ଭୁବନେଶ୍ୱର ତା 21/08/26 ଯୁବ ସଂଗଠକ, କର୍ପୋରେଟ ପ୍ରତିଭା, ହାସ୍ୟ ଅଭିନେତା ତଥା ସମାଜସେବୀ ସ୍ବର୍ଗତ ମୃତ୍ୟୁଞ୍ଜୟ ପରିଡାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅବସରରେ “ସ୍ମୃତି ଅର୍ଘ୍ୟ “ସହିତ ସ୍ମୃତିଚାରଣ ସଭା “ମୃତ୍ୟୁଞ୍ଜୟ ସ୍ମୃତି କମିଟି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି l ବ୍ରହ୍ମେସ୍ୱର ପ୍ରାଥମିକ ବିଦ୍ୟାଳୟ ଓ ହରିହର ବିଦ୍ୟାପୀଠ ବିଦ୍ୟାଳୟ ବିଦ୍ୟାର୍ଥୀ ମିଳିତ ପରିଷଦ ପକ୍ଷରୁ ସ୍ମୃତି ରେଖା ପରିଡାଙ୍କ ପୌରହିତ୍ୟ ଆବାହକ, ସାମ୍ବାଦିକ ଅରବିନ୍ଦ ତ୍ରିପାଠୀଙ୍କ ସଂଯୋଜନା ଓ ହିରଣ୍ୟମୟୀ ସ୍ୱାଇଁଙ୍କ ଶହ ସଂଯୋଜନାରେ… Continue reading ସ୍ବର୍ଗତ ମୃତ୍ୟୁଞ୍ଜୟ ପରିଡାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ
ସ୍ବର୍ଗତ ମୃତ୍ୟୁଞ୍ଜୟ ପରିଡାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ