ବାହୁଡା଼ ଯାତ୍ରାରେ ରାଧାକୃଷ୍ଣ ମନ୍ଦିରରୁ ୟୁନିଟ 5 ଜଗନ୍ନାଥ ମନ୍ଦିରକୁ ବାହୁଡ଼ିଲେ ଚତୁର୍ଦ୍ଧା ମୂର୍ତ୍ତି l

ଭୁବନେଶ୍ୱର ତା 24ରିଖ l ଆଜି ଥିଲା ମହାପ୍ରଭୁ ଜଗନ୍ନାଥଙ୍କ ବାହୁଡା଼ ଯାତ୍ରା l ଏ ଉପଲକ୍ଷେ ମହାପ୍ରଭୁଙ୍କ ସମେତ ଚତୁର୍ଦ୍ଧା ମୂର୍ତ୍ତି ୟୁନିଟ 6 ରାଧାକୃଷ୍ଣ ମନ୍ଦିର ସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହାରି ୟୁନିଟ 5 ଜଗନ୍ନାଥ ମନ୍ଦିର କୁ ନିର୍ଦ୍ଧାରିତ ସମୟରେ ପହଂଚି ଯାଇଛନ୍ତି l ନବଦୀନାତ୍ମକ ଯାତ୍ରା ଶେଷ କରି ବାହୁଡା଼ ଦଶମୀରେ ଆଜି ମହାପ୍ରଭୁ ବାହୁଡ଼ିଛନ୍ତି l ଦୀର୍ଘ 35 ବର୍ଷ ଧରି ୟୁନିଟ 5 ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଅନୁଷ୍ଠିତ… Continue reading ବାହୁଡା଼ ଯାତ୍ରାରେ ରାଧାକୃଷ୍ଣ ମନ୍ଦିରରୁ ୟୁନିଟ 5 ଜଗନ୍ନାଥ ମନ୍ଦିରକୁ ବାହୁଡ଼ିଲେ ଚତୁର୍ଦ୍ଧା ମୂର୍ତ୍ତି l

You cannot copy content of this page