ଚାନ୍ଦବାଲି ଏନଏସି ବାଲିଗାଁ ଅଞ୍ଚଳରେ ମାର କ୍ଷୀର ଶିଶୁ ପାଇଁ ଅମୃତ ସମାନ କାର୍ଯ୍ଯକ୍ରମ ପାଳିତ

ଚାନ୍ଦବାଲି: ମା’ କ୍ଷୀର ଶିଶୁ ପାଇଁ ସର୍ବୋତ୍ତମ। ଏ ସମ୍ପର୍କରେ ବିଶ୍ୱବ୍ୟାପୀ ପ୍ରସାର କରିବା ପାଇଁ ୧୯୯୧ ମସିହା ଫେବୃୟାରୀ ୧୪ରେ ଓ୍ବାଲ୍ଡ ଆଲିଆନ୍ସ ଫର୍‌ ବ୍ରେଷ୍ଟ ଫିଡିଙ୍ଗ୍‌ ଆକ୍ସନ ପ୍ରତିଷ୍ଠା କରାଯାଇଥିଲା। ଏହିପରିପକ୍ଷେ ଆଜି ଚାନ୍ଦବାଲି ଏନଏସିର ବାଲିଗାଁ ଅଞ୍ଚଳରେ ମା’ କ୍ଷୀର ଶିଶୁପାଇଁ କେତେ ଆବଶ୍ଯକ ଅଟେ ସେବିଷୟରେ ବାଲିଗାଁ ଉପସ୍ବାସ୍ଥ୍ଯ କେନ୍ଦ୍ରର ଏନ୍ଏମ କର୍ମୀ ସୁଧାଶୁଂ ମଳିନି ବେହେରା ସମସ୍ତ ମା ମାନଙ୍କୁ ବୁଝାଇବାପରେପରେ ଏସଡିପିଓ ସବିତା ସେଠି ଉପସ୍ଥିତ ହୋଇ ବୁଝାଇଥିଲେ… Continue reading ଚାନ୍ଦବାଲି ଏନଏସି ବାଲିଗାଁ ଅଞ୍ଚଳରେ ମାର କ୍ଷୀର ଶିଶୁ ପାଇଁ ଅମୃତ ସମାନ କାର୍ଯ୍ଯକ୍ରମ ପାଳିତ

ଉଦଯାପିତ ହେଲା ୮ମ ଯଶୁଆପୁର ମହୋତ୍ସବ

ବାଲିଅନ୍ତା,୧୪|୨: ବାଲିଅନ୍ତା ବ୍ଲକ ଉମାଦେଇବ୍ରହ୍ମପୁର ପଞ୍ଚାୟତ ଯଶୁଆପୁର ଠାରେ ଯଶୁଆପୁର ବିକାଶ ପରିଷଦ ପକ୍ଷରୁ ଆୟୋଜିତ ହେଉଥିବା ଦୁଇ ଦିନିଆ ୮ମ ଯଶୁଆପୁର ମହୋତ୍ସବ ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ସଂନ୍ଧ୍ୟାରେ ମୁଖ୍ୟଅତିଥି ରୂପେ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଡ. ଅରବିନ୍ଦ ଢ଼ାଲି , ଢେଙ୍କାନାଳ ବାଣିଜ୍ୟିକ ଟିକସ ଏବଂ ଜିଏସ୍ଟି ବିଭାଗର ଡେପ୍ୟିଟି କମିସନର… Continue reading ଉଦଯାପିତ ହେଲା ୮ମ ଯଶୁଆପୁର ମହୋତ୍ସବ

ସିଜିମାଳି ଖଣି ଖନନ ନିମନ୍ତେ ପ୍ରଭାବିତ ଅଞ୍ଚଳ ବାସୀଙ୍କ ବିଶାଳ ପଦଯାତ୍ରା ସହ ଜିଲ୍ଲା ପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ

ଭବାନୀପାଟଣା, ୧୫/୦୨ (ଜଗନ୍ନାଥ ନାଏକଙ୍କ ସହିତ ମାନସ କୁମାର ନାଏକ): ଦିନକୁ ଦିନ ସିଜିମାଳି ପ୍ରଭାବିତ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ର ୨୪ ଗୋଟି ପଞ୍ଚାୟତ ର ପ୍ରାୟ ୩୦୦ ରୁ ଉଦ୍ଧ ଗ୍ରାମରୁ ପ୍ରାୟ କୋଡିଏ ହଜାର ରୁ ଉଦ୍ଧ ଅଞ୍ଚଳ ବାସୀଙ୍କ ବିଶାଳ ସଭାଯାତ୍ରା ସହ ସିଜି ମାଳୀ ଖଣି ଖନନ ନିମନ୍ତେ କଳାହାଣ୍ଡି ଜିଲ୍ଲା ପାଳ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ଓ ମତ ପ୍ରକାଶ କରିଛନ୍ତି… Continue reading ସିଜିମାଳି ଖଣି ଖନନ ନିମନ୍ତେ ପ୍ରଭାବିତ ଅଞ୍ଚଳ ବାସୀଙ୍କ ବିଶାଳ ପଦଯାତ୍ରା ସହ ଜିଲ୍ଲା ପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ

ଆବାସ ଯୋଜନା ପାଇଁ ଲମ୍ବା ଧାଡ଼ି , ବାଧକ ସାଜୁଛି ନେଟୱର୍କ , ଯିବାକୁ ପଡୁଛି ୧୦କିମି

ଦାରିଙ୍ଗବାଡି : ତା: ୧୪/୨: ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ର ଅନଲାଇନ୍ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି , ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଅନଲାଇନ୍ ଆବେଦନ ନ କଲେ ହିତାଧିକାରୀ ମାନେ ବାଦ୍ ପଡ଼ିବାର ସମ୍ଭାବନା ରହିଛି। ଏଣୁ ଯୋଗ୍ୟ ହିତାଧିକାରୀ ମାନେ ନିଜକୁ ଆବାସ ଯୋଜନା ରେ ସାମିଲ କରିବା ପାଇଁ ଚେଷ୍ଠା କରୁଥିବା ବେଳେ ବାଧକ ସାଜୁଛି ନେଟୱର୍କ । ଅଧିକାରୀ ମାନେ ନିଜ ନିଜ ପଞ୍ଚାୟତ ରେ ରହି ସର୍ଭେ… Continue reading ଆବାସ ଯୋଜନା ପାଇଁ ଲମ୍ବା ଧାଡ଼ି , ବାଧକ ସାଜୁଛି ନେଟୱର୍କ , ଯିବାକୁ ପଡୁଛି ୧୦କିମି

ରାମ ଗୁଣ୍ଡାରେ ବନ୍ଧା ପଡ଼ିଛି ନାବାଳିକା; ଉଦ୍ଧାର କରିବାକୁ ବାପା, ମାଁର ଆକୁଲ ନିବେଦନ

  କଳାହାଣ୍ଡି, ୧୪/୦୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅଞ୍ଚଳରେ ଅଭାବ ଅନାଟନର ଶିକାର ହୋଇ ଗୋଟିଏ ପରିବାରର ଜନୈକା ନାବାଳିକା ଦାଦନ ସର୍ଦ୍ଦାର ନିକଟରେ ବନ୍ଧକ ଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଫଳରେ ଏହି ପରିବାରର କରୁଣ କାହାଣୀକୁ ନେଇ ଚାରିଆଡେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ମିଲିଥିବା ସୂଚନା ଅନୁସାରେ ଏହି ଥାନା ଅର୍ନ୍ତଗତ ମିନଗୁର ଧାନମଣ୍ଡି ପଡାରେ ବାସସ୍ଥାନ କରିଛନ୍ତି ବଟକୃଷ୍ଣ ଗୋପାଲଙ୍କ ପରିବାର ।… Continue reading ରାମ ଗୁଣ୍ଡାରେ ବନ୍ଧା ପଡ଼ିଛି ନାବାଳିକା; ଉଦ୍ଧାର କରିବାକୁ ବାପା, ମାଁର ଆକୁଲ ନିବେଦନ

ଖମାର ହଳଦୀ ଗ୍ରାମ ପଞ୍ଚାୟତରେ ବିକଶିତ ଗାଁ ବିକଶିତ ଓଡିଶା ପ୍ରକଳ୍ପ ଚୟନ ନିମନ୍ତେ ଗ୍ରାମସଭା

ଧର୍ମଗଡ ୧୪/୨/(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): ବଦଳିବ ଗାଁ ର ଚିତ୍ର । ରାସ୍ତା, ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ନେଇ ଗୋଷ୍ଠୀ ଉନ୍ନୟନ ଓ ଶିକ୍ଷା, ସବୁ କ୍ଷେତ୍ର ପ୍ରତି ଦିଆଯିବ ଗୁରୁତ୍ବ। ସାମାଜିକ ଜୀବନ ସହ ଆର୍ଥିକ ସ୍ଥିତି ହେବ ଉନ୍ନତ । ଏସବୁକୁ ନଜରରେ ରଖି ରାଜ୍ୟ ସରକାର ଆରମ୍ଭ କରିଛନ୍ତି ମହତ୍ବାକାଂକ୍ଷୀ ଯୋଜନା  ବିକଶିତ ଗାଁ ବିକଶିତ ଓଡ଼ିଶା । ଏହି ପରୀପ୍ରେକ୍ଷୀରେ ଆଜି ଗୋଲାମୁଣ୍ଡା ବ୍ଲକ ଅଧିନସ୍ଥ ଖମାରହଳଦୀ… Continue reading ଖମାର ହଳଦୀ ଗ୍ରାମ ପଞ୍ଚାୟତରେ ବିକଶିତ ଗାଁ ବିକଶିତ ଓଡିଶା ପ୍ରକଳ୍ପ ଚୟନ ନିମନ୍ତେ ଗ୍ରାମସଭା

ପୁଲୱାମା ଶହୀଦଙ୍କୁ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, 14/02: ଜାମୁକାଶ୍ମୀର ର ପୁଲୱାମା ଠାରେ ଛବର୍ଷ ପୂର୍ବେ 2019 ମସିହା ରେ ଆତଙ୍କବାଦୀ ଆକ୍ରମଣରେ 40ଜଣ ବୀର ଯବାନ ଶହୀଦ ହେଇଥିଲେ l ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ, ମହିମା ସେବା ଫାଉଣ୍ଡେସନ ଓ ସବୁଜଭାରତ ସଂଗଠନର ମିଳିତ ପ୍ରୟାସରେ ଶହୀଦ ମାନଙ୍କପ୍ରତି ଶ୍ରଦ୍ଧାଞ୍ଜଳି ଓ ବୀର ଯବାନଙ୍କ ଭୂମିକା ସମ୍ପର୍କ ରେ ସ୍ମୃତିଚାରଣ କରାଯାଇଥିଲା l ସମ୍ପାଦକ ଅରବିନ୍ଦ ତ୍ରିପାଠୀଙ୍କ ସଂଯୋଜନା ରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ପୂଜ୍ୟପ୍ରାଣ ବ୍ରଜବନ୍ଧୁ ପରିଡା, ସମାଜସେବୀ… Continue reading ପୁଲୱାମା ଶହୀଦଙ୍କୁ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ନାଚୁଣୀ ହାଇ ସ୍କୁଲ ପୂର୍ବତନ ଛାତ୍ରଙ୍କ ହୃଦ୍ ଘାତରେ ପରଲୋକ

ଚିଲିକା,୧୪।୨: ନାଚୁଣୀ ହାଇସ୍କୁଲର ପୂର୍ବତନ ଛାତ୍ର ତଥା ସମାଜସେବୀ ପ୍ରଫୁଲ୍ଲ କୁମାର ସାମନ୍ତରାୟଙ୍କ ନିଜ ଜନ୍ମ ସ୍ଥାନ ଚିଲିକା ବ୍ଲକ ଅନ୍ତର୍ଗତ ନୂଆ ପାଟଣା ଗ୍ରାମ ଠାରେ ହୃଦ୍ ଘାତରେ ପରଲୋକ ହୋଇଯାଇଅଛି। ସେ ଜଣେ ସ୍ନେହୀ, ଅମାୟିକ୍, ବନ୍ଧୁ ବଛଳ ଓ ପରୋପକାରୀ ବ୍ୟକ୍ତି ଥିଲେ।ସେ ବିଭିନ୍ନ ଅନୁଷ୍ଠାନ ସହିତ ଜଡ଼ିତ ଥିଲେ। ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ର ଧର୍ମ ପତ୍ନୀ, ପୁତ୍ର ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ।ତାଙ୍କ ମର ଶରୀରକୁ ଏକ ଶୋଭାଯାତ୍ରାରେ… Continue reading ନାଚୁଣୀ ହାଇ ସ୍କୁଲ ପୂର୍ବତନ ଛାତ୍ରଙ୍କ ହୃଦ୍ ଘାତରେ ପରଲୋକ

ଆଫ୍ରିକାରେ ଯୁଵ ଇଞ୍ଜିନିୟରଙ୍କ ମୃତ୍ୟୁ, ଘରକୁ ଫେରିପାରୁନାହି ଶବ, ସରକାରଙ୍କୁ ନିିବେଦନ !

ଚିଲିକା, ୧୪।୨: ଭଲ ରୋଜଗାର କରିବା ଲକ୍ଷ୍ୟରେ ନିକଟରେ ଓଡ଼ିଶା ଛାଡ଼ି ବିଦେଶ ଯାଇଥିବା ଏକ ଯୁବ ଇଞ୍ଜିନିୟର ଙ୍କର ହଠାତ୍ ଅକାଳ ମୃତ୍ୟୁ ହେବା ପରେ ତାଙ୍କର ଶବ ଏବେ ଓଡ଼ିଶାର ତାଙ୍କ ଗାଁ ଜନ୍ମମାଟିକୁ ନଫେରିବା ଭଳି ଏକ ସ୍ପର୍ଶ କାତର ଘଟଣା ସମଗ୍ର ନଇରୀ ତଥା ଚିଲିକା ବ୍ଲକରେ ଘୋର ଆଲୋଡନ ସୃଷ୍ଟି କରିଛି। ସୂଚନାଯୋଗ୍ୟ, ଚିଲିକା ବ୍ଲକର ନଇରୀ ଗ୍ରାମର ଚରଣ ଦଳାଇଙ୍କ ପୁଅ ଆଦିତ୍ୟ ଦଳାଇ(୨୪ ବର୍ଷ) ଗତ ୬… Continue reading ଆଫ୍ରିକାରେ ଯୁଵ ଇଞ୍ଜିନିୟରଙ୍କ ମୃତ୍ୟୁ, ଘରକୁ ଫେରିପାରୁନାହି ଶବ, ସରକାରଙ୍କୁ ନିିବେଦନ !

ଗୋଲାମୁଣ୍ଡା ବ୍ଲକ ପୁଟିଆଚୁରାରେ କ୍ଳଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା

କଳାହାଣ୍ଡି, ୧୪|୨: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ପୁଟିଆଚୁରା କେନ୍ଦ୍ର ଉଚ୍ଚପ୍ରାଥମିକ ବିଦ୍ୟାଳୟର ଠାରେ କ୍ଳଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା ସି.ଆର୍.ସି.ସି ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି l ପୁଟିଆଚୁରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୁଟିଆଚୁରା ସିଆରସିସି, ରେଖରାମ ନାଏକ, କାର୍ଲିପଡା ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ କ୍ଷୀରସିନ୍ଧୁ ଦୂର୍ଗା, ସଂକରିପାଲି ବିଦ୍ୟାଳୟର ସହକାରୀ ଶିକ୍ଷକ ଶେଷଦେବ ପାଢି, ରେଙ୍ଗସାପାଲି ଉଚ୍ଚପ୍ରାଥମିକ ବିଦ୍ୟାଳୟ ସଚିନ୍ଦ୍ର ବାଗ ଓ… Continue reading ଗୋଲାମୁଣ୍ଡା ବ୍ଲକ ପୁଟିଆଚୁରାରେ କ୍ଳଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା

You cannot copy content of this page