ରାଇକିଆ,12/2: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ମ୍ଳାହୁପାଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ନିପୂଣ ଓଡ଼ିଶାର ସ୍ୱତନ୍ତ୍ର ବ୍ଲକ ସ୍ତରୀୟ ନିପୁଣ ଓଡିଶା ମେଳା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଷ୍ଟୀ ଶିକ୍ଷା ଧି କାରି ହାଡୁବନ୍ଧୁ ବେହେରା ସଭାପତିତ୍ବ କରିଥଲେ। ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ l ଅତିଥି ଭାବେ ଏବିଓ ସୀମାଦ୍ରୀ କଂହର, ସାରଥୀ କଂହର ଯୋଗ ଦେଇଥିଲେ l ମୋ ସ୍କୁଲ… Continue reading ବ୍ଲକ ସ୍ତରୀୟ ନିପୂଣ ଓଡ଼ିଶା’ ମେଳା କାର୍ଯ୍ୟକ୍ରମ
ବ୍ଲକ ସ୍ତରୀୟ ନିପୂଣ ଓଡ଼ିଶା’ ମେଳା କାର୍ଯ୍ୟକ୍ରମ