ଧର୍ମଗଡ଼ ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ

କଳାହାଣ୍ଡି,୨୨|୪(ପ୍ୟାରିଲାଲ ଦୁର୍ଗା): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକସ୍ତରୀୟ କଳାହାଣ୍ଡି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ବ୍ଲକ କାର୍ଯ୍ୟାଳୟ ସଭା ଗୃହରେ ଅନୁଷ୍ଠିତ ହୋଇଥିଲା । ଏହି ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିରରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଯୋଗଦେଇ ଲୋକଙ୍କର ଆପତ୍ତି ଅଭିଯୋଗର ଶୁଣାଣୀ କରିଥିଲେ । ଏହି ଶିବିରରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ଆସିଥିବା ୧୭ ଗୋଟି ଆପତ୍ତି ଅଭିଯୋଗର ପଞ୍ଜୀକରଣ କରାଯାଇଥିଲା ସେଥି ମଧ୍ୟରୁ ବ୍ୟକ୍ତିଗତ… Continue reading ଧର୍ମଗଡ଼ ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ

ବହୁ ଚର୍ଚ୍ଚିତ ମନୋଜ ହତ୍ୟାକାଣ୍ଡ, ଭୁବନେଶ୍ୱରରୁ ଅଭିଯୁକ୍ତ ବିଜୁ ସେଠ ଗିରଫ

ବଲାଙ୍ଗୀର: ବଲାଙ୍ଗିର ଗତ ଅପ୍ରେଲ ୧୩ ତାରିଖରେ ବଲାଙ୍ଗୀର ସହରର ବିଷ୍ଣୁମୁଣ୍ଡାଠାରେ ସଂଧ୍ୟାରେ ମନୋଜ ନାଏକ ନାମକ ଜଣେ ବ୍ୟବସାୟୀକୁ ହାଣି ହତ୍ୟା କରାଯାଇଥିଲା । ସେହି ଘଟଣାରେ ଅଭିଯୁକ୍ତଥିବା ବିଷ୍ଣୁମୁଣ୍ଡା ଗାଁର ବିଜୁ ସେଠକୁ ଘଟଣାର ୯ଦିନ ପରେ ପୋଲିସ ଭୁବନେଶ୍ୱରରୁ ଗିରଫ କରିଛି । ଭୁବନେଶ୍ୱର ବାଲିଅନ୍ତା ଠାରେ ଏକ ନିର୍ମାଣକାରୀ ସଂସ୍ଥାରେ କାମ କରୁଥିବା ବେଳେ ବିଜୁକୁ ପୋଲିସ ଧରିଥିଲା । ପୂର୍ବରୁ ମନୋଜ ସହିତ ବିଜୁର ଶତୃତା ରହିଥିଲା । ମନୋଜର… Continue reading ବହୁ ଚର୍ଚ୍ଚିତ ମନୋଜ ହତ୍ୟାକାଣ୍ଡ, ଭୁବନେଶ୍ୱରରୁ ଅଭିଯୁକ୍ତ ବିଜୁ ସେଠ ଗିରଫ

ଆସନ୍ତା ମଇ ୧୦ ତାରିଖରେ ବଲାଙ୍ଗିର ଜିଲ୍ଲା ର ବିଭିନ୍ନ ଅଦାଲତ ରେ ରାଷ୍ଟ୍ରୀୟ ଲୋକ ଅଦାଲତ

ବଲାଙ୍ଗିର ୨୨/୦୪: ଆସନ୍ତା ମଇ ୧୦ ତାରିଖରେ ବଲାଙ୍ଗିର ଜିଲ୍ଲା ର ବିଭିନ୍ନ ଅଦାଲତ ଯଥା ବଲାଙ୍ଗିର , ପାଟଣାଗଡ ,ଟିଟିଲାଗଡ ,କଣ୍ଟାବାଞ୍ଜି ,ଲୋଇସିଂହା ,ସଇଁତଳା ,ମୁରିବାହାଲ ଓ ବଙ୍ଗୋମୁଣ୍ଡା ଅଦାଲତ ପରିସରରେ ଚଳିତ ବର୍ଷର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ । ଏଥିରେ ସମସ୍ତ ପ୍ରକାରର ବିଚାରାଧୀନ ମକଦ୍ଦମା ଯଥା ଫୌଜଦାରୀ (ସାଲିସ ଯୋଗ୍ୟ ),ଚେକ ବାଉନ୍ସ ,ବ୍ୟାଙ୍କ ଋଣ ,ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ ,ଶ୍ରମ ଓ ନିଯୁକ୍ତି ବିବାଦ ,ବିଦ୍ୟୁତ… Continue reading ଆସନ୍ତା ମଇ ୧୦ ତାରିଖରେ ବଲାଙ୍ଗିର ଜିଲ୍ଲା ର ବିଭିନ୍ନ ଅଦାଲତ ରେ ରାଷ୍ଟ୍ରୀୟ ଲୋକ ଅଦାଲତ

ଟିଟିଲାଗଡ ଅଞ୍ଚଳରେ ଚାଞ୍ଚଲ୍ୟ : ଏଟିଏମ୍‌ରେ ଟଙ୍କା ଭର୍ତ୍ତି ପାଇଁ ଆଣି ୧୬ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ

ଜେଲ ଗଲେ ସଂସ୍ଥାର ଦୁଇ କର୍ମଚାରୀବଲାଙ୍ଗିର, ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ ୭ଟି ବିଭିନ୍ନ ଏଟିଏମ୍‌ରେ ଟଙ୍କା ଭର୍ତ୍ତି ପାଇଁ ଆଣି ମୋଟ ୧୬ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ଦାୟିତ୍ୱରେ ଥିବା ଏକ ସଂସ୍ଥାର ଦୁଇ କର୍ମଚାରୀଙ୍କୁ ଗିରଫ କରି ମୁରିବାହାଲ ପୁଲିସ କୋର୍ଟ ଚାଲାଣ କରିଛି । ଜେଲ୍ ଯାଇଥିବା ଦୁଇ କର୍ମଚାରୀ ହେଲେ ଏହି ଥାନା ମାଳିଶିରା ଗ୍ରାମର ଚକ୍ରଧର ପୁଟେଲ(୩୨) ଓ ଦେଓଗାଁ ଥାନା କଛାରପାଲି ଗ୍ରାମର କନ୍ଦର୍ପ ସେଠ(୩୯) ।… Continue reading ଟିଟିଲାଗଡ ଅଞ୍ଚଳରେ ଚାଞ୍ଚଲ୍ୟ : ଏଟିଏମ୍‌ରେ ଟଙ୍କା ଭର୍ତ୍ତି ପାଇଁ ଆଣି ୧୬ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ

ବେସରକାରୀ ଜମି ରେ ସରକାରୀ ନଳକୂପ

ମାଲିକର ଅକ୍ତିଆର ଉଦ୍ୟମ -ଅଭିଯୋଗ ଆଣିଲେ ଗ୍ରାମବାସୀ କଳାହାଣ୍ଡି,୨୧|୪(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ ): ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ସ୍ଥାନେ ସ୍ଥାନେ ଜଳ ସଙ୍କଟ ଦେଖା ଦେଇଛି।ବିଶୁଦ୍ଧ ପାନୀୟ ଜଳ ପାଇଁ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି।ଏହାକୁ ଦୃଷ୍ଟିରେ ରଖି ଧର୍ମଗଡ଼ ଜୋନ-୨ ଜିଲ୍ଲା ପରିଷଦ ସଭ୍ୟ ଶଙ୍କର ଜୁଏଡ଼ ଙ୍କ ଉଦ୍ୟମକ୍ରମେ ପିପିଲା ଗ୍ରାମ ଠାରେ ଏକ ସରକାରୀ ନଳକୂପ ଖୋଲିବା ପାଇଁ ଅନୁମୋଦନ କରିଥିଲେ।ଗତ କିଛି ଦିନ ତଳେ ଏକ… Continue reading ବେସରକାରୀ ଜମି ରେ ସରକାରୀ ନଳକୂପ

ଲାସ୍ୟକଳା ଓ ସୁରଭାଇବ୍ରେସନ ପକ୍ଷରୁ ମାଟିର ମହକ ପାଳିତ ହୋଇଯାଇଛି

ମାଟିର ମହକ ସମ୍ମାନରେ ସମ୍ମାନିତ ହେଲେ ଡ଼. ଅଚ୍ୟୁତ ସାମନ୍ତ ଭୁବନେଶ୍ୱର: ହୋଟେଲ ତାଜ ଭିଭାନ୍ତ ରେ ମହାବିଷୁବ ସଂକ୍ରାନ୍ତି ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଅର୍ନ୍ତଜାତୀୟ ଖ୍ୟାତିସଂପନ୍ନ ଓଡ଼ିଆ ଡ଼: ଅଚ୍ୟୁତ ସାମନ୍ତଙ୍କୁ ଅନୁଷ୍ଠାନର ସର୍ବୋଚ୍ଚ ସମ୍ମାନ ମାଟିର ମହକ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ଚାରିଜଣ ପଦ୍ମଶ୍ରୀଙ୍କୁ ଉତ୍ତରୀୟ ଉପଢୌକନ ଓ କୋଡିଏ ହଜାର ଟଙ୍କା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଚାରିଜଣ ମହାନ ବ୍ୟକ୍ତିତ୍ୱଙ୍କ ମଧ୍ୟରେ… Continue reading ଲାସ୍ୟକଳା ଓ ସୁରଭାଇବ୍ରେସନ ପକ୍ଷରୁ ମାଟିର ମହକ ପାଳିତ ହୋଇଯାଇଛି

ଓଡିଶା ଅଭିଭାବକ ମହାସଂଘର ଶିକ୍ଷା ଅଧିକାର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଭୁବନେଶ୍ୱର: ଓଡିଶା ଅଭିଭାବକ ମହାସଂଘର ଶିକ୍ଷା ଅଧିକାର ପ୍ରଶିକ୍ଷଣ ଶିବିର ଆଜି ୟୁନିଟ 6 ସ୍ଥିତ ନେତାଜୀ ଭବନରେ ଅନୁଷ୍ଠିତ ହୋଇ ଯାଇଛି l ଓଡିଶା ଅଭିଭାବକ ମହାସଂଘ ର ଶିକ୍ଷା ଅଧିକାର ଅଭିଭାବକ ସଙ୍ଘ କର୍ମକର୍ତ୍ତାଙ୍କୁ ନେଇ ଏହି ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା l ଶିକ୍ଷା ଅଧିକାର ଆଇନ ବା ଆର ଟି ଇ ଅନୁଯାଇ କିପରି ଅଧିକରୁ ଅଧିକ ପିଲା ତାଙ୍କର ନ୍ୟାର୍ଯ୍ୟ ଶିକ୍ଷାଗତ ଅଧିକାର ପ୍ରାପ୍ତି କରିପାରିବେ ତାହା ଉପରେ ପ୍ରଶିକ୍ଷିତ… Continue reading ଓଡିଶା ଅଭିଭାବକ ମହାସଂଘର ଶିକ୍ଷା ଅଧିକାର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ନିଆରା ନକ୍ଷତ୍ର ପୁସ୍ତକର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର: ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ବିନ୍ଦୁ ସାଗର, ଭୁବନେଶ୍ୱର-୨ସ୍ଥିତ କେଦାରନାଥ ଗବେଷଣା ପ୍ରତିଷ୍ଠାନ ଠାରେ କବି ମନମୋହନ ଆଚାର୍ଯ୍ୟଙ୍କ ସାମଗ୍ରିକ ସୃଷ୍ଟି ସର୍ଜନା ଓ ବ୍ୟକ୍ତିତ୍ୱ ଉପରେ ଆଧାରିତ ପୁସ୍ତକ ‘ନିଆରା ନକ୍ଷତ୍ର’ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଲୋକାର୍ପଣ ଉତ୍ସବରେ ଉଦଘାଟକ ଭାବେ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ଯୋଗଦେଇଥିବାବେଳେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଡାଇରେକ୍ଟର ଦୂରଦର୍ଶନ ଡକ୍ଟର ଶାନ୍ତନୁ ରଥ ଯୋଗଦେଇଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ ପ୍ରଫେସର ସଂସ୍କୃତି ବିଶ୍ୱବିଦ୍ୟାଳୟ… Continue reading ନିଆରା ନକ୍ଷତ୍ର ପୁସ୍ତକର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ

ବଲାଙ୍ଗିର ଜିଲ୍ଲାରେ ଶିକ୍ଷାର ବିକାଶ ପାଇଁ ପ୍ରାୟ ୧୨୦ କୋଟି: ଧର୍ମେନ୍ଦ୍ର ପ୍ରଧାନ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ଶିକ୍ଷାର ବିକାଶ ପାଇଁ ପାଖାପାଖି ୧୨୦ କୋଟିରୁ ଅଧିକ ଟଙ୍କାର ଦାୟିତ୍ୱ ଡବଲ ଇଞ୍ଜିନ ସରକାର ନେଇଛନ୍ତି ବୋଲି ଶନିବାର କେନ୍ଦ୍ରୀୟ ବିଦ୍ୟାଳୟ, ଟିଟିଲାଗଡ଼ ଏବଂ ପାଟଣାଗଡ଼ର ଅସ୍ଥାୟୀ କ୍ୟାମ୍ପସର ଉଦଘାଟନ ଏବଂ ସ୍ଥାୟୀ କ୍ୟାମ୍ପସ ପାଇଁ ଭୂମିପୂଜନ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତବର୍ଷ ଡିସେମ୍ବରରେ ସମଗ୍ର ଦେଶରେ ୮୫ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ… Continue reading ବଲାଙ୍ଗିର ଜିଲ୍ଲାରେ ଶିକ୍ଷାର ବିକାଶ ପାଇଁ ପ୍ରାୟ ୧୨୦ କୋଟି: ଧର୍ମେନ୍ଦ୍ର ପ୍ରଧାନ

ବଲାଙ୍ଗିରର ବିକାଶ ସାରା ରାଜ୍ୟ ଓ ଦେଶର ବିକାଶ: ଧର୍ମେନ୍ଦ୍ର ପ୍ରଧାନ

ବଲାଙ୍ଗିର, ବଲାଙ୍ଗିରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବଲାଙ୍ଗିର ବରକାନିରେ ଓଭିଓ ଅଣ୍ଡା ପ୍ରକ୍ରିୟାକରଣ ଫାର୍ମ ଉଦ୍‌ଘାଟନ କଲେ କେନ୍ଦ୍ରମନ୍ତ୍ରୀ I ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ବୋଧନ I ବଲାଙ୍ଗିରର ବିକାଶ ହେଲେ ରାଜ୍ୟର ବିକାଶ ହେବ, ସାରା ଦେଶର ବିକାଶ ହେବ I ବଲାଙ୍ଗିରର ସର୍ବାଙ୍ଗୀନ ଉନ୍ନତି ହେଲେ ବ୍ୟାପକ ନିଯୁକ୍ତି ସୃଷ୍ଟି ହେବ I ବଲାଙ୍ଗିରର ଅଣ୍ଡା ଅନ୍ତର୍ଜାତୀୟ ସ୍ତରରେ ଢେର୍ ଆଦର ଲାଭ କରିଛି I ସବୁ କ୍ଷେତ୍ରର ଖେଳାଳିମାନଙ୍କ ପାଇଁ… Continue reading ବଲାଙ୍ଗିରର ବିକାଶ ସାରା ରାଜ୍ୟ ଓ ଦେଶର ବିକାଶ: ଧର୍ମେନ୍ଦ୍ର ପ୍ରଧାନ

You cannot copy content of this page