ଭବାନୀପାଟଣା, ଜଗନ୍ନାଥ ନାଏକ, (ଉତ୍କଳ ବୁଲେଟିନ) : କଳାହାଣ୍ଡି ଜିଲ୍ଲାରେ ନାରୀ ଶିକ୍ଷାର ବିକାଶ ପାଇଁ କଲ୍ୟାଣୀ ଟ୍ରଷ୍ଟ, ଭବାନୀପାଟଣାସ୍ଥିତ ଶିକ୍ଷାନୁଷ୍ଠାନ ଶାସ୍ତ୍ରୀଜୀ ମହିଳା ମହାବିଦ୍ୟାଳୟ ମାଧ୍ୟମରେ କାର୍ଯ୍ୟ କରି ଆସୁଛି।କିଛିଲୋକଙ୍କ ନାରୀ ଶିକ୍ଷା ପ୍ରତି ପାତରଅନ୍ତର ନୀତି ତଥା ଅର୍ଥବାଧକ ଯୋଗୁଁ କିଛି ଛାତ୍ରୀ ପାଠପଢାରୁ ବଞ୍ଚିତ ହେଉଛନ୍ତି। ନାରୀ ଶିକ୍ଷାର ଗୁରୁତ୍ୱ ସମ୍ପର୍କରେ ଅନୁଷ୍ଠାନର ଜନସମ୍ପର୍କ ଅଧିକାରୀ(PRO)ମାନେ ଘର ଘର ଯାଇ ବୁଝାଇଥାନ୍ତି। ଛାତ୍ରୀଙ୍କ ଶିକ୍ଷାରେ ଆର୍ଥିକ ସମସ୍ୟା ଦୂର କରିବା ପାଇଁ ‘ସମର୍ଥ’… Continue reading ଛାତ୍ରୀଙ୍କ ସ୍ୱପ୍ନ ପୂରଣ କରିବ ଶାସ୍ତ୍ରୀଜୀ ମହିଳା ମହାବିଦ୍ୟାଳୟର ‘ସମର୍ଥ’ ଛାତ୍ରୀବୃତ୍ତି
ଛାତ୍ରୀଙ୍କ ସ୍ୱପ୍ନ ପୂରଣ କରିବ ଶାସ୍ତ୍ରୀଜୀ ମହିଳା ମହାବିଦ୍ୟାଳୟର ‘ସମର୍ଥ’ ଛାତ୍ରୀବୃତ୍ତି