ଧର୍ମଗଡ ୨୮/୦୩/(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ)କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଦେକୋଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇ ଅଛି।ଏହି ପରିପ୍ରେକ୍ଷିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତୁଲାରାମ ଟୋଲଟିଆ ଙ୍କ ନେତୃତ୍ୱରେ କାର୍ଯକ୍ରମ ଅନୁଷ୍ଟିତ ହୋଇଥିଲା ।ମୁଖ୍ୟ ଅତିଥି ଭାବେ ଦଶପୁର ଗ୍ରାମପଞ୍ଚାୟତ ସରପଞ୍ଚ ରଞ୍ଜନ କୁମାର ସାହୁ ସମ୍ମାନୀତ ଭାବେ CRCC ଖିରାବ୍ଧି ତନୟ ମଶ୍ରା,ବିଦ୍ୟାଳୟ ସଭାନେତ୍ରୀ ଗୀତାଞ୍ଜଳି ମହାନନ୍ଦ ,କୁଲେରଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଶିବ… Continue reading ଦେକୋଟ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ରେ ୨୦୨୫ ବାର୍ଷିକ ଉତ୍ସବ ପାଲିତ
ଦେକୋଟ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ରେ ୨୦୨୫ ବାର୍ଷିକ ଉତ୍ସବ ପାଲିତ