ଧର୍ମଗଡରେ ନକଲି ମଦ ତିଆରି କାରଖାନା ଉପରେ ଚଢାଉ

ନକଲି ମଦ ଓ ପ୍ରସ୍ତୁତି ସାମଗ୍ରୀ ସହ ତିନି ବିହାରି ଯୁବକ ଗିରଫ କଳାହାଣ୍ଡି,୨|୩(ପ୍ୟାରିଲାଲ ଦୁର୍ଗା): କଳାହାଣ୍ଡି ଜିଲ୍ଲା ଧର୍ମଗତ ସହରରେ ବହୁ ପରିମାଣ ର ନକଲି ମଦ,ବିଭିନ୍ନ କମ୍ପାନୀ ର ଠିପି,ଷ୍ଟିକର ଜବତ ହୋଇଛି । ଏହି ମାମଲା ରେ ତିନି ଜଣ ଙ୍କୁ ଗିରଫ କରିଛି ଧର୍ମଗଡ ଅବକାରୀ ବିଭାଗ ଗିରଫ କରିଛି |ଗିରଫ ବ୍ୟକ୍ତି ମାନେ ବିହାର ରାଜ୍ୟ ର ବୋଲି ଜଣା ପଢିଛି ।ତେବେ ଏମାନେ ଧର୍ମଗଡ ଜଗନ୍ନାଥପଡା ରେ ଏକ… Continue reading ଧର୍ମଗଡରେ ନକଲି ମଦ ତିଆରି କାରଖାନା ଉପରେ ଚଢାଉ

କୁଅରେ ପଡ଼ି ହାତୀ ଛୁଆ ମୃତ

କେନ୍ଦୁଝର: ରାତି ୩ଟା ସମୟରେ ଏକ ୧୦ ଟିକିଆ ହାତୀପଲ କାଠବାଉଁଶୁଳି ନିକଟରେ ରାସ୍ତା ପାର ହେଉଥିବା ସମୟରେ ନିକଟରେ ଏକ କୂଅ ଭିତରେ ୧ ବର୍ଷ ବୟସର ହାତୀ ଛୁଆଟି ପଡ଼ି ଯାଇଥିଲା । କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ କାଠବାଉଁଶୁଳି ଗାଁର ମୋହନ ଚରଣ ମହାନ୍ତଙ୍କ କୂଅରେ ଖସିପଡ଼ି ଏକ ହାତୀଛୁଆର ମୃତ୍ୟୁ ଘଟିଛି। ହାତୀପଲ ଛୁଆକୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବା ବେଳେ ଉପରୁ ପଥର ଖସି ହାତୀ ଛୁଆ ମୁଣ୍ଡରେ ବାଜିଥିଲା… Continue reading କୁଅରେ ପଡ଼ି ହାତୀ ଛୁଆ ମୃତ

ପ୍ରଭୁଦ୍ଧ ବିହାର ମହିମା ଆଶ୍ରମର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ବର: ପ୍ରତିବର୍ଷ ପରି ଚଳିତବର୍ଷ ଫାଲଗୁନ ଶୁକ୍ଳପକ୍ଷ ଦଶମୀରେ ଅନ୍ଧାରୁଆ ଗ୍ରାମ ପ୍ରଭୁଦ୍ଧ ବିହାର ସ୍ଥିତ ମହିମା ଆଶ୍ରମର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମଲୀନ ବ୍ରହ୍ମ ଅବଧୂତ ଜୟକୃଷ୍ଣ ବାବା ମହୋଦୟଙ୍କ ପୂର୍ବ ଆଦେଶ ଅନୁଯାଇ ବ୍ରହ୍ମଅବଧୂତ ବ୍ରଜବନ୍ଧୁ ବାବାଙ୍କ ଅଧ୍ୟକ୍ଷତାରେ ବ୍ରହ୍ମଧ୍ଵନି ସ୍ଥାପନ ଓ ଘୃତାବତୀ ପ୍ରଜ୍ଜଳନ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଏହିପରି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ମାନବ ସମାଜ ପାଇଁ ନିହାତି ଆବଶ୍ୟକ… Continue reading ପ୍ରଭୁଦ୍ଧ ବିହାର ମହିମା ଆଶ୍ରମର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ଭାବ ବିନିମୟ କାର୍ଯ୍ୟକ୍ରମ

ଭୁବନେଶ୍ଵର: ଏନ୍. ସି. ଇ. ଆର. ଟି. ପରିଚାଳିତ ପୂର୍ବ ଭାରତ ପାଇଁ ଭୁବେଶ୍ବରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ପୂରାତନ ଛାତ୍ର ସଂସଦ ପକ୍ଷରୁ ଚଳିତ ଶିକ୍ଷାବର୍ଷ ପାଇଁ ନିର୍ବାଚିତ ଛାତ୍ର ପରିଷଦ କର୍ମକର୍ତ୍ତା ଓ ସଭ୍ୟ ସଭ୍ୟା ମାନଙ୍କ ମଧ୍ୟ ରେ ଏକ ଭାବ ପୂର୍ଣ୍ଣ ଭାବ ବିନିମୟ ଗତକାଲି ପ୍ରତିଷ୍ଠାନ ପରିସର ରେ ଅନୁଷ୍ଠାନ ର ଅଧ୍ୟକ୍ଷା ପ୍ରଫେସର ଡକ୍ଟର ମାନସୀ ଗୋସ୍ୱାମୀଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକରେ ପୁରାତନ… Continue reading ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ଭାବ ବିନିମୟ କାର୍ଯ୍ୟକ୍ରମ

ଓଡିଶା ଉଦ୍ୟୋଗୀ ପରିବାରର ମାସିକ ସମୀକ୍ଷା ବୈଠକ

ଭୁବନେଶ୍ୱର: ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଓଡିଶା ଉଦ୍ୟୋଗୀ ପରିବାରର ସମ୍ପର୍କରେ ଆଲୋଚନା, ସମୀକ୍ଷା ବିଶିଷ୍ଟ ସମାଜସେବୀ, ସମାଜସେବୀ ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ବ ଓ ଶ୍ରୀକାନ୍ତ ଶେଖର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି l ସଭାପତି ଶ୍ରୀଯୁକ୍ତ ମିଶ୍ର ଉଦ୍ୟୋଗୀଙ୍କ ସୁରକ୍ଷା, ସମ୍ମାନ ଓ ସମୃଦ୍ଧି ଉପରେ ବିଷଦ ଆଲୋଚନା କରିବା ସହିତ, ଉଦ୍ୟୋଗଙ୍କ ଆର୍ଥିକ ସମସ୍ୟା, ଆଇନଗତ ସମସ୍ୟା ସହ ବିଭିନ୍ନ ସମସ୍ୟା ଓ ସମାଧାନ ଉପରେ ଆଲୋଚନା କରିଥିଲେ lଯୁବ ଉଦ୍ୟୋଗୀ ମାନେ… Continue reading ଓଡିଶା ଉଦ୍ୟୋଗୀ ପରିବାରର ମାସିକ ସମୀକ୍ଷା ବୈଠକ

ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ଓ ମୁଗୁପୁର ସମାଚାର ପକ୍ଷରୁ “ବିଶ୍ୱ ମାତୃଭାଷା ଦିବସ’ ଅନୁଷ୍ଠିତ

ଭୁବନେଶ୍ୱର: ସାମାଜିକ ଓ ୱେବ ଗଣମାଧ୍ୟମ “ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ “ଓ ମାସିକ ଖବରକାଗଜ “ମୁଗୁପୁର ସମାଚାରର ମିଳିତ ସହଯୋଗରେ ସ୍ଥାନୀୟ ଖାରବେଳନଗର ସ୍ଥିତ ଗୋଦାବରୀଶ ସାହିତ୍ୟ ସଂସଦ ଠାରେ “ବିଶ୍ୱ ମାତୃଭାଷା ଦିବସ -2026 ଟ୍ରଷ୍ଟର ସମ୍ପାଦକ ଅରବିନ୍ଦ ତ୍ରିପାଠୀଙ୍କ ପୌରହିତ୍ୟ ଓ ମୁଗୁପୁର ସମାଚାରର ସମ୍ପାଦକ ମଦନ ମୋହନ ପାଢ଼ୀଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ପ୍ରାକ୍ତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ମୁଖ୍ୟଅତିଥି ଭାବେ ଆଇ, ଏମ,… Continue reading ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ଓ ମୁଗୁପୁର ସମାଚାର ପକ୍ଷରୁ “ବିଶ୍ୱ ମାତୃଭାଷା ଦିବସ’ ଅନୁଷ୍ଠିତ

ଚନ୍ଦକା ମହିମା ଆଶ୍ରମ ର ବାର୍ଷିକ ଉତ୍ସବ

ଭୁବନେଶ୍ୱର: ପ୍ରତିବର୍ଷ ପରି ଚଳିତ ବର୍ଷ ଫାଲଗୁନ ମାସ ଶୁକ୍ଳ ପାଞ୍ଚମୀ ତିଥିରେ ଚନ୍ଦକା ମହିମା ଆଶ୍ରମର ଷଷ୍ଠ ଦଶ ବାର୍ଷିକ ମହୋତ୍ସବ ପାଳିତ ହୋଇ ଯାଇଅଛି I ବ୍ରହ୍ମଳୀନ ବ୍ରହ୍ମାବଧୁତ ଜୟକୃଷ୍ଣ ବାବା ମହୋଦୟଙ୍କ ଆଦେଶ ଅନୁଯାଇ ବ୍ରାହ୍ମବଧୁତ ବ୍ରଜବନ୍ଧୁ ବାବା ଓ ସାଧୁ ମଧୁସୂଦନ ଦାସଙ୍କ ତତ୍ତ୍ୱବଧାନ ତାରେ ବ୍ରହ୍ମ ଧ୍ଵନି ସ୍ଥାପନ କରାଯାଇ ଜଗତ ଭଗତ ଙ୍କ ମଙ୍ଗଳ କାମନା ନିମନ୍ତେ ସମୂହ ଶରଣ ପାର୍ଥନା କରିଥଲେ ଉକ୍ତ ସ୍ଥାନଟି ମହିମା ଅଲେଖ… Continue reading ଚନ୍ଦକା ମହିମା ଆଶ୍ରମ ର ବାର୍ଷିକ ଉତ୍ସବ

ହୋଟେଲ ଧଉଳି-ଇନ୍ ଉଦଘାଟନ

ଭୁବନେଶ୍ୱର: ଧଉଳି ଗୋପୀନାଥପୂର୍ ତଥା ଶାନ୍ତିସ୍ତୁପ ଧଉଳି ପାଦଦେଶରେ ବୁଧବାର ସନ୍ଧ୍ୟାରେ ଉଦଘାଟନ ହୋଇଯାଇଛି ଧଉଳି-ଇନ୍ ନାମକ ହୋଟେଲ। ଏହି ଉଦଘାଟନ ଅବସରରେ ମୁଖ୍ୟ ଅତିଥି ଭାବେ ବିଜେପି ନେତା ଜଗନ୍ନାଥ ପ୍ରଧାନ, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଚନ୍ଦନ ମଲ୍ଲିକ, ଭୁବନେଶ୍ୱର ବ୍ଲକ ଅଧ୍ୟକ୍ଷା ନିରୁପମା ସାହୁ, ଯୁବନେତା ଭଗବାନ ସାହୁ, ସହ-ପ୍ରତିଷ୍ଠାତା ଲିଙ୍ଗରାଜ କଟା, ସ୍ମୃତିରଞ୍ଜନ ନାୟକ, ଅମୀୟ ସାହୁ ଓ ରାହୁଲ ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ l ଏହି ହୋଟେଲଟି ଅତ୍ୟାଧୁନିକ… Continue reading ହୋଟେଲ ଧଉଳି-ଇନ୍ ଉଦଘାଟନ

ଟି-୨୦ କ୍ରିକେଟ ବିଶ୍ୱକପ୍‌ ଜୁଆଡ଼ି ରାକେଟର ପର୍ଦ୍ଦାଫାଶ

୬ ଗିରଫ, ୩୦.୬୫ ଲକ୍ଷ ଜବତରାଉରକେଲା: ସମ୍ପ୍ରତି ଜାରି ରହିଥିବା ଟି-୨୦ କ୍ରିକେଟ୍ ବିଶ୍ୱକପ୍ ଅବସରରେ ଅବୈଧ ସଟ୍ଟାବାଜି ସମ୍ପର୍କରେ ମିଳିଥିବା ବିଶ୍ୱସନୀୟ ସୂଚନା ଆଧାରରେ ରାଉରକେଲା ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଏକ ବଡ ସଫଳତା ପାଇଛି। ଓଡ଼ିଶା ପୁଲିସ ପକ୍ଷରୁ ସମଗ୍ର ରାଜ୍ୟରେ ଏବେ ଜାରି ରହିଛି ଅପରେସନ ସାଇବର କବଚ। ଏହି କ୍ରମରେ ରାଉରକେଲା ପୁଲିସ ପକ୍ଷରୁ ବହୁସ୍ଥାନରେ ଚଢ଼ାଉ କରାଯାଇଥିଲା। ଏହି ଅଭିଯାନରେ ଏକ ସଂଗଠିତ ଅବୈଧ ବେଟିଂ ରାକେଟ… Continue reading ଟି-୨୦ କ୍ରିକେଟ ବିଶ୍ୱକପ୍‌ ଜୁଆଡ଼ି ରାକେଟର ପର୍ଦ୍ଦାଫାଶ

ସଂଗ୍ରାମୀ ଗୌରାଙ୍ଗ ଚରଣ ଦାସ ଓ ସଂଗ୍ରାମୀ ଶଶୀଭୂଷଣ ଦାସ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରୀ – ନିରଞ୍ଜନ ପଟ୍ଟନାୟକ

ଯୁବ ସାମ୍ବାଦିକ ତଥା ସମାଜସେବୀ ଅରବିନ୍ଦ ତ୍ରିପାଠୀଙ୍କୁ ସ୍ମୃତି ସମ୍ମାନଭୁବନେଶ୍ୱର,19.2.2026: ଓଡ଼ିଶା ସ୍ୱାଧୀନତା ସଂଗ୍ରାମର ମହାନ ସଂଗ୍ରାମୀ, ଚାଷୀ ମୂଲିଆଙ୍କ ବନ୍ଧୁ ବିପ୍ଳବୀ ସ୍ୱାଧୀନତା ସଂଗ୍ରାମୀ ଗୌରଙ୍ଗ ଚରଣ ଦାସଙ୍କ ୫୪ ତମ ଓ ସଂଗ୍ରାମୀ ଗୌରଙ୍ଗ ଚରଣଙ୍କ ସୁପୁତ୍ର ସଂଗ୍ରାମୀ ଶଶୀଭୂଷଣ ଦାସଙ୍କ ୧୫ ତମ ଶ୍ରଦ୍ଧାଞ୍ଜଳି ସଭା ଆଜି ସନ୍ଧ୍ୟାରେ ମହାତ୍ମା ଗାନ୍ଧୀ ଅହିଂସା ଐତିହ୍ୟ ନ୍ୟାସ ପକ୍ଷରୁ ସଭାପତି ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ବୁଦ୍ଧ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି… Continue reading ସଂଗ୍ରାମୀ ଗୌରାଙ୍ଗ ଚରଣ ଦାସ ଓ ସଂଗ୍ରାମୀ ଶଶୀଭୂଷଣ ଦାସ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରୀ – ନିରଞ୍ଜନ ପଟ୍ଟନାୟକ

You cannot copy content of this page