ଭୁବନେଶ୍ୱର : ଗୁରୁବାର ମଧ୍ୟାହ୍ନରେ ଭୁବନେଶ୍ୱର ଭଞ୍ଜ କଳା ମଣ୍ଡପ ସମ୍ମିଳନୀ କକ୍ଷରେ ସଂଘର ସଭାପତି ଡ. ନେତ୍ରାନନ୍ଦ ଭୋଇଙ୍କ ସଭାପତିତ୍ବରେ ୧୦ ତମ ବାର୍ଷିକ ସମ୍ମିଳନୀ ଓ ସର୍ବ ପୁରାତନ ହୋମିଓପାଥି ଚିକିତ୍ସାର ଜନକ ଡାକ୍ତର ହ୍ୟାନିମାନଙ୍କ ୨୭୧ ତମ ଜନ୍ମ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଡଃ ଅରବିନ୍ଦ ଢ଼ାଲି ଯୋଗଦେଇଥିବା ବେଳେ,ମୁଖ୍ୟବକ୍ତା ଭାବେ ଡ଼ଃ ଅଭିନ ଚନ୍ଦ୍ର ହୋମିଓପାଥିକ… Continue reading ପ୍ରାଇଭେଟ୍ ହୋମିଓପାଥିକ ପ୍ରାକ୍ଟିସନର ଆସୋସିଏସନର ୧୦ ତମ ସମ୍ମିଳନୀ
ପ୍ରାଇଭେଟ୍ ହୋମିଓପାଥିକ ପ୍ରାକ୍ଟିସନର ଆସୋସିଏସନର ୧୦ ତମ ସମ୍ମିଳନୀ