ଛାତ୍ରଛାତ୍ରୀଙ୍କ ଗ୍ରାମ ପରିକ୍ରମା

ଭୁବନ: ଓଡ଼ିଶ ପଂଚାୟତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଶିକ୍ଷା ସଚେତନ ପାଇଁ ପ୍ରବେଶ ଉତ୍ସବ ଉପଲକ୍ଷେ ଗ୍ରାମରେ ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରିଥିଲେ। ଶିକ୍ଷକ ସୁବ୍ରତ ବିଶ୍ୱାଳ ଓ ସମାଜସେବୀ ସତ୍ୟବାଦୀ ରଣାଙ୍କ ସହାୟତାରେ ଏହି ଗ୍ରାମ ପରିକ୍ରମା ଉତ୍ସବ ଆୟୋଜନ କରାଯାଇଥିଲା। ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ତରଫରୁ ସାମ୍ବାଦିକ ତଥା ସମାଜସେବୀ ବିମଳ କୁମାର ରଣା ପିଲାମାନଙ୍କୁ ମିଠା ବାଂଟିଥିବା ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଏବଂ… Continue reading ଛାତ୍ରଛାତ୍ରୀଙ୍କ ଗ୍ରାମ ପରିକ୍ରମା

ମୁଖ୍ୟମନ୍ତ୍ରଙ୍କ ନିର୍ଦେଶରେ 8 ତାରିଖରେ ବିଜେଇମ ସ୍କୁଲ ଦୁର୍ନୀତି ତଦନ୍ତ ପାଇଁ କମିଟି ଘୋଷିତ

ଭୁବନେଶ୍ୱର: ବିଜେଇମ ସ୍କୁଲ କର୍ତୃପକ୍ଷ ଙ୍କ ମାନ୍ୟବର ହାଇକୋର୍ଟ ଙ୍କ ମିଛ କାଗଜ ବାହାନାରେ ସବ କମିଟି ତଥ୍ଯ କୁ ଦେଖାଇ,ପ୍ରତ୍ୟେକ ବର୍ଷ 20 ଶତକଡା ଫି ବୃଦ୍ଧି ଓ LKG ଆଡ଼ମିଶନରେ ପ୍ରତ୍ୟେକ ବର୍ଷ ଡେଭଲପମେଣ୍ଟ ଫି ନା ରେ ଡବଲ ଫି ରେ କୋଟି କୋଟି ଟଙ୍କା ଟଙ୍କାର ଜାଲିଆତି ବିରୁଦ୍ଧ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସ୍କୁଲ ଅଭିଭାବକ ସଂଘ ପକ୍ଷରୁ ରଂଜନ କୁମାର ଦାସଙ୍କ ନେତୃତ୍ୱ… Continue reading ମୁଖ୍ୟମନ୍ତ୍ରଙ୍କ ନିର୍ଦେଶରେ 8 ତାରିଖରେ ବିଜେଇମ ସ୍କୁଲ ଦୁର୍ନୀତି ତଦନ୍ତ ପାଇଁ କମିଟି ଘୋଷିତ

ବିଧାୟକ ବି ନିରୁପାୟ; ବିଧାନ ସଭାରେ ଉଠାଇଲେ ପ୍ରଶ୍ନ, ନିଦାବିଷ୍ଣୁ ଜିଲ୍ଲା ପ୍ରଶାସନ

ବର୍ଲାବାହାଲି ପଥରକ୍ୱାରୀରେ ବେଆଇନ ବ୍ଲାଷ୍ଟିଂ,ଗ୍ରାମବାସୀ ଅତିଷ୍ଠ: ପ୍ରାଶାସନ ଓ ପୋଲିସ ବିରୁଦ୍ଧରେ ଅଭିଯୋଗ ଆଣିଲେ କଣ୍ଟାବାଞ୍ଜି ବିଧାୟକ ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ଉପଖଣ୍ଡରେ ମାଳମାଳ ବେଆଇନ ପଥରକ୍ୱାରୀ । ପଥର ମାଫିଆଙ୍କ କବଜାରେ ପୋଲିସ ଓ ପ୍ରଶାସନ ରହିଥିବାରୁ ଲୋକଙ୍କ ଅଭିଯୋଗ ଶୁଣାଯାଉନି । ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ବର୍ଲାବାହାଲି ପଥରକ୍ୱାରୀରେ ବେଆଇନ ଭାବରେ ପଥର ବ୍ଲାଷ୍ଟିଂ ହେଉଛି । ଗ୍ରାମକୁ ଲାଗିରହିଥିବା ପାହାଡରେ କମ୍ପ୍ରେସର ଓ ବାରୁଦ ଲଗାଯାଇ ପଥର ବ୍ଲାଷ୍ଟିଂ କରାଯାଉଛି ।… Continue reading ବିଧାୟକ ବି ନିରୁପାୟ; ବିଧାନ ସଭାରେ ଉଠାଇଲେ ପ୍ରଶ୍ନ, ନିଦାବିଷ୍ଣୁ ଜିଲ୍ଲା ପ୍ରଶାସନ

ଆମ ପୋଷକ ଆମ ପରିଚୟ ଦିବସ

ବଲାଙ୍ଗିର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶ କ୍ରମେ ରାଜ୍ୟରେ ଅପ୍ରେଲ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ ହେଇଛି। ବଲାଙ୍ଗିର ଜିଲ୍ଲାରେ ଗୁରୁବାର ‘ଆମ ପୋଷକ ଆମ ପରିଚୟ’ ଦିବସ ପାଳନ ଅବସରରେ ପାରମ୍ପପରିକ ବସ୍ତ୍ରର ଖୁବ୍ ଚାହିଦା ରହିଥିଲା। ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ କାର୍ଯ୍ୟାଳୟରେ ପ୍ରଶାସନିକ ଅଧିକାରୀ, କର୍ମଚାରୀଙ୍କ ସହ ଜନସାଧାରଣ ପାରମ୍ପରିକ ହସ୍ତତନ୍ତ ପୋଷାକ ପରିଧାନ କରିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାପାଳ… Continue reading ଆମ ପୋଷକ ଆମ ପରିଚୟ ଦିବସ

ଓଡ଼ିଆ ପକ୍ଷର ଚତୁର୍ଥ ଦିବସ: ଓଡ଼ିଆରେ ନାମ ଫଳକ ଅଭିଯାନ

ଓଡ଼ିଆ ଭାଷାରେ ନାମଫଳକ ଲେଖିବା ପାଇଁ ଜିଲ୍ଲା ଏବଂ ବ୍ଲକ ସ୍ତରରେ ଆୟୋଜିତ ହେଲା ସଚେତନତା ପଦଯାତ୍ରା ବଲାଙ୍ଗିର: ଓଡ଼ିଆ ଆମ ଭାଷା, ଆମ ରାଜ୍ୟ ଭାଷା ଭିତ୍ତିକ ରାଜ୍ୟ, ଓଡ଼ିଆ ଭାଷାକୁ ନେଇ ସଚେତନତା ଅଭାବ ଓ ନିଜ ଭାଷା ପ୍ରତି ଆଗ୍ରହ ନଥିବାରୁ ଆଜି ବି ଅଧିକାଂଶ ଦୋକାନ ବଜାରରେ ଲାଗିଥିବା ନାମ ଫଳକରେ ଓଡ଼ିଆ ଭାଷାର ବ୍ୟବହାର ହେଉନାହିଁ । ତେବେ ଆମ ଭାଷାର ମର୍ଯ୍ୟାଦା ଓ ସମ୍ମାନ ବୃଦ୍ଧି ପାଇଁ ସାରା… Continue reading ଓଡ଼ିଆ ପକ୍ଷର ଚତୁର୍ଥ ଦିବସ: ଓଡ଼ିଆରେ ନାମ ଫଳକ ଅଭିଯାନ

ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

ବାଣପୁର: ବାଣପୁର ବ୍ଲକର ଭାଲିଆବାଡି କ୍ଳଷ୍ଟରର ବାଂଳୋଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନର ନିରନ୍ତର ସେବା ଓ ଶିକ୍ଷାଦାନ କରି ଏକ ନିଆରା ପରମ୍ପରା ସୃଷ୍ଟି କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଶିକ୍ଷକ ଶ୍ରୀଯୁକ୍ତ ବେଣୁଧର ସେଣ ୩୧/୩/୨୦୨୫ରେ ସରକାରୀ ଆଦେଶ ମୁତାବକ ଅବସର ଗ୍ରହଣ କରୁଛନ୍ତି। ବିଦ୍ୟାଳୟର ପରିବେଶ ଠାରୁ ଆରମ୍ଭ କରି ଶ୍ରେଣୀଗୃହର ସାଜସଜ୍ଜା ପର୍ଯ୍ୟନ୍ତ, ପିଲାମାନଙ୍କର ଶୈକ୍ଷିକ ବିକାଶ ଠାରୁ ଆରମ୍ଭ କରି ନୈତିକ ବିକାଶ ପର୍ଯ୍ୟନ୍ତ ସବୁ… Continue reading ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

ଶହୀଦ ରଘୁ -ଦିବାକରଙ୍କ 85 ତମ ବଳିଦାନ ଦିବସ ଅନୁଷ୍ଠିତ

ଶହୀଦଙ୍କ ଭବ୍ୟ ପ୍ରତିମୂର୍ତ୍ତି ରାଜଧାନୀରେ ହେବ -ବାଚସ୍ପତିଭୁବନେଶ୍ୱର: ଓଡିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ, ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ସ୍ଥାନୀୟ ୟୁନିଟ 9 ସ୍ଥିତ ପ୍ରତିମୂର୍ତ୍ତି ସ୍ଥଳରେ ରଣପୁର ପ୍ରଜା ଆନ୍ଦୋଳନ ରେ ଶହୀଦ ହୋଇଥିବା ଯୁବ ଅମ୍ଲାନ କବି, ବିପ୍ଲବୀ ମହାନ ବ୍ୟକ୍ତିତ୍ୱ ଶହୀଦ ରଘୁ -ଦିବାକର ଙ୍କ 85 ତମ ବଳିଦାନ ଦିବସ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ… Continue reading ଶହୀଦ ରଘୁ -ଦିବାକରଙ୍କ 85 ତମ ବଳିଦାନ ଦିବସ ଅନୁଷ୍ଠିତ

ସ୍ତ୍ରୀ ର ହତ୍ୟା ଅଭିଯୋଗରେ ସ୍ୱାମୀ କୋର୍ଟଚାଲାଣ

କଳାହାଣ୍ଡି, ୩|୪ (ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ନିଜ ସ୍ତ୍ରୀ କୁ ହତ୍ୟା ଅଭିଯୋଗରେ ସ୍ଵାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ଥୁଆମୂଳ ରାମପୁର ପୋଲିସ | ସୂଚନା ଅନୁଯାୟୀ, ଗତ ୨୮ ତାରିଖ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ପୋଡ଼ାପଦର ପଞ୍ଚାୟତର ସରାପାସ ଗ୍ରାମର ଡମୁ ମାଝୀ ଓରଫ୍ ବାରୁ କୌଣସି କଥାକୁ ନେଇ ଯୁକ୍ତିତର୍କ ହେଉଥିବା ବେଳେ ଉତ୍ତ୍ଯକ୍ତ ହୋଇ ନିଜ ସ୍ତ୍ରୀ ସୁନ୍ଦରୀ ମାଝୀଙ୍କୁ ହତ୍ୟା କରି ଫେରାର୍… Continue reading ସ୍ତ୍ରୀ ର ହତ୍ୟା ଅଭିଯୋଗରେ ସ୍ୱାମୀ କୋର୍ଟଚାଲାଣ

ମହାଶକ୍ତି ଫାଉଣ୍ଡେସନ ପକ୍ଷରୁ ଲାଞ୍ଜିଗଡ଼ ପଞ୍ଚାୟତ ଗ୍ରାମୀଣ ହାଟ ଉଦ୍‌ଘାଟିତ

କଳାହାଣ୍ଡି,୩|୪ (ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜ଼ିଲ୍ଲା ଲାଞ୍ଜିଗଡ଼ ପଞ୍ଚାୟତ ଗ୍ରାମୀଣ ସାପ୍ତାହିକ ହାଟ ବୁଧବାର ଉଦ୍‌ଘାଟିତ ହୋଇଛି । ଏହି ଉଦଘାଟନ ଦିବସରେ କଳାହାଣ୍ଡି ଜିଲ୍ଲାପାଳ ସଚିନ ପାଓ୍ବାର ପ୍ରକାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ | ନାବାର୍ଡ ଡିଜିଏମ୍ ମହେଶ୍ଵର ଦାସ, ଲାଞ୍ଜିଗଡ଼ ବେଦାନ୍ତ ସିଇଓ ପ୍ରଣବ ଭଟ୍ଟାଚାର୍ଯ୍ୟ, ଲାଞ୍ଜିଗଡ଼ ପଂଚାୟତ ସମିତି ଅଧ୍ୟକ୍ଷା କମଳା ପାତ୍ର, ଲାଞ୍ଜିଗଡ଼ ସରପଞ୍ଚ ସରସ୍ବତୀ ମୁଣ୍ଡା ସ୍ବତୀ ମୁଣ୍ଡା, ମହାଶକ୍ତି ଫାଉଣ୍ଡେସନ… Continue reading ମହାଶକ୍ତି ଫାଉଣ୍ଡେସନ ପକ୍ଷରୁ ଲାଞ୍ଜିଗଡ଼ ପଞ୍ଚାୟତ ଗ୍ରାମୀଣ ହାଟ ଉଦ୍‌ଘାଟିତ

ଜୁନାଗଡ଼ ପିଆଇ କଲେଜରେ ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ

କଳାହାଣ୍ଡି, ୩|୪(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ପିଆଇ କଲେଜର ଚାଲିଥିବା ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇ ଯାଇଛି।ଆଜିର ଉଦଯାପିତ ଶିବିରରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିଳ୍ପପତି ତଥା ସମାଜ ସେବୀ ଦୁର୍ଗାପ୍ରସାଦ ନାଏକ,କଲେଜ ଅଧ୍ୟକ୍ଷ ବିଭୁତି ମେହେର, ସମ୍ମାନିତ ଅତିଥି ଭାବେ କେଡିୟୁଜେ ସାଧାରଣ ସମ୍ପାଦକ ସନ୍ତୋଷ ସିଙ୍ଗଦେଓ, ସାମ୍ବାଦିକ ଖଗେଶ୍ୱର ଧଙ୍ଗଡାମାଝୀ, ରାକେଶ ବେମାଲ, ବ୍ୟୋମକେଶ ପୁରୋହିତ,ପ୍ରୋଗ୍ରାମ କୋଡ଼ିନେଟର ପୂର୍ଣମାସି ମାଝୀ, କ୍ରୀଡା ପ୍ରଶିକ୍ଷକ ତଥା… Continue reading ଜୁନାଗଡ଼ ପିଆଇ କଲେଜରେ ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ

You cannot copy content of this page