ପ୍ରଭୁଦ୍ଧ ବିହାର ମହିମା ଆଶ୍ରମର ବାର୍ଷିକ ମହୋସôବ

ଭୁବନେଶ୍ୱର: ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ୧୯ ମାର୍ଚ୍ଚ ରିଖ ମଙ୍ଗଳବାର ଦିନ ଅନ୍ଧାରୁଆ ଗ୍ରାମସ୍ଥିତ ପ୍ରବୁଦ୍ଧ ବିହାର(ପାଦ ପଦ୍ମ ମୁଣ୍ଡିଆ) ଠାରେ ବାର୍ଷିକ ମହିମା ମହୋସôବ ପାଳିତ ହୋଇଯାଇଅଛି । ବ୍ରହ୍ମଲୀନ ବ୍ରହ୍ମ ଅବଧୂତ ଜୟକୃଷ୍ଣ ବାବା ମହୋଦୟଙ୍କ ପୂର୍ବ ଆଦେଶ ଅନୁଯାୟୀ ଏବଂ ବ୍ରହ୍ମ ଅବଧୂତ ବ୍ରଜବନ୍ଧୁ ବାବାଙ୍କ ଅଧ୍ୟକ୍ଷତା ରେ ଅଖଣ୍ଡ ଘୃତବତୀ ପ୍ରଦୀପ ପ୍ରଜ୍ଜଳନ ଓ ବ୍ରହ୍ମଧ୍ୱନୀ ସ୍ଥାପନ କରାଯାଇଥିଲା ଏହି ମହୋସôବରେ ମହିମା ଧର୍ମ ସମାଜର ପର ସନ୍ନ୍ୟାସୀ ଅପର ସନ୍ୟାସୀ ସାଧୁବୃନ୍ଦ ସମେତ ମହିମା ଧର୍ମାବଲମ୍ବି ଭକ୍ତମାନେ ବହୁ ସଂଖ୍ୟାରେ ଯୋଗଦେଇଥିଲେ ପାହାଡ଼ଟି ଅଲେଖ ମହିମା ଡାକରେ କମ୍ପି ଉଠିବା ସହ ଏକ ଆଧ୍ୟାତ୍ମିକ ବାତାବରଣର ଅନୁଭୂତି ସୃଷ୍ଟି ହୋଇଥିଲା । ଏହି ମହୋସôବ ଟିକୁ ଅନ୍ଧାରୁଆ ଗ୍ରାମବାସୀ ଓ ମହିମା ଧର୍ମ ସମାଜ ଭକ୍ତମାନେ ସୁଚରାରୂପେ ଚଳାଇ ଥିବାରୁ ମହିମା ସେବା ଫାଉଣ୍ଡେସନର ସଭାପତି ନାରାୟଣ ଖୁଂଟିଆ ପ୍ରେସ୍ ବିଜ୍ଞପ୍ତିରେ ଦର୍ଶାଇଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page