ରାଜ୍ୟରେ ଆସିଲା ନୂଆ ଅବକାରୀ ନୀତି

ଭୁବନେଶ୍ୱର 26ମାର୍ଚ୍ଚ :26/3/2026] Priyabrata Barik:ରାଜ୍ୟ ସରକାରଙ୍କ ଆଉ ଏକ ବଡ଼ ଘୋଷଣା କରିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ନୂଆ ଅବକାରୀ ନୀତି 2026 l 2026ରୁ 2029 ପର୍ଯ୍ୟନ୍ତ ଲାଗୁରହିବ ଏହି ନୀତି ଏବଂ ଏହି ନୀତି କୁ ଯିଏ ଅବମାନନା କରିବ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ l ନୂଆ ନୀତି ସମ୍ବଦ୍ଧରେ ମନ୍ତ୍ରୀ କହିଲେ ଯେ, 1-ଗ୍ରାମାଞ୍ଚଳରେ ନୂଆ ମଦ ଦୋକାନ ଖୋଲିବାକୁ ଆଉ ଅନୁମତି ମିଳିବ ନାହିଁ l

2-ଅବକାରୀ ଲାଇସେନ୍ସ ପାଇଁ ଆବେଦନ ଶୁଳ୍କ 10%ରୁ 20% ବଢ଼ାଯିବ 3-IMFF ଓ ଦେଶୀ ମଦ ଉପରେ ଅବକାରୀ ଶୁଳ୍କ ମଧ୍ୟ୍ୟ ବଢ଼ାଯାଇଛି 4-ଶିଳ୍ପାଞ୍ଚଳ, three star Hotel, five star Hotel ଉପରେ ଶୁଳ୍କ ଛାଡ଼ କରାଯାଇଛି l 5-ଶିକ୍ଷାନୁଷ୍ଠାନ, ମନ୍ଦିର, ମସଜିଦ ପାଖରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିପାରିବ ନାହିଁ 6-ଘରକୁ ମଦ କିଣିକି ଆଣିପାରିବେ ନାହିଁ l 7-MGQ ବ୍ୟବସ୍ଥା ଆଉ ରହିବ ନାହିଁ l 8-ପୁରୀ ବଡ଼ଦାଣ୍ଡ ପାଖରେ ସବୁ ମଦ ଦୋକାନକୁ ସ୍ଥାନାନ୍ତର କରାଯିବ l 9- ରାଜ୍ୟରେ କୌଣସି ନୂଆ off, CL, କିମ୍ବା os ଦୋକାନ ପାଇଁ ଅନୁମତି ଦିଆଜୀଵ ନାହିଁ l

ପ୍ରିୟବ୍ରତ ବାରିକ ଉତ୍କଳ ବୁଲେଟିନ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page