ଭୁବନେଶ୍ୱ: ଭୁବନେଶ୍ୱରସ୍ଥ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ରିସର୍ଚ୍ଚ ସେଣ୍ଟର,ପ୍ରେଖ୍ୟାଳୟ ଠାରେ ଆଜି ଦିନ ୧୦ ଟାରୁ ରାତ୍ରି ୧୦ ଟା ପର୍ୟ୍ୟନ୍ତ ବିଭିନ୍ନ ପର୍ୟ୍ୟାୟରେ ” ସାହିତ୍ୟ, ସଂଗୀତ ଓ ନୃତ୍ୟର ସମ୍ମିଳିତ ମନ୍ତ୍ରମୁଗ୍ଧ ପ୍ରଦର୍ଶନ ସହ ସାତ ଜଣ ଅନନ୍ୟ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା କ୍ଷ ପୂର୍ବାହ୍ନରେ ଗୋପାଳକୃଷ୍ଣ କବିତା ଆସର,” କାର୍ୟ୍ୟକ୍ରମ ଓ ଅପରାହ୍ନରେ ଅନେକ ପ୍ରତିଷ୍ଠିତ ନବ ଓ ଯୁବ ପ୍ରତିଭା ଓଡିଶୀ,ସମେତ କଥକ, ଛଉ, ସମ୍ବଲପୁରୀ,ଆଦି ବିଭିନ୍ନ ଶାସ୍ତ୍ରୀୟ ନୃତ୍ୟ… Continue reading ସାହିତ୍ୟ, ନୃତ୍ୟ ସଂଗୀତ, ଐତିହ୍ୟର ସମ୍ମିଳିତ ମଞ୍ଚ କଲାବୃତ୍ତିରେ ସ୍ମୃତି ସମ୍ମାନ ପ୍ରଦାନ
ସାହିତ୍ୟ, ନୃତ୍ୟ ସଂଗୀତ, ଐତିହ୍ୟର ସମ୍ମିଳିତ ମଞ୍ଚ କଲାବୃତ୍ତିରେ ସ୍ମୃତି ସମ୍ମାନ ପ୍ରଦାନ