ସ୍କାଉଟ ଆଣ୍ଡ ଗାଇଡ଼ ନିର୍ବାଚନରେ ମନ୍ତ୍ରୀ ଅଯଥା ହସ୍ତକ୍ଷେପ ବନ୍ଦ କରି ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ ପାଇଁ ବ୍ୟବସ୍ଥା କରନ୍ତୁ : ଓଡିଶା ଅଭିଭାବକ ମହାସଂଘ

ଭୁବନେଶ୍ୱର ତା 6 ରିଖ l ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସର ନିର୍ବାଚନ ପ୍ରକ୍ରିୟାରେ ମାନ୍ୟବର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଗଣଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀଙ୍କ ବାରମ୍ବାର ବେଆଇନ ହସ୍ତକ୍ଷେପ ଅତ୍ୟନ୍ତ ନିନ୍ଦନୀୟ l ସ୍କୁଲ ପିଲାମାନଙ୍କ ଚରିତ୍ର ଗଠନ ଏବଂ ସାମାଜିକ ଦାୟିତ୍ୱବୋଧ ଓ ରାଷ୍ଟ୍ର ବିକାଶ ପାଇଁ ଉତ୍ତରଦାୟୀତ୍ୱ ଶିକ୍ଷା ପ୍ରଦାନ ନିମନ୍ତେ କାମ କରୁଥିବା ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସର ନିର୍ବାଚନ ସ୍ୱଚ୍ଛ, ନିରପେକ୍ଷ… Continue reading ସ୍କାଉଟ ଆଣ୍ଡ ଗାଇଡ଼ ନିର୍ବାଚନରେ ମନ୍ତ୍ରୀ ଅଯଥା ହସ୍ତକ୍ଷେପ ବନ୍ଦ କରି ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ ପାଇଁ ବ୍ୟବସ୍ଥା କରନ୍ତୁ : ଓଡିଶା ଅଭିଭାବକ ମହାସଂଘ

ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ମିଶ୍ରଙ୍କ ଅବସରକାଳୀନ ସମ୍ବର୍ଦ୍ଧନା

ଭଦ୍ରକ ବ୍ଲକ ଜଗଦଳପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ସରସତିଆ ସରକାରୀ ପ୍ରାଥମିକ ବିଦ୍ୟାଳୟ, ସରସତିଆର ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ମିଶ୍ରଙ୍କର ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଉତ୍ସବରେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ଭାଗିରଥ ନାୟକ ସଭାପତିତ୍ଵ କରିଥିଲେ । ମୁଖ୍ୟ ଅତିଥିଭାବେ ଜଗଦଳପୁର ଗ୍ରା.ପ.ର ସରପଞ୍ଚ ତିଳୋତ୍ତମା ମହାପାତ୍ର ଏବଂ ସମ୍ମାନିତ ଅତିଥିଭାବେ ପୂର୍ବତନ ସରପଞ୍ଚ ବିଜୟ କୁମାର ମହାପାତ୍ର, ସାଧନକେନ୍ଦ୍ର ସଂଯୋଜକ ପିତାମ୍ବର ମିଶ୍ର ଏବଂ ମୁଖ୍ୟବକ୍ତା ଗାୟତ୍ରୀପରିବାରର ପରିଜନ କେଦାରନାଥ… Continue reading ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ମିଶ୍ରଙ୍କ ଅବସରକାଳୀନ ସମ୍ବର୍ଦ୍ଧନା

ପୁନର୍ବାର ତ୍ରୁଟି ପିଲାଙ୍କୁ ମୂର୍ଖ କରିବାକୁ ଷଡଯନ୍ତ୍ର ! ଭୁଲ ବହି ପ୍ରତ୍ୟାହାର ନହେଲେ ଆସନ୍ତା 17 ତାରିଖରୁ ଓଡିଶା ଅଭିଭାବକ ମହାସଂଘର ଆମରଣ ଅନଶନ

ଭୁବନେଶ୍ୱର ତା 4 ରିଖ l ସତେ ଯେମିତି ପିଲାଙ୍କ ପାଠ ପଢା ପାଇଁ ସରକାରଙ୍କ ଧ୍ୟାନ ହିଁ ନାହିଁ l ପ୍ରଥମ ଶ୍ରେଣୀ ବହିରେ ପୁଣି ମହାତ୍ରୁଟି l ବର୍ଣମାଳାରେ ସ୍ୱର ବର୍ଣ ଓ ବ୍ୟଞ୍ଜନ ବର୍ଣକୁ ନେଇ ଘୋର ଅସଂଗତି l ବନାନ ଅଶୁଦ୍ଧି, ଜାତୀୟ ସଂଗୀତକୁ ନେଇ ଭୁଲ ତଥ୍ୟ, ଏପରି ଅନେକ ଅକ୍ଷମଣୀୟ ତ୍ରୁଟି l ପିଲାଙ୍କ ଭବିଷ୍ୟତ ପାଇଁ ଯିଦି ଛାଡି ପୁରୁଣା ବହିରେ ପାଠ ପଢlନ୍ତୁ, ଆସନ୍ତା ବର୍ଷ… Continue reading ପୁନର୍ବାର ତ୍ରୁଟି ପିଲାଙ୍କୁ ମୂର୍ଖ କରିବାକୁ ଷଡଯନ୍ତ୍ର ! ଭୁଲ ବହି ପ୍ରତ୍ୟାହାର ନହେଲେ ଆସନ୍ତା 17 ତାରିଖରୁ ଓଡିଶା ଅଭିଭାବକ ମହାସଂଘର ଆମରଣ ଅନଶନ

ଆତ୍ମହତ୍ୟା କରୁଥିବା ଯୁବକକୁ ଦେବ ଦୂତ ସାଜି ଜୀବନ ବଞ୍ଚାଇଲେ ଥାନା ଅଧିକାରୀ।

ବାଲିଅନ୍ତା, ୦୫/୦୮(ଗୋବର୍ଦ୍ଧନ ଦାସ): ବାଲିଅନ୍ତା ସୌମ୍ୟ ହତ୍ୟାକାଣ୍ଡ ପରେ ପୁଲିସ ଅଧିକାରୀ ମାନେ ଏବେ ଦାୟିତ୍ଵବାନ ହେବାସହ ବିଭିନ୍ନ ଘଟଣାର ତତକ୍ଷଣାତ୍ ଅଭିଯୋଗ ପାଇବା ମାତ୍ରେ ତଦନ୍ତ ଆରମ୍ଭ କରୁଛି ପୁଲିସ । ଯାହାର ଉଦାହରଣ ଦେଖିବାକୁ ମିଳିଛି ଧଉଳି ଥାନାରେ।୦୪.୦୮.୨୦୨୬ ତାରିଖ ରାତି ପ୍ରାୟ ୦୮:୫୦ ସମୟରେ ଜଣେ ଅଭିଯୋଗକାରୀ ବାଦଲ କୁମାର ଜେନା, ବୟସ ପ୍ରାୟ ୫୦ ବର୍ଷ, ସେ ଉତ୍ତରା କେନାଲ ରୋଡ, ନିକଟରେ ରହୁଥିବାବେଳେ ତାଙ୍କ ପରିବାର ସଦସ୍ୟଙ୍କ ସହିତ ଧଉଳି… Continue reading ଆତ୍ମହତ୍ୟା କରୁଥିବା ଯୁବକକୁ ଦେବ ଦୂତ ସାଜି ଜୀବନ ବଞ୍ଚାଇଲେ ଥାନା ଅଧିକାରୀ।

You cannot copy content of this page