ସରସ୍ଵତୀ ପୂଜା ବିସର୍ଜନ; କୁଆଖାଇରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ

ଭୁବନେଶ୍ୱର: ଦଶମ ପରୀକ୍ଷା ଦେବା ପୂର୍ବରୁ ଚାଲିଗଲା ଦୁଇ ଛାତ୍ରଙ୍କ ଜୀବନ , ଯେଉଁ କୋଚିଙ୍ଗ ସେଣ୍ଟରେ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ଆଜି କୋଚିଙ୍ଗ ସେଣ୍ଟରରେ ହୋଇଥିବା ସରସ୍ଵତୀ ପୂଜା ପରେ ବିସର୍ଜନ ପାଇଁ ଚିର ନିଦ୍ରାରେ ଦୁଇ ମେଧାବୀ ଛାତ୍ର ଆଜି ଏପିରି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅଧୀନ ସତ୍ୟଭାମାପୁର ପଞ୍ଚାୟତ ରଙ୍ଗବଜାର ନିକଟରେ ସରସ୍ବତୀ ମୂର୍ତ୍ତି ବିସର୍ଜନ ବେଳେ କୁଆଖାଇରେ ବୁଡ଼ି ପୁଣି ୨ ଛାତ୍ରଙ୍କ… Continue reading ସରସ୍ଵତୀ ପୂଜା ବିସର୍ଜନ; କୁଆଖାଇରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ

କୋକସରା ଠାରେ ‘ବିକଶିତ ଗାଁ ବିକଶିତ ଓଡ଼ିଶା’ କାର୍ଯ୍ୟକ୍ରମ

କୋକସରା ,(ଚକ୍ରଧର ବେଶ୍ରା): ବିକଶିତ ଗାଁ ବିକଶିତ ଓଡ଼ିଶା’ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ପାନୀୟ ଜଳ ଓ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏହି ଯୋଜନାରେ ଗ୍ରାମୀଣ ଭିତ୍ତିଭୂମି ବିକାଶମୂଳକ ପ୍ରକଳ୍ପ କରାଯିବ। ବ୍ଲକସ୍ତରରେ ବାର୍ଷିକ ଉନ୍ନତିମୂଳକ କାର୍ଯ୍ୟ ପାଇଁ ଯୋଜନା କରାଯିବ l ଏହି କାର୍ଯ୍ୟକ୍ରମ କୁ ନେଇ କୋକସରା ପଞ୍ଚାୟତ ସମିତି ପକ୍ଷରୁ ବ୍ଲକ ପରିସରରେ ବୁଧବାର ‘ବିକଶିତ ଗାଁ ବିକଶିତ ଓଡିଶା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମରେ… Continue reading କୋକସରା ଠାରେ ‘ବିକଶିତ ଗାଁ ବିକଶିତ ଓଡ଼ିଶା’ କାର୍ଯ୍ୟକ୍ରମ

ଟିପିଗୁଡା ବ୍ଲକ ଗଠନ ପାଇଁ ଜିଲ୍ଲାପାଳଙ୍କୁ ଦାବୀପତ୍ର

କଳାହାଣ୍ଡି ,ଧର୍ମଗଡ଼ ୫/୨(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବଡ଼ ପହିଲପାର ଅଞ୍ଚଳର କେନ୍ଦ୍ରସ୍ଥଳ ଟିପିଗୁଡା ଠାରେ ନୂତନ ବ୍ଲକ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଧର୍ମଗଡ଼ ଅତିରିକ୍ତ ଉପଜିଲ୍ଲାପାଳ ଅଜୟ ପ୍ରକାଶ ତୀର୍କୀଙ୍କୁ ଦାବିପତ୍ର ଦିଆଯାଇ ଥିବାବେଳେ ଏ ସମ୍ପର୍କିତ ଦାବିପତ୍ରର ନକଲ ଆଜି କଳାହାଣ୍ଡି ଜିଲ୍ଲପାଳ ଙ୍କ ଅନୁପସ୍ଥିତି ରେ ସହକାରୀ ଜିଲ୍ଲାପାଳ ତନ୍ମୟ ଦରୱାନଙ୍କୁ ପ୍ରଦାନ କରାଯାଇଛି l ଦାବିପତ୍ର ଦେବା ସମୟରେ ଟିପିଗୁଡା ବ୍ଲକ ଗଠନ କ୍ରିୟାନୁଷ୍ଠାନ… Continue reading ଟିପିଗୁଡା ବ୍ଲକ ଗଠନ ପାଇଁ ଜିଲ୍ଲାପାଳଙ୍କୁ ଦାବୀପତ୍ର

ବିକଶିତ ଗାଁ ବିକଶିତ ଓଡ଼ିଶା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଗୋଲାମୁଣ୍ଡା:୫/୨/ (ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): ପଞ୍ଚାୟତରାଜ ପାନୀୟ ଜଳ ବିଭାଗ ଓଡ଼ିଶା ସରକାରଙ୍କ ପକ୍ଷରୁ ମୌଳିକ ଭିତ୍ତିଭୂମିର ବିକାଶ ସହ ଗ୍ରାମୀଣ ଯୋଗା ଯୋଗ ବ୍ୟବସ୍ଥାର ସୁଦୃଢୀ କରଣ ପାଇଁ ଓଡ଼ିଶାରେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଯୋଜନା ହେବ କାର୍ଯ୍ୟକାରୀ, ୫ ହଜାର କୋଟି ଟଙ୍କାର ବ୍ୟୟ ବରାଦ ରେ ଅନେକ ପ୍ରକାର କାର୍ଯ୍ୟ ଗାଁ ଗୁଡିକ ରେ ତ୍ଵରାନିତ ହେବା ପାଇଁ ଆଜି ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ମାନ୍ୟବର ମୋହନ ମାଝୀ ସର୍ବ ସମ୍ମତି… Continue reading ବିକଶିତ ଗାଁ ବିକଶିତ ଓଡ଼ିଶା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଓଡ଼ିଶ ଗ୍ରାମରେ ମା’ ତାରିଣୀଙ୍କ ମାଘମେଳା ଅନୁଷ୍ଠିତ

ଭୂବନ: ଓଡ଼ିଶ ଗ୍ରାମରେ ଧୂମଧାମରେ ପାଳିତ ହୋଇଯାଇଛି ମାଘମେଳା। ଏହି ଅବସରରେ ଗ୍ରାମର ପ୍ରତିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ପୂଜାର୍ଚ୍ଚନା ସହ ବାର୍ଷିକ ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗ୍ରାମରେ ମା’ ତାରିଣୀଙ୍କ ଏହି ମେଳା ଅନୁଷ୍ଠିତ ହୋଇଯାଇଛି। ମାଘ ମାସରେ ମାଘମେଳା ଗ୍ରାମରେ ଖୁବ୍ ଧୂମଧାମରେ ପାଳନ କରାଯାଇଥିବା ଦେଖିବାକୁ ମିଳିଥିଲା। ମା’ଙ୍କ ଏହି ମାଘମେଳାରେ ଗ୍ରାମ ତଥା ଗ୍ରାମର ଆଖପାଖ ଅଂଚଳର ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ… Continue reading ଓଡ଼ିଶ ଗ୍ରାମରେ ମା’ ତାରିଣୀଙ୍କ ମାଘମେଳା ଅନୁଷ୍ଠିତ

ମହାମହିମ ରାଷ୍ଟ୍ରପତିଙ୍କ ଅପମାନର ପ୍ରତିବାଦ କଲେ ସମ୍ବିତ ପାତ୍ର : ସଂସଦରେ ରଖିଲେ ଐତିହାସିକ ଭାଷଣ

Screenshot

ଚିଲିକା,୪।୨: ୪ ଫେବୃଆରି ୨୦୨୫, ନୂଆଦିଲ୍ଲୀ ସଂସଦର ବଜେଟ ଅଧିବେଶନରେ ମହାମହିମ ରାଷ୍ଟ୍ରପତି ଦ୍ରୋପଦି ମୁର୍ମୁଙ୍କ ଅଭିଭାଷଣ ପରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀ ରାଷ୍ଟ୍ରପତିଙ୍କ ପ୍ରତି ଅପମାନ ଜନକ ଟିପ୍ପଣୀ ଦେଇଥିଲେ । ଏହାର ପ୍ରତିବାଦରେ ଆଜି ପୁରୀ ଲୋକସଭା ସାଂସଦ ସମ୍ବିତ ପାତ୍ର ସଂସଦରେ ନିଜ ପ୍ରତିକ୍ରିୟା ରଖିଛନ୍ତି ।ସମ୍ବିତ ପାତ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ମହାମହିମ ରାଷ୍ଟ୍ରପତି ଓଡ଼ିଆ ଅସ୍ମିତାର ପ୍ରତୀକ । ସେ ଚାରି… Continue reading ମହାମହିମ ରାଷ୍ଟ୍ରପତିଙ୍କ ଅପମାନର ପ୍ରତିବାଦ କଲେ ସମ୍ବିତ ପାତ୍ର : ସଂସଦରେ ରଖିଲେ ଐତିହାସିକ ଭାଷଣ

୨ୟ ନାଗପୁର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ; ସେମିରେ ଏସ୍, ଏସ୍, ସାନ ଏଲେଭେନ

ବାଲିଅନ୍ତା,୦୪|୦୨:ବାଲିଅନ୍ତା ବ୍ଲକ ଅଧୀନ ନାଗପୁର ସ୍ଥିତ ଶାଗୁଆ ଖେଳ ପଡ଼ିଆରେ ନାଗପୁର କ୍ରିକେଟ୍ କ୍ଲବ୍ ଦ୍ଵାରା ଦିତୀୟ ବର୍ଷିକ ଅଲ୍ ଓଡିଶା ନାଗପୁର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ୩ୟ ଦିନରେ ସମ୍ମାନୀତ ଅତିଥିଭାବେ ବାଲିଅନ୍ତା ଥାନା ଅଧିକାରୀ ରବୀନ୍ଦ୍ରନାଥ ମେହେର, ପ୍ରତାପଶାସନ ଗ୍ରାମପଞ୍ଚାୟତ ସମିତି ସଭ୍ୟ ଗଙ୍ଗାଧର ମାହାରୀ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ପରେ ୨ ଟି ଲିଗ ମ୍ୟାଚ୍ ଓ ଗୋଟେ କ୍ୱାଟର ଫାଇନାଲ ମ୍ୟାଚ ଖେଳାଯାଇଥିଲା l ପ୍ରଥମ ମ୍ୟାଚଟି ସ୍ମାଇଲି ଏଲେଭେନ… Continue reading ୨ୟ ନାଗପୁର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ; ସେମିରେ ଏସ୍, ଏସ୍, ସାନ ଏଲେଭେନ

ଧର୍ମପରାୟଣା ଵୟଵୃଦ୍ଧାଙ୍କ ପରଲୋକ

ଚିଲିକା,୪।୨: ନାଚୁଣୀ ନିବାସୀ ସ୍ଵର୍ଗତ କେଳୁଚରଣ ସାହୁ ଙ୍କର ଧର୍ମ ପତ୍ନୀ ଵୟୋଵୃଦ୍ଧା ମହିଳା ସୁକୁମାରୀ ସାହୁଙ୍କର ଆଜି ପ୍ରତ୍ୟୁଷରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୧୫ ବର୍ଷ ହୋଇଥିଲା।ସ୍ବର୍ଗତା ସୁକୁମାରୀ ସାହୁ ପୂର୍ବତନ ନାଚୁଣୀ ସରପଞ୍ଚ ତଥା ସୁନାମ ଧନ୍ୟ ସମାଜ ସେବୀ ସ୍ଵର୍ଗତ ପୂର୍ଣ୍ଣ ଚନ୍ଦ୍ର ସାହୁ ତଥା ନାଚୁଣୀ ଗୋଦାବରୀଶ ମାଇନର ସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ ଙ୍କ ମାତା ଥିଲେ।ସେ ଜଣେ ସ୍ନେହୀ, ପରୋପକାରୀ ଓ… Continue reading ଧର୍ମପରାୟଣା ଵୟଵୃଦ୍ଧାଙ୍କ ପରଲୋକ

ମହିମାସେବା ଫାଉଣ୍ଡେସନ ସମ୍ବର୍ଦ୍ଧିତ

ଭୁବନେଶ୍ୱର, 04/04: ରେନବୋ ଡିଜିଟାଲ ର ପ୍ରତିଷ୍ଠା ଦିବସ ସମାରୋହ ରାଜଧାନୀ ସ୍ଥିତ ଗୀତଗୋବିନ୍ଦ ସଦନ ପରିସରରେ ଡିଜିଟାଲ ମିଡିଆ ର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି । ବରିଷ୍ଠ ରାଜନେତା ପ୍ରଭାତ ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ରୋଟାରୀ ଜିଲ୍ଲା 3262 ର ପ୍ରାନ୍ତପାଳ ଯଜ୍ଞାଶିଷ ମହାପାତ୍ର ସ୍ଵତନ୍ତ୍ର ଅତିଥି ରୂପେ ଉପସ୍ଥିତ ଥିବା ସମୟରେ ନାରୀ ନେତ୍ରୀ ଇରାନୀ ରାୟ , ଯୁବ ନେତା… Continue reading ମହିମାସେବା ଫାଉଣ୍ଡେସନ ସମ୍ବର୍ଦ୍ଧିତ

ମଧୁବାବୁ ଥିଲେ ସର୍ବକାଳୀନ ଓଡ଼ିଆ ସ୍ୱାଭିମାନ ଓ ଅସ୍ମିତାର ପ୍ରତୀକ

ଭୁବନେଶ୍ୱର ତା 04/02: ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ସ୍ଥାନୀୟ ୟୁନିଟ 8 ସ୍ଥିତ ପ୍ରତିମୂର୍ତ୍ତି ସ୍ଥଳରେ ଉତ୍କଳ ଗୌରବ, ମହାନ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ସାହିତ୍ୟ ର ମୁଖ୍ୟ ପୁରୋଧା ତଥା ବହୁମୁଖୀ ବ୍ୟକ୍ତିତ୍ୱ ର ଅଧିକାରୀ ମଧୁସୂଦନ ଦାସ ଙ୍କ 91 ତମ ଶ୍ରାଦ୍ଧ ବାର୍ଷିକ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି. ବରିଷ୍ଠ ସାମ୍ବାଦିକ, ବାଗ୍ନୀ, ଅଭିଯାନ ର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥି ସଂଯୋଜନା ପୂର୍ବକ ମତବ୍ୟକ୍ତ କରି କହିଥିଲେ… Continue reading ମଧୁବାବୁ ଥିଲେ ସର୍ବକାଳୀନ ଓଡ଼ିଆ ସ୍ୱାଭିମାନ ଓ ଅସ୍ମିତାର ପ୍ରତୀକ

You cannot copy content of this page