବାଲିଅନ୍ତା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷଠାରେ ଗ୍ରାମ ପଞ୍ଚାୟତ ଶିଶୁ ସୁରକ୍ଷା କମିଟି (ଜିପିସିପିସି) ସଦସ୍ୟମାନଙ୍କ ପାଇଁ ଏକ ଦିନିଆ ବ୍ଲକସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପିକକ୍‌ର ସମ୍ପାଦକ ଶ୍ରୀ ରଞ୍ଜନ କୁମାର ମହାନ୍ତିଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଗୁରୁତ୍ୱ ଉପରେ ସୂଚନା… Continue reading ବାଲିଅନ୍ତା ବ୍ଲକରେ ଜିପିସିପିସି ସଦସ୍ୟମାନଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମ ଆୟୋଜିତ

You cannot copy content of this page