ଦାରିଙ୍ଗବାଡ଼ି,୯।୨: କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ପୋଲିସ କୁ ମିଳିଛି ଏକ ବଡ଼ ସଫଳତା , ୨୮୦ କିଲୋ ଗଞ୍ଜେଇ ସହ ଗୋଟିଏ ମିନିଟ୍ରକକୁ ଜବତ କରିବାରେ ସକ୍ଷମ ହୋଇଥିବା ବେଳେ ସମ୍ପୃକ୍ତ ଆସାମୀ ଫେରାର ଥିବା ଜଣା ପଡ଼ିଛି।ସୂଚନାନୁଯାୟୀ, କୌଣସି ବିଶ୍ଵସ୍ତ ସୂତ୍ର ରୁ ଖବର ପାଇ ଶନିବାର ଦିନ ବ୍ରାହ୍ମଣୀଗାଁ ଥାନା ପୋଲିସ ପକ୍ଷରୁ ଉକ୍ତ ଥାନା ଅଞ୍ଚଳର ଉଲିପଦର ଗାଁ ଶେଷ ମୁଣ୍ଡରେ ଚଢ଼ାଉ କରିଥିଲା। ହେଲେ ଗଞ୍ଜେଇ ଚାଲାଣକାରୀ ସେଠାରୁ ଚମ୍ପଟ ମାରିବାରେ… Continue reading ବ୍ରାହ୍ମଣୀଗାଁ ପୋଲିସ ର ବଡ ସଫଳତା: ୨୮୦ କିଲୋ ଗଞ୍ଜେଇ ସହ ମିନି ଟ୍ରକ ଜବତ
ବ୍ରାହ୍ମଣୀଗାଁ ପୋଲିସ ର ବଡ ସଫଳତା: ୨୮୦ କିଲୋ ଗଞ୍ଜେଇ ସହ ମିନି ଟ୍ରକ ଜବତ