ସକାଳୁ ଭୁବନେଶ୍ୱରକୁ ଘେରିଲେ ପୋଲିସ

ଭୁବନେଶ୍ୱର,୨୭।୩: ରାଜ୍ୟରେ ଅସୁରକ୍ଷିତ ମହିଳା ଏବଂ ଏଥିଲାଗି କଂଗ୍ରେସର ୧୪ ସଦସ୍ୟ ନିଲମ୍ବନ ହେବା ଘଟଣାରେ ରାଜ୍ୟ କଂଗ୍ରେସ ତୀବ୍ର ପ୍ରତିକ୍ରିୟାଶୀଳ ହୋଇପଡ଼ିଛି। ଏହି ଘଟଣା ପାଇଁ ଗୁରୁବାର ରାଜ୍ୟ କଂଗ୍ରେସ ବିଧାନସଭାର ଚତୁଃପାର୍ଶ୍ୱକୁ ଘେରିବା ପାଇଁ ପ୍ରସ୍ତୁତ ହେଉଛି। କଂଗ୍ରେସର ଏହି କାର‌୍ୟ୍ୟକ୍ରମକୁ ରାଜ୍ୟବାସୀ ସମର୍ଥନ ଦେବେ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି। ବିଧାନସଭା ଘେରାଉ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଲଗାତର ଦୁଇ ଦିନ ବିଧାନସଭା ଭିତରେ ଓ… Continue reading ସକାଳୁ ଭୁବନେଶ୍ୱରକୁ ଘେରିଲେ ପୋଲିସ

ଜନ ଶିକ୍ଷଣ ସଂସ୍ଥାନ ବଲାଙ୍ଗୀର ତରଫରୁ ପୂରାତନ ପ୍ରଶିକ୍ଷlରଥି ସମ୍ମିଳନୀ ଅନୁଷ୍ଠିତ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଧୂବଲପଡା ଗ୍ରାମରେ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନରେ ବଲାଙ୍ଗୀର ଜିଲ୍ଲାରେ କାର୍ଯକାରୀ କରୁଥିବା ଜନ ଶିକ୍ଷଣ ସଂସ୍ଥାନ ଆନୁକୁଲ୍ୟରେ’ ପୂରାତନ ପ୍ରଶିକ୍ଷl ରଥି ଶିବିର ଅନୁଷ୍ଠିତ ହୋଇଥିଲା l ଏହି ଶିବିରରେ ସ୍ଥାନୀୟ ଗ୍ରାମ ତଥା ସଂସ୍ଥା ଅଧୀନରେ ବିଭିନ୍ନ ପ୍ରକାର ତାଲିମ ପ୍ରଶିକ୍ଷଣ ଦିଆଯାଇଥିଲା କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ଶିଳ୍ପ କେନ୍ଦ୍ର ର AIO କ୍ଷୀର ବତି ଡୁଙ୍ଗ ଡୁଙ୍ଗ, ମୁଖ୍ୟ… Continue reading ଜନ ଶିକ୍ଷଣ ସଂସ୍ଥାନ ବଲାଙ୍ଗୀର ତରଫରୁ ପୂରାତନ ପ୍ରଶିକ୍ଷlରଥି ସମ୍ମିଳନୀ ଅନୁଷ୍ଠିତ

ବାଂଳୋଇ ଉ.ପ୍ରା. ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ

ବାଣପୁର ୨୬।୩: ଚଳିତ ବର୍ଷ ବାଣପୁର ବ୍ଲକ ଅନ୍ତର୍ଗତ ବାଂଳୋଇ ଉ.ପ୍ରା. ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଛି।ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ପ୍ରଧାନ ବାର୍ଷିକ ବିବରଣୀ ପାଠ କରିବା ସହ ବିଦ୍ୟାଳୟର ସହକାରୀ ଶିକ୍ଷକ ସଞ୍ଜୟ କୁମାର ଭୋଇ ଓ ଶ୍ରୀକାନ୍ତ ଘଡେ଼ଇ ମଞ୍ଚ ପରିଚାଳନା କରିଥିଲେ।ପୁରସ୍କାର ବିତରଣରେ ସ.ଶି. ସୌଭାଗିନୀ ସାହୁ, ଶ୍ରାବଣୀ ପ୍ରଧାନ ଓ ପିଙ୍କି ରଣସିଂ ସହଯୋଗ କରିଥିଲେ। ବିଦ୍ୟାଳୟର ବାର୍ଷିକ କ୍ରୀଡା, ବକ୍ତୃତା, ପ୍ରବନ୍ଧଲିଖନ, ଚିତ୍ରାଙ୍କନ… Continue reading ବାଂଳୋଇ ଉ.ପ୍ରା. ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ

ରାମାୟଣ ନାଟକରେ ଅଭିନୟ କରୁଥିବା ସମୟରେ ଚାଲିଗଲା ଜୀବନ

ରାମାୟଣ ନାଟକ ରେ ମଞ୍ଚ ଉପରେ ଟଳି ପଡିଲେ ମନ୍ଥରା l ରାମାୟଣ ନାଟକ ରେ ରାମ ଚନ୍ଦ୍ର ଙ୍କ ଵନବାସ ଯିବା ଦୃଶ୍ୟ ପୂର୍ବ ରୁ ମଞ୍ଚ ରେ ମନ୍ଥରା ଚରିତ୍ର ରେ ଅଭିନୟ କରୁଥିବା ବରିଷ୍ଠ କଳାକାର ବୈକୁଣ୍ଠ ସାହୁ ଙ୍କ ଅଭିନୟ କରୁ କରୁ ଚାଲିଗଲା ଜୀବନ l ମଞ୍ଚ ରେ ମନ୍ଥରା ଙ୍କ ମୃତ୍ୟୁ ପରେ ଅଧା ରେ ଅଟକିଲା ରାମାୟଣ ନାଚ l ରାମାୟଣ ନାଟକ ରେ ରାମ ଚନ୍ଦ୍ର… Continue reading ରାମାୟଣ ନାଟକରେ ଅଭିନୟ କରୁଥିବା ସମୟରେ ଚାଲିଗଲା ଜୀବନ

ନର୍ଲା ଥାନାରେ ଦବଙ୍ଗଗିରି ASI ଅରୁଣ କୁମାର ବାତ୍ରିଆ

ଜନତା ଅଭିଯୋଗର ଉତ୍ତର ପଚାରିବାକୁ ଗଲେ ASI ଭୟଭୀତ ଭାଷାରେ ଦେଉଛନ୍ତି ଜବାବ କଳାହାଣ୍ଡି, ୨୬|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ଦେଶର ଅନ୍ତର୍ନିହିତ କଳହ, ଦେଶରେ ଆନ୍ତରିକ ସୁରକ୍ଷା ଏବଂ ଜନସଧାରଣଙ୍କ ସୁରକ୍ଷା ପାଇଁ ଭାରତ ସରକାର ପୋଲିସ କୁ ନିୟୋଜିତ କରିଛନ୍ତି ।ଲୋକଙ୍କ ଆସ୍ଥାଭାଜନ ହେବାରେ ମଧ୍ୟ ପୋଲିସ ତାର ପ୍ରୟାସ ଜାରିରଖିଛନ୍ତି ।ବର୍ତ୍ତମାନ ସାଧାରଣ ଜନତାଙ୍କ ଧନ ଜୀବନକୁ ସୁରକ୍ଷା ଦେଇ ସମସ୍ତଙ୍କର ପ୍ରିୟପାତ୍ର ହେଉଛନ୍ତି ଓଡିଶା ପୋଲିସ ।ସାଧାରଣ ଜନତା ମଧ୍ୟ ପୋଲିସ… Continue reading ନର୍ଲା ଥାନାରେ ଦବଙ୍ଗଗିରି ASI ଅରୁଣ କୁମାର ବାତ୍ରିଆ

ବର୍ଷିୟାନ ବ୍ଯକ୍ତି ମହେଶ୍ବର ପ୍ରଧାନ ଏକ ଶତ ବର୍ଷ ପୂରଣ ସମାବେଶ

ପୁରୀଜିଲ୍ଲା ର ଗଡ଼ିଶାଗୋଦା ଥାନା ଅର୍ନ୍ତଗତ ଗୋପୀନାଥ ପୁର ଗ୍ରାମର ବର୍ଷିୟାନ ବ୍ଯକ୍ତି ମହେଶ୍ବର ପ୍ରଧାନ ଏକ ଶତ ବର୍ଷ ପୂରଣ କରିଛନ୍ତି । ସେହି ଅବସରରେ ଓଡିଶା ନାଗରିକ ମହାମଞ୍ଚ ଓ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ଓଡିଶା ତରଫରୁ ପୂଣ୍ଯାତ୍ମା ବରେଣ୍ଯ ମହେଶ୍ବର ପ୍ରଧାନଙ୍କ ଚଳଚଞ୍ଚଳ ଶତବିଶାଶେ ବର୍ଷୀୟ ଆଧ୍ୟାତ୍ମିକ ଜୀବନ କାମନା ଓ ପ୍ରାର୍ଥନାନ୍ତେ ପୂଜ୍ଯ ପୂଜା ସମାବେଶରେ ପ୍ରାକ୍ତନ ଅବସରପ୍ରାପ୍ତ ଶିକ୍ଷକ ପ୍ରଭାକର ମଙ୍ଗରାଜ ପୁଷ୍ପଗୁଚ୍ଛ ଓ ଅବସରପ୍ରାପ୍ତ ପ୍ରାଧ୍ୟାପକ ଗଙ୍ଗାଧର… Continue reading ବର୍ଷିୟାନ ବ୍ଯକ୍ତି ମହେଶ୍ବର ପ୍ରଧାନ ଏକ ଶତ ବର୍ଷ ପୂରଣ ସମାବେଶ

ସ୍ବତନ୍ତ୍ର ରେଳପଥ ପ୍ରକଳ୍ପରେ ଧର୍ମଗଡ ରୋଡ ଷ୍ଟେସନ ଧର୍ମଗଡ ସହର ନିକଟତର ହେବ

ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀଙ୍କ ସୂଚନା… କଳାହାଣ୍ଡି, (ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ବହୁ ପ୍ରତୀକ୍ଷିତ ଜୁନାଗଡ ରୋଡ୍ – ନବରଙ୍ଗପୁର ସ୍ୱତନ୍ତ୍ର ରେଳ ଲାଇନ ପ୍ରକଳ୍ପରେ ଧର୍ମଗଡ଼ ସହର ନିକଟତର ପ୍ରାୟ ସାତ କିଲୋମିଟର ଦୂରରେ “ଧର୍ମଗଡ ରୋଡ” ଷ୍ଟେସନ ପ୍ରତିଷ୍ଠା କରାଯିବ ବୋଲି ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀ ପ୍ରକାଶ କରିଛନ୍ତି। ଜୁନାଗଡ଼ ରୋଡ- ନବରଙ୍ଗପୁର ସ୍ବତନ୍ତ୍ର ରେଳପଥ ପ୍ରକଳ୍ପରେ ଧର୍ମଗଡ ରୋଡ଼ ଷ୍ଟେସନ ସହରରୁ ଅଳ୍ପ ଦୂରରେ ସ୍ଥାପନ କରିବା… Continue reading ସ୍ବତନ୍ତ୍ର ରେଳପଥ ପ୍ରକଳ୍ପରେ ଧର୍ମଗଡ ରୋଡ ଷ୍ଟେସନ ଧର୍ମଗଡ ସହର ନିକଟତର ହେବ

ବ୍ରାହ୍ମଣୀଗାଁ କ୍ରିକେଟ୍ ଟୋର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ

ଦାରିଙ୍ଗବାଡି,(୨୫/୩.2025): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ମିଳିତ ଯୁବ ସଙ୍ଘ ଆନୁକୁଲ୍ୟରେ ଏକ ବନ୍ଧୁତ୍ବ ପୂର୍ଣ୍ଣ କ୍ରିକେଟ୍ ଟୋର୍ଣ୍ଣାମେଣ୍ଟ ର ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ସ୍ଥାନୀୟ ହାଟ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଦୀର୍ଘ ବର୍ଷର ବ୍ୟବଧାନ ପରେ ବ୍ରାହ୍ମଣୀଗାଁ ରେ କ୍ରିକେଟ୍ ଟୋର୍ଣ୍ଣାମେଣ୍ଟ କରିବାକୁ ଅଣ୍ଟା ଭିଡିଛନ୍ତି ଯୁବ ସଂଘ। ଅଞ୍ଚଳରେ ଶାନ୍ତି, ସଦଭାବନା ଓ ଭାଇଚାରାକୁ ବଜାୟ ରଖିବା ସହ ନୂତନ ବନ୍ଧୁତା ସୃଷ୍ଟି କରିବା ଓ ଗ୍ରାମାଞ୍ଚଳର ଯୁବକ… Continue reading ବ୍ରାହ୍ମଣୀଗାଁ କ୍ରିକେଟ୍ ଟୋର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ

ପିସ୍ତଲ ଦେଖାଇ ୪ ମୁଖା ପିନ୍ଧା ଦୁର୍ବୁତ୍ତ ଚାଷୀଙ୍କ ଘରରୁ ଲୁଟି ନେଲେ ୬୯ ହଜାର ଟଙ୍କା

ପିସ୍ତଲ ଦେଖାଇ ୪ ମୁଖା ପିନ୍ଧା ଦୁର୍ବୁତ୍ତ ଚାଷୀଙ୍କ ଘରରୁ ଲୁଟି ନେଲେ ୬୯ ହଜାର ଟଙ୍କା କଳାହାଣ୍ଡି,୨୫|୩ (ପ୍ୟାରିଲାଲ ଦୁର୍ଗା):କଳାହାଣ୍ଡି ଜିଲ୍ଲା କଲମପୁର ପୁଲିସ ଥାନା ଅଧିନସ୍ଥ ପଣ୍ଡିଗାଁ ଠାରେ ଘଟିଛି ଏକ ଡକାୟତି ଘଟଣା। ଜନୈକ ଚାଷୀଙ୍କ ଘରରୁ ୬୯ ହଜାର ଟଙ୍କା ପିସ୍ତଲ ଦେଖାଇ ମୁଖା ପିନ୍ଧା ଦୁର୍ବୁତ୍ତ ଲୁଟି ନେଇଥିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।ସୂଚନା ଅନୁସାରେ ଗତ ବିଳମ୍ବିତ ରାତିରେ ବରୁଣ ମାଝୀ ନାମକ ଜନୈକ ଚାଷୀ ପ୍ରବଳ… Continue reading ପିସ୍ତଲ ଦେଖାଇ ୪ ମୁଖା ପିନ୍ଧା ଦୁର୍ବୁତ୍ତ ଚାଷୀଙ୍କ ଘରରୁ ଲୁଟି ନେଲେ ୬୯ ହଜାର ଟଙ୍କା

ସାଂସଦଙ୍କ ଦରମା, ପୂର୍ବତନ ସାଂସଦଙ୍କ ପେନ୍‌ସନ୍ ବଢ଼ିଲା

ନୂଆଦିଲ୍ଲୀ: ସାଂସଦମାନଙ୍କ ୨୪ ପ୍ରତିଶତ ମାସିକ ଦରମା ବୃଦ୍ଧି କରାଯାଇଛି । ସାଂସଦମାନଙ୍କ ମାସିକ ଦରମା, ଦୈନିକ ଭତ୍ତା, ପୂର୍ବତନ ସାଂସଦଙ୍କ ପେନ୍‌ସନ୍ ଏବଂ ଅତିରିକ୍ତ ପେନ୍‌ସନ ରାଶିରେ ବୃଦ୍ଧି କରାଯାଇଛି। ଏ ନେଇ ଜାରି ହୋଇଛି ସଂସଦୀୟ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି । ୨୦୨୩ ଏପ୍ରିଲ ପହିଲାରୁ ସାଂସଦ ଓ ପୂର୍ବତନ ସାଂସଦମାନେ ବର୍ଦ୍ଧିତ ହାରରେ ଦରମା, ଭତ୍ତା ଓ ପେନ୍‌ସନ୍ ପାଇବେ। ୨୦୧୮ ଏପ୍ରିଲ ପହିଲାରୁ ସାଂସଦମାନେ ପୂର୍ବରୁ ୧ ଲକ୍ଷ ଟଙ୍କା… Continue reading ସାଂସଦଙ୍କ ଦରମା, ପୂର୍ବତନ ସାଂସଦଙ୍କ ପେନ୍‌ସନ୍ ବଢ଼ିଲା

You cannot copy content of this page