ଜନତା ମଇଦାନରେ ଚାଲିଛି ୧୩ତମ ଇଣ୍ଟରନେସନାଲ ଟ୍ରେଡ଼ ଫେୟାର

ଭୁବନେଶ୍ୱର,(ପ୍ରିୟବ୍ରତ ବାରିକ): ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ତରଫରୁ ୧୩ତମ ଇଣ୍ଟରନେସନାଲ ଟ୍ରେଡ଼ ଫେୟାର ଜନତା ମୈଦାନ ଭୁବନେଶ୍ୱର ଠାରେ ଆରମ୍ଭ ହୋଇଯାଇଛି । ଯେଉଁଠି ମିଳିବ ଆପଣ ମାନଙ୍କୁ ଅନେକ ନାମିଦାମୀ ବ୍ରାଣ୍ଡ ର ଫର୍ନିଚର । ଏହି ଟ୍ରେଡ୍ ଫେୟାରରେ ଗ୍ରାହକମାନଙ୍କ ପାଇଁ ଉପଲବ୍ଧ କରାଯାଇଛି ସୋଫା, ବେଡ଼, ଡାଇନିଂ ସେଟ୍ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ନୂଆ ନୂଆ ଡିଜାଇନ ର ଡ୍ରେସ କୁର୍ତ୍ତୀ ଶାଢ଼ୀ ଏବଂ ହୋମ ଡେକୋରେଟ ସେଟ, ଇରାନରୁ… Continue reading ଜନତା ମଇଦାନରେ ଚାଲିଛି ୧୩ତମ ଇଣ୍ଟରନେସନାଲ ଟ୍ରେଡ଼ ଫେୟାର

ଓଡିଶାରକଳା, ସଂସ୍କୃତି, ବୀରତ୍ୱଓଦେଶପ୍ରେମରଆଗ୍ନେୟବାର୍ତ୍ତା”ନମାମିମନ୍ଦାକିନୀନବବର୍ଷମହୋତ୍ସବ”

ସାରସ୍ୱତ ପ୍ରତିଭାଧାରୀ 25 ବ୍ୟକ୍ତିତ୍ୱଙ୍କୁ “ସୁଯୋଗ୍ୟ ଓଡ଼ିଆ ସମ୍ମାନ “ପ୍ରଦାନ ଭୁବନେଶ୍ୱର ତା 14/04/26 ପବିତ୍ର ପଣା ସଂକ୍ରାନ୍ତି, ନବବର୍ଷ 2026  ଅବସରରେ “ନମାମି ମନ୍ଦାକିନୀ” ସାଂସ୍କୃତିକ ଅନୁଷ୍ଠାନ, ଓଡିଶା ସରକାରଙ୍କ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ,ସୁବାର୍ତ୍ତା ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ,ଓଡିଶା ନାଗରିକ ମହାମଞ୍ଚ ଆନୁକୂଲ୍ୟରେ ନବବର୍ଷ ପାଳନ ପରିପ୍ରେକ୍ଷୀରେ ପ୍ରାତଃ ବରପୁତ୍ର ଓ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ସ୍ମୃତିଚାରଣ ସହିତ ସଂକୀର୍ତ୍ତନ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅଭିଯାନର ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ… Continue reading ଓଡିଶାରକଳା, ସଂସ୍କୃତି, ବୀରତ୍ୱଓଦେଶପ୍ରେମରଆଗ୍ନେୟବାର୍ତ୍ତା”ନମାମିମନ୍ଦାକିନୀନବବର୍ଷମହୋତ୍ସବ”

ଜାଗୃତିକା ତରଫରୁ ବିଷୁବ ମିଳନ ପାଳିତ ।

ଚିଲିକା,୧୫ ।୪: ଆଜି ନାଚୁଣୀ ସ୍ଥିତ ସାହିତ୍ୟ, ସଂସ୍କୃତି ଓ ସାମାଜିକ ଅନୁଷ୍ଠାନ ଜାଗୃତିକା ତରଫରୁ ଚଳିତ ବର୍ଷର ବିଷୁବ ମିଳନ ଉତ୍ସବ ଆଶିଷ ଭବନଠାରେ ପାଳିତ ହୋଇଯାଇଅଛି । ଏହି ଉପଲକ୍ଷେ ଏକ ଭଜନ ସମାରୋହ ଓ ଆଧ୍ୟାତ୍ମିକ ଆଲୋଚନା ଚ଼କ୍ର ଅନୁଷ୍ଠାନର ସଭାପତି ଗଙ୍ଗାଧର ପ୍ରଧାନଙ୍କ ପୌରୋହିତରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ଆଲୋଚନା ଚକ୍ରରେ ନାଚୁଣୀ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ରାଜକିଶୋର ସାହୁ, ପଣ୍ଡିତ ଭବାନୀ ଶଙ୍କର ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ମର୍ଦ୍ଧରାଜ ସରକାରୀ ହାଇସ୍କୁଲର… Continue reading ଜାଗୃତିକା ତରଫରୁ ବିଷୁବ ମିଳନ ପାଳିତ ।

ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ଲାଞ୍ଜିଗଡ଼ ଶାଖା ତରଫରୁ ଆମ୍ବେଦକର ଜୟନ୍ତୀ ପାଲିତ

କଳାହାଣ୍ଡି,୧୫|୪(ପ୍ୟାରିଲାଲ ଦୁର୍ଗା):ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଶାଖା ତରଫରୁ ଛତ୍ରପୁର ଠାରେ ଆମ୍ବେଦକରଙ୍କ ୧୩୫ ତମ ଜନ୍ମ ଜୟନ୍ତୀକୁ ମହାସମାରୋହରେ ପାଳନ କରାଯାଇଛି |ଲାଞ୍ଜିଗଡ ବ୍ଳକର ହାରାହାରି ୧୨ ଟି ପଞ୍ଚାୟତରୁ ଶହ ଶହ ଛାତ୍ରଛାତ୍ରୀ ମହିଳା ଯୁବକ ବାଜାଗାଜା ସହ ନାଚ ଗୀତ କରି ବିଶାଲ ଶୋଭାଯାତ୍ରା ବାହାରି ଲାଞ୍ଜିଗଡ଼ ଜଗନ୍ନାଥପୁର ଏନଭିଏନ ଦେଇ ଛତ୍ରପୁରରେ ପହଞ୍ଚିଥିଲେ | ବାବାସାହେବ ଙ୍କ ଫଟୋ ଚିତ୍ରରେ ପୁଷ୍ପ ଦୀପ୍ ଅର୍ପଣ କରି… Continue reading ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ଲାଞ୍ଜିଗଡ଼ ଶାଖା ତରଫରୁ ଆମ୍ବେଦକର ଜୟନ୍ତୀ ପାଲିତ

ଉତ୍ତରା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଜଳଛତ୍ର ସେବା।

ବାଲିଅନ୍ତା,୧୫ ।୪() :ପବିତ୍ର ମହାବିଷୁବ ସଂକ୍ରାନ୍ତି ଏବଂ ମହାବୀରଙ୍କ ଜୟନ୍ତୀ ଅବସରରେ ଉତ୍ତରା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଭୁବନେଶ୍ଵର-ପୁରୀ ଜାତୀୟ ରାଜପଥ ଉତ୍ତରା ବସ ଷ୍ଟାଣ୍ଡ ନିକଟରେ ଏକ ଜଳଛତ୍ର ସେବା ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଆର୍ଯ୍ଯ ଜୀବନ ସମିତିର କୁଳାଚାର୍ଯ୍ୟ ଗୁରୁ ଗୋପାଳ ଚନ୍ଦ୍ର ମିଶ୍ରଶର୍ମା, ସମ୍ମାନିତ ଅତିଥିଭାବେ ସମାଜସେବୀ ସରୋଜ ପାତ୍ର, ବୟୋଜ୍ୟେଷ୍ଠ ବ୍ୟକ୍ତି ଭବାନୀ ଶଙ୍କର ତ୍ରିପାଠୀ ପ୍ରମୁଖ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ । ପ୍ରତିବର୍ଷ ଆଜିର… Continue reading ଉତ୍ତରା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଜଳଛତ୍ର ସେବା।

ସରକଣା ପ୍ରସିଦ୍ଧ ଫୋଡା ପାଟୁଆ ପର୍ବ , ଚରଖି ବୁଲିଲେ ମାନସିକଧାରୀ।

ବାଲିଅନ୍ତା, ୧୫ ।୪ ଗୋବର୍ଦ୍ଧନ ଦାସ: ବାଲିଅନ୍ତା ବ୍ଲକ୍ ସରକଣା ପଞ୍ଚାଯତରେ ପ୍ରସିଦ୍ଧ ଫୋଡା ପାଟୁଆ ଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ୧୮ ଜଣ ମାନସିକଧାରୀ ୭ ଦିନଧରି ହବିଷ୍ୟାନ୍ନ ଖାଇ ନିଷ୍ଠାରେ ରହିଥିଲେ। ପ୍ରତ୍ୟୁଷରୁ ମା’ ମଙ୍ଗଳାଙ୍କୁ ସ୍ନାନ ପରେ ନୂତନ ବସ୍ତ୍ର ପରିଧାନ କରାଯାଇଥିଲା । ସିନ୍ଦୁର, ଝୁଣା, ଦୀପଦେଇ ମା’ଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ପରେ ନିର୍ଦ୍ଧାରିତ ନୀତି କାନ୍ତି ଅନୁସାରେ ପୁଜାଅର୍ଚ୍ଚନା ସରିବାପରେ ମାନସିକଧାରୀ ବ୍ୟକ୍ତି ଅପରାହ୍ନରେ… Continue reading ସରକଣା ପ୍ରସିଦ୍ଧ ଫୋଡା ପାଟୁଆ ପର୍ବ , ଚରଖି ବୁଲିଲେ ମାନସିକଧାରୀ।

ବାଣପୁରରେ ସାହିତ୍ୟ ସିନ୍ଦୂରାର ଓଡ଼ିଆ ପକ୍ଷ ଉଦଯାପିତ ।

ଚିଲିକା,୧୫ ।୪:ବାଣପୁର ସ୍ଥିତ ପ୍ରଗତିଶୀଳ ସାହିତ୍ୟ ଓ ସାଂସ୍କୃତିକ ସଂସ୍ଥା ସାହିତ୍ୟ ସିନ୍ଦୂରା ର ଓଡ଼ିଆ ପକ୍ଷ ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଦିବସ ଅବସରରେ ଉଦଯାପିତ ହୋଇଯାଇଛି । ଗତ ଉକôଳ ଦିବସ ଠାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ମୁତାବକ ଓଡ଼ିଆ ଚଳଣି,ଭାଷା, ସାହିତ୍ୟ,ବେଶ ଭୂଷା, ପାରମ୍ପରିକ ଖାଦ୍ୟ ଉପରେ ଆଧାରିତ ବିଭିନ୍ନ କାର୍ଯ୍ୟକ୍ରମ ର ସ‘ଳ ରୂପାୟନ ପରେ ଉଦଯାପନୀ ଦିବସରେ ସେ ସବୁର ସମୀକ୍ଷା କରାଯିବା ସହ କବିତା ପାଠୋତ୍ସବ… Continue reading ବାଣପୁରରେ ସାହିତ୍ୟ ସିନ୍ଦୂରାର ଓଡ଼ିଆ ପକ୍ଷ ଉଦଯାପିତ ।

ଭାରତୀୟ ସମ୍ଭିଧାନର ଜନକ ତଥା ଆଧୁନିକ ବୌଦ୍ଧ ଆନ୍ଦୋଳନ ର ସେନାପତି ଡ଼.ଭୀମରାଓ ବାବାସାହେବ ଆମ୍ବଦକର

କଳାହାଣ୍ଡି, ୧୫/୪ (ପ୍ୟାରିଲାଲ ଦୁର୍ଗା): ବାବା ସାହେବ ନାମରେ ଜଣାଶୁଣା ଭୀମରାଷ୍ଟ୍ର ରାମଜୀ ଆମ୍ବେଦକରଙ୍କୁ ଭାରତୀୟ ସମ୍ବିଧାନର ଜନକ ତଥା ଆଧୁନିକ ବୌଦ୍ଧ ଆନେ୍ଦାଳନର ସେନାପତି କୁହାଯାଏ । ସେ ସ୍ୱାଧୀନ ଭାରତର ପ୍ରଥମ ଆଇନ ମନ୍ତ୍ରୀ । ମଉ (ଆଧୁନିକ ମ୍ମ ପ୍ରଦେଶ ଅନ୍ତର୍ଗତ ସହର)ର ସେନା ଛାଉଣିରେ ୧୮୯୧ ଏପ୍ରିଲ ଆଜିର ଦିନରେ, ପରାଧୀନ ଭାରତରେ ଅଛୁଆଁ କୁହାଯାଉଥିବା ମହାର ଜାତିରେ ଜନ୍ମ ହୋଇ ଶୈଶବରେ ସେ ନିର୍ଯାଚିତ ହୋଇଥିଲେ । ଅକଥନୀୟ ନିର୍ଯାତନା… Continue reading ଭାରତୀୟ ସମ୍ଭିଧାନର ଜନକ ତଥା ଆଧୁନିକ ବୌଦ୍ଧ ଆନ୍ଦୋଳନ ର ସେନାପତି ଡ଼.ଭୀମରାଓ ବାବାସାହେବ ଆମ୍ବଦକର

You cannot copy content of this page