ବାରୋକୋଷ ମହୋତ୍ସବ ଆଦିବାସୀ ନୃତ୍ୟ ସଂଗୀତ ରେ ମଞ୍ଚଦୁଲୁକିଲା

ବାଲିଗୁଡା: କନ୍ଧମାଳ ଜ଼ିଲ୍ଲା ଚକାପାଦ ସ୍ଥିତ ବିରୁପାକ୍ଷ ମନ୍ଦିର ପ୍ରାଙ୍ଗଣରେ ବାରକୋଷ ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ବାରକୋଷ ମହୋତ୍ସବ ର ଦ୍ଵିତୀୟ ସନ୍ଧ୍ୟାରେ ବାଲିଗୁଡା ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କନ୍ଧମାଳ କଳା ବିକାଶ କେନ୍ଦ୍ରର କଳାକାରଙ୍କ ପ୍ରସ୍ତୁତି ” ବାଦୁ ବାଦୁଲା ରାଧା କୁଞ୍ଜବନ ତାନି ସାନା ” ଓ ପାରମ୍ପରିକ ଆଦିବାସୀ ନୃତ୍ୟ ସଂଗୀତ ରେ ଝୁମିଲେ ଦର୍ଶକ l କନ୍ଧମାଳ ର ସଂସ୍କୃତି, ପରମ୍ପରା, ସାମାଜିକ ଚଳଣି ଉପରେ ପର୍ଯ୍ୟବେସିତ ଏହି… Continue reading ବାରୋକୋଷ ମହୋତ୍ସବ ଆଦିବାସୀ ନୃତ୍ୟ ସଂଗୀତ ରେ ମଞ୍ଚଦୁଲୁକିଲା

ଦିତୀୟ ନାଗପୁର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ଫାଇନାଲରେ ଏସ୍ .ଏସ୍. ସାନ ଏକାଦଶ

ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଧୀନ ନାଗପୁର ସ୍ଥିତ ଶାଗୁଆ ଖେଳ ପଡ଼ିଆରେ ନାଗପୁର କ୍ରିକେଟ୍ କ୍ଲବ୍ ଦ୍ଵାରା ଦିତୀୟ ବାର୍ଷିକ ଅଲ୍ ଓଡିଶା ନାଗପୁର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଫାଇନାଲକୁ ପ୍ରବେଶ କରିଛି ଏସ. ଏସ. ସାନ ଏକାଦଶ l ଆଜି ଅଭୟ ଫାଇଟର ଓ ହିରତିକ ଏକଦଶ ସହ ଦ୍ଵିତୀୟ କ୍ୱାର୍ଟର ମ୍ୟାଚ ଖେଳାଯିବାକୁ ଥିଲା l ମାତ୍ର ହିରତିକ ଏକାଦଶ ନିର୍ଦ୍ଧାରିତ ସମୟରେ ପହଞ୍ଚି ପାରିନଥିଲେ l ଫଳରେ ଅଭୟ ଫାଇଟରକୁ ସିଧାସଳଖ ସେମିଫାଇନାଲକୁ ଉତ୍ତୀର୍ଣ୍ଣ… Continue reading ଦିତୀୟ ନାଗପୁର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ଫାଇନାଲରେ ଏସ୍ .ଏସ୍. ସାନ ଏକାଦଶ

Untitled

ବାଲିଅନ୍ତା: ଆଜି ବାଲିଅନ୍ତା ବ୍ଲକ୍ ଅନ୍ତର୍ଗତ ଭିଙ୍ଗାରପୁର ପଞ୍ଚାୟତ ରେ ଥିବା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ୨୦୨୫ – ୨୬ ୯ମ ବାର୍ଷିକ ଉତ୍ସବ ଆଡ଼ମ୍ବରରେ ପାଳିତ ହୋଇଯାଇଛି। ଏଥିରେ ବିଦ୍ୟାମନ୍ଦିର ର ସଭାପତି ଚୌଧୁରୀ ପ୍ରସନ୍ନ କୁମାର ଦାଶଙ୍କ ପୌରହିତ୍ୟରେ ଅନୁଷ୍ଟିତ ବୈଠକରେ ମୁଖ୍ୟ ଅତିଥି ରୂପେ ବିଶିଷ୍ଟ ଶିକ୍ଷାବିତ ଓ ସମାଜସେବୀ ଶ୍ରୀଯୁକ୍ତ ବିଷ୍ଣୁ ଚରଣ ସାହୁ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ମୁଖ୍ୟବକ୍ତା ଭାବେ ସ୍ବଦେଶୀ ଜାଗରଣ ମଞ୍ଚ ର ପ୍ରାନ୍ତ ସଂଯୋଜକ… Continue reading Untitled

ବାଲିପୋଖରି ଜଙ୍ଗଲର ପୁନରୁଦ୍ଧାର

ବାଲିଅନ୍ତା: ବାଲିଅନ୍ତା ବ୍ଲକ୍ ଅନ୍ତର୍ଗତ ଯଶୁଆପୁର ଗ୍ରାମର ବାଲିପୋଖରି ନିକଟରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶା ସରକାରଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଜଙ୍ଗଲର କିଛି ପରିମାଣ ଗଛ ନଷ୍ଟ ହୋଇଯାଉଥିଲା । ସେହି ନଷ୍ଟ ହୋଇଯାଇଥିବା ଗଛକୁ ପୁନଃ ରୋପଣ କରିବା, ପରିବେଶ ସୁରକ୍ଷାର ସଚେତନ ବାର୍ତ୍ତା ଦେବା ନେଇ ବାଲିଅନ୍ତା ବ୍ଲକ ଅଞ୍ଚଳର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଯଶୁଆପୁର ବିକାଶ ପରିଷଦ ପକ୍ଷରୁ ପ୍ରତିଷ୍ଠାତା ରଞ୍ଜନ କୁମାର ମହାପାତ୍ରଙ୍କ ନେତୃତ୍ବରେ ଜଙ୍ଗଲରେ… Continue reading ବାଲିପୋଖରି ଜଙ୍ଗଲର ପୁନରୁଦ୍ଧାର

ଅବ୍ୟବସ୍ଥା ଘେରରେ ଲିଲିଂପଦର ଗ୍ରାମ, ଆନୁଷଙ୍ଗିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ !

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଶଗଡା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଲିଲିଂପଦର ଗ୍ରାମବାସୀ ସରକାରଙ୍କ ଜନହିତକର ସୁବିଧାରୁ ବଞ୍ଚିତ ହୋଇ ରହିଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଗ୍ରାମବାସୀ ଶିକ୍ଷା, ସ୍ଵାସ୍ଥ୍ୟ, ପାନୀୟ ଜଳ, ଗମନାଗମନ ତଥା ଭବିଷ୍ୟତର ନାଗରିକ କୁହାଯାଉଥିବା କୋମଳମତି ଶିଶୁଙ୍କ ଶାରୀରିକ ଓ ମାନସିକ ବିକାଶ ପାଇଁ ଉଦ୍ଦିଷ୍ଟ ଅଙ୍ଗନୱାଡ଼ି କେନ୍ଦ୍ର ଭଳି ଅତ୍ୟାବଶ୍ୟକୀୟ ସୁବିଧା ପର୍ଯ୍ୟାପ୍ତ ନୁହେଁ ବୋଲି ଗ୍ରାମବାସୀଙ୍କ ଅଭିଯୋଗ । ଏଠାରେ ଥିବା ଉଚ୍ଚ ପ୍ରାଥମିକ… Continue reading ଅବ୍ୟବସ୍ଥା ଘେରରେ ଲିଲିଂପଦର ଗ୍ରାମ, ଆନୁଷଙ୍ଗିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ !

କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ ଗୋପାଳପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ଖମାରପଦର କ୍ଲଷ୍ଟର ଦ୍ଵାରା ବେନ୍ଦାଝୋଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଫେବୃୟାରୀ ୭ ତାରିଖ ଦିନ “ନିପୂଣ ଓଡିଶା ମେଳା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି ଖମାରପଦର ସିଆରସିସି ସୁନାଧର ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ୧୨ଟି ବିଦ୍ୟାଳୟର ଶିକ୍ଷକ ମାନେ ଯୋଗ ଦେଇଥିଲେ। ଏଥିରେ ପ୍ରତି ବିଦ୍ୟାଳୟର ପ୍ରଥମ ଶ୍ରେଣୀରୁ ତୃତୀୟ ଶ୍ରେଣୀ… Continue reading କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ

ବାଲିପାଟଣା ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ମୋତିଆ ବିନ୍ଦୁ ଚିହ୍ନଟ ଶିବିର

ବାଲିପାଟଣା: ଆଜି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ବିଶ୍ୱନାଥ ଉପ କେନ୍ଦ୍ର ଠାରେ ମୋତିଆ ବିନ୍ଦୁ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ମୋତିଆ ବିନ୍ଦୁ ପରୀକ୍ଷା ଚିହ୍ନଟ ଶିବିରରେ ୨୩ଜଣଙ୍କ ଆଖି ପରୀକ୍ଷା କରାଯାଇଥିବା ଜଣାପଡିଛି । ସେଥିମଧ୍ୟରୁ ୧୧ ଜଣଙ୍କ ମୋତିଆ ବିନ୍ଦୁ ଚିହ୍ନଟ କରିବା ପରେ ସେମାନଙ୍କୁ ଆଡଭାନସ ଆଖି ହସ୍ପିଟାଲକୁ ପଠାଯାଇଥିବା ଜଣାପଡିଛି। ଅନ୍ୟମାନଙ୍କୁ ଆବଶ୍ୟକୀୟ ଔଷଧ ବଣ୍ଟନ କରାଯାଇଛି। ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚକ୍ଷୁ ଚିକିତ୍ସା ଅଧିକାରୀ… Continue reading ବାଲିପାଟଣା ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ମୋତିଆ ବିନ୍ଦୁ ଚିହ୍ନଟ ଶିବିର

ଟିପଗୁଡାରେ ନୂତନ ବ୍ଲକ ସ୍ଥାପନ ପାଇଁ ବାବା ପାରଦେଶ୍ୱର ମନ୍ଦିରରେ ପୂଜା କଲେ ମହିଳା

ଧର୍ମଗଡ଼,୪/୨(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବଡ଼ ପହିଲପାର ଅଞ୍ଚଳର କେନ୍ଦ୍ରସ୍ଥଳ ଟିପିଗୁଡା ଠାରେ ନୂତନ ବ୍ଲକ ସ୍ଥାପନ ପାଇଁ ଦାବୀ ଜୋର ଧରୁଥିବାବେଳେ ଟିପିଗୁଡା ଗ୍ରାମର ମହିଳା ମାନେ ବାବା ପାରଦେଶ୍ୱରଙ୍କ ସରଣାପନ୍ନ ହୋଇଛନ୍ତି l ଟିପିଗୁଡା ପଞ୍ଚାୟତର ନାଏବ ସରପଞ୍ଚ ଶ୍ରୀମତୀ ହେମକାନ୍ତି ନାଏକଙ୍କ ସହିତ ଏକାଧିକ ମହିଳା ଧର୍ମଗଡ଼ ସ୍ଥିତ ବାବା ପାରଦେଶ୍ୱର ଠାରେ ଆସି ପୂଜାର୍ଚନା କରିଥିବା ଦେଖିବାକୁ ମିଳିଛି l ଧର୍ମଗଡ଼ ବ୍ଲକ ଟିପିଗୁଡାକୁ ନୂତନ… Continue reading ଟିପଗୁଡାରେ ନୂତନ ବ୍ଲକ ସ୍ଥାପନ ପାଇଁ ବାବା ପାରଦେଶ୍ୱର ମନ୍ଦିରରେ ପୂଜା କଲେ ମହିଳା

୧୩ ରେ ଅଷ୍ଟମ ଯଶୁଆପୁର ମହୋତ୍ସବ

ବାଲିଅନ୍ତା, ୫|୨ : କଳା ସଂସ୍କୃତିର ରାଜ୍ୟ ହେଉଛି ଓଡ଼ିଶା । ତନ୍ମଧ୍ୟରୁ ରାଜଧାନୀ ମନ୍ଦିର ମାଳିନୀ ଭୁବନେଶ୍ୱର ନିକଟସ୍ଥ କୂଆଖାଇ ନଦୀ କୂଳରେ ତଥା ବାଲିଅନ୍ତା ବ୍ଲକ ଅଧିନସ୍ଥ ବିଶ୍ଵ ପ୍ରସିଦ୍ଧ ତନ୍ତ୍ରପୀଠ ଚଉଷଠି ଯୋଗିନୀ ନିକଟରେ ଥିବା ଏକ ଛୋଟିଆ ଗାଁ ଯଶୁଆପୁରରେ ଆସନ୍ତା ୧୩ ତାରିଖରେ ଅନୁଷ୍ଠିତ ହେବ ଅଷ୍ଟମ ଯାଶୁଆପୁର ମହୋତ୍ସବ l ୧୩ ଓ ୧୪ ତାରିଖ ଦୁଇ ଦିନ ଧରି ହେବାକୁ ଥିବା ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ… Continue reading ୧୩ ରେ ଅଷ୍ଟମ ଯଶୁଆପୁର ମହୋତ୍ସବ

ନାଗପୁର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ; ପ୍ରଥମ କ୍ୱାଟର ଫାଇନାଲ ଡିସିସି ସନ୍ତପୁର ବିଜୟୀ

Nagpur Cricket Tournament. DCC Santapur wins first quarter final1.

ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଧୀନ ନାଗପୁର ସ୍ଥିତ ଶାଗୁଆ ଖେଳ ପଡ଼ିଆରେ ନାଗପୁର କ୍ରିକେଟ୍ କ୍ଲବ୍ ଦ୍ଵାରା ଦିତୀୟ ବର୍ଷିକ ଅଲ୍ ଓଡିଶା ନାଗପୁର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ୪ର୍ଥ ଦିନରେ ମୁଖ୍ୟଅତିଥି twin City କମିଶନର ସୁରେଶ ଦେବଦେତ ସିଂ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥିଭାବେ ଏନ୍,ସି ,ସି ର ଉପଦ୍ଦେଷ୍ଟା ଚକ୍ରଧର ନାୟକ,ଯୁବ ସାମ୍ବାଦିକ ଜିତେନ୍ଦ୍ର ସାହୁ, ସମସ୍ତ ଓଡିଶା ଓକିଲ ସଂଘର କାର୍ଯ୍ୟନିର୍ବାହୀ ସମ୍ପାଦକ ରଞ୍ଜିତ କୁମାର ମହାରଣା, ସମାଜ ସେବୀ ରବୀନ୍ଦ୍ର… Continue reading ନାଗପୁର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ; ପ୍ରଥମ କ୍ୱାଟର ଫାଇନାଲ ଡିସିସି ସନ୍ତପୁର ବିଜୟୀ

You cannot copy content of this page