ପୁରୁଣା ପଡା ବାଲୁଙ୍କେଶ୍ଵର ମନ୍ଦିର ରେ ଜାଗର ପାଳନ

ଭବାନୀପାଟଣା, ୨୬/୦୨, ଉତ୍କଳ ବୁଲେଟିନ, (ଜଗନ୍ନାଥ ନାଏକ): ଭବାନୀପାଟଣା ସହର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ସମସ୍ତ ଶୈବପୀଠ ଗୁଡିକରେ ମହା ସମାରୋହରେ ମହା ଶିବରାତ୍ରୀ ଓ ଜାଗର ପାଳନ ହୋଇ ଯାଇଛି l ପୁରୁଣା ପଡା ସ୍ଥିତ ଶ୍ରୀ ଶ୍ରୀ ବାଲୁଙ୍କେଶ୍ଵର ମନ୍ଦିର ସମେତ ଭବାନୀଶଙ୍କର ମନ୍ଦିର, ଭଣ୍ଡେଶ୍ଵର ମନ୍ଦିର, ଜଳେଶ୍ଵର ମନ୍ଦିର, ସୁକନାଭଟା, ଅଟାଙ୍ଗଗୁଡା, କାପସରା, ବାନ୍ଧପଲା, ଦେପୁର, ଦାଦପୁର ଏବଂ ଆଜି ପ୍ରତିଷ୍ଠିତ ନକଟି ଗୁଡା ସ୍ଥିତ ନୀଳକଣ୍ଠେଶ୍ଵର ପଞ୍ଚାୟତନ ମନ୍ଦିର… Continue reading ପୁରୁଣା ପଡା ବାଲୁଙ୍କେଶ୍ଵର ମନ୍ଦିର ରେ ଜାଗର ପାଳନ

ୟୁଏଆଇଏଲ ପକ୍ଷରୁ ଆଡ୍‍ରୀ ଗାଁରେ ଓଡିିଆ ପାଠ୍ୟକ୍ରମ ସ୍ମାର୍ଟ କ୍ଲାସ ଓ ଗଣିତ ପ୍ରୟୋଗଶାଳା ସ୍ଥାପିତ

UAIL sets up Odia language smart class and math lab in Adri village

୪ ଅଙ୍ଗନୱାଡି କେନ୍ଦ୍ର ଉଦ୍‍ଘାଟିତ ଭବାନୀପାଟଣା, ୨୬/୨, ଉତ୍କଳ ବୁଲେଟିନ, (ଜଗନ୍ନାଥ ନାଏକ, ମାନସ କୁମାର ନାଏକ) : ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରଜ ଆଦିତ୍ୟ ବିର୍ଲାର ଏକ ସହଯୋଗୀ କମ୍ପାନୀ, ଶୈଶବ ଆବସ୍ଥାରେ ଶିକ୍ଷା ତଥା ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଶିଶୁର ସର୍ବାଙ୍ଗିନ ବିକାଶ ଲକ୍ଷ୍ୟ ନେଇ ଗ୍ରାମାଞ୍ଚଳରେ ପ୍ରମୁଖ ଭୂମିକା ନର୍ବାହ କରିଛି । ଏହି ପରିପ୍ରେକ୍ଷୀରେ କାଳାହାଣ୍ଡି ଜିଲ୍ଲା ଆଡରୀ ଗ୍ରାମ ପଞ୍ଚାୟତ ଠାରେ କମ୍ପାନୀ ଖଣି ସିଏସଆର ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ… Continue reading ୟୁଏଆଇଏଲ ପକ୍ଷରୁ ଆଡ୍‍ରୀ ଗାଁରେ ଓଡିିଆ ପାଠ୍ୟକ୍ରମ ସ୍ମାର୍ଟ କ୍ଲାସ ଓ ଗଣିତ ପ୍ରୟୋଗଶାଳା ସ୍ଥାପିତ

ପାତାଲେଶ୍ୱର ଶୈବ ପୀଠ ସାପସିଲେଟ ଠାରେ ମହାସମାରୋହ ଜାଗର ଯାତ୍ରା ଆରମ୍ଭ

ଭବାନୀପାଟଣା, ୨୬/୦୨, ଉତ୍କଳ ବୁଲେଟିନ, (ଜଗନ୍ନାଥ ନାଏକ): କଳାହାଣ୍ଡି ଜିଲ୍ଲା ଭବାନି ପାଟଣା ବ୍ଲକ୍ ଅନ୍ତର୍ଗତ ତେଲ ଓ ଉଦନ୍ତୀ ସଙ୍ଗମ ସଙ୍ଗମ ସ୍ଥଳରେ ଶ୍ରୀ ଶ୍ରୀ ମହାପ୍ରଭୂ ପାତାଲେଶ୍ୱର ଶୈବ ପୀଠ ସାପସିଲେଟ ଠାରେ ମହାସମାରୋହ ଜାଗର ଯାତ୍ରା ଆରମ୍ଭ ହୋଇ ଯାଇଛି, ରାତ୍ର ତିନି ଘଣ୍ଟା ସମୟରୁ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ଲମ୍ଭା ଧାଡ଼ି ଦେଖିବାକୁ ମିଳିଥିଲା । ଜାଗର ଯାତ୍ରା ଉପଲକ୍ଷେ ଚବିଶ ପ୍ରହର ଅଖଣ୍ଡ ନାମ ସଂକୀର୍ତ୍ତନ ୨୫.୨.୨୦୨୫ ଦିନ ସକାଳ… Continue reading ପାତାଲେଶ୍ୱର ଶୈବ ପୀଠ ସାପସିଲେଟ ଠାରେ ମହାସମାରୋହ ଜାଗର ଯାତ୍ରା ଆରମ୍ଭ

ଶିବ ରାତ୍ରି ଅବସରରେ ଚମ୍ପେଶ୍ୱର ପୀଠ ରେ ରେ ଅଷ୍ଟ ପ୍ରହର ନାମଯଜ୍ଞ

କଳାହାଣ୍ଡି,୨୬।୨(ଉତ୍କଳ ବୁଲେଟିନ): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଛଞ୍ଚାଣବାହଲି ଶ୍ରୀ ଚମ୍ପେଶ୍ୱର ମହାଦେବ ଙ୍କ ପୀଠ ସ୍ଥାନରେ ଶିବରାତ୍ରି ଅବସରରେ ଅଷ୍ଟ ପ୍ରହର ଅଖଣ୍ଡ ନାମ ଯଜ୍ଞ ଉତ୍ସାହ ସହିତ ହେଉ ଅଛି।ମଙ୍ଗଳବାର କଳସ ଯାତ୍ରା ହୋଇଥିବା ବେଳେ ବୁଧବାର ପ୍ରାତଃ ରୁ ଗ୍ରାମ୍ୟ ସଙ୍କୀର୍ତ୍ତନ ମଣ୍ଡଳୀ ଦ୍ୱାରା ନାମ ଆରମ୍ଭ କରାଯାଇଥିଲା ।ପୂଜକ ଭାବରେ ଜ୍ୟୋତିର୍ବିଦ ଭୂପେଶ ତିୱାରୀ ,ମୋହନ ତିୱାରୀ, ଧ୍ରୁବ ତିୱାରୀ, ମିଥଲେସ ତିୱାରୀ, କର୍ତ୍ତା ଉପେନ୍ଦ୍ର ଭଇଁଶାଲ, ତାଙ୍କ ପତ୍ନୀ… Continue reading ଶିବ ରାତ୍ରି ଅବସରରେ ଚମ୍ପେଶ୍ୱର ପୀଠ ରେ ରେ ଅଷ୍ଟ ପ୍ରହର ନାମଯଜ୍ଞ

ସିଂହଝରନ୍ ନିକଟସ୍ଥ ରେଳ ଧାରଣା ଉପରେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ଭବାନୀପାଟଣା, ୨୬/୦୨, ଉତ୍କଳ ବୁଲେଟିନ (ଜଗନ୍ନାଥ ନାଏକ) : ଆଜି ବୁଧବାର ୬ଟା ସମୟରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ସଦର ଥାନା ଅନ୍ତର୍ଗତ ସିଂହଝରନ୍ ନିକଟସ୍ଥ ରେଳ ଧାରଣା ଉପରେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହେଇଛି। ଯୁବକ ଜଣକ ରାତି ଆତ୍ମହତ୍ୟା କରିଥିବା ସଦୃଶ ହେଉଛି। ମୃତଦେହ ଦେଖି ଗ୍ରାମବାସୀ ସଦର ଥାନାକୁ ଖବର ଦେଇଥିଲେ। ରେଳ ଧାରଣା ଉପରେ ମୃତଦେହ ପଡ଼ିଥିବାରୁ କେଶ୍ ଟି ରେଳବାଇ ପୋଲିସ ତଦନ୍ତ କରିବା ନେଇ ସଦର… Continue reading ସିଂହଝରନ୍ ନିକଟସ୍ଥ ରେଳ ଧାରଣା ଉପରେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ଥୁଆମୁଳ ରାମପୁର ବ୍ଳକରେ ଦ୍ବି ମାସିକ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

ଭବାନୀପାଟଣା, ୨୬/୦୨: ଉତ୍କଳ ବୁଲେଟିନ, (ଜଗନ୍ନାଥ ନାଏକ); କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଳକ ସଭାଗୃହ ଠାରେ ଦ୍ବି ମାସିକ ପଞ୍ଚାୟତ ସମିତି ବୈଠକ ବ୍ଳକ ଅଧ୍ଯକ୍ଷ ଦୟାନିଧି ମାଝୀଙ୍କ ଆଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି, ଅନୁଷ୍ଠିତ ବୈଠକରେ ମୂଖ୍ଯ ଅତିଥି ଭାବେ ଗୋଷ୍ଟୀ ଉନ୍ନୟନ ଅଧିକାରୀ ଧ୍ରୃବଚରଣ ମୁଦୁଲି ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସାଂସଦ ବ୍ଳକ ପ୍ରତିନିଧି ପବିତ୍ର ନାଏକ, ଉପାଧ୍ଯକ୍ଷା ଜୟନ୍ତୀ ମାଝୀ, ବ୍ଳକ ଶିକ୍ଷା ଅଧିକାରୀ ପ୍ରଭାତୀ ନଳିନୀ ଠାକୁର, ଅତିରିକ୍ତ… Continue reading ଥୁଆମୁଳ ରାମପୁର ବ୍ଳକରେ ଦ୍ବି ମାସିକ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

ଆତଙ୍କ ଖେଳେଇଥିବା ଦୁଇ ମୁଖାଧାରୀ ଲୁଟେରାକୁ ବାନ୍ଧିଲା ବାଲିଗୁଡା ପୋଲିସ

ବାଲିଗୁଡା: ବାଲିଗୁଡା ସହର ରେ ଗତ କିଛି ଦିନ ହେବ ଆତଙ୍କ ଖେଳେଇଥିବା ଦୁଇ ମୁଖାଧାରୀ ଲୁଟେରା କୁ ବାନ୍ଧିଛି ବାଲିଗୁଡା ପୋଲିସ l ଦୁଇ ମୁଖାଧାରୀ ଲୁଟେରା କୁ ଗିରଫ କରିଛି ବାଲିଗୁଡା ପୋଲିସ l ଗିରଫ ଦୁଇ ଅଭିଯୁକ୍ତ ବାଲିଗୁଡା ହାଟପଦା ସାହିର ରିଙ୍କୁ ନାୟକ ଓ କାଳିଆ ଦିଗାଲ ହୋଇଥିବା ବାଲିଗୁଡା ଏସଡ଼ିପିଓ ରମେନ୍ଦ୍ର ପ୍ରସାଦ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି l ତେବେ ଗିରଫ ଦୁଇ ଲୁଟେରା ବାଲିଗୁଡା ସହର… Continue reading ଆତଙ୍କ ଖେଳେଇଥିବା ଦୁଇ ମୁଖାଧାରୀ ଲୁଟେରାକୁ ବାନ୍ଧିଲା ବାଲିଗୁଡା ପୋଲିସ

ଗବେଷକ, ଐତିହାସିକ ଡ଼ଃ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ଓ ଡ଼ଃ ଅଜିତ ତ୍ରିପାଠୀଙ୍କ ପୁସ୍ତକ “ଗୌତମ ବୁଦ୍ଧ “ଲୋକାର୍ପିତ

ଭୁବନେଶ୍ୱର ତା 25/02/25: ବିଶିଷ୍ଟ ଐତିହାସିକ, ଗବେଷକ ଡ଼ଃ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ଓ ଡ଼ଃ ଅଜିତ କୁମାର ତ୍ରିପାଠୀ ଙ୍କ ଦ୍ୱାରା ଇଂରାଜୀ ଭାଷାରେ ଲିଖିତ “ଗୌତମ ବୁଦ୍ଧ” ପୁସ୍ତକ ସ୍ଥାନୀୟ ଶହୀଦ ନଗର ସ୍ଥିତ ଜୟଦେବ କଂପ୍ଲେକ୍ସ ଠାରେ ଶୁଭ ଉନ୍ମୋଚନ ହୋଇଯାଇଛି l ଗୀତା ବେହେରା ଙ୍କ ସଂଯୋଜନା ଓ ଶୁଭମ ଓଝା ଙ୍କ ଗୌତମ ବୁଦ୍ଧ ଙ୍କ ଉପରେ ଆଧାରିତ ସାଂସ୍କୃତିକ ନୃତ୍ୟ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି… Continue reading ଗବେଷକ, ଐତିହାସିକ ଡ଼ଃ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ଓ ଡ଼ଃ ଅଜିତ ତ୍ରିପାଠୀଙ୍କ ପୁସ୍ତକ “ଗୌତମ ବୁଦ୍ଧ “ଲୋକାର୍ପିତ

ସମିତି ବୈଠକରୁ ସାମ୍ବାଦିକଙ୍କୁ ବ୍ଲକ ଅଧ୍ୟକ୍ଷା ତଡ଼ିଦେବା ଘଟଣା ; ଦ୍ୱିତୀୟ ଦିନ ଧାରଣାରେ ଶତାଧିକ ସାମ୍ବାଦିକ

ବାଲିଅନ୍ତା/ , ୨୫/୦୨: ଗତକାଲି ବାଲିଅନ୍ତା ବ୍ଲକରେ ପଞ୍ଚାୟତ ସମିତି ବୈଠକ ଚାଲିଥିବା ବେଳେ ବ୍ଲକ ଅଧ୍ୟକ୍ଷା ସାମ୍ବାଦିକ ମାନଙ୍କୁ ବୈଠକରୁ ତଡ଼ିଦେବା ଘଟଣାରେଆଜି ବାଲିଅନ୍ତା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସାମ୍ବାଦିକ ମାନଙ୍କର ଧାରଣା ଦ୍ଵିତୀୟ ଦିବସରେ ପହଞ୍ଚିଛି। ବାଲିପାଟଣା, ବାଲିଅନ୍ତା,ଧଉଳି,ନିଆଳି,ଭୁବନେଶ୍ୱର ପ୍ରଭୃତି ଅଞ୍ଚଳରୁ ଶତାଧିକ ସାମ୍ବାଦିକ ଆଜିର କାର୍ଯ୍ୟକ୍ରମ ରେ ଯୋଗ ଦେଇ ଅଧ୍ୟକ୍ଷା ଙ୍କ ଅହଙ୍କାରୀ ମନୋବୃତ୍ତିର ଦୃଢ଼ ନିନ୍ଦା କରିଥିଲେ। ଧାରଣା ସ୍ଥଳ ରେ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ… Continue reading ସମିତି ବୈଠକରୁ ସାମ୍ବାଦିକଙ୍କୁ ବ୍ଲକ ଅଧ୍ୟକ୍ଷା ତଡ଼ିଦେବା ଘଟଣା ; ଦ୍ୱିତୀୟ ଦିନ ଧାରଣାରେ ଶତାଧିକ ସାମ୍ବାଦିକ

ସତ୍ୟବାଦୀ ମହୋତ୍ସବ ୨୦୨୫: ଓଡ଼ିଆ ଅସ୍ମିତାର ପ୍ରସାର କ୍ଷେତ୍ରରେ ଓଡ଼ିଆ ବିଶ୍ୱ ବିଦ୍ୟାଳୟ ହେବ ପ୍ରମୁଖ କେନ୍ଦ୍ର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଆ ନବଜାଗରଣର ପୀଠ ହେଉଛି ସତ୍ୟବାଦୀ ଏବଂ ସତ୍ୟବାଦୀ ବନ ବିଦ୍ୟାଳୟ ଥିଲା ଓଡ଼ିଆ ଜାତୀୟ ଚେତନାର କେନ୍ଦ୍ର । ସତ୍ୟବାଦୀର ପଞ୍ଚସଖା ଥିଲେ ସମାଜର ଆଇନା ସଦୃଶ । ସେମାନେ ଶିକ୍ଷା ଦ୍ୱାରା ମାନବ ଜୀବନର ନୀତି ଆଦର୍ଶକୁ ପ୍ରତିଫଳନ କରାଇବା ସହିତ ଓଡ଼ିଶାର ବୌଦ୍ଧିକ ସ୍ୱତନ୍ତ୍ରତାର ବାର୍ତ୍ତାବହକ ଥିଲେ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସାକ୍ଷୀଗୋପାଳ ଠାରେ ସତ୍ୟବାଦୀ ମହୋତ୍ସବ ୨୦୨୫ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ।ସତ୍ୟବାଦୀର… Continue reading ସତ୍ୟବାଦୀ ମହୋତ୍ସବ ୨୦୨୫: ଓଡ଼ିଆ ଅସ୍ମିତାର ପ୍ରସାର କ୍ଷେତ୍ରରେ ଓଡ଼ିଆ ବିଶ୍ୱ ବିଦ୍ୟାଳୟ ହେବ ପ୍ରମୁଖ କେନ୍ଦ୍ର: ମୁଖ୍ୟମନ୍ତ୍ରୀ

You cannot copy content of this page