ଧଉଳି ଥାନାରେ ଜାତୀୟ ଏକତା ଦିବସ ପାଳିତ

ବାଲିଅନ୍ତା,(ଗୋବର୍ଦ୍ଧନ ଦାସ): ଭାରତର ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଆଜି ଧଉଳି ଥାନାରେ ଜାତୀୟ ଏକତା ଦିବସ ପାଳିତ ହୋଇଯାଇଛି l ଥାନା ଅଧିକାରୀ ସ୍ମୃତି ରଞ୍ଜନ ମହାନ୍ତିଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜୋନ-୨ ଏସିପି କୃଷ୍ଣଚନ୍ଦ୍ର ପଲେଇ ସମେତ ବରିଷ୍ଠ ନାଗରିକ, ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତିବିଶେଷ, ପୋଲିସ ମିତ୍ର ଏବଂ ପୋଲିସ କର୍ମଚାରୀମାନେ ସକ୍ରିୟ ଭାବେ ଯୋଗଦେଇଥିଲେ। ଏହି ଅବସରରେ ସମସ୍ତେ ଏକ ପଦଯାତ୍ରାରେ ବାହାରି ଶାନ୍ତିସ୍ତୁପ ଧଉଳିରେ ପହଞ୍ଚିଥିଲେ l… Continue reading ଧଉଳି ଥାନାରେ ଜାତୀୟ ଏକତା ଦିବସ ପାଳିତ

ମା,ମାଟି ପ୍ରତି ଅନୁରକ୍ତ ହୁଅନ୍ତୁ ଆଜିର ଯୁବପୀଢ଼ି/ସ୍ବର୍ଗତ ରଜନୀବିଶ୍ୱାଳ ଓ ଜଳଧର ବିଶ୍ୱାଳଙ୍କ ପ୍ରତିମୂର୍ତ୍ତି ଓ ସ୍ମୃତିରେ ପୁସ୍ତକ ଉନ୍ମୋଚିତ

ଖୋର୍ଦ୍ଧା ତା 02/11/26 ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ପୁଜ୍ୟପୂଜା ସଂସ୍କୃତି ପ୍ରାଣ, ବରିଷ୍ଠ ସମାଜସେବୀକା ସ୍ବର୍ଗତା ରଜନୀ ବିଶ୍ୱାଳଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଅବସରରେ ନିଜଜନ୍ମ ମାଟି ବରୁଣପଡା ଠାରେ ତାଙ୍କ ପ୍ରତିମୂର୍ତ୍ତି ଓ ସାରସ୍ୱତ ସାଧକ, ଭାଷାପ୍ରାଣ ତଥା ଓଡିଶା ନାଗରିକ ମହାମଞ୍ଚର ସାଧାରଣ ସମ୍ପାଦକ, ଶିକ୍ଷାବିତ, ସମାଜସେବି ଡ଼ଃ ପ୍ରଦୀପ କୁମାର ବିଶ୍ୱାଳଙ୍କ ପିତାମାତା ଦୁଇ ସାରସ୍ୱତ ପ୍ରତିଭାଙ୍କ ପ୍ରତିମୂର୍ତ୍ତି ଅତିଥିମାନଙ୍କ ଦ୍ୱାରା ସ୍ମୃତି ଚାରଣ ସଭା ପୁସ୍ତକ “ସ୍ମୃତି ମୁକୁଟେ ମସ୍ତକ… Continue reading ମା,ମାଟି ପ୍ରତି ଅନୁରକ୍ତ ହୁଅନ୍ତୁ ଆଜିର ଯୁବପୀଢ଼ି/ସ୍ବର୍ଗତ ରଜନୀବିଶ୍ୱାଳ ଓ ଜଳଧର ବିଶ୍ୱାଳଙ୍କ ପ୍ରତିମୂର୍ତ୍ତି ଓ ସ୍ମୃତିରେ ପୁସ୍ତକ ଉନ୍ମୋଚିତ

You cannot copy content of this page