ସଂକୀର୍ତନ ମହାସଂଘ ସାଙ୍ଗଠନିକ ବୈଠକ

ନଭେମ୍ବରରେ ଭୁବନେଶ୍ୱରରେ ସଂକୀର୍ତନ ମହାକୁମ୍ଭ ଭୁବନେଶ୍ୱର,15ତାରିଖ l ରାଜ୍ୟ ସଂକୀର୍ତନ ମହାସଂଘର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି l ସଭାପତି ବାସୁଦେବ ଭଟ୍ଟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାଙ୍ଗଠନିକ ବୈଠକରେ ସଂଗଠନର ବରିଷ୍ଠ ଉପଦେଷ୍ଟା ଡ଼ଃ କରୁଣାକର ପ୍ରଧାନଙ୍କୁ ସଭାପତି ଦାୟିତ୍ୱ ପ୍ରଦାନ କରାଗଲା ଓ ବାସୁଦେବ ଭଟ୍ଟ ବରିଷ୍ଠ ଉପଦେଷ୍ଟା ଭାବେ କାର୍ଯ୍ୟ କରିବାକୁ ନିଷ୍ପତି ନିଆଗଲା l ଆସନ୍ତା ସାତ ଦିନ ଭିତରେ ଭୁବନେଶ୍ୱରରେ ଓ ନୀଳାଦ୍ରି ବିଜେ ଉପଲକ୍ଷେ ପୁରୀରେ ସଂକୀର୍ତନ ସମାରୋହ… Continue reading ସଂକୀର୍ତନ ମହାସଂଘ ସାଙ୍ଗଠନିକ ବୈଠକ

୧୧୩ ତମ ଜୟନ୍ତୀରେ ଗଙ୍ଗାଧର ମହାପାତ୍ର ସମ୍ମାନ ପ୍ରଦାନ

ମୂଲ୍ୟବୋଧ ରାଜନୀତିର ପ୍ରତୀକ ଥିଲେ ଗଙ୍ଗାଧର ମହାପାତ୍ରଭୁବନେଶ୍ୱର, ୧୪.୭ : ଗଙ୍ଗାଧର ମହାପାତ୍ର ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଖ୍ୟାତନାମା ଓକିଲ ଓ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଗଙ୍ଗାଧର ମହାପାତ୍ରଙ୍କ୧୧୩ତମ ଜନ୍ମୋତ୍ସବ ମଙ୍ଗଳବାର ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ଭାରତୀୟ ବିଦ୍ୟାଭବନ ସଭାଗୃହରେ ଟ୍ରଷ୍ଟର ସ୍ଥାୟୀ ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ବିଶିଷ୍ଟ ସନ୍ଥ ପରମହଂସ ସ୍ୱାମୀ ବ୍ରହ୍ମାନନ୍ଦ… Continue reading ୧୧୩ ତମ ଜୟନ୍ତୀରେ ଗଙ୍ଗାଧର ମହାପାତ୍ର ସମ୍ମାନ ପ୍ରଦାନ

ମା’ ଆଙ୍କୁଲେଶ୍ଵରୀ ଦେବୀଙ୍କ ପୀଠରେ ବିଶ୍ଵଶାନ୍ତି ଚ଼ଣ୍ଡୀ ମହାଯଜ୍ଞ ସମାପନ

ଚିଲିକା, ୧୫। ୭ :ବାଣପୁର ବ୍ଲକ ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଠାରେ ବିଜେ ଗମ୍ଭାରୀମୁଣ୍ଡା ର ଆରାଧ୍ୟ ଦେବୀ ଶ୍ରୀ ଶ୍ରୀ ମା’ ଆଙ୍କୁଲେଶ୍ୱରୀ ଦେବୀଙ୍କ ପୀଠରେ ଚାରିଦିନ ବ୍ୟାପୀ ବିଶ୍ଵଶାନ୍ତି ଚଣ୍ଡୀ ମହାଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି । ଆଜି ବୁଧବାର ଯଜ୍ଞର ପୂର୍ଣ୍ଣାହୂତି ଦିବସରେ ମହା ମେଳନ ପର୍ବ ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି। ୧୨ ତାରିଖ ରବିବାର ଦିନ ଅଙ୍କୁରାରୋପଣ ହୋଇଥିବା ବେଳେ ସୋମ ବାର ଦିନ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା।… Continue reading ମା’ ଆଙ୍କୁଲେଶ୍ଵରୀ ଦେବୀଙ୍କ ପୀଠରେ ବିଶ୍ଵଶାନ୍ତି ଚ଼ଣ୍ଡୀ ମହାଯଜ୍ଞ ସମାପନ

ଦ୍ଵିତୀୟ ଦିନରେ ଚାମେଲି ଓଝାଙ୍କ ଆମରଣ ଅନଶନ

ସମର୍ଥନ ଜଣାଇ ଯୋଗଦେଲେ ଅନେକ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଭୁବନେଶ୍ୱର ତା 14 ରିଖ l ନ୍ୟାୟ ପ୍ରଦାନ ଦାବୀରେ ଚlମେଲୀ ଓଝା ଙ୍କ ଆମରଣ ଅନଶନ ଆଜି ୨ୟ ଦିନରେ ପହଂଚି ଛି l ଆଜି ସକାଳୁ କ୍ୟାପିଟାଲ ହସ୍ପିଟାଲ୍ ରୁ ରିଲିଜ ହେବା ପରେ ଲୋୟର ପିମଜି ଠାରେ ୧୦.୦୦ ଘଟିକା ରେ ଆସି ପୁଣି ଆମରଣ ଅଶନ ଆରମ୍ଭ କରିଥିଲେ ଚାମେଲି l ମହାକାଳପଡ଼ା ବିଡ଼ିଓ ରବିନାରାୟଣ ଆଚାର୍ଯ୍ୟ ଆଇଆଇସି ମାନସ ମଲ୍ଲିକ ଙ୍କ… Continue reading ଦ୍ଵିତୀୟ ଦିନରେ ଚାମେଲି ଓଝାଙ୍କ ଆମରଣ ଅନଶନ

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ସ୍ଥିତ ଗୋପବନ୍ଧୁ ଛାତ୍ରାବାସ ରେ ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ୯୮ ତମ ଶ୍ରାଦ୍ଧ ବାର୍ଷିକୀ ପାଳନ

ଭୁବନେଶ୍ୱର ତା ୧୪।୭.:ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ସ୍ଥିତ ଗୋପବନ୍ଧୁ ଛାତ୍ରାବାସ ପରିସର ରେ ଅନୁଷ୍ଠାନ ର ପୁରାତନ ଛାତ୍ର ସଂସଦ ଆନୁକୁଲ୍ୟେ ରେ ମହାନ୍ ସ୍ଵାଧୀନତା ସଂଗ୍ରାମୀ,ନିର୍ଭୀକ ସାମ୍ବାଦିକତାର ଉତୁଙ୍ଗ ପୁରୁଷ, ନିଷ୍କାମ ଜନସେବା ର ଅମଳିନ ପ୍ରତିଭୁ ,ଉତ୍କଳୀୟ ବାଣୀ ଭଣ୍ଡାର ର ପ୍ରଭୁଦ୍ଧ ସାରସ୍ଵତ ସାଧକ ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ ହୋଇଯାଇଛି । ଏହି ଉତ୍ସବ ରେ ପୁରାତନ ଛାତ୍ର ସଂସଦ ସଭାପତି ଡ଼ା ହାଡିବନ୍ଧୁ… Continue reading ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ସ୍ଥିତ ଗୋପବନ୍ଧୁ ଛାତ୍ରାବାସ ରେ ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ୯୮ ତମ ଶ୍ରାଦ୍ଧ ବାର୍ଷିକୀ ପାଳନ

ମନ୍ତ୍ରୀ ଓ ସଚିବଙ୍କୁ ସାମିଲ ସହ ସମୟଅବଧି ଭିତରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଦାବୀ କଲା ଓଡିଶା ଅଭିଭାବକ ମହାସଂଘ

ଭୁବନେଶ୍ୱର ତା 14 ରିଖ l ପାଠ୍ୟପୁସ୍ତକ ତ୍ରୁଟି ତଦନ୍ତକୁ ବ୍ୟାପକ କରି ମନ୍ତ୍ରୀ,ସଚିବ,ପାଠ୍ୟପୁସ୍ତକ ବ୍ୟୁରୋ, ପ୍ରିଣ୍ଟିଂ ପ୍ରେସ ଟେଣ୍ଡର ଅନିୟମିତତା, ଷଡ଼ଯନ୍ତ୍ର ଓ ଅପରାଧିକ ସମ୍ପର୍କର ସମ୍ପୂର୍ଣ୍ଣ ତଦନ୍ତ କ୍ରାଇମବ୍ରାଞ୍ଚ ଦ୍ୱାରା ସମୟସୀମା ମଧ୍ୟରେ କରି ଦଣ୍ଡ ବିଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଫେରାଦ ହେଲା ଓଡିଶା ଅଭିଭାବକ ମହାସଂଘ l SCERT ଦ୍ୱାରା ପ୍ରସ୍ତୁତ ପ୍ରଥମରୁ ଅଷ୍ଟମ ଶ୍ରେଣୀର ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି, ତଥ୍ୟଗତ ବିକୃତିକୁ ସଠିକ ଢଙ୍ଗରେ ଉପସ୍ଥାପନା କରିବାରେ ଓଡ଼ିଶା… Continue reading ମନ୍ତ୍ରୀ ଓ ସଚିବଙ୍କୁ ସାମିଲ ସହ ସମୟଅବଧି ଭିତରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଦାବୀ କଲା ଓଡିଶା ଅଭିଭାବକ ମହାସଂଘ

ଶୃଙ୍ଖଳିତ ରଥଯାତ୍ରା ଲକ୍ଷ୍ୟରେ ଯୁବ ଶକ୍ତି ଟ୍ରଷ୍ଟର ସଚେତନତା ଶିବିର

ବାଲିଅନ୍ତା,୧୪|୭(ଗୋବର୍ଦ୍ଧନ ଦାସ):ପବିତ୍ର ରଥଯାତ୍ରାକୁ ଶୃଙ୍ଖଳିତ, ସୁରକ୍ଷିତ ଓ ସୁସଂଗଠିତ ଭାବେ ପାଳନ କରିବା ଲକ୍ଷ୍ୟରେ “ଯୁବଶକ୍ତି ଟ୍ରଷ୍ଟ” ପକ୍ଷରୁ ଆଜି ପୂର୍ବାହ୍ନ ୯ ଟାରେ ଉତ୍ତରା ଛକ ସ୍ଥିତ ସିଫା ନିକଟରେ ଏକ ସଚେତନତା ଶିବିର ଆୟୋଜନ କରାଯାଇଥିଲା । ଏହି ଅବସରରେ ଯୁବ ଶକ୍ତି ଟ୍ରଷ୍ଟର ପ୍ରତିଷ୍ଠାତା ଅମିତ ମଲ୍ଲିକ୍ ଉପସ୍ଥିତ ରହି ଯାତ୍ରୀମାନଙ୍କ ସହ ସିଧାସଳଖ ଆଲୋଚନା କରି ସୁରକ୍ଷିତ ଓ ଶୃଙ୍ଖଳିତ ରଥଯାତ୍ରା ପାଳନ ପାଇଁ ସଚେତନ କରାଇଥିଲେ । ରଥଯାତ୍ରା କେବଳ… Continue reading ଶୃଙ୍ଖଳିତ ରଥଯାତ୍ରା ଲକ୍ଷ୍ୟରେ ଯୁବ ଶକ୍ତି ଟ୍ରଷ୍ଟର ସଚେତନତା ଶିବିର

ସୁଦର୍ଶନ ଦାରୁସ୍ଥଳୀରେ ନବଯୌବନ ଦର୍ଶନ କଲେ ଶତାଧିକ ଶ୍ରଦ୍ଧାଳୁ।

ବାଲିଅନ୍ତା,୧୪|୭(ଗୋବର୍ଦ୍ଧନ ଦାସ): ବାଲିଅନ୍ତା ସ୍ଥିତ ହୀରାପୁର ଗଡ଼କଣ୍ଟୁଣିଆରେ ସୁଦର୍ଶନ ଦାରୁସ୍ଥଳୀରେ ଦୀର୍ଘ ୧୫ ଦିନ ଅଣସରରେ ରହିବାପରେ ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ ଭକ୍ତ l ଆଜି ନବଯୌବନ ଦର୍ଶନ ନିମନ୍ତେ ମନ୍ଦିରରେ ସ୍ୱତନ୍ତ୍ର ନୀତିକ୍ରାନ୍ତି କରାଯାଇଥିଲା l ସକାଳ ୮ ଟାରେ ଅଣସର ସମୟରେ ପୂଜା ପାଉଥିବା ପଟିଦିଅଁଙ୍କ ନିକଟରେ ମଙ୍ଗଳଆଳତୀ ହୋଇଥିଲା l ଆଳତୀ ପରେ ଅପସାରଣ କରାଯାଇଥିଲା l ପରେ ଅଣସରରେ ଥିବା ଚତୁର୍ଦ୍ଧା ବିଗ୍ରହଙ୍କ ପ୍ରାୟ ସାଢେ ୯… Continue reading ସୁଦର୍ଶନ ଦାରୁସ୍ଥଳୀରେ ନବଯୌବନ ଦର୍ଶନ କଲେ ଶତାଧିକ ଶ୍ରଦ୍ଧାଳୁ।

ରଥଯାତ୍ରାରେ ସେବାକାର୍ଯ୍ୟ କରିବେ ୩୦୦ରୁ ଅଧିକ ସ୍ବେଚ୍ଛାସେବୀ

ବାଲିଅନ୍ତା ୧୪-୦୭-୨୦୨୬: ବିଗତ ବର୍ଷମାନଙ୍କରେ ବିଶ୍ବପ୍ରସିଦ୍ଧ ପୁରୀ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ସମୟରେ କିମ୍ବା ଶ୍ରୀ ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରିରେ ତଥା ତାରାତାରିଣୀଙ୍କର ଚଇତି ଯାତ୍ରା ସମୟରେ ଉଲ୍ଲେଖନୀୟ ସେବା କାର୍ଯ୍ୟକରି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିବା ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ସେବା ପ୍ରତିନିଧିର ସଦସ୍ୟମାନେ ଏ ବର୍ଷ ପୁଣି ରଥଯାତ୍ରା ସମୟରେ ସଙ୍ଗଠନର ମୁଖ୍ୟ ସମାଜସେବୀ ନୀଳମଣି ମିଶ୍ର ତଥା ଗଜପତି ଜିଲ୍ଲା ନ୍ୟାୟାଳୟ ରେ ପଦସ୍ଥ ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର… Continue reading ରଥଯାତ୍ରାରେ ସେବାକାର୍ଯ୍ୟ କରିବେ ୩୦୦ରୁ ଅଧିକ ସ୍ବେଚ୍ଛାସେବୀ

ଗୋପବନ୍ଧୁ ଥିଲେ ସମଗ୍ର ଓଡ଼ିଆଙ୍କ ସର୍ବକାଳୀନ ଆଦର୍ଶ/ ଶ୍ରାଦ୍ଧଦିବସରେ ବୃକ୍ଷରୋପଣ ଅନୁଷ୍ଠିତ

ଭୁବନେଶ୍ୱର ତା 14/07/26 ଉତ୍କଳମଣି ତଥା ସମଗ୍ର ଓଡ଼ିଆଙ୍କ ସର୍ବକାଳୀନ ଆଦର୍ଶ, ମହାନ ସ୍ୱାଧୀନତା ସଂଗ୍ରାମୀ, ସାମ୍ବାଦିକ, ଶିକ୍ଷାବିତ, ସମାଜସେବାର ମୂର୍ତ୍ତିମନ୍ତ ପ୍ରତୀକ ଗୋପବନ୍ଧୁ ଦାସଙ୍କ 98 ତମ ଶ୍ରାଦ୍ଧଦିବସ ଓ ବିଶିଷ୍ଟ ସମାଜସେବୀକା, ଲୋକକଳା, ସଂସ୍କୃତି, ପରମ୍ପରା, ଐତିହ୍ୟ, ଜଗନ୍ନାଥ ଭଜନକୁ ଘରେ ଘରେ ପହଞ୍ଚାଇବାର ଅବିରତ ପ୍ରୟାସରେ ଲିପ୍ତା, ପୁଜ୍ୟପୂଜା ପ୍ରାଣ ସ୍ବର୍ଗତା ଉମାରାଣୀ ଶତପଥୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ପବିତ୍ର ନେତ୍ରୋତ୍ସବ ଅବସରରେ “ଉତ୍କଳ ବୁଲେଟିନ ଚାରିଟାଵଲ ଟ୍ରଷ୍ଟ “ଓ ସାମାଜିକ ଅନୁଷ୍ଠାନ “ନାରାୟଣ… Continue reading ଗୋପବନ୍ଧୁ ଥିଲେ ସମଗ୍ର ଓଡ଼ିଆଙ୍କ ସର୍ବକାଳୀନ ଆଦର୍ଶ/ ଶ୍ରାଦ୍ଧଦିବସରେ ବୃକ୍ଷରୋପଣ ଅନୁଷ୍ଠିତ

You cannot copy content of this page