ନୂଆପାଟଣାରେ ପ୍ରତିଷ୍ଠା ହେଲା ସତ୍ୟମହିମା ଆଶ୍ରମ

ଭୁବନେଶ୍ୱର: ଭୁବନେଶ୍ୱର ନିକଟ ଛୋଟରାୟପୁର ଗ୍ରାମରେ ଅଲେଖ ଟୁଙ୍ଗି ପ୍ରତିଷ୍ଠା ହୋଇ ଯାଇଛି l ବ୍ରହ୍ମାବଧୁତ ବ୍ରଜବନ୍ଧୁ ବାବା ଓ ସାଧୁ ମଧୁସୂଦନ ଦାସ ଙ୍କ ତତ୍ୱାବଧାନ ରେ ସତ୍ୟ ମହିମା ଆଶ୍ରମ ପ୍ରତିଷ୍ଠା ସହିତ ଅଖଣ୍ଡ ଘୃତ ବତୀ ପ୍ରଜ୍ବଳନ ଓ ବ୍ରହ୍ମଧ୍ୱନି ସ୍ଥାପନ କରାଯାଇଥିଲା l ସାୟମ ରେ ପ୍ରବଚନ ପ୍ରମୁଖ ମାଙ୍ଗଳିକ ସମାପନ କରାଯାଇଥିଲା l ମହିମା ସେବା ଫାଉଣ୍ଡେସନର ସଭାପତି ନାରାୟଣ ଖୁଣ୍ଟିଆ ଏକ ପ୍ରେସ ବିଜ୍ଞପ୍ତି ରେ ଏହା ଜଣାଇଥିଲେ… Continue reading ନୂଆପାଟଣାରେ ପ୍ରତିଷ୍ଠା ହେଲା ସତ୍ୟମହିମା ଆଶ୍ରମ

ହୋଲିରେ ମିଳିବ ବଡ଼ ଭେଟି

ହୋଲି ଏବଂ ଇଦ୍ ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ବଡ଼ ଭେଟି। କେନ୍ଦ୍ର ସରକାର କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଦେଇପାରନ୍ତି ଉପହାର। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି କେନ୍ଦ୍ର କ୍ୟାବିନେଟ ବୈଠକରେ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ପାଇଁ ଘୋଷଣା କରାଯାଇପାରେ। ଆଜିର କ୍ୟାବିନେଟ ବୈଠକରେ, ସରକାରୀ କର୍ମଚାରୀ-ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ଏବଂ ମହଙ୍ଗା ସହାୟତା ୫୩ ପ୍ରତିଶତରୁ ୫୬ ପ୍ରତିଶତକୁ ୩ ପ୍ରତିଶତ ବୃଦ୍ଧି କରାଯାଇପାରେ। ପ୍ରାୟ ଏକ… Continue reading ହୋଲିରେ ମିଳିବ ବଡ଼ ଭେଟି

ଭୟଙ୍କର ବାଣ ବିସ୍ଫୋରଣ, ଦମ୍ପତ୍ତି ଗୁରୁତର ଆହତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତ ଦେଉଳି ବଡସାହିରେ ମଙ୍ଗଳବାର ଏକ ଭୟଙ୍କର ବାଣ ବିସ୍ଫୋରଣ ଘଟିଯାଇଛି। ଏହି ବାଣ ବିସ୍ଫୋରଣରେ ଉଭୟ ଦମ୍ପତ୍ତି ଗୁରୁତର ଆହତ ହୋଇଥିବା ଜଣାପଡିଛି। ଗୁରୁତର ଦମ୍ପତିଙ୍କୁ ପ୍ରଥମେ ସ୍ଥାନୀୟ ବେଗୁନିଆ ଡାକ୍ତରଖାନା ନିଆଯିବା ପରେ ଖୋର୍ଦ୍ଧା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଦମ୍ପତ୍ତି ହେଲେ ଅଶୋକ କୁମାର ମଲିକ ଏବଂ ତାଙ୍କ ସ୍ତ୍ରୀ ବୋଲି ଜଣାପଡିଛି। ଖବର ଅନୁସାରେ, ବେଗୁନିଆ ଥାନା ଅନ୍ତର୍ଗତ ଏହି ଦେଉଳି ବଡ଼ସାହିର… Continue reading ଭୟଙ୍କର ବାଣ ବିସ୍ଫୋରଣ, ଦମ୍ପତ୍ତି ଗୁରୁତର ଆହତ

ଆଇସିସି ଚାମ୍ପିୟନ୍ସ ଟ୍ରଫିର ଫାଇନାଲରେ ଟିମ ଇଣ୍ଡିଆ

ଦୁବାଇ : ମଙ୍ଗଳବାର ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆକୁ ୪ ଓ୍ବିକେଟରେ ପରାସ୍ତ କରି ଭାରତ ଆଇସିସି ଚାମ୍ପିୟନ୍ସ ଟ୍ରଫିର ଫାଇନାଲରେ ପ୍ରବେଶ ପ୍ରବେଶ କରିଛି । ଏହା ସହିତ ୨୦୨୩ ବିଶ୍ବକପ ଫାଇନାଲ ପରାଜୟର ପ୍ରତିଶୋଧ ନେଇଛି ଭାରତ । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଅଷ୍ଟ୍ରେଲିଆ ଏହି ମ୍ୟାଚରେ ଭାରତ ଆଗରେ ବିଜୟ ପାଇଁ ୨୬୫ ରନର ଲକ୍ଷ୍ୟ… Continue reading ଆଇସିସି ଚାମ୍ପିୟନ୍ସ ଟ୍ରଫିର ଫାଇନାଲରେ ଟିମ ଇଣ୍ଡିଆ

ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ରୁ ୩୯୦କିଲୋ ଗଞ୍ଜେଇ ସହ ବୋଲେର ଜବତ , ଆସାମୀ ଫେରାର

ଦାରିଙ୍ଗବାଡି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ଚଢ଼ଉ କରି ୩୯୦କିଲୋ ଗଞ୍ଜେଇ ସହ ଏକ ବୋଲେର ଗାଡ଼ି ଜବତ କରିଥିବା ଜଣା ପଡ଼ିଛି ।ସୂଚନା ଅନୁଯାୟୀ କୌଣସି ସୂତ୍ରରୁ ଖବର ପାଇ ସୋମବାର ଦିନ ଥାନା ଅଧିକାରୀ ବିଜୟ କୁମାର ହାଇବୁରୁ ଙ୍କ ନିର୍ଦ୍ଧେଶ ରେ ପୋଲିସ ବାହିନୀ ଓ ସୁରକ୍ଷାକର୍ମୀ ସରାମୂଳି ପଞ୍ଚାୟତ ର ତର୍ଗାବାଲି ରାସ୍ତା ରେ ଚଢାଉ କରି ଗଞ୍ଜେଇ ବୋଝେଇ ବୋଲେର ଗାଡ଼ି ନଂ ଓଡ଼ି… Continue reading ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ରୁ ୩୯୦କିଲୋ ଗଞ୍ଜେଇ ସହ ବୋଲେର ଜବତ , ଆସାମୀ ଫେରାର

ବାଲିଅନ୍ତା ବ୍ଲକ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ସାମ୍ବାଦିକଙ୍କ ଆନ୍ଦୋଳନ ଜାରୀ

ବିଧାନସଭା ଘେରିବେ ଅସନ୍ତୁଷ୍ଟ ସାମ୍ବାଦିକବାଲିଅନ୍ତା: ଜୟଦେବ ନିର୍ବାଚନ ମଣ୍ଡଳୀ ଓ ଏହାର ନିକଟବର୍ତ୍ତୀ ଅଞ୍ଚଳର କାର୍ଯ୍ୟରତ ସାମ୍ବାଦିକ ମାନେ ଗତମାସ ୨୪ ତାରିଖରେ ପଞ୍ଚାୟତ ସମିତି ବୈଠକରେ ଉପସ୍ଥିତ ସାମ୍ବାଦିକଙ୍କୁ ଅଧ୍ୟକ୍ଷାଙ୍କ ଦୁର୍ବ୍ୟବହାରରେ ବାଲିଅନ୍ତା ବ୍ଲକ ସମ୍ମୁଖରେ ଧାରଣାରେ ବସି ରହିଛନ୍ତି। ଆଜକୁ ୯ ଦିନ ଧରି ଗଣତାନ୍ତ୍ରିକ ଉପାୟରେ ଶାନ୍ତିଶୃଙ୍ଖଳାର ସହ ଏହି ଧାରଣା ଅବ୍ୟାହତ ରହିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ତରଫରୁ ସେମାନଙ୍କ ଦାବି ପୂରଣ ପାଇଁ ପଦକ୍ଷେପ ନିଆଯାଉ ନଥିବାରୁ ସ୍ଥାନୀୟ ଅଞ୍ଚଳରେ… Continue reading ବାଲିଅନ୍ତା ବ୍ଲକ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ସାମ୍ବାଦିକଙ୍କ ଆନ୍ଦୋଳନ ଜାରୀ

ଥୁଆମୁଳ ରାମପୁର ମୁଖ୍ୟ ରାସ୍ତା ନବୀକରଣ ଓ ପ୍ରଶସ୍ତି କରଣରେ ନିମ୍ନମାନ ଓ ଧୂଳିରେ ପରିପୂର୍ଣ୍ଣ ରାସ୍ତା

ଭବାନୀ ପାଟଣା ସଦର: ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସପିସିବି)ର ବାୟୁ ଓ ଜଳ ପ୍ରଦୂଷଣ ଆଇନକୁ ଖୋଲାଖୋଲି ଭାବରେ ଉଲଙ୍ଘନ କରୁଛି ଠିକାସଂସ୍ଥା। ରାସ୍ତା ନିବୀକରଣ ଓ ପ୍ରସସ୍ଥି କରଣରେ ଅନିୟମିତତା, ଉନ୍ନତ ମାନର ସାମଗ୍ରୀ ବ୍ୟବହାର ବଦଳରେ ନିମ୍ନମାନର ସାମଗ୍ରୀ ବ୍ୟବହାର ଓ ରାସ୍ତାରେ ପୂର୍ବରୁ ପଡିଥିବା ପୁରୁଣା ପିଚୁ ମେଟାଲ ଭଲ ଭାବରେ କାଢିବା ବଦଳରେ କମ କାଢି ତା ଉପରେ ନବୀକରଣ କାର‌୍ୟ୍ୟ ଆରମ୍ଭ ଏହାଦ୍ବାରା ରାସ୍ତାର ସ୍ଥାୟୀତ୍ବ ନେଇ ସନ୍ଦେହ,… Continue reading ଥୁଆମୁଳ ରାମପୁର ମୁଖ୍ୟ ରାସ୍ତା ନବୀକରଣ ଓ ପ୍ରଶସ୍ତି କରଣରେ ନିମ୍ନମାନ ଓ ଧୂଳିରେ ପରିପୂର୍ଣ୍ଣ ରାସ୍ତା

ଓଡ଼ିଶା ସ୍ଵାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘ କଳାହାଣ୍ଡି ଜିଲ୍ଲା ଶାଖା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

କଳାହାଣ୍ଡି, (ଜଗନ୍ନାଥ ନାଏକ) : ଓଡ଼ିଶା ସ୍ଵାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ମାନଙ୍କ ଆନ୍ଦୋଳନ କଳାହାଣ୍ଡି ଜିଲ୍ଲାର ୧୩ ଗୋଟି ବ୍ଲକରେ ୧୨୬ ଜଣ ସ୍ଵାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ମାନଙ୍କ ଆନ୍ଦୋଳନ ପାଇଁ ସଜବାଜ, ଜିଲ୍ଲାର ସମସ୍ତ ଜିଲ୍ଲା ହେଡ୍ କ୍ୱାର୍ଟର ରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଦୁଇ ଗୋଟି ଦାବୀ ଯଥା ଜନ ସ୍ଵାସ୍ଥ୍ୟ ପରିଚାଳନା ପଦବୀ ସୃଷ୍ଟି ଓ ଚାକିରୀ ସ୍ଥାୟୀ କରଣ ଦାବୀ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆଜିଠାରୁ କଳାହାଣ୍ଡି ଜିଲ୍ଲାର… Continue reading ଓଡ଼ିଶା ସ୍ଵାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘ କଳାହାଣ୍ଡି ଜିଲ୍ଲା ଶାଖା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଓଡ଼ିଆ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବସନ୍ତ ସାହିତ୍ୟ ମହୋତ୍ସବ ଓ କବିତା ଆସର

ଗୋଲାମୁଣ୍ଡା,(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): ସଶକ୍ତ ମହିଳା ଓ ସାହିତ୍ୟ କ୍ଷେତ୍ର ରେ ନାରୀ ମାନଙ୍କ ଅବଦାନକୁ ନେଇ ଅବସର ପ୍ରାପ୍ତ ବରିଷ୍ଠ ନାଗରିକମାନଙ୍କ ଦ୍ଵାରା ଏକ ଆଲୋଚନା ପର୍ବ ଓ କବିତା ଆସର ଭବାନୀପାଟଣା ସ୍ଥିତ ଅମଲା ଭବନ ଠାରେ ଦିବା ୧୦ ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ତନ୍ମୟ କୁମାର ଦରୱାନ, ଅତିରିକ୍ତ ଜିଲ୍ଲାପାଳ କଳାହାଣ୍ଡି, ସମ୍ମାନିତ ଅତିଥି ରୂପେ ମମତା ଦାସ, ସହ -ଜିଲ୍ଲାପାଳ Dr.… Continue reading ଓଡ଼ିଆ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବସନ୍ତ ସାହିତ୍ୟ ମହୋତ୍ସବ ଓ କବିତା ଆସର

ସାମ୍ବାଦିକଙ୍କୁ ବ୍ଲକ ଅଧ୍ୟକ୍ଷାଙ୍କ ଦୁର୍ବ୍ୟବହାର; ନ୍ୟାୟ ଅପେକ୍ଷାରେ ଧାରଣାରତ ସାମ୍ବାଦିକ

ବାଲିଅନ୍ତା: ଲୋକଙ୍କ ସୁଖଦୁଃଖରେ ସାଥିହେଉଥିବା ଅବା ସେମାନଙ୍କ ସମସ୍ୟାକୁ ସରକାରଙ୍କ ନିକଟରେ ପହଁଞ୍ଚାଇବା ନିମନ୍ତେ ପ୍ରମୁଖ ଭୂମିକା ନିର୍ବାହ କରୁଥିବାସାମ୍ବାଦିକତା ବୃତ୍ତି ଆଜି ସଙ୍କଟରେ l ନିମନ୍ତ୍ରଣ କରି ସଭାଗୃହରୁ ବାହାର କରିଦେବା କେତେ ଯୁକ୍ତିଯୁକ୍ତ ବୋଲି ନ୍ୟାୟ ପାଇବା ପାଇଁ ଗତ ଆଠ ଦିନ ଧରି ଧାରଣାରେ ବସିଥିବା ସାମ୍ବାଦିକ ମାନେ ଉତ୍ତର ଚାହିଁଛନ୍ତି। ଆନ୍ଦୋଳନକାରୀଙ୍କ ପାଇଁ ଆଜି ଏହା ସ୍ୱାଭିମାନ ଓ ସମ୍ମାନର ପ୍ରଶ୍ନ ହୋଇଛି। ଯେତେବେଳେ ଯିଏ ଯେପରି ଚାହିଁବ, ଜଣେ ସାମ୍ବାଦିକ… Continue reading ସାମ୍ବାଦିକଙ୍କୁ ବ୍ଲକ ଅଧ୍ୟକ୍ଷାଙ୍କ ଦୁର୍ବ୍ୟବହାର; ନ୍ୟାୟ ଅପେକ୍ଷାରେ ଧାରଣାରତ ସାମ୍ବାଦିକ

You cannot copy content of this page