ବାଲିଅନ୍ତା,୧୫ ।୪() :ପବିତ୍ର ମହାବିଷୁବ ସଂକ୍ରାନ୍ତି ଏବଂ ମହାବୀରଙ୍କ ଜୟନ୍ତୀ ଅବସରରେ ଉତ୍ତରା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଭୁବନେଶ୍ଵର-ପୁରୀ ଜାତୀୟ ରାଜପଥ ଉତ୍ତରା ବସ ଷ୍ଟାଣ୍ଡ ନିକଟରେ ଏକ ଜଳଛତ୍ର ସେବା ଉଦ୍ଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଆର୍ଯ୍ଯ ଜୀବନ ସମିତିର କୁଳାଚାର୍ଯ୍ୟ ଗୁରୁ ଗୋପାଳ ଚନ୍ଦ୍ର ମିଶ୍ରଶର୍ମା, ସମ୍ମାନିତ ଅତିଥିଭାବେ ସମାଜସେବୀ ସରୋଜ ପାତ୍ର, ବୟୋଜ୍ୟେଷ୍ଠ ବ୍ୟକ୍ତି ଭବାନୀ ଶଙ୍କର ତ୍ରିପାଠୀ ପ୍ରମୁଖ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ । ପ୍ରତିବର୍ଷ ଆଜିର ଦିନରେ ବରିଷ୍ଠ ନାଗରିଙ୍କ ଏପରି ପ୍ରୟାସକୁ ଅଞ୍ଚଳବାସୀ ପ୍ରଶଂସା କରିଥିଲେ। ବୟସର ସାୟାହ୍ନରେ ସେମାନଙ୍କ ଏହି ସମାଜ ମଙ୍ଗଳ କାର୍ଯ୍ୟ ଅନ୍ୟ ପାଇଁ ପ୍ରେରଣା ଯୋଗାଇବ ବୋଲି ଲୋକେ କହିଛନ୍ତି l କାର୍ଯ୍ୟକ୍ରମରେ ମଞ୍ଚର ସଭାପତି ଡ.ଅମରେନ୍ଦ୍ର ନାଥ ମହାନ୍ତି ସଭାପତିତ୍ବରେ ଉପସଭାପତି ରାମ ନାରାୟଣ ଶତପଥୀ, ଶରତ ଚନ୍ଦ୍ର ରାୟ ସମ୍ପାଦକ ବେଣୁଧର ନାୟକ, ସହ ସମ୍ପାଦକ ଶିବପ୍ରସାଦ ସାହାଣୀ, କୋଷାଧ୍ୟକ୍ଷ ଆନନ୍ଦ ଚନ୍ଦ୍ର ମହାପାତ୍ର, ଜୟରାମ ବିଶ୍ବାଳ, ପ୍ରଭାତ କୁମାର ସାହୁ, ସଞ୍ଜୟ କୁମାର ଆଚାର୍ଯ୍ୟ, ପ୍ରସନ କୁମାର ଦାସ, ଲିଙ୍ଗରାଜ ମୁଦୁଲି ସମେତ ମଞ୍ଚର ସମସ୍ତ କର୍ମକର୍ତା ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଥିଲା l
ଉତ୍ତରା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଜଳଛତ୍ର ସେବା।
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ପାଞ୍ଚଗଡସୃଜନଶୀଳ ସମିତି ର ଓଡ଼ିଆ ନବବର୍ଷ ପାଳନ ।
ଚିଲିକା,୧୬।୪: ସ°ପୁରସ୍ଥିତ ପାଞ୍ଚଗଡ ସୃଜନଶୀଳ ସମିତି ଆନୁକୂଲ୍ୟରେ ଏବଂ ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁଙ୍କ ସଭାପତିତ୍ବରେ ବୋଲଗଡ଼ ସଦର ମହକୁମା ସ୍ଥିତ ରୟାଲ କୋଚିଙ୍ଗ ସେଣ୍ଟର ଠାରେ ଓଡ଼ିଆ ନବବର୍ଷ ଆଜି ପାରମ୍ପରିକ ରୀତିରେ ପାଳିତ ହୋଇଯାଇଛି।
କଳାହାଣ୍ଡି ଲେଖକ କଳା ପରିଷଦର ବିଷୁବ ମିଳନ-୨୬ ଉଦଯାପିତ
କଳାହାଣ୍ଡି,୧୬|୪(ପ୍ୟାରିଲାଲ ଦୁର୍ଗା): କଳାହାଣ୍ଡି ଲେଖକ କଳା ପରିଷଦ ତରଫରୁ ଆୟୋଜିତ ଦ୍ବିଦିବସୀୟ ବିଷୁବ ମିଳନ -୨୬ ଭବାନୀପାଟଣାସ୍ଥ ଟାଉନ ହଲଠାରେ ଉଦଯାପିତ ହୋଇଯାଇଛି। ପରିଷଦ ସଭାପତି ଉମେଶ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର
ବଉଳାବନ୍ଧରେ ରାମନାଟକ ଉଦ୍ଯାପିତ।
ଚିଲିକା,୧୬ I୪: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ବଉଳାବନ୍ଧସ୍ଥ ବିଜେ ଶ୍ରୀ ଶ୍ରୀରଘୁନାଥ ଦେବଙ୍କ ପୀଠରେ ଅନୁଷ୍ଠିତ ଶ୍ରୀରାମ ନାଟକ(ରାମଲୀଳା) ର ଉଦ୍ଯାପନୀ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଅଛି । ଏହା ଆଜକୁ ୮ ୭ ବର୍ଷ ଧରି ମଞ୍ଚସ୍ଥ
ଲୋକସଭା ଏବଂ ବିଧାନସଭା ସିଟ ସଂଖ୍ୟା ବୃଦ୍ଧି
ଭୁବନେଶ୍ୱର 16ଏପ୍ରିଲ :2029ସାଧାରଣ ନିର୍ବାଚନକୁ ଆଖିଆଗରେ ରଖି କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତି ନେବାକୁ ଯାଉଛନ୍ତି l ଯାହାକି ଲୋକସଭା ଏବଂ ବିଧାନସଭା ସିଟ ସଂଖ୍ୟା ବୃଦ୍ଧି l ସଂସଦ ରେ ପାରିତ ହେବ ଏହି ବିଲ ତେଣୁ ସବୁ
ଲାଞ୍ଚ ମାମଲା ରେ ପୂର୍ବତନ ଜିଲ୍ଲା ଶ୍ରମ ଅଧିକାରୀ ନୂଆପଡ଼ା, ଖରିଆର ରୋଡ୍, ଜିଲ୍ଲା-ନୂପଡ଼ା ଦୋଷୀ ସାବ୍ୟସ୍ତ
କଳାହାଣ୍ଡି,୧୬|୪.(ପ୍ୟାରିଲାଲ ଦୁର୍ଗା )ଶ୍ରୀ ଶରତ କୁମାର ପାଣିଗ୍ରାହୀ, ପୂର୍ବତନ ଜିଲ୍ଲା ଶ୍ରମ ଅଧିକାରୀ (ଡିଏଲଓ), ନୂଆପଡ଼ା, ଖରିଆର ରୋଡ୍, ଜିଲ୍ଲା-ନୂଆପଡ଼ା (ଅବସରପ୍ରାପ୍ତ), ଯାହାଙ୍କୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା କୋରାପୁଟ ଭିଜିଲାନ୍ସ ପିଏସ୍ କେସ୍ ନମ୍ବର ୩ ତାରିଖ ୦୭.୦୧.୨୦୨୧ ରେ ୭(କ)
ଜନତା ମଇଦାନରେ ଚାଲିଛି ୧୩ତମ ଇଣ୍ଟରନେସନାଲ ଟ୍ରେଡ଼ ଫେୟାର
ଭୁବନେଶ୍ୱର,(ପ୍ରିୟବ୍ରତ ବାରିକ): ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ତରଫରୁ ୧୩ତମ ଇଣ୍ଟରନେସନାଲ ଟ୍ରେଡ଼ ଫେୟାର ଜନତା ମୈଦାନ ଭୁବନେଶ୍ୱର ଠାରେ ଆରମ୍ଭ ହୋଇଯାଇଛି । ଯେଉଁଠି ମିଳିବ ଆପଣ ମାନଙ୍କୁ ଅନେକ ନାମିଦାମୀ ବ୍ରାଣ୍ଡ ର ଫର୍ନିଚର । ଏହି ଟ୍ରେଡ୍ ଫେୟାରରେ
ଓଡିଶାରକଳା, ସଂସ୍କୃତି, ବୀରତ୍ୱଓଦେଶପ୍ରେମରଆଗ୍ନେୟବାର୍ତ୍ତା”ନମାମିମନ୍ଦାକିନୀନବବର୍ଷମହୋତ୍ସବ”
ସାରସ୍ୱତ ପ୍ରତିଭାଧାରୀ 25 ବ୍ୟକ୍ତିତ୍ୱଙ୍କୁ "ସୁଯୋଗ୍ୟ ଓଡ଼ିଆ ସମ୍ମାନ "ପ୍ରଦାନ ଭୁବନେଶ୍ୱର ତା 14/04/26 ପବିତ୍ର ପଣା ସଂକ୍ରାନ୍ତି, ନବବର୍ଷ 2026 ଅବସରରେ "ନମାମି ମନ୍ଦାକିନୀ" ସାଂସ୍କୃତିକ ଅନୁଷ୍ଠାନ, ଓଡିଶା ସରକାରଙ୍କ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ,ସୁବାର୍ତ୍ତା ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା
ଜାଗୃତିକା ତରଫରୁ ବିଷୁବ ମିଳନ ପାଳିତ ।
ଚିଲିକା,୧୫ ।୪: ଆଜି ନାଚୁଣୀ ସ୍ଥିତ ସାହିତ୍ୟ, ସଂସ୍କୃତି ଓ ସାମାଜିକ ଅନୁଷ୍ଠାନ ଜାଗୃତିକା ତରଫରୁ ଚଳିତ ବର୍ଷର ବିଷୁବ ମିଳନ ଉତ୍ସବ ଆଶିଷ ଭବନଠାରେ ପାଳିତ ହୋଇଯାଇଅଛି । ଏହି ଉପଲକ୍ଷେ ଏକ ଭଜନ ସମାରୋହ ଓ ଆଧ୍ୟାତ୍ମିକ ଆଲୋଚନା
ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ଲାଞ୍ଜିଗଡ଼ ଶାଖା ତରଫରୁ ଆମ୍ବେଦକର ଜୟନ୍ତୀ ପାଲିତ
କଳାହାଣ୍ଡି,୧୫|୪(ପ୍ୟାରିଲାଲ ଦୁର୍ଗା):ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଶାଖା ତରଫରୁ ଛତ୍ରପୁର ଠାରେ ଆମ୍ବେଦକରଙ୍କ ୧୩୫ ତମ ଜନ୍ମ ଜୟନ୍ତୀକୁ ମହାସମାରୋହରେ ପାଳନ କରାଯାଇଛି |ଲାଞ୍ଜିଗଡ ବ୍ଳକର ହାରାହାରି ୧୨ ଟି ପଞ୍ଚାୟତରୁ ଶହ ଶହ ଛାତ୍ରଛାତ୍ରୀ
ଉତ୍ତରା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଜଳଛତ୍ର ସେବା।
ବାଲିଅନ୍ତା,୧୫ ।୪() :ପବିତ୍ର ମହାବିଷୁବ ସଂକ୍ରାନ୍ତି ଏବଂ ମହାବୀରଙ୍କ ଜୟନ୍ତୀ ଅବସରରେ ଉତ୍ତରା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଭୁବନେଶ୍ଵର-ପୁରୀ ଜାତୀୟ ରାଜପଥ ଉତ୍ତରା ବସ ଷ୍ଟାଣ୍ଡ ନିକଟରେ ଏକ ଜଳଛତ୍ର ସେବା ଉଦ୍ଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଆର୍ଯ୍ଯ
ସରକଣା ପ୍ରସିଦ୍ଧ ଫୋଡା ପାଟୁଆ ପର୍ବ , ଚରଖି ବୁଲିଲେ ମାନସିକଧାରୀ।
ବାଲିଅନ୍ତା, ୧୫ ।୪ ଗୋବର୍ଦ୍ଧନ ଦାସ: ବାଲିଅନ୍ତା ବ୍ଲକ୍ ସରକଣା ପଞ୍ଚାଯତରେ ପ୍ରସିଦ୍ଧ ଫୋଡା ପାଟୁଆ ଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ୧୮ ଜଣ ମାନସିକଧାରୀ ୭ ଦିନଧରି ହବିଷ୍ୟାନ୍ନ ଖାଇ ନିଷ୍ଠାରେ ରହିଥିଲେ। ପ୍ରତ୍ୟୁଷରୁ ମା'
ବାଣପୁରରେ ସାହିତ୍ୟ ସିନ୍ଦୂରାର ଓଡ଼ିଆ ପକ୍ଷ ଉଦଯାପିତ ।
ଚିଲିକା,୧୫ ।୪:ବାଣପୁର ସ୍ଥିତ ପ୍ରଗତିଶୀଳ ସାହିତ୍ୟ ଓ ସାଂସ୍କୃତିକ ସଂସ୍ଥା ସାହିତ୍ୟ ସିନ୍ଦୂରା ର ଓଡ଼ିଆ ପକ୍ଷ ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଦିବସ ଅବସରରେ ଉଦଯାପିତ ହୋଇଯାଇଛି । ଗତ ଉକôଳ ଦିବସ ଠାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଧାରିତ
ଭାରତୀୟ ସମ୍ଭିଧାନର ଜନକ ତଥା ଆଧୁନିକ ବୌଦ୍ଧ ଆନ୍ଦୋଳନ ର ସେନାପତି ଡ଼.ଭୀମରାଓ ବାବାସାହେବ ଆମ୍ବଦକର
କଳାହାଣ୍ଡି, ୧୫/୪ (ପ୍ୟାରିଲାଲ ଦୁର୍ଗା): ବାବା ସାହେବ ନାମରେ ଜଣାଶୁଣା ଭୀମରାଷ୍ଟ୍ର ରାମଜୀ ଆମ୍ବେଦକରଙ୍କୁ ଭାରତୀୟ ସମ୍ବିଧାନର ଜନକ ତଥା ଆଧୁନିକ ବୌଦ୍ଧ ଆନେ୍ଦାଳନର ସେନାପତି କୁହାଯାଏ । ସେ ସ୍ୱାଧୀନ ଭାରତର ପ୍ରଥମ ଆଇନ ମନ୍ତ୍ରୀ । ମଉ (ଆଧୁନିକ
ଚିଲିକା: ଦଣ୍ଡ ଯାତ୍ରା ଓ ମେରୁ ଉତ୍ସବ ପାଳିତ
ଚିଲିକା,୧୩।୪:ପବିତ୍ର ଚୈତ୍ର ମାସ ଅବସରରେ ଚିଲିକା ଅଞ୍ଚଳରେ ଥିବା ଦଣ୍ଡ କୋଠି ମାନଙ୍କରେ ଦଣ୍ଡଯାତ୍ରା ଓ ମେରୁ ଉତ୍ସବ ପାଳିତ ହୋଇଯାଇଛି।ସ୍ଥାନୀୟ ସୁନାଖଳା କୋଠି ସମେତ ବଡପଦର, ସଲପଡିହ, କୁଲେଇ, ନଇରୀ, ବଉଳା ବନ୍ଧ, ବାଲିଆ, ଛକଡିପୁର, ଭେଟେଶ୍ଵର , ଗାଲୁଆ
ମ. ରାମପୁରରେ ଅଷ୍ଟଶମ୍ଭୁ ମହାମିଳନ ଆୟୋଜିତ
କଳାହାଣ୍ଡି,୧୩|୪ (ପ୍ୟାରିଲାଲ ଦୁର୍ଗା) : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଳକ ଆଞ୍ଚଳିକ କାମନା ଦଣ୍ଡ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ସହରର ବସଷ୍ଟାଣ୍ଡ ପରିସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅଷ୍ଟଶମ୍ଭୁ ମହାମିଳନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉକ୍ତ
ବାଳକାଟି ବଜାର ଦୋହରୀକରଣ ପ୍ରସଙ୍ଗ: ମେ ରେ ରାସ୍ତା କାମ ଆରମ୍ଭ
ରାସ୍ତାର ଉଭୟ ପାର୍ଶ୍ୱରେ ଦେଢ଼ ମିଟର ପେଭର ବ୍ଲକ ଏବଂ ୧ ମିଟର ଲେଖାଏଁ ଡ୍ରେନବାଲିଅନ୍ତା,୧୨|୪(Gobardhan Behera): ସରଦେଇପୁର ପୂର୍ତ୍ତ ବିଭାଗ ଅଧିନ ଉତ୍ତରା ରୁ ଦୁଲ୍ଲାଦେବୀ ମନ୍ଦିର , ମଞ୍ଜରୀଦେଵୀ କଲେଜ ଠାରୁ ବୁଧିପଡ଼ା ଏବଂ ବାଲିପାଟଣା ବଜାରରୁ ନିମାପଡା
ପାଣ୍ଡରା ମାଲି ସମାଜ ପାଳନ କଲା ମହାତ୍ମା ଜ୍ୟୋତିଭା ଫୁଲେ ଜୟନ୍ତୀ
କଳାହାଣ୍ଡି,୧୨|୪(ପ୍ୟାରିଲାଲ ଦୁର୍ଗା ) କଳାହାଣ୍ଡି ଜିଲ୍ଲାର ଜୁନାଗଡ ଲଙ୍କେଶ୍ବରୀ କ୍ଳବଠାରେ କଲାହାଣ୍ଡି ପଣ୍ଡରା ମାଳି ସମାଜ ଆନୁକୂଲ୍ୟରେ ମହାନ ସମାଜ ସଂସ୍କାରକ ଯୋଗ ଜନ୍ମା ଶିକ୍ଷ୍ୟା ଜ୍ୟୋତି ମହାତ୍ମା ଜ୍ୟୋତିବା ଫୁଲେଙ୍କ ୨୦୦ତମ୍ ଜନ୍ମ ଜୟନ୍ତୀ ମହା ଧୁମ୍ ଧାମରେ ପାଳନ
ଜନଗଣନା କାର୍ଯ୍ୟକ୍ରମ ପାଇଁ ନିଯୁକ୍ତି ପତ୍ର ପ୍ରଦାନ
କଳାହାଣ୍ଡି,୧୨|୪ (ପ୍ୟାରିଲାଲ ଦୁର୍ଗା ) ଆସନ୍ତା ଜନଗଣନା କାର୍ଯ୍ୟକୁ ସୁଚାରୁ ଓ ସଫଳ ଭାବେ ସମ୍ପନ୍ନ କରିବା ପାଇଁ ଧର୍ମଗଡ଼ ଅଞ୍ଚଳର ତାଲିମ ପ୍ରାପ୍ତ ଗଣନାକାରୀ ଏବଂ ପର୍ଯ୍ୟବେକ୍ଷକମାନଙ୍କୁ ଆଜି ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ଜନଗଣନା ଦେଶର ଏକ
ଆଜି ଏପ୍ରିଲ ୧୧ ତାରିଖଓଡିଶା ପାଲୁଚି ଛେନାପୋଡ ଦିବସ 🎂🤗
ଛେନାପୋଡ ଆମ ଛେନାପୋଡସ୍ଵତନ୍ତ୍ର ମିଠା ଏ ଓଡିଶା ରଯା ପାଇଁ ପ୍ରସିଦ୍ଧ ନୟାଗଡ଼ଛେନାପୋଡ ଆମ ଛେନାପୋଡଭାରି ମନୋଲୋଭା ସ୍ଵାଦ ତାରହାଟରୁ ବଜାର ଗାଁ ଠୁ ସହରସବୁଠି ମିଳେ ସେ ଭରପୁରଛେନାପୋଡ ଆମ ଛେନାପୋଡପୁଷ୍ଟିସାର ଖାଦ୍ୟ ଛେନା ରୁ ତିଆରିପୌଷ୍ଟିକ ତତ୍ତ୍ୱ ରେ
ଶିଳାଶ୍ରୀ ପତ୍ରିକାର ବିଷୁବ ସଂଖ୍ୟା ଲୋକାର୍ପଣ ସହିତ ସମ୍ବର୍ଦ୍ଧନା
ଭୁବନେଶ୍ୱର,ଶିଳାଶ୍ରୀ ପତ୍ରିକା ଓ ଅନୁଷ୍ଠାନରଊନବିଂଶତମ ବାର୍ଷିକ ଉତ୍ସବ ତା-୧୧-୦୪-୨୦୨୬ ରିଖ ବୁଦ୍ଧମନ୍ଦିର,ଭୁବନେଶ୍ୱର ଠାରେ ସମ୍ପାଦିକା-ବାସନ୍ତୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଅତିଥିଭାବେ ଯୋଗଦେଇଥିଲେ ସଭାପତି,ଡ଼. ଶ୍ରୀକାନ୍ତ ମିଶ୍ର (ସାହିତ୍ୟିକ ଓ ସମାଜସେବୀ),ମୁଖ୍ୟ ଅତିଥି ଡ଼.ବିଜୟାନନ୍ଦ ସିଂହ(ପ୍ରାକ୍ତନ ପ୍ରଫେସର
Politics
ଜନଗଣନା କାର୍ଯ୍ୟକ୍ରମ ପାଇଁ ନିଯୁକ୍ତି ପତ୍ର ପ୍ରଦାନ
ବିଏମସିର ବେଆଇନ ୟୁଜରଫି ବିରୁଦ୍ଧରେ ବିଚାର ବିମର୍ଶ ସଭା
Entertainment
ପାଞ୍ଚଗଡସୃଜନଶୀଳ ସମିତି ର ଓଡ଼ିଆ ନବବର୍ଷ ପାଳନ ।
କଳାହାଣ୍ଡି ଲେଖକ କଳା ପରିଷଦର ବିଷୁବ ମିଳନ-୨୬ ଉଦଯାପିତ
ବଉଳାବନ୍ଧରେ ରାମନାଟକ ଉଦ୍ଯାପିତ।