ମା’ ଭଗବତୀ ଓ ମା’ ବିରଜାଈଙ୍କ ପ୍ରସିଦ୍ଧ ଭେଟଯାତ୍ରା

ଖୋର୍ଦ୍ଧା, ୧୧।୧୦, ବାଣପୁର ମା’ ଭଗବତୀଙ୍କ ଶାରଦୀୟ ପର୍ବର ମୁଖ୍ୟ ଆକର୍ଷଣ ହେଉଛି ପ୍ରସିଦ୍ଧ ଭେଟଯାତ୍ରା। ଆଶ୍ୱିନ ଅମାବାସ୍ୟାକୁ ଭେଟ ଅମାବାସ୍ୟା ବୋଲି କୁହାଯାଏ।ମା’ ଭଗବତୀ ଓ ମା’ ବିରଜାଈଙ୍କ ପବିତ୍ର ମିଳନ ପରେ ପର୍ବ ସମାପନ କରି ମା’ ଭଗବତୀ ବାହାର ପର୍ବ ପାଇଁ ସାତବଖରା ଘରକୁ ବିଜେ କରନ୍ତି। ମା’ ଭଗବତୀ ଓ ମା’ ବିରଜାଈଙ୍କ ସହିତ ଛଅ ଭଉଣୀଙ୍କୁ ହାକରି ନେଇ ଏକତ୍ର ପର୍ବ ପାଳନ କରିବାର ଏହି ସ୍ୱତନ୍ତ୍ର ପରମ୍ପରା କାହିଁ… Continue reading ମା’ ଭଗବତୀ ଓ ମା’ ବିରଜାଈଙ୍କ ପ୍ରସିଦ୍ଧ ଭେଟଯାତ୍ରା

You cannot copy content of this page