ଓଡ଼ିଶା ଅଭିଭାବକ ମହାସଂଘର ସ୍ମାର୍ଟ ପ୍ୟାରେଣ୍ଟିଙ୍ଗ ଏବଂ ଓଡିଶା ଶିକ୍ଷାରତ୍ନ ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ l

105 ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାବିତ ସମ୍ମାନିତ ଭୁବନେଶ୍ୱର ତା 18 ରିଖ l ଓଡିଶା ଅଭିଭାବକ ମହାସଂଘର ସ୍ମାର୍ଟ ପ୍ୟାରେଣ୍ଟିଙ୍ଗ ଓ ଶିକ୍ଷରତ୍ନ ସମ୍ମାନ କାର୍ଯ୍ୟକ୍ରମ 2026 ଆଜି ବୁଧମନ୍ଦିର ଠାରେ ଆୟୋଜିତ ହୋଇ ଯାଇଛି l ନୂତନ ଜାତୀୟ ଶିକ୍ଷାନୀତିରେ ଆର୍ଥିକ ପରିଚାଳନା ଶିକ୍ଷା ଉପରେ ଗୁରୁତ୍ୱ ପ୍ରଦାନ ସହ ବିନା ଋଣରେ ଉଚ୍ଚ ଶିକ୍ଷା ପ୍ରଦାନର ବ୍ୟବସ୍ଥା ଉପରେ ପ୍ରାଧାନ୍ୟତା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ୟେଶ୍ୟ l ଶିକ୍ଷା ବର୍ତମାନ ବ୍ୟୟ… Continue reading ଓଡ଼ିଶା ଅଭିଭାବକ ମହାସଂଘର ସ୍ମାର୍ଟ ପ୍ୟାରେଣ୍ଟିଙ୍ଗ ଏବଂ ଓଡିଶା ଶିକ୍ଷାରତ୍ନ ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ l

ଶହୀଦ ରଘୁନାଥ ମହାନ୍ତିଙ୍କ ଦେଶପ୍ରେମ ଅବିସ୍ମରଣୀୟ

ସାହିତ୍ୟିକା, ସମାଜସେବୀକା ସରୋଜିନୀଙ୍କୁ ଶହୀଦ ରଘୁନାଥ ସ୍ମୃତି ସମ୍ମାନଭୁବନେଶ୍ୱର ତା 18/07/26 ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ଓଡିଶା ସରକାରଙ୍କ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ ତଥା ଶହୀଦ ରଘୁ -ଦିବାକର ସ୍ମୃତିସଂସଦ ପକ୍ଷରୁ ରଣପୁର ପ୍ରଜା ଆନ୍ଦୋଳନର ନେତୃତ୍ୱନେଇ ଶହୀଦ ହୋଇଥିବା ଯୁବ ବିପ୍ଲବୀ, କବି, ତଥା ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ରଘୁନାଥ ମହାନ୍ତିଙ୍କ 116 ତମ ଜୟନ୍ତୀ ସ୍ଥାନୀୟ ୟୁନିଟ 9 ସ୍ଥିତ ପ୍ରତିମୂର୍ତ୍ତି ସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ ସହ ସ୍ମୃତିଚାରଣ କାର୍ଯ୍ୟକ୍ରମ… Continue reading ଶହୀଦ ରଘୁନାଥ ମହାନ୍ତିଙ୍କ ଦେଶପ୍ରେମ ଅବିସ୍ମରଣୀୟ

ଗାନ୍ଧିଜୀ ସାମାଜିକ ଅନୁଷ୍ଠାନ ଟ୍ରଷ୍ଟ ତରଫରୁ ପବିତ୍ର ରଥଯାତ୍ରାରେ ସେବା

ପୁରୀ ତା 18/07/26ଶ୍ରୀକ୍ଷେତ୍ର ଆଜି ଚଳ ଚଞ୍ଚଳ l ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ଆଜି ଲାଗି ରହିଥିଲା ପବିତ୍ର ବଡଦାଣ୍ଡରେ l ତିନି ରଥରେ କାଳିଆ ସାଆନ୍ତ, ବଡଭାଇ ବଳଭଦ୍ର ଓ ମା ସୁଭଦ୍ରା ଙ୍କୁ ଦେଖିବାପାଇଁ, କାହିଁ କେତେଦୂରରୁ ଭକ୍ତସମାଜ ପ୍ରବଳ ବର୍ଷାରେ ଓଦା ହୋଇଥିଲେ ମଧ୍ୟ ବଡଦାଣ୍ଡକୁ ଛୁଟି ଆସିଥିଲେ, ଟିକେ ନେତ୍ର ପୁରାଇ ନିଜ ମନର ଦେବତା କୁ ଦର୍ଶନ କରିବେ l ଜୟ ଜଗନ୍ନାଥ ଧ୍ୱନିରେ ବଡଦାଣ୍ଡ ଭକ୍ତି ମୟ… Continue reading ଗାନ୍ଧିଜୀ ସାମାଜିକ ଅନୁଷ୍ଠାନ ଟ୍ରଷ୍ଟ ତରଫରୁ ପବିତ୍ର ରଥଯାତ୍ରାରେ ସେବା

ୟୁନିଟ 5 ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଅନୁଷ୍ଠିତ

ୟୁନିଟ 6 ରାଧାକୃଷ୍ଣ ମନ୍ଦିରସ୍ଥ ଗୁଣ୍ଡିଚା ମନ୍ଦିରକୁ ବାହୁଡ଼ିଲେ ମହାବାହୁ ଭୁବନେଶ୍ୱର ତା 16ରିଖ l ମହାପ୍ରଭୁଙ୍କ ଘୋଷଯାତ୍ରା ଉପଲକ୍ଷେ ଆଜି ୟୁନିଟ 5 ଜଗନ୍ନାଥ ମନ୍ଦିରରୁ ମହାପ୍ରଭୁଙ୍କ ସମେତ ଚତୁର୍ଦ୍ଧା ମୂର୍ତ୍ତି ସୁସଜ୍ଜିତ ରଥରେ ୟୁନିଟ 6 ରାଧାକୃଷ୍ଣ ମନ୍ଦିର ସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିର ବା ମାଉସୀ ମା ମନ୍ଦିରରେ ନିର୍ଦ୍ଧାରିତ ସମୟରେ ପହଂଚି ଯାଇଛନ୍ତି l ଦୀର୍ଘ ପ୍ରାୟ 35ବର୍ଷ ଧରି ଏଠାରେ ରଥଯାତ୍ରା ଅନୁଷ୍ଠିତ ହୋଇ ଆସୁଛି l ଆଜି ଭୋରରୁ ମଙ୍ଗଳ… Continue reading ୟୁନିଟ 5 ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଅନୁଷ୍ଠିତ

ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଲା ଜଗନ୍ନାଥ ସଡ଼କସୁଦର୍ଶନଙ୍କ ଦାରୁସ୍ଥଳୀରେ ଘୋଷଯାତ୍ରା

ବାଲିଅନ୍ତା,୧୬|୭ (ଗୋବର୍ଦ୍ଧନ ଦାସ):ବାଳକାଟି ସ୍ଥିତ ହୀରାପୁର ଗଡ଼କଣ୍ଡୁଣିଆ ଠାରେ ସୁଦର୍ଶନଙ୍କ ଦାରୁ ସ୍ଥଳୀରେ ଚଳିତବର୍ଷ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଘୋଷଯାତ୍ରା ମହାଡମ୍ବରରେ ଅନୁଷ୍ଠିତ ହୋଇଯାଇଛି l ପୁରୀ ଶ୍ରୀମନ୍ଦିର ନୀତି ଅନୁସାରେ ପ୍ରାତଃ ୬ଟାରୁ ମଙ୍ଗଳ ଆଳତି, ମଇଲମ୍, ତଡ଼ପଲାଗି, ଅବକାଶ, ସୂର୍ଯ୍ୟପୂଜା, ଖେଚୁଡ଼ିଭୋଗ, ପୂର୍ବାହ୍ନ ୧0 ଟାରେ ରଥ ପ୍ରତିଷ୍ଠା କରାଯାଇଥିଲା l ପରେ ବର୍ଷା ଯୋଗୁଁ ପହଣ୍ଡିରେ ବିଳମ୍ବ ହୋଇଥିଲା l ପ୍ରାୟ ୧ ଟାରେ ଘଣ୍ଟଘଣ୍ଟା ହରିବୋଲ ହୁଳହୁଳିରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଧାଡ଼ି ବିଜେ… Continue reading ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଲା ଜଗନ୍ନାଥ ସଡ଼କସୁଦର୍ଶନଙ୍କ ଦାରୁସ୍ଥଳୀରେ ଘୋଷଯାତ୍ରା

ୟୁନିଟ 5 ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଅନୁଷ୍ଠିତ

ୟୁନିଟ 6 ରାଧାକୃଷ୍ଣ ମନ୍ଦିରସ୍ଥ ଗୁଣ୍ଡିଚା ମନ୍ଦିରକୁ ବାହୁଡ଼ିଲେ ମହାବାହୁ ଭୁବନେଶ୍ୱର ତା 16ରିଖ l ମହାପ୍ରଭୁଙ୍କ ଘୋଷଯାତ୍ରା ଉପଲକ୍ଷେ ଆଜି ୟୁନିଟ 5 ଜଗନ୍ନାଥ ମନ୍ଦିରରୁ ମହାପ୍ରଭୁଙ୍କ ସମେତ ଚତୁର୍ଦ୍ଧା ମୂର୍ତ୍ତି ସୁସଜ୍ଜିତ ରଥରେ ୟୁନିଟ 6 ରାଧାକୃଷ୍ଣ ମନ୍ଦିର ସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିର ବା ମାଉସୀ ମା ମନ୍ଦିରରେ ନିର୍ଦ୍ଧାରିତ ସମୟରେ ପହଂଚି ଯାଇଛନ୍ତି l ଦୀର୍ଘ ପ୍ରାୟ 35ବର୍ଷ ଧରି ଏଠାରେ ରଥଯାତ୍ରା ଅନୁଷ୍ଠିତ ହୋଇ ଆସୁଛି l ଆଜି ଭୋରରୁ ମଙ୍ଗଳ… Continue reading ୟୁନିଟ 5 ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଅନୁଷ୍ଠିତ

ଗୋପବନ୍ଧୁ ଦାସ ଙ୍କ ଶ୍ରାଦ୍ଧ ଦିବସ ପାଳିତ

ଚିଲିକା, ୧୬। ୭: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବେଗୁନିଆ ସଦର ମହକୁମା ସ୍ଥିତ ପି.ଏମ.ଶ୍ରୀ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ମଙ୍ଗଳବାର ଦିନ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଅଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରମୋଦ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବେଗୁନିଆ ଗ୍ରାମ୍ୟ କମିଟିର ସଭାପତି ମାୟାଧର ମାର୍ଥା, ମୁଖ୍ୟ ବକ୍ତା ଭାବେ ବିଦ୍ୟାଳୟ ପରିଚାଳନା ପରିଷଦର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବାରିକ ଓ ପଞ୍ଚ… Continue reading ଗୋପବନ୍ଧୁ ଦାସ ଙ୍କ ଶ୍ରାଦ୍ଧ ଦିବସ ପାଳିତ

ପୁଣି କରୋନା ଭୟ, ୫ ଜିଲ୍ଲାରେ ହାଇଆଲର୍ଟ

ଭୁବନେଶ୍ୱର: କିଛି ବର୍ଷର ବ୍ୟବଧାନ ପରେ ପୁଣି ଘାରିଲା କୋଭିଡ୍ ଭୟ । ଆନ୍ଧ୍ରର କଡ଼ପା ଜିଲ୍ଲାରେ କୋଭିଡ୍ରେ ୨ଜଣଙ୍କ ମୃତ୍ୟୁ ଓ ୮ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଓଡ଼ିଶାରେ ଚିନ୍ତା ବଢ଼ିଛି । ବିଶେଷକରି ଆନ୍ଧ୍ର ସୀମାନ୍ତ ଜିଲ୍ଲା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି । ସନ୍ଦିଗ୍ଧ କରୋନା ଆକ୍ରାନ୍ତଙ୍କ ପରୀକ୍ଷା ପାଇଁ ଆବଶ୍ୟକ ସଂଖ୍ୟକ କିଟ୍ ମହଜୁଦ ରଖିବା ଲାଗି ନିଦେ୍ର୍ଦଶ ଦିଆଯାଇଛି । ତେବେ… Continue reading ପୁଣି କରୋନା ଭୟ, ୫ ଜିଲ୍ଲାରେ ହାଇଆଲର୍ଟ

ରେଳ ଦୁର୍ଘଟଣାରେ ବୃଦ୍ଧା ମୃତ

ଭୁବନ: ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ପଂଚାୟତର ପ୍ରଭାକର ପାତ୍ରଙ୍କ ସ୍ତ୍ରୀ ଧକି ପାତ୍ର ଟ୍ରେନ୍ ଧକ୍କାରେ ମୃତୁ୍ୟବରଣ କରିଛନ୍ତି । ସୂଚନା ଅନୁସାରେ ଧକି ପାତ୍ର ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିଲେ ଏବଂ କିଛି ଦିନ ଝିଅଘରେ ରହିବା ପରେ ନିଜ ଘର ଓଡ଼ିଶକୁ ଆସିବାକୁ ତାଙ୍କ ଝିଅଙ୍କୁ କହିଲେ ଏବଂ ତାଙ୍କ ଝିଅ କହିଲେ ଠିକ୍ ଅଛି ଆସନ୍ତା କାଲି ସକାଳେ ନେଇ ଛାଡ଼ିଆସିବି କିନ୍ତୁ ଧକି ପାତ୍ର ସେହି… Continue reading ରେଳ ଦୁର୍ଘଟଣାରେ ବୃଦ୍ଧା ମୃତ

ଓଡ଼ିଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିଚାଳନା କମିଟି ଗଠିତ

ଭୁବନ: ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ପଂଚାୟତର ଓଡ଼ିଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିଚାଳନା କମିଟି ଗଠନ ହୋଇଯାଇଛି । ପ୍ରଧାନ ଶିକ୍ଷକ ଗୋବର୍ଦ୍ଧନ ବେହେରା ଓ ସିଆରସିସି ମଣିବ୍ରତ ଦାସ ଅଧ୍ୟକ୍ଷତାରେ ୧୫ଜଣ କମିଟି ମେମ୍ବରଙ୍କୁ ନେଇ ଚେୟାରମ୍ୟାନ ଓ ଭାଇସ୍ ଚେୟାରମ୍ୟାନ ଚୟନ କରାଯାଇଥିଲା । ସର୍ବସମ୍ମତି କ୍ରମେ ସମାଜସେବୀ ବିମଳ କୁମାର ରଣା ପରିଚାଳନା କମିଟି ଅଧ୍ୟକ୍ଷ ଓ ଆନି ସେନାପତି ଉପାଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି । ଅନ୍ୟ… Continue reading ଓଡ଼ିଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିଚାଳନା କମିଟି ଗଠିତ

You cannot copy content of this page