ବାଲିଅନ୍ତା ୧୩/୦୭:– ଅଭିଯୋଗକାରିଣୀ ଶ୍ରମତି ଅନ୍ନପୂର୍ଣ୍ଣା ପାତ୍ରଙ୍କ ଲିଖିତ ଅଭିଯୋଗ ଆଧାରରେ ଧଉଳି ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ଅଭିଯୁକ୍ତ କେନ୍ଦ୍ରାପଡ଼ା ଜିଲ୍ଲା ପଟକୁରା ଥାନା ବିଛଣା, ନୂଆପଡ଼ା ଗ୍ରାମ ର ପ୍ରଣୟ କୁମାର ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଅଭିଯୋଗକାରିଣୀଙ୍କର ଲିଙ୍ଗିପୁର ଟ୍ରାଫିକ୍ ଛକରେ ଏକ ହୋଟେଲ ଅଛି । ଅଭିଯୁକ୍ତ ପ୍ରଣୟ କୁମାର ସାହୁ ତାଙ୍କ ହୋଟେଲରେ ଚାକିରି କରିବା… Continue reading ହୋଟେଲରୁ ଚୋରି ଅଭିଯୋଗରେ କର୍ମଚାରୀ ଗିରଫ:
ହୋଟେଲରୁ ଚୋରି ଅଭିଯୋଗରେ କର୍ମଚାରୀ ଗିରଫ: