ସମନ୍ଵିତ ଶିଶୁ ସୁରକ୍ଷା ସମିତି ଟାସ୍କ ଫୋର୍ସ କମିଟି ର ବ୍ଲକ୍ ସ୍ତରୀୟ ବୈଠକ

ବାଲ୍ୟ ବିବାହ ରୋକିବା କୁ ପ୍ରୟାସଦାରିଙ୍ଗବାଡି , ତା:୨୫/୨ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ପଞ୍ଚାୟତ ସମିତି ସଭାଗୃହ ଠାରେ ସମ୍ମନ୍ଵିତ ଶିଶୁ ସୁରକ୍ଷା ସମିତି ର ବ୍ଲକ ସ୍ତରୀୟ ଟାସ୍କ ଫୋର୍ସ କମିଟି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଦାରିଙ୍ଗବାଡି ସମ୍ମନ୍ଵିତ ଶିଶୁ ବିକାଶ ବିଭାଗ ର ଅଧିକାରୀ ସନ୍ଧ୍ୟାରାଣୀ ପଣ୍ଡା ଙ୍କ ଆହ୍ବାନ କ୍ରମେ ବିଡ଼ିଓ ପ୍ରୀତି ରଞ୍ଜନ ରଥ ଅଧ୍ୟକ୍ଷତା ରେ ଆୟୋଜିତ ବୈଠକ ରେ ସମିତି ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ ସଭାପତିତ୍ବ… Continue reading ସମନ୍ଵିତ ଶିଶୁ ସୁରକ୍ଷା ସମିତି ଟାସ୍କ ଫୋର୍ସ କମିଟି ର ବ୍ଲକ୍ ସ୍ତରୀୟ ବୈଠକ

ଗଞ୍ଜେଇ ଯୋଗାଣରେ ସମ୍ପୃକ୍ତିଙ୍କୁ ଉଠାଇ ନେଲା ହରିୟାଣା ପୋଲିସ

ଦାରିଙ୍ଗବାଡି : ୧୦ କିଲୋର ଗଞ୍ଜେଇ ପାଇଁ ଦାରିଙ୍ଗବାଡ଼ିରେ ହରିୟାଣା ପୋଲିସ । ଗଞ୍ଜେଇର ମୂଳ ସ୍ରୋତ ଖୋଜି ଖୋଜି ହରିୟାଣା ପୋଲିସ ପହଞ୍ଚିଛି ଦାରିଙ୍ଗବାଡ଼ିରେ । ଦୁଇ ଦିନ ଧରି ଦାରିଙ୍ଗବାଡ଼ିରେ ଡେରା ପକାଇବା ସହ ଗଞ୍ଜେଇ ଯୋଗାଣରେ ସମ୍ପୃକ୍ତ ବେକ୍ତିଙ୍କୁ ଗିରଫ କରି ଏବେ ଉଠାଇ ନେଲା ହରିୟାଣା ଫରିଦାବାଦ ପୋଲିସ। ତେବେ ମିଳିଥିବା ସୂଚନା ମୁତାବକ ହରିୟାଣାରେ ଗଞ୍ଜେଇ ବ୍ୟବସାୟ କରୁଥିବା ବେଳେ ପ୍ରଦୀପ ବିଶୋଇ ନାମକ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା… Continue reading ଗଞ୍ଜେଇ ଯୋଗାଣରେ ସମ୍ପୃକ୍ତିଙ୍କୁ ଉଠାଇ ନେଲା ହରିୟାଣା ପୋଲିସ

ବିକଶିତ ଗାଁ ବିକଶିତ ଓଡ଼ିଶା ର ଦାରିଙ୍ଗବାଡି ପଞ୍ଚାୟତ ସମିତି ବୈଠକ

ଦାରିଙ୍ଗବାଡି: ୨୫/୨: ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟ କୁ ଗ୍ରାମାଞ୍ଚଳ ସ୍ତର ରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ” ବିକଶିତ ଗାଁ ବିକଶିତ ଓଡ଼ିଶା ” ଯୋଜନା ମାଧ୍ୟମ ରେ ସଡ଼କ ସଂଯୋଗ ଓ ପାନୀୟଜଳ ଯୋଗାଣ ଯୋଗାଇବା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ହାତକୁ ନେଇଛନ୍ତି, ଏହି ପରିପ୍ରେକ୍ଷୀରେ ଦାରିଙ୍ଗବାଡି ପଞ୍ଚାୟତ ସମିତି ପକ୍ଷରୁ ସ୍ଥାନୀୟ ସମିତି ସଭାଗୃହ ରେ ସମିତି ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଏକ ବୈଠକ ଅନୁଷ୍ଠିତ… Continue reading ବିକଶିତ ଗାଁ ବିକଶିତ ଓଡ଼ିଶା ର ଦାରିଙ୍ଗବାଡି ପଞ୍ଚାୟତ ସମିତି ବୈଠକ

ଆଚାର୍ଯ୍ୟ ହରିହର ଜୟନ୍ତୀ ପାଳିତ

ପୁରୀ: ଆଚାର୍ଯ୍ୟ ହରିହରଙ୍କ ଜୀବନୀ ଓ ଆଦର୍ଶ ସେବା,ସମର୍ପଣ ଓ ତ୍ୟାଗ ର ଶିକ୍ଷା ଦିଏ।ତାଙ୍କ ଭଲ ମଣିଷ ହୁଅର ଆହ୍ଵାନ ପ୍ରତ୍ୟେକ ମଣିଷ ଚରିତ୍ର କୁ ସବୁଦିନ ସଂସ୍କାରିତ କରି ଚାଲିଥିବ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ମତବ୍ୟକ୍ତ କରିଛନ୍ତି।ଆଜି ଅପରାହ୍ନରେ ଜିଲ୍ଲା ପ୍ରଶାସନ ସୂଚନା ଓ ଲୋକ ସମ୍ପର୍କ ବିଭାଗ, କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ ସଦାଶିବ, ପୁରୀ ଓ ଆଚାର୍ଯ୍ୟ ହରିହର ସ୍ମୃତି ସଂସଦ ପକ୍ଷରୁ ଆଚାର୍ଯ୍ୟ ହରିହର ଙ୍କ… Continue reading ଆଚାର୍ଯ୍ୟ ହରିହର ଜୟନ୍ତୀ ପାଳିତ

ସେବାୟତ ଲିଗ ଚମ୍ପିୟାନ ହେଲେ ପୂଜାପଣ୍ଡା ନିଯୋଗ

ପୁରୀ: ପ୍ରଥମ ସେବାୟତ ଲିଗ ଚମ୍ପିୟାନ ହୋଇଛି ପୂଜାପଣ୍ଡା ନିଯୋଗ ଗତକାଲି ଶ୍ରୀଜଗନ୍ନାଥ ଷ୍ଟାଡିୟମ ଠାରେ ପୂଜାପଣ୍ଡା ନିଯୋଗ ଓ ପ୍ରତିହାରୀ ନିଯୋଗ ମଧ୍ୟରେ ଦିବାରାତ୍ର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା।ପୂଜାପଣ୍ଡା ନିଯୋଗ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇ ୨୦ ଓଭରରେ ୪ ୱ୍ବିକେଟ୍ ରେ ୨୧୭ ରନ କରିଥିଲେ। ଦଳ ପକ୍ଷରୁ ରବି ନାରାୟଣ ପୂଜାପଣ୍ଡା ୯୨ ରନ ଓ ପଙ୍କଜ ପୂଜାପଣ୍ଡା ୭୭ ରନ କରିଥିଲେ। ପରେ ୨୧୮ ରନର ପିଛା କରି… Continue reading ସେବାୟତ ଲିଗ ଚମ୍ପିୟାନ ହେଲେ ପୂଜାପଣ୍ଡା ନିଯୋଗ

ବାଲ୍ୟ ବିବାହ ନିଷେଧ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ

କଡାକଡି ଲାଗୁହେବ ବାଲ୍ୟବିବାହ ନିଷେଧ ଆଇନ। ପୁରୀ: ବାଲ୍ୟ ବିବାହ ସଭ୍ୟ ସମାଜ ରେ ଏକ ଘୃଣ୍ୟ କାର୍ଯ୍ୟ।ଏହା ପ୍ରତ୍ୟେକ ଶିଶୁମାନଙ୍କ ପାଇଁ ହିଂସା ସଦୃଶ। ଏହା ଦ୍ୱାରା ଶିଶୁଟି ତାର ଶିକ୍ଷା ଓ ସ୍ବାସ୍ଥ୍ୟ ଅଧିକାରରୁ ବଂଚିତ ହୋଇଥାଏ ଓ ଅନେକ ଅସୁବିଧା ଜନକ ପରିସ୍ଥିତି ଦେଇ ଗତିକରିଥାଏ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ। ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲଙ୍କ କାର୍ଯ୍ୟାଳୟ ପରିସରରେ ବାଲ୍ୟ ବିବାହକୁ ଜିଲ୍ଲାରେ ସମ୍ପୂର୍ଣ୍ଣ ବନ୍ଦ କରିବା ଲକ୍ଷ୍ୟରେ… Continue reading ବାଲ୍ୟ ବିବାହ ନିଷେଧ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ

ମାଁ ତାରିଣୀ ମହିଳା ମଣ୍ଡଳ ସ୍ୱୟଂ ସହାୟକ ଗୋଷ୍ଠୀର ନିଆରା ଢଙ୍ଗର ପ୍ରୟାସ

କଳାହାଣ୍ଡି, ୨୫/୦୨, ଉତ୍କଳ ବୁଲେଟିନ, (ଜଗନ୍ନାଥ ନାଏକ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ମହକୁମା ଛେଲିଆମାଲ ଗ୍ରାମ ଠାରେ । ୧୫/୦୮/୨୦୦୪ ମସିହାରେ ଗ୍ରାମରେ, ମାଝୀ ପଡା ଠାରେ ୧୩ ଜଣ ମହିଳାଙ୍କ ନିଜସ୍ୱ ଉଦ୍ୟମ ସହ ଅଙ୍ଗନୱାଡି ଦିଦିଙ୍କ ସାହାଯ୍ୟ ପାଇ ଗଢି ଉଠିଥିଲା। ମାଁ ତାରିଣୀ ମହିଳା ମଣ୍ଡଳ ସ୍ୱୟଂ ସହାୟକ ଗୋଷ୍ଠୀ ଛେଳିଆମାଲ ଗ୍ରାମର । ସର୍ବ ପ୍ରଥମେ ଟଙ୍କିଆ ଧୂପ ପ୍ୟାକେଟ ରୁ ବ୍ୟବସାୟ ଆରମ୍ଭ ହୋଇଥିଲା। ମଦନପୁର ରାମପୁର… Continue reading ମାଁ ତାରିଣୀ ମହିଳା ମଣ୍ଡଳ ସ୍ୱୟଂ ସହାୟକ ଗୋଷ୍ଠୀର ନିଆରା ଢଙ୍ଗର ପ୍ରୟାସ

ଯାଜପୁରରେ ୧୨୩ ଫୁଟ ଉଚ୍ଚ ଶିବ ପ୍ରତିମା

ଯାଜପୁର: ଓଡ଼ିଶାର ଯାଜପୁର ଜିଲ୍ଲାରେ ଭଗବାନ ଶିବଙ୍କ ଏକ ୧୨୩ ଫୁଟ ଉଚ୍ଚ ପ୍ରତିମା ପୂଜା ପାଉଛନ୍ତି। ବରାହ କ୍ଷେତ୍ର ବିକାଶ ପ୍ରକଳ୍ପର ଅଂଶ ଭାବରେ ବୈତରଣୀ ନଦୀ କୂଳରେ ବରାହନାଥ ମନ୍ଦିର ନିକଟରେ ଏହି ପ୍ରତିମା ନିର୍ମାଣ କରାଯାଇଛି ଯାହା ଖୁବ୍ ମନୋରମ ଦୃଶ୍ୟ ରହିଥିବାବେଳେ ଏକ ଆଧ୍ୟାତ୍ମିକ ଭାବନା ସୃଷ୍ଟି କରୁଛି। ପରିଦର୍ଶକମାନେ ଲିଫ୍ଟ କିମ୍ବା ସିଡ଼ି ବ୍ୟବହାର କରି ଭଗବାନ ଶିବ ପ୍ରତିମା ଦର୍ଶନ ଏବଂ ଦର୍ଶନ କରିବାର ସୁଯୋଗ ରହିଥିବା ଦେଖିବାକୁ… Continue reading ଯାଜପୁରରେ ୧୨୩ ଫୁଟ ଉଚ୍ଚ ଶିବ ପ୍ରତିମା

ବଣମଲ୍ଲି ସାହିତ୍ୟ ସଂସଦ ଅନୁଷ୍ଠାନ ର ଉଦ୍ଘାଟନୀ ଉତ୍ସବ

banamalli sahitya sansad innagurated

ଧର୍ମଗଡ ୨୩/୦୨/(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): ସୁରମ୍ୟ ବନ ପାହାଡ଼ ଘେରା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ନୂଆଗାଁ ଗ୍ରାମପଞ୍ଚାୟତ କରଞ୍ଜକୋଟ ଶିବ ମନ୍ଦିର ପରିସର ବଣମଲ୍ଲି ସାହିତ୍ୟ ସଂସଦ ଆନୁକୁଲ୍ୟରେ ଏକ କବିତା ପାଠୋତ୍ସବ ଚଳିତ ମାସ ୨୩ ତାରିଖ ଦିନ ଉଦ୍ଘାଟନ ହୋଇଯାଇଛି। ବଣମଲ୍ଲି ସାହିତ୍ୟ ସଂସଦ ର ପ୍ରତିଷ୍ଠାତା କୁଞ୍ଜବିହାରି ପଟେଲ ତାଙ୍କ ପ୍ରୋତ୍ସାହନ କ୍ରମେ ଶିକ୍ଷାବିତ ରମେଶ ଚନ୍ଦ୍ର ବନ୍ଦିଛୋଡ କବିତା ଆସର ର ଅୟୋଜନ କରିଥିଲେ। ଏହି ସମାଜ ସଚେତନ ଧର୍ମି… Continue reading ବଣମଲ୍ଲି ସାହିତ୍ୟ ସଂସଦ ଅନୁଷ୍ଠାନ ର ଉଦ୍ଘାଟନୀ ଉତ୍ସବ

ପଞ୍ଚାୟତ ସ୍ତରୀୟ ମହିଳା ସଂଘ ତରଫରୁ ଏମ.ବି.କେ ଙ୍କୁ ବହିଷ୍କୃତ

କଳାହାଣ୍ଡି, ୨୫|,୨(ଉତ୍କଳ ବୁଲେଟିନ): କଲହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବଡ଼ଘୁମେର ଗ୍ରାମ ପଞ୍ଚାୟତର ଏମ ବି କେ ଙ୍କ ବିରୋଧରେ ସଂଘୀନ ଅଭିଯୋଗ, ବଡ଼ଘୁମେର ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ତରଫରୁ ଉପଜିଲ୍ଲାପାଳ, ଗୋଷ୍ଠି ଉନ୍ନୟନ ଅଧିକାରୀ,ସିଡ଼ିପିଓ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ସୂଚନାମତେ ଜିପିଏଲଫ ଅଧିବେଶନ ରେ ଜିପିଏଲଫର ସଭାପତି ରିତାଞ୍ଜଳି ଗୋପାଳ ଓ ସଂପାଦିକା ତପସ୍ୱିନୀ ମାଝୀ ଓ ଇଶି ମାନଙ୍କ ଦସ୍ତଖତ ଜାଲିଆତି କରିବା ଏବଂ ବିନା କାରଣରେ ଗାଳିଗୁଲଜ କରିବା… Continue reading ପଞ୍ଚାୟତ ସ୍ତରୀୟ ମହିଳା ସଂଘ ତରଫରୁ ଏମ.ବି.କେ ଙ୍କୁ ବହିଷ୍କୃତ

You cannot copy content of this page