ତୁମୁରା ସିଦ୍ଧି ଶ୍ରୀକ୍ଷେତ୍ର ପ୍ରତିଷ୍ଠାତା, ଗୋଲାମୁଣ୍ଡା ବ୍ଲକ ର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଏଵଂ ଜନ କଲ୍ୟାଣ ସମିତି ର ସଭାପତି ରାଜକୁମାର ନାଏକ ଙ୍କ ବିୟୋଗ

କଳାହାଣ୍ଡି,୧୪|୨|୨୦୨୫(ପ୍ୟାରିଲାଲ ଦୁର୍ଗା): ଗତ ୧୩ ତାରିଖ ଗୁରୁବାର ଦିନ ସଂଧ୍ୟା ୭.୪୦ ସମୟରେ ତାଙ୍କ ବାସଭବନରେ ମୃତ୍ୟୁ ହେଇଯାଇଛି। ଅନ୍ତିମ ସମୟରେ ତାଙ୍କର ସମସ୍ତ ପରିବାର ଉପସ୍ଥିତ ଥିଲେ। ତାଙ୍କ ବଡପୁଅ ପୂର୍ବତନ ବ୍ଲକ ଅଧ୍ୟକ୍ଷ, ବର୍ତମାନ ମାନଝରୀ ପଞ୍ଚାୟତର ସମିତି ତୁଲେଶ୍ବର ନାଏକ ଏବଂ ସାନ ପୁଅ ତପେଶ୍ଵର ନାଏକ ମୁଖାଗ୍ନି ଅର୍ପଣ କରିଥିଲେ। ଶେଷ ଯାତ୍ରା ସମୟରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସ ଉପସ୍ଥିତ ରହି ଅମର ଆତ୍ମାର… Continue reading ତୁମୁରା ସିଦ୍ଧି ଶ୍ରୀକ୍ଷେତ୍ର ପ୍ରତିଷ୍ଠାତା, ଗୋଲାମୁଣ୍ଡା ବ୍ଲକ ର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଏଵଂ ଜନ କଲ୍ୟାଣ ସମିତି ର ସଭାପତି ରାଜକୁମାର ନାଏକ ଙ୍କ ବିୟୋଗ

ପୋଇଗୁଡ଼ା ରେ ଅଷ୍ଟପ୍ରହର ନାମ ଯଜ୍ଞ ଉଦଯାପନ

ଦାରିଙ୍ଗବାଡି ତା ୧୩/୨ : ବ୍ରାହ୍ମଣୀଗାଁ ପଞ୍ଚାୟତ ଅନ୍ତର୍ଗତ ପୋଇଗୁଡ଼ା ଗ୍ରାମର ରେ ଧୁମ୍ ଧାମରେ ଅଷ୍ଟପ୍ରହରୀ ଯଜ୍ଞ ସମାପନ ହୋଇଯାଇଛି। ଏହି ଅବସରରେ ଶ୍ରଦ୍ଧାଳୁ ମାନେ କଳସ ଯାତ୍ରା କରି ନଗର ପରିକ୍ରମା କରିଥିଲେ। ଚଳିତ ମାଘ ମାସ ଶୁକ୍ଳ ପକ୍ଷ ତ୍ରଦଶୀତା ଠାରୁ ମାଘ ଶୁକ୍ଳ ଚତୁ୍ଦ୍ଦଶୀ ପର୍ଯ୍ୟନ୍ତ ପଣ୍ତିତ ଶ୍ରୀ ଦଣ୍ଡପାଣି ତ୍ରିପାଠୀ ଓ ପୁଅ ସୋମୀୟ ରଞ୍ଜନ ତ୍ରିପାଠୀ ଙ୍କ ପୌରହିତ୍ୟ ରେ ସୋମବାର ଦିନ ସକାଳ ୧୦ ଘ ସମୟ… Continue reading ପୋଇଗୁଡ଼ା ରେ ଅଷ୍ଟପ୍ରହର ନାମ ଯଜ୍ଞ ଉଦଯାପନ

ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ

ଦାରିଙ୍ଗବାଡି ତା:୧୩/୨ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ର ବ୍ରାହ୍ମଣୀଗାଁ ଠାରେ ବିକଶିତ ଗାଁ ବିକଶିତ ଓଡ଼ିଶା ,ସମୃଦ୍ଧ ଓଡ଼ିଶା ର ନୂତନ ପରିଭାଷା କାର୍ଯ୍ୟକ୍ରମ ସରପଞ୍ଚ ସଂଯୁକ୍ତା ମଳିକଙ୍କ ନେତୃତ୍ବ ରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ ପ୍ରଧାନୀ, ଏଡିଓ ନିଥନୀୟଲ ଚାଲାନସେଠ୍, ୱାର୍ଡ଼ ସଭ୍ୟ ସଭ୍ୟା ଏବଂ ଜନ ସାଧାରଣ ଏହି ବୈଠକରେ ଉପସ୍ଥିତ ଥିଲେ। ଉକ୍ତ ବୈଠକରେ ସରକାରଙ୍କ ୫ ବର୍ଷ ମଧ୍ୟରେ ପଞ୍ଚାୟତର ଥିବା ବିଭିନ୍ନ ଉନ୍ନୟନ… Continue reading ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ

ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀ ଆତଙ୍କ

ଦାରିଙ୍ଗବାଡି ) ତା : ୧୨/୨: ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀ ଆତଙ୍କ ଦେଖିବାକୁ ମିଳିଛି।କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ବ୍ରାହ୍ମଣୀଗାଁ ବନାଞ୍ଚଳ ଅନ୍ତର୍ଗତ ତାମଙ୍ଗି , ହାତିମୁଣ୍ଡା, ବୁଜୁଲି ଆଦି ଗ୍ରାମର ବିଲ ଗୁଡ଼ିକ ରେ ହାତୀ ପାଦ ଚିହ୍ନ ଦେଖିବାକୁ ମିଳିଛି । ପ୍ରକାଶ ଯେ, ଖାଦ୍ୟ ଅନେଷଣ ପାଇଁ ହାତୀ ପଲ ରୁ ଅଲଗା ହୋଇ ଆସିଥିବ ବୋଲି ଆଶଙ୍କା କରାଯାଉଛି। ରାତିରେ ହାତୀ ଜନବସତି ମୁହାଁ ହେଉଥିବା ଲୋକେ ଦେଖିବାକୁ ପାଇଥିଲେ।… Continue reading ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀ ଆତଙ୍କ

ଖମାର ହଳଦୀ ଭାଟି ଛକ ଠାରେ ମର୍ମନ୍ତୁକ ଦୁର୍ଘଟଣା।  

ଧର୍ମଗଡ ୧୪/୨/( ଜନ୍ମେଜୟ ନାଏକ ଙ୍କ ରିପୋର୍ଟ) ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଖମାରହଳଦୀ ଗ୍ରାମ ପଞ୍ଚାୟତ ନିକଟସ୍ଥ ଭାଟି ଛକ ଠାରେ ଜଣେ ବାଇକ ଆରୋହୀ ଟ୍ରକ୍ ସାଙ୍ଗରେ ପିଟି ହୋଇଥିବା ଦେଖିବାକୁ ମିଳିଛି। ପ୍ରକାଶ ଥାଉକୁ ବିଜୁ ଏକ୍ସପ୍ରେସ ୱେ ଦେଇ ଖାମାର ହଳଦୀ ଗ୍ରାମ ପଞ୍ଚାୟତ ଘୋଟିଆ ଗ୍ରାମର ଥବିର ନାଏକ ପିତା ବାମଦେବ ନାଏକ ନିଜ ପନିପରିବା ବିକ୍ରି କରିବା ପାଇଁ ଧର୍ମଗଡ  ଅଭିମୁଖେ ଯାଉଥିବା ସମୟରେ ଧର୍ମଗଡ ପଟୁ ଆସୁଥିବା ଏକ… Continue reading ଖମାର ହଳଦୀ ଭାଟି ଛକ ଠାରେ ମର୍ମନ୍ତୁକ ଦୁର୍ଘଟଣା।  

ସ୍ଥାୟୀ ନିଯୁକ୍ତି ଦାବୀ ରେ ଗାଁ ସାଥି ମେଟ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ଜିଲ୍ଲା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା।

କଳାହାଣ୍ଡି, ୧୩|୨(ପ୍ୟାରିଲାଲ ଦୁର୍ଗା): ଓଡିଶା ସରକାରଙ୍କ ପଞ୍ଚାୟତରାଜ ବିଭାଗରେ ୨୦୦୮ ମସିହା ଠାରୁ ମନେରେଗା କାର୍ଯ୍ୟକରୁଥିବା ଗାଁ ସାଥି ମାନଙ୍କୁ ସ୍ଥାୟୀ ନିଯୁକ୍ତି ଓ ମାସିକ ପ୍ରୋତ୍ସାହନ ଦାବୀରେ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ କଳାହାଣ୍ଡି ଗାଁ ସାଥି ସଂଘ ତରଫରୁ ଧାରଣା ସହିତ ଛଅ ଦଫା ଦାବିପତ୍ର ଉପଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଙ୍କୁ ଦିଆଯାଇଛି। କଳାହାଣ୍ଡି ଜିଲ୍ଲା ଗାଁ ସାଥି କ୍ରିୟାନୁଷ୍ଠାନ କମିଟି ସଭାପତି ଶ୍ରୀଅଭିମନ୍ୟୁ ବେଶ୍ରାଙ୍କ ନେତୃତ୍ୱରେ ମାଁ ମାଣିକେଶ୍ବରୀ ମନ୍ଦିର ଠାରୁ ଶତାଧିକ… Continue reading ସ୍ଥାୟୀ ନିଯୁକ୍ତି ଦାବୀ ରେ ଗାଁ ସାଥି ମେଟ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ଜିଲ୍ଲା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା।

ସ୍ଥାୟୀ ନିଯୁକ୍ତି ଦାବୀ ରେ ଗାଁ ସାଥି ମେଟ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ଜିଲ୍ଲା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଭବାନୀପାଟଣା, ୧୩/୦୨ (ଜଗନ୍ନାଥ ନାଏକ) : ଓଡିଶା ସରକାରଙ୍କ ପଞ୍ଚାୟତରାଜ ବିଭାଗରେ ୨୦୦୮ ମସିହା ଠାରୁ ମନେରେଗା କାର୍ଯ୍ୟକରୁଥିବା ଗାଁ ସାଥି ମାନଙ୍କୁ ସ୍ଥାୟୀ ନିଯୁକ୍ତି ଓ ମାସିକ ପ୍ରୋତ୍ସାହନ ଦାବୀରେ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ କଳାହାଣ୍ଡି ଗାଁ ସାଥି ସଂଘ ତରଫରୁ ଧାରଣା ସହିତ ଛଅ ଦଫା ଦାବିପତ୍ର ଉପଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଙ୍କୁ ଦିଆଯାଇଛି।କଳାହାଣ୍ଡି ଜିଲ୍ଲା ଗାଁ ସାଥି କ୍ରିୟାନୁଷ୍ଠାନ କମିଟି ସଭାପତି ଶ୍ରୀଅଭିମନ୍ୟୁ ବେଶ୍ରାଙ୍କ ନେତୃତ୍ୱରେ ମାଁ ମାଣିକେଶ୍ବରୀ ମନ୍ଦିର ଠାରୁ… Continue reading ସ୍ଥାୟୀ ନିଯୁକ୍ତି ଦାବୀ ରେ ଗାଁ ସାଥି ମେଟ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ଜିଲ୍ଲା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ବିପୁଳ ପରିମାଣରେ ଦେଶୀ, ବିଦେଶୀ ମଦ ସହ ବାଣ ଜବତ, ୩ ଗିରଫ

ବାଲିଅନ୍ତା : ବାଲିଅନ୍ତା ଥାନା ପୁଲିସ ୫୨/୨୫ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ସମ୍ପୃକ୍ତ ଥିବା ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।ସୂଚନାଯୋଗ୍ୟ ଯେ, କିଛି ଦିନ ହେବ ବାଲିଅନ୍ତା ଥାନା ପୁଲିସ ଆକ୍ସନ ମୁଡରେ ଥିବାବେଳେ ମଙ୍ଗଳବାର ଥାନାଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ସମ୍ପୃକ୍ତ ଥାନାର ଏକ ପେଟ୍ରୋଲିଂ ଟିମ ନିଜ ପରିସୀମା ଅଞ୍ଚଳ ମଧ୍ୟରେ ପେଟ୍ରୋଲିଂ କରୁଥିବା ବେଳେ, ତିନି ଅଭିଯୁକ୍ତ ତାଳଗଡାସ୍ଥ ଦିବ୍ୟଲୋକ ଆନେକ୍ସ ଡୁପ୍ଳେକ୍ସ ସମୁଖରେ ବେଆଇନ ଭାବେ… Continue reading ବିପୁଳ ପରିମାଣରେ ଦେଶୀ, ବିଦେଶୀ ମଦ ସହ ବାଣ ଜବତ, ୩ ଗିରଫ

ଇଟିଆଇ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

କଳାହାଣ୍ଡି, ୧୨|୨(ପ୍ୟାରିଲାଲ ଦୁର୍ଗା): କଳାହାଣ୍ଡି ଜିଲ୍ଲା ଧର୍ମଗଡ ସ୍ଥିତ ସରକାରୀ ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ସ୍କୁଲ ର ଅଧ୍ୟକ୍ଷ ଈଶ୍ୱର ଚନ୍ଦ୍ର ବେହେରା ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମ ରେ ଧର୍ମଗଡ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ପଙ୍କଜିନୀ ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତୀଥି ଭାବରେ ଧର୍ମଗଡ ନୋଡାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ଜୟନ୍ତ… Continue reading ଇଟିଆଇ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଘୁମୁରାର ତାଳେ ତାଳେ ଦୁଲୁକିବ ମା ଲଙ୍କେଶ୍ବରୀ ମଞ୍ଚ

ଜୁନାଗଡ଼ ମହୋତ୍ସବକୁ ନେଇ ଜନମାନସ ଉତ୍ସାହିତ କଳାହାଣ୍ଡି୧୨/୦୨(ପ୍ୟାରିଲାଲ ଦୁର୍ଗା): ଐତିହାସିକ ସହର ଜୁନାଗଡ଼।କଳାହାଣ୍ଡି ଗଡଜାତ ଶାସନର ପୁର୍ବତନ ରାଜଧାନୀ ଜୁନାଗଡ଼, ହଜାରେ ବର୍ଷ ପୁରୁଣା ସହର।ମନ୍ଦିର ମାଳିନୀ ଏହି ସହରର ଅନେକ କିମ୍ବଦନ୍ତୀ ଐତିହାସିକ ଖୋରଙ୍କର ସମୃଦ୍ଧ ପେଣ୍ଠସ୍ଥଳୀ ।ଏହି ସହରର ଅଧିଷ୍ଠାତ୍ରୀଦେବୀ ଲଙ୍କେଶ୍ବରୀଙ୍କ ମନ୍ଦିର ସହିତ ସହରରେ ଐତିହାସିକ ଦଧିବାମନ ମନ୍ଦିର, ପୋଡା ମହାଦେବ, ମା’କନକଦୁର୍ଗା, ସୋମେଶ୍ବର ମହାଦେବ, ଠାକୁରାଣୀ ମନ୍ଦିର, ଭୈରବ ପୀଠ, ଗାୟତ୍ରୀ ମନ୍ଦିର, ସାଇ ମନ୍ଦିର, ହନୁମାନ ମନ୍ଦିର, ରାଧାକୃଷ୍ଣ ମନ୍ଦିର,… Continue reading ଘୁମୁରାର ତାଳେ ତାଳେ ଦୁଲୁକିବ ମା ଲଙ୍କେଶ୍ବରୀ ମଞ୍ଚ

You cannot copy content of this page