ଚିଲିକା,୧୬।୨: ଦୀର୍ଘ ୫୪ ବର୍ଷ ପରେ ବାଣପୁର ମଣ୍ତଳ ର ଭୀମପୁର ଗାଁର ପ୍ରାଚୀନ ଚନ୍ଦନ ପୁଷ୍କରିଣୀର ପୁନଃରୁଦ୍ଧାର ପାଇଁ ମାନ୍ୟବର ମନ୍ତ୍ରୀ ପୂର୍ତ୍ତି, ଅବକାରୀ ଓ ଆଇନ ବିଭାଗ ପୃଥ୍ଵୀରାଜ ହରିଚନ୍ଦନ ଶିଳାନ୍ୟାସ କରିଛନ୍ତି I ପ୍ରାଚୀନ ବଙ୍କାଡ଼ଗଡ଼ର ମାନସିଂହ ବଂଶର ରାଜା ଙ୍କ ଦ୍ଵାରା ସାମନ୍ତରାୟପୁର ଓ ନରହରିପୁର ଦୁଇ ବ୍ରାହ୍ମଣ ଶାସନର ଆରାଧ୍ୟ ଠାକୁର ଶ୍ରୀଗୋପୀନାଥଦେବ, ସ୍ଵପ୍ନେଶ୍ଵରଦେବ, ଝାଡେଶ୍ଵରଦେଵ, ମା’କନକ ଦୁର୍ଗା ଓ ଅନନ୍ତ ସ୍ୱାମୀ ମଠଠାକୁରଙ୍କ ଚନ୍ଦନ ଓ ଚାପଯାତ୍ରା ନିମନ୍ତେ… Continue reading ବାଣପୁରର ଐତିହାସିକ ପ୍ରାଚୀନ ଚନ୍ଦନ ପୁଷ୍କରିଣୀର ପୁନରୁଦ୍ଧାର ନିମନ୍ତେ ଶିଳାନ୍ୟାସ
ବାଣପୁରର ଐତିହାସିକ ପ୍ରାଚୀନ ଚନ୍ଦନ ପୁଷ୍କରିଣୀର ପୁନରୁଦ୍ଧାର ନିମନ୍ତେ ଶିଳାନ୍ୟାସ