ଭବାନୀପାଟଣାର ଲକ୍ଷ୍ମୀ ବିକାଶ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ କଲକାତାରେ ଅଧ୍ୟୟନ ଯାତ୍ରା

ଭବାନୀପାଟଣା : ଲକ୍ଷ୍ମୀ ବିକାଶ ଡିଗ୍ରୀ ମହାବିଦ୍ୟାଳୟର ଏକ ଛାତ୍ରଦଳ ଆଧ୍ୟତ୍ମିକ ଓ ଶିକ୍ଷାପ୍ରଦ ଅଧ୍ୟୟନ ଯାତ୍ରାରେ ଅଂଶଗ୍ରହଣ କରି ଚାରି ଦିନିଆ ସଫରରେ କଲକାତା ଯାତ୍ରା କରିଛନ୍ତି।ଏହି ଯାତ୍ରା ର ଉଦ୍ଦେଶ୍ୟ ରାଜ୍ୟର ବାହାରେ ଉଚ୍ଚ ଶିକ୍ଷା,ସଂସ୍କୃତି ଏବଂ ଇତିହାସ ବିଷୟରେ ଅବଗତ ହେବା ଥିଲା।ଏହି ଯାତ୍ରା ସମୟରେ ଛାତ୍ରଛାତ୍ରୀ ମାନେ ପ୍ରଥମେ କାଳୀଘାଟ ଦର୍ଶନ କରି ଯାତ୍ରା ଆରମ୍ଭ କରିଥିଲେ ଏହା ପରେ ଆଲିପୋର ମ୍ୟୁଜିଅମ୍ ,ବିର୍ଲା ପ୍ଲାନେଟରିଅମ୍,ୱିକ୍ଟୋରିଆ ମେମୋରିଆଲ,ପ୍ରିନ୍ସପ ଘାଟ,ଶ୍ରୀ ଶ୍ୟାମ ମନ୍ଦିର,ବେଲୁର… Continue reading ଭବାନୀପାଟଣାର ଲକ୍ଷ୍ମୀ ବିକାଶ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ କଲକାତାରେ ଅଧ୍ୟୟନ ଯାତ୍ରା

ତୁ ଗଲାପରେ

–କୈଳାସ ବେହେରା ତୁ ଗଲାପରେ ଯେମିତି ଥିଲା ସବୁ ସେମିତି ଥିବ ନଈ କୂଳେକୂଳେ ସେମିତି ବହୁଥିବ ପବନ, ପ୍ରଜାପତିର ଡେଣାରେ ସବାର ହେଉଥିବ ସକାଳର ଖରା ଜହ୍ନ କିରଣରେ ପଖାଳି ହେଉଥିବ ଧାନକ୍ଷେତ ତୋ’ଘରର ମଥାନ ଉପରୁ ଚୁଲିର ଧୂଆଁ ଛୁଉଁଥିବ ଆକାଶ, ତୁମ ଆମ୍ବ ଗଛର ଆମ୍ବ ଡାକୁଥିବ ସାହି ପିଲାଙ୍କୁ ଚଗଲା ପିଲାଟିଏ କହୁଥିବ ଏତେବେଳକୁ ସେ ବୁଢାଥିଲେ କେମିତି ଗନ୍ଧବାରି ହଇ ରେ,,, କିଏ କିଏ ବୋଲି ଝପଟି ଆସନ୍ତାଣି ଗଛ… Continue reading ତୁ ଗଲାପରେ

ଅଶୁରଗଡ ସାଗର ର ପୁନରୁଦ୍ଧାର ପାଇଁ ଦାବୀ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ମାଣ୍ଡେଲ୍ ପଞ୍ଚାୟତ ରେ ଅଛି ଐତିହାସିକ ଅସୁରଗଡ ଦୁର୍ଗ । କିମ୍ବଦନ୍ତୀ ଅନୁସାରେ ଏହି ଦୁର୍ଗ କୁ ଗୋଷିଂହ ଦତ୍ୟ ଙ୍କ ରାଜୁତି କାଳ ରେ ନିର୍ମାଣ କରାଯାଇ ଥିଲା। ଦୁର୍ଗ ସମ୍ମୁଖରେ ୨୫୦ ଏକର୍ ପରିମିତ ଜମି ରେ ଅସୁରଗଡ ସାଗର ନାମରେ ଏକ ବିରାଟ କାୟ ପୋଖରୀ ଅବସ୍ଥିତ, ଉକ୍ତ ପୋଖରୀ ଉପରେ ମାଣ୍ଡେଲ୍ ପଞ୍ଚାୟତ ର ଚାରିଖଣ୍ଡ ଗାଁ ର ଲୋକେ ନିର୍ଭର କରନ୍ତି।… Continue reading ଅଶୁରଗଡ ସାଗର ର ପୁନରୁଦ୍ଧାର ପାଇଁ ଦାବୀ

ପର୍ଲା ଠାରେ ଧର୍ମଗଡ଼ ଯାଦବ ମହାସଭାର ସାଧାରଣ ବୈଠକ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ପର୍ଲା ଠାରେ ଜିଲ୍ଲା ଅଭ୍ୟର୍ଥନା କମିଟି ତତ୍ୱାବଧାନରେ ଧର୍ମଗଡ଼ ଜିଲ୍ଲା ଯାଦବ ମହାସଭା ଏକ ବୈଠକ ପୂର୍ବତନ କଳାହାଣ୍ଡି ଜିଲ୍ଲା ସଭାପତି ଡମ୍ବରୁଧର ଲହଜଳ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ।ଧର୍ମଗଡ଼ ବ୍ଲକ ଯାଦବ ମହାସଭା କର୍ମକର୍ତ୍ତା ମାନଙ୍କ କାର୍ଯ୍ୟକାଳ ସମାପ୍ତ ହୋଇ ସାରିଛି । ତେଣୁ ନର୍ଲା ବ୍ଲକରେ ହେବାକୁ ଥିବା ପଞ୍ଚମ ଜିଲ୍ଲା ଯାଦବ ମହାସଭା କୁ ଦୃଷ୍ଟି ଦେଇ ନୂତନ କମିଟି ଗଠନ କରିବା ପାଇଁ ଆସନ୍ତା ୨୨… Continue reading ପର୍ଲା ଠାରେ ଧର୍ମଗଡ଼ ଯାଦବ ମହାସଭାର ସାଧାରଣ ବୈଠକ

କଳମପୁର ବ୍ଲକ ଚେୟାରମ୍ୟାନ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ

କଳାହାଣ୍ଡି,୧୧|୩: କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅଧ୍ଯକ୍ଷା ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ । ବ୍ଲକ ଅଧ୍ଯକ୍ଷା ମୋତି ବିହାରୀ ବିଭିନ୍ନ ଅନିୟମିତତା ଏବଂ ଦୁର୍ନୀତି ରେ ସାମିଲ ଥୂବା ନେଇ ୧୯ଜଣ ସମିତି ସଭ୍ୟ ଓ ସରପଞ୍ଚ ତାଙ୍କ ବିରୁଦ୍ଧରେ ଅନାସ୍ଥା ଆଣିଛନ୍ତି । ଏହି ବ୍ଲକରେ ୧୧ଟି ପଞ୍ଚାୟତ ରହିଛି । ସମୁଦାୟ ୨୨ ସମିତି ସଭ୍ୟ ଓ ସରପଞ୍ଚ ମଧ୍ୟରୁ ୧୯ଜଣ ଧର୍ମଗଡ ଉପଜ଼ିଲ୍ଲାପାଳ ଙ୍କ ପାଖରେ ଅନାସ୍ଥା ଆଗତ ପାଇଁ ଫେରାଦ ହୋଇଛନ୍ତି… Continue reading କଳମପୁର ବ୍ଲକ ଚେୟାରମ୍ୟାନ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ

କୁମାର କୃଷ୍ଣଚନ୍ଦ୍ର ରାୟଙ୍କ ୪ର୍ଥ ଶ୍ରାଦ୍ଧ ବାର୍ଷିକ ଅବସରେ ୧୦୮ ଦୀପ ପ୍ରଜ୍ଜ୍ଵଳନ

ଭୁବନେଶ୍ବର: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP)-ର “ପିତାମହ” ଭୀଷ୍ମ ରୂପେ ପରିଚିତ, ବିଶିଷ୍ଠ ବ୍ୟକ୍ତିତ୍ୱ, ଓଡିଶା ପ୍ରଦେଶର  ସଂଗଠନ ସମ୍ପାଦକ କୁମାର କୃଷ୍ଣଚନ୍ଦ୍ର ରାୟଙ୍କ ୪ର୍ଥ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଏକ ଉତ୍ସବମୟ ଓ ଭକ୍ତିମୟ ପରିବେଶରେ ଭୁବନେଶ୍ବର ସ୍ଥିତ ରାମ ମନ୍ଦିରରେ ୧୦୮ ଦୀପ ପ୍ରଜ୍ଜ୍ୱଳନ କରାଯାଇଛି। ଏହି ଅବସରରେ ବିଦ୍ୟାର୍ଥୀ ପରିଷଦର ପୂର୍ବତନ  ରାଷ୍ଟ୍ରୀୟ ସମ୍ପାଦକ ସୁଦୀପ୍ତ ରାୟ, ପୂର୍ବତନ ରାଜ୍ୟ ସମ୍ପାଦକ ସୌମେନ୍ଦ୍ର ଜେନା, ଗୋପୀନାଥ ସାହୁ, ପୂର୍ବତନ କ୍ଷେତ୍ରିୟ ସଂଗଠନ ସମ୍ପାଦକ ବିଷ୍ନୁ… Continue reading କୁମାର କୃଷ୍ଣଚନ୍ଦ୍ର ରାୟଙ୍କ ୪ର୍ଥ ଶ୍ରାଦ୍ଧ ବାର୍ଷିକ ଅବସରେ ୧୦୮ ଦୀପ ପ୍ରଜ୍ଜ୍ଵଳନ

ଡକ୍ଟର ସୁବ୍ରତ କୁମାର ପୃଷ୍ଟିଙ୍କ ଶାସ୍ତ୍ରୀୟତାର ତିନିସ୍ୱର ଲୋକାର୍ପିତ

ଭାଷା ସମ୍ପର୍କ ଯୋଡିବାରେ ସାହାଯ୍ୟ କରେ ଭୁବନେଶ୍ୱର: ଦ୍ୱାଦଶତମ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳନ ଅବସରରେ ଡକ୍ଟର ସୁବ୍ରତ କୁମାର ପୃଷ୍ଟିଙ୍କ ଶାସ୍ତ୍ରୀୟତାର ତିନିସ୍ୱର “ଶାସ୍ତ୍ରୀୟତା ଏକ ସଂଘର୍ଷ “ଶାସ୍ତ୍ରୀୟ ଭାଷା ଓଡ଼ିଆ “ଓଡ଼ିଆ ଭାଷାର ଉତ୍ପତ୍ତି ଓ କ୍ରମବିକାଶ “ସ୍ଥାନୀୟ ରାଜ୍ୟ ସଂଗ୍ରହାଳୟ ସଭାକକ୍ଷ କଳ୍ପନାଛକଠାରେ ଶୁଭ ଉନ୍ମୋଚନ ହୋଇ ଯାଇଛି l ବିକେ ପବ୍ଲିକେସନର ମୁଖ୍ୟ ବିଜୟ କୁମାର ମହାପାତ୍ରଙ୍କ ସଂଯୋଜନା ଓ ପ୍ରଫେସର ଡ଼ଃ ପୂର୍ଣ୍ଣଚନ୍ଦ୍ର ମଲ୍ଲିକଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ… Continue reading ଡକ୍ଟର ସୁବ୍ରତ କୁମାର ପୃଷ୍ଟିଙ୍କ ଶାସ୍ତ୍ରୀୟତାର ତିନିସ୍ୱର ଲୋକାର୍ପିତ

ବାଣପୁରରେ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ଦିବସରେ ଆଲୋଚନା ଚକ୍ର

ଚିଲିକା: ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ଦିବସ ଆଜି ବିଧାରପୁର ସ୍ଥିତ ଶୁଭ କଲ୍ୟାଣ ମଣ୍ଡପ ମଞ୍ଚରେ “ସାହିତ୍ୟ ସିନ୍ଦୁରା” ଓ ପରିଡ଼ା ପାଠାଗାର ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି।‌ସାହିତ୍ୟ ସିନ୍ଦୁରାର ସମ୍ପାଦକ ଗୋଲକ ବିହାରୀ ପରିଡ଼ାଙ୍କ ଆୟୋଜିତ ଏହି ସାରସ୍ବତ ସମାବେଶରେ ବିଶିଷ୍ଟ ଗବେଷକ ତଥା ଐତିହାସିକ ମଦନମୋହନ ମହାପାତ୍ରଅଧ୍ୟକ୍ଷତା କରିଥିଲେ। ଗୋଦାବରୀଶ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ଡଃ ନୃସିହ ଚରଣ ପ୍ରଧାନ,ପୂର୍ଣାନନ୍ଦ ସାରସ୍ବତ ପାଠାଗାରର ସମ୍ପାଦକ ଗୋଲକ ବିହାରୀ ସେଠୀ, ସାହିତ୍ୟିକ ତଥା ପ୍ରାଧ୍ୟାପକ… Continue reading ବାଣପୁରରେ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ଦିବସରେ ଆଲୋଚନା ଚକ୍ର

-: ଚେହେରା :-

–ରତିକାନ୍ତ ଜେନା ପ୍ରତି ମୁହୂର୍ତ୍ତରେ ଚେହେରା ବଦଳେପ୍ରକୃତି ବଦଳେ ନାହିଁ.ପ୍ରତି ମୁହୂର୍ତ୍ତରେ ଭରସା ବଦଳେପ୍ରେମ କଲେ ଧୋକା ଖାଇ……….. ଯେମିତି ଆସୁଛି ଦିନ ପରେ ଦିନରାତି ପରେ କେତେ ରାତି.ଜହ୍ନର କିରଣ ଝରକା ଫାଙ୍କରେଆଣିଦିଏ କିଛି ସ୍ମୃତି………….. ମିଞ୍ଜି ମିଞ୍ଜି ତାରା ଯୋଉଠି ସେଇଠିନଦୀ ନାଳ ନଭ ସ୍ଥିର.ମିଛେ ମିଛେ କେତେ ଆପଣା ଲାଗନ୍ତିବାସ୍ତବରେ ସବୁ ପର………….. ପ୍ରତି ମୁହୂର୍ତ୍ତରେ ହୃଦୟ ବଦଳେଅତୀତ ବଦଳେ ନାହିଁ.ଟୁକୁଡା ସ୍ମୃତି କୁ ଭଙ୍ଗା ହୃଦୟରେରଖିଛି ଜହର ପିଇ………………. କିଛି କିଛି… Continue reading -: ଚେହେରା :-

ରାଜଧାନୀ ସଂଗ୍ରାମୀ ସେବାସଙ୍ଘର ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳନ

ଭୁବନେଶ୍ୱର, ୧0/୩ : ସାମାଜିକ ସଂଗଠନ ରାଜଧାନୀ ସଂଗ୍ରାମୀ ସେବାସଙ୍ଘର ଦ୍ୱିତୀୟ ବାର୍ଷିକ ଉତ୍ସବ ଜୟଦେଵ ଭବନରେ ପାଳିତ ହୋଇଯାଇଛି । ସଂଗଠନର ପ୍ରତିଷ୍ଠାତା ବାପୁଓଝାଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ସମାଜର ଅସହାୟ କର୍କଟ ପିଡୀତଙ୍କ ଉଦ୍ଦେଶ୍ୟରେ ସମାଜମଙ୍ଗଳ ହୁଣ୍ଡି ଅତିଥିମାନଙ୍କ ହସ୍ତରେ ଭଙ୍ଗାଯାଇ ହୁଣ୍ଡିରୁ ଆଦାୟ ମୋଟ ୩0,୫00 ଟଙ୍କା ଅର୍ଥରାଶି କେନ୍ଦ୍ରାପଡା ଜିଲ୍ଲାର ପାଲା ଗାୟକ ପ୍ରଶାନ୍ତ କୁମାର ଦାସଙ୍କୁ ପ୍ରଦାନ କରାଯାଇଛି । ଏହି ଅବସରରେ ରାଜଧାନୀରେ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ… Continue reading ରାଜଧାନୀ ସଂଗ୍ରାମୀ ସେବାସଙ୍ଘର ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳନ

You cannot copy content of this page