ସରକାରଙ୍କ ଦୃଷ୍ଟି ଆଢୁଆଳରେ ପ୍ରତିଭା ସମ୍ପନ୍ନ ଧର୍ମୁ ନାଏକ !

ଭବାନୀପାଟଣା, ୨୩/୦୪, ଉତ୍କଳ ବୁଲେଟିନ, (ଜଗନ୍ନାଥ ନାଏକ) : କଳାର ହାଣ୍ଡି , କଳାହାଣ୍ଡି ସାରସ୍ୱତ ର ମାଟି, ବୀର ପୁତ୍ର ର ମାଟି ହେଉଛି ଆମ ଜିଲ୍ଲା କଳାହାଣ୍ଡି । କଳାହାଣ୍ଡି ଜିଲ୍ଲାର ଅନେକ ସୁପୁତ୍ର ଦେଶ ବିଦେଶରେ ଯାଇ ନିଜ ଜିଲ୍ଲାର ମାଁ ମାଟି ପାଇଁ ଗୌରବ ଆଣି ଦେଇଛନ୍ତି ଏହା ଜିଲ୍ଲା ବାସୀଙ୍କ ପାଇଁ ଗର୍ବ ଓ ଗୌରବ । ସେମିତି ଜଣେ ସାଧକ ହେଉଛନ୍ତି ସଦର ବ୍ଲକ ଅନ୍ତର୍ଗତ ଚହଗାଁ ପଞ୍ଚାୟତ… Continue reading ସରକାରଙ୍କ ଦୃଷ୍ଟି ଆଢୁଆଳରେ ପ୍ରତିଭା ସମ୍ପନ୍ନ ଧର୍ମୁ ନାଏକ !

ଲଙ୍କାଗୁଣ୍ଡ ସହ ବୋମା ପକାଇ ଟଙ୍କା ଲୁଟିବା ଘଟଣା, ୫ ଜଣଙ୍କୁ ଗିରଫ

ଭବାନୀପାଟଣା, ୨୩/୦୪, ଉତ୍କଳ ବୁଲେଟିନ, (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲାଭବାନୀପାଟଣା ସହର ର ଜନ ଗହଳିପୂର୍ଣ୍ଣ ବାହାଦୁର ବଗିଚା ପଡ଼ାର ଜଣେ ବ୍ୟବସାୟୀ ଙ୍କ ଟଙ୍କା ନେଇ ନରେଶ ସାହୁ ନାମକ ଯୁବକ ବ୍ୟାଙ୍କରେ ଜମା କରିବା ପାଇଁ ଯିବା ବେଳେ ତିନିଜଣ ଦୁର୍ବୃତ୍ତ ଏକ ପଲସର୍ ବାଇକ୍ ରେ ଆସି ନରେଶ ସାହୁ ଉପରକୁ ପ୍ରଥମେ ଲଙ୍କା ଗୁଣ୍ଡ ପକାଇ ଥିଲେ ପରେ ସ୍କୁଟି ଉପରକୁ ଏକ ବୋମା ଫିଙ୍ଗିଥିଲେ ଫଳରେ ସ୍କୁଟି ର… Continue reading ଲଙ୍କାଗୁଣ୍ଡ ସହ ବୋମା ପକାଇ ଟଙ୍କା ଲୁଟିବା ଘଟଣା, ୫ ଜଣଙ୍କୁ ଗିରଫ

ବରିଷ୍ଠ ପ୍ରଶାସନିକ ଅଧିକାରୀ ଶରତ ମହାପାତ୍ର ଙ୍କ ବିୟୋଗ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପୂର୍ବତନ ଓଡିଶା ପ୍ରଶାସନିକ ସେବା ଅଧିକାରୀ, ବରିଷ୍ଠ ସମାଜସେବୀ ଶରତ ଚନ୍ଦ୍ର ମହାପାତ୍ରଙ୍କ ସ୍ଥାନୀୟ ରତ୍ନାକରବାଗ ବାସଭବନରେ 88 ବର୍ଷ ବୟସରେ ପରଲୋକ ଘଟିଛି l ଦୀର୍ଘ ମାସ ଧରି ବୟସାଧିକ ସମସ୍ୟା ପାଇଁ ଚିକିତ୍ସିତ ହେଉଥିଲେ l ଜଣେ ସରଳ, ଦକ୍ଷ, ନିଷ୍ଠାପର ପ୍ରଶାସନିକ ଅଧିକାରୀ ଭାବେ ବେଶ ସୁନାମ ଅର୍ଜନ କରିବା ସହ ପୂଜ୍ୟପୂଜାକୁ ଗୁରୁତ୍ୱ ଦେବା ସହ ଆଜିକାଲି ର ପୀଢ଼ିଙ୍କୁ ମହାନ ବ୍ୟକ୍ତିତ୍ୱଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ… Continue reading ବରିଷ୍ଠ ପ୍ରଶାସନିକ ଅଧିକାରୀ ଶରତ ମହାପାତ୍ର ଙ୍କ ବିୟୋଗ

ଗୋଲାମୁଣ୍ଡା ତହସିଲ ଅଫସର କିରାଣୀ ଅଭି ଦାସ ଙ୍କ ବ୍ୟବହାରରେ ଲୋକେ ଅତିଷ୍ଠ

ଗୋଲାମୁଣ୍ଡା, ୨୩/୦୪, ଉତ୍କଳ ବୁଲେଟିନ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ତହସିଲ୍ କାର୍ଯ୍ୟାଳୟରେ ଥିବା କିରାଣୀ ଅଭିଦାସ ଙ୍କ ବ୍ୟବହାରରେ ଲୋକେ ଅତିଷ୍ଠ, ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଶ୍ରୀ ଦାଶ ଙ୍କୁ ମିସ୍ କେସ ଦାୟିତ୍ୱରେ ଅଛନ୍ତି। ଆବଶ୍ୟକ କାଗପତ୍ର ଯାହା ଦରକାର ପଡେ ତାହା ଲୋକଙ୍କୁ ବୁଝାଇ ବା ବଦଳରେ ଥରେ ଦୁଇ ଥର କର୍ଯ୍ୟାଲୟକୁ ଯିବା ଆସିବା କରି ହଇରାଣ କରନ୍ତି।ଯାହା ଫଳରେ ଦୁରୁ ଦୁରାନ୍ତରରୁ ଆସି ଥିବା ଲୋକେ… Continue reading ଗୋଲାମୁଣ୍ଡା ତହସିଲ ଅଫସର କିରାଣୀ ଅଭି ଦାସ ଙ୍କ ବ୍ୟବହାରରେ ଲୋକେ ଅତିଷ୍ଠ

ବିଦ୍ୟୁତ୍ ଆଘାତ ରେ ୨ ଜଣ ମା ପୁଅ ମୃତ

ଭବାନୀପାଟଣା, ୨୩/୦୪, ଉତ୍କଳ ବୁଲେଟିନ, (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ମଦନପୁ୍ର ରାମପୁର ଥାନା ଅନ୍ତର୍ଗତ ସାଇଦଲଙ୍ଗା ଗ୍ରାମପଞ୍ଚାୟତ ର ଟୁର୍ଚି (ଡଙ୍ଗର ପଡ଼ା) ଠାରେ ସକାଳ ପ୍ରାୟ ୯ ଟା ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ୍ ଆଘାତ ରେ ୨ ଜଣ ମା ପୁଅଙ୍କ ମୃତ୍ୟୁ ଘଟିବା ଅଞ୍ଚଳରେ ଚର୍ଚ୍ଚା ର ବିଷୟ ପାଲଟିଛି । ସୂଚନା ମୁତାବକ ଆଜି ସକାଳ ପ୍ରାୟ ୯ଟା ସମୟରେ ମଗସିର ସୁନା ଙ୍କ ପତ୍ନୀ… Continue reading ବିଦ୍ୟୁତ୍ ଆଘାତ ରେ ୨ ଜଣ ମା ପୁଅ ମୃତ

ଧର୍ମଗଡ଼ ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ

ଭବାନୀପାଟଣା, ୨୩/୦୪, ଉତ୍କଳ ବୁଲେଟିନ, (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକସ୍ତରୀୟ କଳାହାଣ୍ଡି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ବ୍ଲକ କାର୍ଯ୍ୟାଳୟ ସଭା ଗୃହରେ ଅନୁଷ୍ଠିତ ହୋଇଥିଲା । ଏହି ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିରରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଯୋଗଦେଇ ଲୋକଙ୍କର ଆପତ୍ତି ଅଭିଯୋଗର ଶୁଣାଣୀ କରିଥିଲେ । ଏହି ଶିବିରରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ଆସିଥିବା ୧୭ ଗୋଟି ଆପତ୍ତି ଅଭିଯୋଗର… Continue reading ଧର୍ମଗଡ଼ ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ

ରେଳ ଧାରଣା ତଳେ ବେଦାନ୍ତ ପାଣି ପାଇପ ଲିକ ଟ୍ରେନ ଦୁର୍ଘଟଣା ଆଶଙ୍କାରେ ଗ୍ରାମବାସୀ

ଭବାନୀପାଟଣା, ୨୩/୦୪: ଉତ୍କଳ ବୁଲେଟିନ, (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ନର୍ଲା ରୋଡ ନିକଟସ୍ତ ତୁଳାଗାଁ ବସ୍ତି ନିକଟ ଦେଇ ଯାଇଥିବା ତିନି ନମ୍ବର ରେଳ ଧାରଣା ଅତି ବିପଦ ସଂକୁଳ ଅବସ୍ଥା ରହିଥିବା ଗମବାସୀ ଅଭିଯୋଗ ଆଣିଛନ୍ତି ପ୍ରାପ୍ତ ସୂଚନାରୁ ଜଣା ଯାଇଛି ଯେ ରାୟପୁ ଠାରୁ ବିସଖା ପାଟଣା କୁ ସଂଯୋଗ କରୁଥିବା ତିନି ନମ୍ବର ରେଳ ଧାରଣା ନର୍ଲା ରୋଡ଼ ଷ୍ଟେସନ ଠାରୁ ଅଳ୍ପ ଦୂରରେ ୩୩୯/୬A ଏବଂ ୩୩୯/୮A ମଧ୍ୟରେ… Continue reading ରେଳ ଧାରଣା ତଳେ ବେଦାନ୍ତ ପାଣି ପାଇପ ଲିକ ଟ୍ରେନ ଦୁର୍ଘଟଣା ଆଶଙ୍କାରେ ଗ୍ରାମବାସୀ

ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ବସ୍ତ୍ର ବଣ୍ଟନ ଓ ସଚେତନତା

ଭୁବନେଶ୍ୱର: ସାମାଜିକ ଅନୁଷ୍ଠାନ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ବମିଖାଲ ସ୍ଥିତ ବିର୍ସାମୁଣ୍ଡା ବସ୍ତିରେ ସମ୍ପାଦକ ଅରବିନ୍ଦ ତ୍ରିପାଠୀଙ୍କ ସଭାପତିତ୍ବ ରେ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ସହ ଜଳ ସଚେତନତା ସମ୍ପର୍କରେ ଏକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାମ୍ବାଦିକା ରୀନା ମହାନ୍ତି, ସମ୍ମାନିତ ଅତିଥି ଭାବେ ମହିମା ସେବା ଫାଉଣ୍ଡେସନର ନିର୍ଦ୍ଧେଶକ ନାରାୟଣ ଖୁଣ୍ଟିଆ ଉପସ୍ଥିତ ରହିବା ସହ 15ଟି ପରିବାରକୁ ବସ୍ତ୍ର ବଣ୍ଟନ କରିଥିଲେ l… Continue reading ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ବସ୍ତ୍ର ବଣ୍ଟନ ଓ ସଚେତନତା

ବିଜେପି ସକ୍ରିୟ ସଦସ୍ୟ ସମ୍ମିଳନୀ

ବେତନଟୀ: ବେତନଟୀ ସ୍ଥିତ ବନ୍ଧନ କଲ୍ୟାଣ ମଣ୍ଡପ ରେ ବଡ଼ସାହି ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେପି ସକ୍ରୀୟ ସଦସ୍ୟ ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇଯାଇଛି। ବେତନଟୀ ୩୫ ନମ୍ବର ମଣ୍ଡଳ ସଭାପତି ଜୀବନ ପରିଡା ଙ୍କ ସଂଯୋଜନା ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗଦାନ କରିଥିଲେ। ମୁଖ୍ୟ ବକ୍ତା ଭାବରେ ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ସବନା ମହାନ୍ତି, ସମ୍ମାନୀତ ଅତିଥି ଭାବରେ ଲୋକପ୍ରିୟ ବଡ଼ସାହି ବିଧାୟକ… Continue reading ବିଜେପି ସକ୍ରିୟ ସଦସ୍ୟ ସମ୍ମିଳନୀ

ବେତନଟୀରେ ବିଶ୍ଵ ପ୍ରତିମୂର୍ତ୍ତି ସଫେଇ ଦିବସ ପାଳନ

ବେତନଟୀ: ବିଶ୍ଵ ପ୍ରତିମୂର୍ତ୍ତି ସଫେଇ ଦିବସରେ ବେତନଟୀର ବିଭିନ୍ନ ସ୍ଥାନରେ ସ୍ଥାପିତ ମହାପୁରୁଷ ବା ନାମୀଦାମୀ ବ୍ୟକ୍ତି ବିଶେଷଙ୍କ ପ୍ରତିମୂର୍ତ୍ତିକୁ ଧୋଇବା ସହ ସେମାନଙ୍କ ପ୍ରତିମୂର୍ତ୍ତରେ ପୁଷ୍ପମାଲ୍ୟ ଏବଂ ଧୂପଦୀପଦାନ ଆଦି ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ସମାଜସେବୀ ରବୀନ୍ଦ୍ର ନାଥ ମିଶ୍ର ଓ ଅରୁଣ କୁମାର ଓତାଙ୍କ ସଂଯୋଜନରେ ଅନେକ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ ,ସଦସ୍ୟାଗଣ ପ୍ରାତଃକାଳରେ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ ସିଭିଲ ସୋସାଇଟି,… Continue reading ବେତନଟୀରେ ବିଶ୍ଵ ପ୍ରତିମୂର୍ତ୍ତି ସଫେଇ ଦିବସ ପାଳନ

You cannot copy content of this page