ଚିଲିକା,୯।୫:ଆଜି ସକାଳେ ୧୬ ନମ୍ବର ଜାତୀୟ ରାଜପଥର ଚିଲିକା ବନ୍ୟପ୍ରାଣୀ କାର୍ଯ୍ୟାଳୟ ନିକଟସ୍ଥ ଓଭର ବ୍ରିଜ୍ ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଯାଇଛି I ଜାତୀୟ ରାଜପଥ କାମ ଯୋଗୁଁ ଗୋଟିଏ ପାର୍ଶ୍ଵରେ ଯାତାୟତ କରୁଥିବା ଗାଡି ଯୋଗୁଁ ଏପରି ଅବସ୍ଥା ଘଟିଛି । ଘଟଣାରୁ ପ୍ରକାଶ ଜାତୀୟ ରାଜପଥର ମରାମତି ଯୋଗୁଁ ୧୬ନମ୍ବର ଜାତୀୟ ରାଜପଥର ଚିଲିକା ବନ୍ୟପ୍ରାଣୀ କାର୍ଯ୍ୟାଳୟ ନିକଟ ଓଭରବ୍ରିଜ ଠାରେ ବାଲୁଗାଁରୁ ଭୁବନେଶ୍ଵର ଅଭିମୁଖେ ଯାଉଥିବା ଇକୋ ଗାଡିଟି… Continue reading ବାଲୁଗାଁ ନିକଟ ୧୬ ନମ୍ବର ଜାତୀୟ ରାଜପଥ ଠାରେ ଟ୍ରକ୍-ଇକୋ ମୁହାଁ ମୁହିଁ
ବାଲୁଗାଁ ନିକଟ ୧୬ ନମ୍ବର ଜାତୀୟ ରାଜପଥ ଠାରେ ଟ୍ରକ୍-ଇକୋ ମୁହାଁ ମୁହିଁ