ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନ ତରଫରୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ ହସପିଟାଲ ରକ୍ତଭଣ୍ଡାରରେ ରକ୍ତଦାନ କରାଯାଇଥିଲା । ଜିଲ୍ଲା କରାଟେ ଅର୍ଗାନାଇଜେସନର ସାଧାରଣ ସଂପାଦକ ତଥା ଆନ୍ତର୍ଜାତିୟ କରାଟେ ପ୍ରଶିକ୍ଷକ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ସୁଧାକାନ୍ତ ଭୋଇ ଟାଣ ଖରାରେ ଆସିି ପଂଚମ ଥର ରକ୍ତଦାନ କରିଛନ୍ତି । ରକ୍ତଦାନ ପରେ ସୁଧାକାନ୍ତ କୁ ସଂଗଠନ ତରଫରୁ ଉପଢୈାକନ ଓ ଚାରା ଗଛ ପ୍ରଦାନ କରାଯାଇଥିଲା । ରକ୍ତଦାନ କରି ସମସ୍ତେ ସୁସ୍ଥ ରହିବା… Continue reading ଅସିମ କରାଟେ ଏକାଡେମୀର ରକ୍ତଦାନ
ଅସିମ କରାଟେ ଏକାଡେମୀର ରକ୍ତଦାନ