ବ୍ରାହ୍ମଣୀଗାଁ ରେ ମା’ ଲୁର୍ଦ୍ଧ୍ ମେରୀଙ୍କ ପର୍ବ ପାଳିତ

ଦାରିଙ୍ଗବାଡି, ୧୧/୨: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ସ୍ଥିତ କାଥଲିକ୍ ମଣ୍ଡଳୀ ପକ୍ଷରୁ ମା ‘ ଲୁର୍ଦ୍ଧ୍ ମେରୀ ଙ୍କ ପର୍ବ ମହା ଆଡ଼ମ୍ବର ସହକାରେ ପାଳନ କରାଯାଇଛି । ଏହି ଅବସରରେ ସ୍ଥାନୀୟ ମା’ ମେରୀଙ୍କ ପୀଠରେ ମିଳିତ ଦିବ୍ୟ ଯଜ୍ଞର ଆୟୋଜନ କରାଯାଇ ଥିଲା ଏଥିରେ ମୁଖ୍ୟ ଅତିଥି ଭାବେ କଟକ ଭୁବନେଶ୍ବର ଆର୍ଚ୍ଚ ଡାଇ ସେସ ର କୁଳାଧିପତି ଯାଯକ ଦିବ୍ୟସିଂହ ପରିଚ୍ଛା ଯୋଗଦେଇ ମୁଖ୍ୟ ପୌରହିତ୍ୟ କରିଥିବାବେଳେ ଭିକାର୍… Continue reading ବ୍ରାହ୍ମଣୀଗାଁ ରେ ମା’ ଲୁର୍ଦ୍ଧ୍ ମେରୀଙ୍କ ପର୍ବ ପାଳିତ

ଫୁଲବାଣୀ କେରେଡି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ୨୦୨୪- ୨୫ ପାଳିତ

ଫୁଲବାଣୀ, ୧୧/୨: କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ କେରେଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ତା ୧୦/୨/୨୦୨୫ ରିଖ ସୋମବାର ଦିନ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ତାରାପ୍ରସାଦ ମିଶ୍ର ଙ୍କର ସଭାପିତିତ୍ୱ ରେ 2024-25 ଶିକ୍ଷାବର୍ଷ ବାର୍ଷିକତ୍ସବ ଖୁବ ଆଡମ୍ବରରେ ଅନୁଷ୍ଠିତ ହୋଇଥିଲା । ପ୍ରଧାନ ଶିକ୍ଷକ ଶ୍ରୀ ମିଶ୍ର ଆୟୋଜିତ ବାର୍ଷିକ ଉତ୍ସବର ସଭାପତିତ୍ୱ କରିଥିବା ବେଳେ ବାର୍ଷିକ ବିବରଣୀ ପାଠ ମଧ୍ୟ କରିଥିଲେ। ଉତ୍ସବ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଫୁଲବାଣୀ… Continue reading ଫୁଲବାଣୀ କେରେଡି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ୨୦୨୪- ୨୫ ପାଳିତ

ନାଗପୁର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ; ଏସ.ଏସ. ସାନ ଏକାଦଶ ଚାମ୍ପିୟାନ

ବାଲିଅନ୍ତା : ବାଲିଅନ୍ତା ବ୍ଲକ ଅଧୀନ ନାଗପୁର ସ୍ଥିତ ଶାଗୁଆ ଖେଳ ପଡ଼ିଆରେ ନାଗପୁର କ୍ରିକେଟ୍ କ୍ଲବ୍ ଦ୍ଵାରା ଦିତୀୟ ବାର୍ଷିକ ଅଲ୍ ଓଡିଶା ନାଗପୁର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଉଦଯାପନ ହୋଇଯାଇଛି l ଏହି ଅବସରରେ ଏସ.ଏସ. ସାନ ଏକାଦଶ ଓ ନୋ କମ୍ପ୍ରମାଇଜ୍ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଥିଲା l ଏସ.ଏସ. ସାନ ଏକାଦଶ ଟସ ଜିତି ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୬ ୱିକେଟ ହରାଇ ୧୪୬ ରନ କରିଥିଲା l… Continue reading ନାଗପୁର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ; ଏସ.ଏସ. ସାନ ଏକାଦଶ ଚାମ୍ପିୟାନ

ବ୍ରାହ୍ମଣୀଗାଁ ରେ ଏ ବି ପି ସିମେଣ୍ଟ ଇଟା ଫ୍ୟାକ୍ଟ୍ରି ର ଶୁଭାରମ୍ଭ

ଦାରିଙ୍ଗବାଡି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ରେ ପ୍ରଥମ ଥର ପାଇଁ ଏ ବି ପି ସିମେଣ୍ଟ ର ଇଟା ଫ୍ୟାକ୍ଟ୍ରି ଶୁଭାରମ୍ଭ ହୋଇଛି। ଭାରତୀୟ ସେନା ରୁ ଅବସର ଗ୍ରହଣ କରିବା ପରେ ଅଞ୍ଚଳ ରେ ଆବଶ୍ୟକତା କୁ ଅନୁଭବ କରି କିଛି ରୋଜଗାର ସୃଷ୍ଠି କରିବା ଲକ୍ଷ୍ୟରେ ଅବସରପ୍ରାପ୍ତ ଭାରତୀୟ ସେନା କର୍ମଚାରୀ ଶ୍ରୀ ବୁଲୁ ନାୟକ ଏହି ପଦକ୍ଷେପ ଗ୍ରହଣ କରିଥିବା କହିଛନ୍ତି ।ଏହି ଅବସରରେ ମୁଖ୍ୟ… Continue reading ବ୍ରାହ୍ମଣୀଗାଁ ରେ ଏ ବି ପି ସିମେଣ୍ଟ ଇଟା ଫ୍ୟାକ୍ଟ୍ରି ର ଶୁଭାରମ୍ଭ

ଫୁଲବାଣୀ ତ୍ରିଦେବ ନଗର ବସ୍ତିର ମାଁ ବ୍ରାହ୍ମଣୀଦେବୀ ଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଫୁଲବାଣୀ: ଯୌର ପରିଷଦ ଓ୍ୱାଡ ନମ୍ବର ଏଗାର ତ୍ରିଦେବ ନଗର ବସ୍ତିର ମାଁ ବ୍ରାହ୍ମଣୀଦେବୀ ଙ୍କ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମାଁ ବ୍ରାହ୍ମଣୀଦେବୀଙ୍କ ବରିଷ୍ଠ ପୂଜକ ଦିଲ୍ଲୀପ କୁମାର ଦଳବେହେରାଙ୍କ ନିର୍ଦ୍ଦେଶ ପ୍ରକାରେ ସମସ୍ତ ପୂଜା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାର ବରିଷ୍ଠ ବିଜେପି ନେତା ତଥା ଆଇନଜୀବି ଭଗବାନ ମହାନ୍ତି ମୂଖ୍ଯ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ଅନ୍ୟତମ ଅତିଥି ଭାବେ ଆଇନଜୀବି ଅଜିତ କୁମାର ପଟ୍ଟନାୟକ,… Continue reading ଫୁଲବାଣୀ ତ୍ରିଦେବ ନଗର ବସ୍ତିର ମାଁ ବ୍ରାହ୍ମଣୀଦେବୀ ଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବ୍ଲକ୍ ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ

ଫୁଲବାଣୀ : ଶ୍ରୀ ସତ୍ୟ ସାଇ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ୍ ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ ହୋଇଥିଲା l ଏହି ମେଳା ୨୭ତାରିଖ ଯାଏ ୧୩ ଟି କ୍ଳଷ୍ଟର ରୁ ମନୋନୀତ ଏଫ ଏଲ ଏନ ଶିକ୍ଷକ ଶିକ୍ଷୟିତ୍ରୀ ଓ ପଞ୍ଚାୟତ କର୍ମଚାରୀ ଓ ଏ ଯେ ଓ କ୍ଳଷ୍ଟର ରୁ ଅଣାଯାଇଅଛି ୧ମ ରୁ ୩ୟ ଶ୍ରେଣୀ ଯାଏଁ ମନୋନୀତ ଛାତ୍ରଛାତ୍ରୀ ଉପସ୍ଥିତ ଥିବା ସହ ସୁନ୍ଦର ସୁନ୍ଦର ଭାଷା ଓ ସଂଖ୍ୟା… Continue reading ବ୍ଲକ୍ ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ

ଲୁର୍ଦ୍ଧ୍ ମେରୀ ପର୍ବ ପାଇଁ ବ୍ରାହ୍ମଣୀଗାଁ ଉତ୍ସବ ମୁଖର, ଅତିଥି ମାନଙ୍କୁ ଗ୍ରାମ ବାସୀ ଙ୍କ ସ୍ଵାଗତ

ଦାରିଙ୍ଗବାଡି ତା:୧୦/୨ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ କାଥଲିକ ଚର୍ଚ୍ଚ ପକ୍ଷରୁ ମଙ୍ଗଳ ବାର ଦିନ ଲୁର୍ଦ୍ଧ୍ ମେରୀ ମା’ ଙ୍କ ପର୍ବ ମହା ଆଡ଼ମ୍ବର ସହକାରେ ପାଳନ କରାଯିବ, ଏଥି ପାଇଁ ସମସ୍ତ ସାଜ ସଜ୍ଜା ସରି ଯାଇ ଥିବା ବେଳେ ସୋମବାର ଦିନ ଅପରାହ୍ନ ରେ ଗ୍ରାମବାସୀ ଙ୍କ ପକ୍ଷରୁ ଅତିଥି ମାନଙ୍କୁ ଭବ୍ୟ ସ୍ଵାଗତ ଜ୍ଞାପନ କରାଯାଇଛି।ମୁଖ୍ୟ ଅତିଥି ଭାବେ କଟକ ଭୁବନେଶ୍ବର ଧର୍ମ ପ୍ରଦେଶ ର ଭି.… Continue reading ଲୁର୍ଦ୍ଧ୍ ମେରୀ ପର୍ବ ପାଇଁ ବ୍ରାହ୍ମଣୀଗାଁ ଉତ୍ସବ ମୁଖର, ଅତିଥି ମାନଙ୍କୁ ଗ୍ରାମ ବାସୀ ଙ୍କ ସ୍ଵାଗତ

ଗୋଲାମୁଣ୍ଡା ବ୍ଲକ ରେ ଜିଲ୍ଲାପାଳ ଙ୍କ ଜନଶୁଣାଣୀ ଶିବିର ଓ ସମାଧାନ                                                                                   

ଧର୍ମଗଡ ୧୦/୧/(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ)      : ଗୋଲାମୁଣ୍ଡା  ବ୍ଲକ ସମ୍ମିଳନୀ ଗୃହରେ  କଳାହାଣ୍ଡି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦୟାମୟ ପାଢ଼ୀ, ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀଧର ପଣ୍ଡା ତହସିଲଦାର ଚନ୍ଦନ କୁମାର ନାୟକ ଓ ଜିଲ୍ଲା ର ଅନେକ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ  । ତତ୍ ସହିତ ପୋଲିସ ଅଧିକାରୀ ,ସରପଞ୍ଚ,… Continue reading ଗୋଲାମୁଣ୍ଡା ବ୍ଲକ ରେ ଜିଲ୍ଲାପାଳ ଙ୍କ ଜନଶୁଣାଣୀ ଶିବିର ଓ ସମାଧାନ                                                                                   

ଡୋକରି ଚଞ୍ଚରା ଠାରେ ବିଜେପି ପକ୍ଷରୁ ବନ୍ଧୁ ମିଳନ

କୋକସରା:( ଚକ୍ରଧର ବେଶ୍ରା): ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋକସରା ବ୍ଲକ ର କୋକସରା, ମୋଟେର, ଏବଂ ଆମପାଣି ଏହିପରି ୩ ଗୋଟି ମଣ୍ଡଳର ବିଜେପି କାର୍ଯ୍ୟକର୍ତ୍ତା ଙ୍କୁ ନେଇ ରବିବାର ଡୋକରି ଚଞ୍ଚରା ଠାରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଯୁଗଳ କିଶୋର ପୋଡ଼, ଧର୍ମଗତ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ଲକ୍ଷ୍ମୀ କାନ୍ତ ବାଗ, ବିଜୟ ଦେବ ସାହୁ, ଅପରେଶ ସ୍ୱ।ଇଁ , ହିମାଂଶୁ ପଣ୍ଡା,… Continue reading ଡୋକରି ଚଞ୍ଚରା ଠାରେ ବିଜେପି ପକ୍ଷରୁ ବନ୍ଧୁ ମିଳନ

ଫଟୋ ଉଠାଇ ବା ହେଲା କାଲ, ଗୋଡ଼ଖସି ପାଣିରେ ବୁଡି ଗଲେ ଅବିନାଶ

କୋକସରା: (ଚକ୍ରଧର ବେଶ୍ରା): ପ୍ରଶିଦ୍ଧ ପର୍ଯ୍ୟଟନ ସ୍ଥଳୀ ଡୋକରୀ ଚଞ୍ଚରା କୁ ହଜାର ହଜାର ପର୍ଯ୍ୟଟକ ଦୈନନ୍ଦିନ ଆସି ଭରପୁର ମଜା ଳେବା ସହ ବେଶ୍ ଉତ୍ସାହିତ ହୋଇ ଖୁସି ଉପଭୋଗ କରି ନିଜ ନିଜ ଘରକୁ ଖୁସିରେ ଖୁସିରେ ଫେରିଥାନ୍ତି। କିନ୍ତୁ ଅତି ଦୁଃଖର ବିଷୟ ନବରଙ୍ଗପୁର ଜିଲ୍ଲା ଡୁମେର ମୁଣ୍ଡା ଗାଁ ର ଅବିନାଶ ପରଜା ବୟସ ଅନୁମାନିକ ୨୧ଏବଂ ପାପଡା ହାଣ୍ଡି ବ୍ଳକ ଡଙ୍ଗରା ଗ୍ରାମର ଡୁଲେଶ୍ଵର ଭତରା ଉଭୟ ଦୁଇ ସାଙ୍ଗ… Continue reading ଫଟୋ ଉଠାଇ ବା ହେଲା କାଲ, ଗୋଡ଼ଖସି ପାଣିରେ ବୁଡି ଗଲେ ଅବିନାଶ

You cannot copy content of this page