ରାଇକିଆ ୧୭ନଂ ଜୋନ୍ ବିଜେଡିର ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ଆର ମୃତ୍ୟୁଞ୍ଜୟ ପାତ୍ରଙ୍କ ଦେହାନ୍ତ

ରାଇକିଆ: ରାଇକିଆ ୧୭ ନମ୍ବର ଜୋନ ବିଜେଡ଼ି ର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଆର ମୃତୁଞ୍ଜୟ ପାତ୍ର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ରାଇକିଆ ସ୍ବାସ୍ଥ୍ୟ କେନ୍ଦ୍ର ରୁ ଭୁବନେଶ୍ଵର ସ୍ବାସ୍ଥ୍ୟ କେନ୍ଦ୍ର କୁ ନେବାବେଳେ ବାଟରେ ଦେହାନ୍ତ ହୋଇଛି । ତାଙ୍କ ର ଦୃଢ଼ ନେତୃତ୍ୱ, ସମସ୍ତଙ୍କ ସହ ମିଳି ଚାଲିବ ଓ ଜନସମସ୍ୟା ଉପରେ ଦୃଷ୍ଟି ରଖି ତାହାର ସମାଧାନ କରିବା ରେ ସେ ଅଗ୍ରଣୀ ଥିଲେ। ତାଙ୍କ ଦେହାନ୍ତ ସମ୍ପୃକ୍ତ… Continue reading ରାଇକିଆ ୧୭ନଂ ଜୋନ୍ ବିଜେଡିର ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ଆର ମୃତ୍ୟୁଞ୍ଜୟ ପାତ୍ରଙ୍କ ଦେହାନ୍ତ

ଉତ୍ତମ ମହାନ୍ତିଙ୍କ ବିୟୋଗରେ ଶୋକସନ୍ତପ୍ତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର: ଗତ କିଛି ଦିନ ହେବ ସେ ଲିଭର ସିରୋସିସ୍ ରୋଗରେ ପୀଡିତ ହୋଇ ଚିକିସôିତ ହେଉଥିବା ଅବସ୍ଥାରେ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କ ଗୁରୁବାର ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି । ତାଙ୍କର ଏହି ପରଲୋକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ଉତ୍ତମ ମହାନ୍ତି ଜଣେ ଓଡ଼ିଆ ସିନେମା ଜଗତର ତାରା ସଦୃଶ । ଦୀର୍ଘ ବର୍ଷ ଧରି ଓଡ଼ିଆସିନେପ୍ରେମୀଙ୍କ ପାଇଁ… Continue reading ଉତ୍ତମ ମହାନ୍ତିଙ୍କ ବିୟୋଗରେ ଶୋକସନ୍ତପ୍ତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଆର ପାରିରେ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି

ଭୁବନେଶ୍ୱର: ଗତ କିଛି ଦିନ ହେବ ସେ ଲିଭର ସିରୋସିସ୍ ରୋଗରେ ପୀଡିତ ହୋଇ ଚିକିସôିତ ହେଉଥିଲେ । ସେ ୬୬ବର୍ଷ ବୟସରେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅତି ଗୁରୁତର ହେବାରୁ ତାଙ୍କୁ ଗତ କିଛି ଦିନ ତଳେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଚିକିସôା ନିମନ୍ତେ । ସେ ଆଇସିୟୁରେ ଚିକିସôାଧିନ ଅବସ୍ଥାରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯିବା ଯୋଗୁ ତାଙ୍କୁ ଏୟାର ଲିପ୍ଟ… Continue reading ଆର ପାରିରେ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି

ଉତ୍କଟ ଜଳ ସମସ୍ୟା ଘେରରେ ସମାପଲା ଗ୍ରାମବାସୀ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ ସିନ୍ଧିପଦର ଗ୍ରାମ ପଞ୍ଚାୟତ ଅଧିନସ୍ଥ ସମାପଲା ଗ୍ରାମବାସୀ ଉତ୍କଟ ଜଳ ସମସ୍ୟା ଦେଇ ଜୀବନ ଯାପନ କରୁଛନ୍ତି ।‌ ଫଳରେ ଗ୍ରାମବାସୀ ଙ୍କ ପାଇଁ ଝରଣା ଜଳ ହିଁ ଏକମାତ୍ର ଭରସା । ଯଦ୍ବାରା ଅନେକ ସମୟରେ ଜଳବାହିତ ରୋଗର ଶୀକାର ହୋଇ ମୃତ୍ୟୁ ବରଣ କରିଥାଆନ୍ତି। ଗ୍ରାମରେ ଦୀର୍ଘ ତିନି ବର୍ଷ ତଳେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଖଣ୍ଡ ଯୋଜନାରେ ପ୍ରାୟ ୫୫… Continue reading ଉତ୍କଟ ଜଳ ସମସ୍ୟା ଘେରରେ ସମାପଲା ଗ୍ରାମବାସୀ

ଥୁଆମୂଳ ରାମପୁର ସମିତିର ସ୍ବତନ୍ତ୍ର ସମିତି ବୈଠକ ଅନୁଷ୍ଠିତ

ଥୁଆମୁଳ : ଚଳିତ ମାସ ୨୫ ତାରିଖ ଦିନ ଥୁଆମୁଳ ରାମପୁର ସମିତି ସଭାଗୃହ ଠାରେ ସମିତି ଅଧ୍ୟକ୍ଷ ଦୟାନିଧି ମାଝୀଙ୍କ ଅଧ୍ୟକ୍ଷତାରେ ସ୍ଵତନ୍ତ୍ର ସମିତି ବୈଠକ ଅନୁଷ୍ଠିତ ହେଇଯାଇଛି।ବୈଠକ ଆରମ୍ଭରେ ଜାତୀୟ ପିତା ମହାତ୍ମାଗାନ୍ଧୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ସହ ଅଞ୍ଚଳର ଆରାଧ୍ୟ ଦେବୀ ମାଁ ମାଣିଙ୍କେଶ୍ୱରୀଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ଜ୍ୱଳନ କରି ଏହାର ଶୁଭାରମ୍ଭ କରାଯାଇଥିଲା। ବିଡିଓ ଧୃବ ଚରଣ ମୁଦୁଲିଙ୍କ ସଂଯୋଜନାରେ ଆୟୋଜିତ ଏହି ବୈଠକରେ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା… Continue reading ଥୁଆମୂଳ ରାମପୁର ସମିତିର ସ୍ବତନ୍ତ୍ର ସମିତି ବୈଠକ ଅନୁଷ୍ଠିତ

ନର୍ଲା ରୁ ରାଜଧାନୀ କୁ ଗଲା ଲକ୍ଷପତି ଦିଦି ତାଲିମ ଘୋଟାଲା ଅଭିଯୋଗ,ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

କଳାହାଣ୍ଡି, ୨୭|୨: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ର ୨୬ ଟି ପଞ୍ଚାୟତ ରେ ବିଗତ ଓ ଚଳିତ ବର୍ଷ ଲକ୍ଷପତି ଦିଦି ତାଲିମ ପାଇଁ ଆସିଥିବା ସରକାରୀ ଅର୍ଥ କୁ ବିଭିନ୍ନ ପଞ୍ଚାୟତ ରେ ନିୟୋଜିତ ହୋଇଥିବା ଜିପିଏଲ୍ଏଫ୍ ସଭାନେତ୍ରୀ, ସମ୍ପାଦିକା ଓ ଏମ୍ ବି କେ ମାନଙ୍କ ମିଳିତ ଉଦ୍ୟମ ରେ ମିଥ୍ୟା ବିଲ କରି ହଜାର ହଜାର ଟଙ୍କା ହରିଲୁଟ କରାଯାଇଥିବା ଅଭିଯୋଗ ଭିନ୍ନ ଭିନ୍ନ ସମୟ ରେ ହୋଇ ଆସୁଥିଲା କିନ୍ତୁ… Continue reading ନର୍ଲା ରୁ ରାଜଧାନୀ କୁ ଗଲା ଲକ୍ଷପତି ଦିଦି ତାଲିମ ଘୋଟାଲା ଅଭିଯୋଗ,ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଗୋ ଓ୍ବେଲ୍ ଅଲମ୍ପିଆନ୍ ପ୍ରତିଯୋଗିତାରେ ବାଲିଗୁଡ଼ା ସେଣ୍ଟ ଜନ୍ ସ୍କୁଲର ଚମତ୍କାର ପ୍ରଦର୍ଶନ

ବାଲିଗୁଡ଼ା: ଗୋ ଓ୍ବେଲ୍ ଅଲମ୍ପିଆନ୍ ସଙ୍ଗଠନ ନୁଆ ଦିଲ୍ଲୀ ଦ୍ବାରା ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସେଣ୍ଟ ଜନ୍ ସ୍କୁଲ୍ ରେ ଉଚ୍ଚ କୋଟୀର ପ୍ରଦର୍ଶନ । ଏହି ପ୍ରତିଯୋଗିତାରେ ବାଲିଗୁଡ଼ା ସେଣ୍ଟ ଜନ୍ ସ୍କୁଲ୍ ୨୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ହେଲେ ସେଥିରୁ ୧୫୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଉଚ୍ଚକୋଟୀର ପ୍ରଦର୍ଶନ କରି ସ୍ବର୍ଣ୍ଣ , ରୋୖପ୍ୟ ଓ କାଂସ୍ୟ ପଦକ ହାତେଇ ନେଇଛନ୍ତି । ଅଧ୍ୟକ୍ଷା ସିଷ୍ଟର… Continue reading ଗୋ ଓ୍ବେଲ୍ ଅଲମ୍ପିଆନ୍ ପ୍ରତିଯୋଗିତାରେ ବାଲିଗୁଡ଼ା ସେଣ୍ଟ ଜନ୍ ସ୍କୁଲର ଚମତ୍କାର ପ୍ରଦର୍ଶନ

ମହାଶିବରାତ୍ରୀ ପାଇଁ ଶୈବପୀଠ ଚଳଚଞ୍ଚଳ: ଶତାଧିକ ଭକ୍ତଙ୍କ ସମାଗମ

ବାଲିଗୁଡା: ପବିତ୍ର ମହାଶିବରାତ୍ରୀ ଓ ‘ଜାଗର’ ଉତ୍ସବ ଅବସରରେ ଗାଁଠୁ ସହରର ସମସ୍ତ ଶୈବ ପୀଠ ଚଳଚଞ୍ଚଳ ହୋଇ ଉଠିଛି। ବାଲିଗୁଡା ତଥା ଏହାର ଆଖପାଖ ପ୍ରମୁଖ ଶିବମନ୍ଦିର ସମେତ ଅନ୍ୟନ୍ୟା ମନ୍ଦିରରେ ମଧ୍ୟ ବଢ଼ି ଭୋରୁ ଛୋଟ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ତଥା ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିବା ସହିତ ମହାଦେବଙ୍କୁ ଦର୍ଶନ କରିଛନ୍ତି। ଅଞ୍ଚଳର ବିରୁପାକ୍ଷ ମନ୍ଦିର, ରାମେଶ୍ୱର ମନ୍ଦିର, ଦଣ୍ଡପଦରର ଧବଳେଶ୍ୱର ମନ୍ଦିର, ସୁରୁବାଲି ଛକ ନିକଟ ରେ ଥିବା… Continue reading ମହାଶିବରାତ୍ରୀ ପାଇଁ ଶୈବପୀଠ ଚଳଚଞ୍ଚଳ: ଶତାଧିକ ଭକ୍ତଙ୍କ ସମାଗମ

ଓଡ଼ିଶ ଗ୍ରାମରେ ଜାଗର ଯାତ୍ରା ପାଳିତ

ଭୁବନ: ସାରା ଓଡ଼ିଶାରେ ଧୂମଧାମରେ ପାଳିତ ହୋଇଯାଇଛି ପବିତ୍ର ମହାଶିବରାତ୍ରୀ । ଏହି ଅବସରରେ ମଧ୍ୟ ଓଡ଼ିଶ ଗ୍ରାମରେ ପୂଜିତ ଶ୍ରୀ ଶ୍ରୀ ଝରଣେଶ୍ୱର ମହାଦେବଙ୍କ ଯାଗର ଯାତ୍ରା ବା ମହାଶିବରାତ୍ରୀ ମହାଆଡମ୍ବରରେ ପାଳିତ ହୋଇଯାଇଥିବା ଦେଖିବାକୁ ମିଳିଥିଲା । ଏହି ଜାଗର ଉସôବରେ ଆଖ ପାଖ ଗ୍ରାମର ବହୁ ଭକ୍ତଙ୍କ ମନ୍ଦିର ପ୍ରାଙ୍ଗଣରେ ସମାଗମ ହୋଇ ଦୀପ ଜାଳିତିବା ଦେଖିବାକୁ ମିଳିଥିଲା । ଉସôବକୁ ସୂଚାରୁରୂପେ ଆୟୋଜନ କରିଥିଲେ ଅନୁଷ୍ଠାନର କର୍ମକ ର୍ାମାନେ । ଏହି… Continue reading ଓଡ଼ିଶ ଗ୍ରାମରେ ଜାଗର ଯାତ୍ରା ପାଳିତ

କାର ସହ ୩୦ କିଲୋ ଗଞ୍ଜେଇ ଜବତ ଜଣେ ଆନ୍ତଜିଲ୍ଲା ପେସାଦାର ଗଞ୍ଜେଇ ମାଫିଆ ଗିରଫ

ଅନ୍ୟ କିଛି ମାଫିଆ ଫେରାର ଥିବା ପୋଲିସ ର ସୂଚନା Iଫିରିଙ୍ଗିଆ,୨୬l୦୨: କନ୍ଧମାଳ ଜିଲ୍ଲା ରେ କିଛିଦିନ ହେଲା କନ୍ଧମାଳ ଜିଲ୍ଲା ରେ ଗଞ୍ଜେଇ କାରବାର ଉପରେ ରୋକ ଲଗେଇବା ପାଇଁ ଜିଲ୍ଲା ପୋଲିସ ମୁଖିଆଙ୍କ ନିର୍ଦେଶ କ୍ରମେ ବିଭିନ୍ନ ଥାନା ପକ୍ଷରୁ ଚଢ଼ାଉ ଜାରିରହିଥିବା ବେଳେ ଅନୁରୂପ ଭାବରେ ଗଞ୍ଜେଇ କାରବାରକୁ ନେଇ ସବୁ ବେଳେ ଚର୍ଚ୍ଚା ରେ ରହିଆସୁଥିବା ଫିରିଙ୍ଗିଆ ଥାନା ପକ୍ଷରୁ ମଧ୍ୟ୍ୟ ବିଭିନ୍ନ ଜାଗାରେ ଚଢ଼ାଉ ଜାରିରହିଛି I ଏହି ପରିପେକ୍ଷୀରେ… Continue reading କାର ସହ ୩୦ କିଲୋ ଗଞ୍ଜେଇ ଜବତ ଜଣେ ଆନ୍ତଜିଲ୍ଲା ପେସାଦାର ଗଞ୍ଜେଇ ମାଫିଆ ଗିରଫ

You cannot copy content of this page