ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଜିଲା ମିଳିତ ନାଗରିକ କମିଟି ପକ୍ଷରୁ ୧୨ଦଫା ଦାବୀପତ୍ର ପ୍ରଦାନ

ଦାରିଙ୍ଗବାଡି: ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଏକ ଦିନିକିଆ କନ୍ଧମାଳ ଗସ୍ତରେ ଆସି ଫୁଲବାଣୀ ସର୍କିଟ ହାଉସଠାରେ ପହଞ୍ଚିବା ପରେ ଦଳୀୟ କର୍ମୀ ଓ ନେତାମାନେ ସ୍ୱାଗତ ଜଣାଇବା ପରେ ସହରର ସମସ୍ୟା ବୁଲି ଦେଖିଥିଲେ। ଉତ୍କଳମଣି ଗୋପବନ୍ଧୁଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ସାଂସଦ ସୁକାନ୍ତ ପାଣିଗ୍ରାହୀ ଓ ବିଧାୟକ ଉମା ଚରଣ ମଲିକଙ୍କ ସହ ରକ୍ତ ଦାନ ଶିବିରକୁ ଉଦଘାଟନ କରିଥିଲେ। ଏହି ଅବସରରେ ଜିଲା… Continue reading ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଜିଲା ମିଳିତ ନାଗରିକ କମିଟି ପକ୍ଷରୁ ୧୨ଦଫା ଦାବୀପତ୍ର ପ୍ରଦାନ

ଶିଶୁ ବାଟିକା ପ୍ରବେଶ ଉତ୍ସବ

ଗୋଲାମୁଣ୍ଡା, (ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): ଶିଶୁ ବାଟିକା ଏଵଂ ପ୍ରଥମ ଶ୍ରେଣୀ ରେ ନାମ ଲେଖାର ଵୟସ ନିପୁଣ ଓଡିଶା କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଗୋଲାମୁଣ୍ଡା କ୍ଲଷ୍ଟର ସ୍ଥିତ କେନ୍ଦ୍ର ବିଦ୍ୟାଳୟ ସମସ୍ତ ରେ ପ୍ରଥମ ଦିବସ ମହାସମାରୋହରେ ପାଳନ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଗୋଲାମୁଣ୍ଡା ବ୍ଲକ ର ସମ୍ମାନୀୟ ତହସିଲଦାର ଚନ୍ଦନ କୁମାର ନାୟକ, ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥୀ ସୁଭାଷ ନାଏକ,ଗୋଷ୍ଠୀ… Continue reading ଶିଶୁ ବାଟିକା ପ୍ରବେଶ ଉତ୍ସବ

ପ୍ରଥମ ବିରାଟ  ରାମଲୀଳା ମହୋତ୍ସବ ପାଳନ

ଗୋଲାମୁଣ୍ଡା,(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ):  କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଫରଙ୍ଗ  ଗ୍ରାମ ପଂଚାୟତ ଅଧିନରେ ଥିବା କର୍ଲାଗୁଡା ଗ୍ରାମରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମ ଲୀଳା ମହୋତ୍ସବ  ଅନୁଷ୍ଠିତ ହୋଇଯାଇଅଛି।  ଉକ୍ତ ମହୋତ୍ସବ ତିନି ଦିନ ଧରି ପାଳନ ହେବା ବେଳେ ପ୍ରଥମ ଦିନ  ରାବଣ ଦରବାର ରାମ ବନବାସ ଓ ସୀତା ଚୋରୀ, ଦ୍ୱିତୀୟ ଦିନରେ ରାବଣ ଦରବାର ରେ ରାମ ଲକ୍ଷ୍ମଣ ଓ ହନୁମାନଙ୍କ ଭେଟ, ସୁଗ୍ରୀବ ସହିତ ମିତ୍ରତା… Continue reading ପ୍ରଥମ ବିରାଟ  ରାମଲୀଳା ମହୋତ୍ସବ ପାଳନ

ଅରଭାନୀ ସମୟ ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ

ଭୁବନେଶ୍ୱର: ସୁସ୍ଥ ମା’ଟିଏ ହେବା ପାଇଁ ଜଣେ କନ୍ୟା ସଠିକ୍ ବୟସରେ ବିବାହ କରିବା ଉଚିତ୍ । ଉପଯୁକ୍ତ ବୟସ ଅବଧି ଠାରୁ କମ୍ କିମ୍ବା ଅଧିକ ବୟସରେ ବିବାହ କରି ମାତୃତ୍ୱ ଲାଭ କରିବା ଉଭୟ ମା’ ଓ ଶିଶୁ ପ୍ରତି ବିପଦ ଥାଏ । ମାନସିକ ଓ ଶାରୀରିକସ୍ତରରେ ସୁସ୍ଥ ରହିବା ପାଇଁ ବିବାହ ପୂର୍ବରୁ ବାପା, ମା’ ବିବାହ ପରେ ଶାଶୁଘର ଲୋକେ କନ୍ୟାର ଉପଯୁକ୍ତ ଯନô ନେବା ଆବଶ୍ୟକ । ଭୁବନେଶ୍ୱରରୁ… Continue reading ଅରଭାନୀ ସମୟ ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ

ଓଡିଶା ଅଭିଭାବକ ମହାସଂଘର ଶିକ୍ଷା ଅଧିକାର ସମ୍ମେଳନ ଉଦଘାଟିତ

ଭୁବନେଶ୍ୱର: ଆଜି ଓଡିଶା ଅଭିଭାବକ ମହାସଂଘ ତରଫରୁ ଗୀତଗୋବିନ୍ଦ ସଦନ ଠାରେ “ଶିକ୍ଷା ଅଧିକାର ସମ୍ମେଳନ” ଅନୁଷ୍ଠିତ ହୋଇଯାଇଛି l ଦେଶରେ 2005 ମସିହାରେ ପ୍ରଥମେ ଶିକ୍ଷା ଅଧିକାର ଆଇନ ପାଇଁ ଡ୍ରାଫ୍ଟ ପ୍ରସ୍ତୁତ ଆରମ୍ଭ ହୋଇ 2009 ମସିହାରେ ସ୍ୱତନ୍ତ୍ର ଶିକ୍ଷା ଅଧିକାର ଆଇନ ଆସିଲା ଓ 2010 ମସିହାରେ ଏହା କାର୍ଯ୍ୟକାରୀ ହେଲା l ଏହି ଆଇନର ମୁଖ୍ୟଲକ୍ଷ୍ୟ ଥିଲା ଶିଶୁକୁ ତାର ନ୍ୟାର୍ଯ୍ୟ ଶିକ୍ଷାଗତ ଅଧିକାର ପ୍ରଦାନ କରି ତା ନିକଟରେ ଗୁଣାତ୍ମକ… Continue reading ଓଡିଶା ଅଭିଭାବକ ମହାସଂଘର ଶିକ୍ଷା ଅଧିକାର ସମ୍ମେଳନ ଉଦଘାଟିତ

ଚୈତ୍ର ମଙ୍ଗଳବାର ପୂଜା ଉଦଯାପିତ

ଭୁବନେଶ୍ୱର: ସାରା ରାଜ୍ୟରେ ପାଳିତ ହେଇଯାଇଛି ପବିତ୍ର ଚୈତ୍ର ମାସର ମା’ ମଙ୍ଗଳାଙ୍କ ପୂଜାର୍ଚ୍ଚନା । ଯାହାକୁ ଚୈତ୍ର ମଙ୍ଗଳବାର ବୋଲି ସାରା ଓଡ଼ିଶାରେ ଜଣା। ମାସର ପ୍ରତ୍ୟେକ ମଙ୍ଗଳବାର ମା’ଙ୍କ ପୂଜାର୍ଚ୍ଚନା କରାଯାଇଥାଏ। ନିଜ ନିଜର ମନସ୍କାମନା ପୂରଣ ପାଇଁ ପ୍ରତ୍ୟେକ ଘରର ବିବାହିତା ମହିଳାମାନେ ଏହି ଓଷା କରିଥାଆନ୍ତି। ଏହି ଅବସରରେ ବମିଖାଲସ୍ଥିତ ଦୟାନନ୍ଦ କଲୋନୀ ଠାରେ ଚୈତ୍ର ମଙ୍ଗଳବାର ମା ମଙ୍ଗଳାଙ୍କ ଶେଷ ପାଳି ପୂଜା ଉଦଯାପିତ ହୋଇଯାଇଛି l ମଙ୍ଗଳା ମାଙ୍କୁ… Continue reading ଚୈତ୍ର ମଙ୍ଗଳବାର ପୂଜା ଉଦଯାପିତ

ଜଙ୍ଗଲରେ ଅବକାରୀ ବିଭାଗ ସ୍ଵତନ୍ତ୍ର ସ୍ମାର୍ଡର ଚଢାଉ, ୮୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲା ଅବକାରୀ ସ୍ବତନ୍ତ୍ର ସ୍ମାର୍ଡ ଗୋଛପଡ଼ା ଥାନା ଅନ୍ତର୍ଗତ କଞ୍ଜାମାଇ ଗ୍ରାମ ନିକଟରେ ଥ‌ିବା ଜଙ୍ଗଲରେ ଚଢ଼ାଉ କରିଛନ୍ତି । ଚଢାଉ କରି ଜଙ୍ଗଲରେ ରଖା ଯାଇଥିବା ୩୪ଟି ଗଞ୍ଜେଇ ଭର୍ତ୍ତି ଜରି ଅଖା ବସ୍ତା ଜବତ କରିଛନ୍ତି । ଏହି ୩୪ ବସ୍ତାରୁ ୮ କୁଇଣ୍ଟାଲ ୫୦ କେଜି ଗଞ୍ଜେଇ ଜବତ ହୋଇଛି । ଯାହାର ମୂଲ୍ୟ ୮୫ ଲକ୍ଷ୍ୟ ଟଙ୍କା ଗଞ୍ଜେଇର ମୂଲ୍ୟ ଥିବା ଜଣା ପଡ଼ିଛି ।ସୂଚନା ମୁତାବକ, କନ୍ଧମାଳ… Continue reading ଜଙ୍ଗଲରେ ଅବକାରୀ ବିଭାଗ ସ୍ଵତନ୍ତ୍ର ସ୍ମାର୍ଡର ଚଢାଉ, ୮୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ତେନ୍ତୁଳି ଗଛ ଭାଙ୍ଗିଲା ଦୁଇ ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ଦାରିଙ୍ଗବାଡି : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ର କାଟିଙ୍ଗିଆ ରେ ଘଟିଛି ଏକ ଅଭାବନୀୟ ଘଟଣା, ସୋମବାର ବିଳମ୍ବିତ ରାତ୍ରୀରେ ବିରାଟକାୟ ତେନ୍ତୁଳି ଗଛ ପଡ଼ି ଦୁଇଟି ଘର ଭାଙ୍ଗି ନଷ୍ଟ ହୋଇ ଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଘରେ ରହି ଥିବା ଲୋକେ। ସୂଚନା ଅନୁଯାୟୀ ତୁମ୍ବେଶ୍ୱର ଦଳବେହେରାଙ୍କ ବାରିପଟ ଥିବା ଏକ ବିଶାଳ କାୟ ପୁରୁଣା ତେନ୍ତୁଳି ଗଛ ରେ ନିଆଁ ଲାଗି ଯାଇଥିଲା, ସମସ୍ତେ ଖାଇ ପିଇ ଶୋଇ… Continue reading ତେନ୍ତୁଳି ଗଛ ଭାଙ୍ଗିଲା ଦୁଇ ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ନହରକଣ୍ଟା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୯ ତମ ବାର୍ଷିକ ଉତ୍ସବ

ନହରକଣ୍ଟା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୯ ତମ ବାର୍ଷିକ ଉତ୍ସବ ଦୁର୍ଗାପୂଜା ପଡ଼ିଆ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟା ମନ୍ଦିରର ପ୍ରତିଷ୍ଠାତା ରାଜକିଶୋର ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅଣ୍ଡିଲୋ ଆଇ ଓ ବି ବ୍ୟାଙ୍କ ଶାଖା ପ୍ରବନ୍ଧକ ଦେବଦତ୍ତ ଷଡଙ୍ଗୀ, ସମ୍ମାନୀତ ଅତିଥି ଭାବେ ଲକ୍ଷ୍ମୀଧର ବେହେରା, ବିଦ୍ୟା ମନ୍ଦିରର ପରିଚାଳନା ସମିତିର ସଭାପତି କ୍ଷୀରୋଦ କୁମାର ଶ୍ରୀ ଚନ୍ଦନ, ଉପସଭାପତି ଲକ୍ଷ୍ମଣ କୁମାର ସାମନ୍ତସିଂହାର ପ୍ରମୁଖ ଯୋଗଦେଇଥିଲେ। ପ୍ରଧାନ… Continue reading ନହରକଣ୍ଟା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୯ ତମ ବାର୍ଷିକ ଉତ୍ସବ

ସାମାଜିକ ଅନୁଷ୍ଠାନ ଓଡ଼ିଶା ସେବକ ସଂଘ ତରଫରୁ ଏକ ରକ୍ତଦାନ ଶିବିର

ବାଲିଅନ୍ତା: ଭୁବନେଶ୍ୱର ରେଡକ୍ରସ ଶାଖାର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ରକ୍ତ ସଂଗ୍ରହ କାର୍ଯ୍ୟ ସଂପାଦନ କରିଥିଲେ | ରକ୍ତାଦିନ ବ୍ୟତିତ ବିଭିନ୍ନ ବସ୍ତିରେ ରହୁଥିବା ୩୦ ଜଣ ଅସହାୟ ବୃଦ୍ଧା ଓ ବୃଦ୍ଧ ବ୍ୟକ୍ତିମାନଙ୍କୁ କିଛି ନିତ୍ଯ ବ୍ୟବହାର୍ଯ୍ୟ ଜିନିଷ ବଣ୍ଟନ କରାଯାଇଥିଲେ| ସମାଜ ସେବାରେ ନିଜକୁ ଉସର୍ଗ କରିଥିବା କିଛି ବ୍ୟକ୍ତି ଏବଂ ସଂଗଠନକୁ ଓଡ଼ିଶା ସେବକ ସଂଘ ସେବା ସମ୍ମାନ ୨୦୨୫ ରେ ସମ୍ମାନିତ କରାଯାଇଥିଲା| ଇଶ୍ୱରୀୟ ବ୍ରହ୍ମ କୁମାରୀ କେନ୍ଦ୍ରର ମୁଖ୍ୟ… Continue reading ସାମାଜିକ ଅନୁଷ୍ଠାନ ଓଡ଼ିଶା ସେବକ ସଂଘ ତରଫରୁ ଏକ ରକ୍ତଦାନ ଶିବିର

You cannot copy content of this page