କଳାହାଣ୍ଡି,୧୮|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ) କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ବ୍ଲକ ଅଧିନସ୍ଥ ସନ୍ଧିକୁଲିହାରୀ ଗ୍ରାମରେ ଆର୍.ସି.ଡ଼ି.ସି ଓ ଶିଶୁ ବିକାଶ ପ୍ରକଳ୍ପ, କଳାହାଣ୍ଡିଙ୍କ ଆନୁକୂଲ୍ୟରେ ଏକ ନିଯୁକ୍ତି ମେଳା ଶିବିର ସଫଳତାର ସହିତ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ କଳାହାଣ୍ଡିଙ୍କ ପକ୍ଷରୁ ଜିଲ୍ଲା ଦକ୍ଷତା ବିକାଶ ଅଧିକାରୀ ଶ୍ରୀ ଦୁର୍ଗାଚରଣ ଦାସ ଓ ମୁଖ୍ୟମନ୍ତ୍ରୀ ଫେଲୋଶିପ୍ର ପ୍ରତିନିଧି ପ୍ରିୟା ମ୍ୟାଡାମ୍ ଉପସ୍ଥିତ ଥିଲେ। ଏହାସହିତ ଡାଟା ପ୍ରୋ କମ୍ପୁଟର କର୍ମଚାରୀ, ବେଦାନ୍ତ ତାଲିମ କେନ୍ଦ୍ର,… Continue reading ସନ୍ଧିକୁଲିଆରୀ ଗ୍ରାମଠାରେ ଆରସିଡିସି ଓ ଶିଶୁ ବିକାଶ ପକ୍ଷରୁ ନିଯୁକ୍ତି ମେଳା ଅନୁଷ୍ଠିତ
ସନ୍ଧିକୁଲିଆରୀ ଗ୍ରାମଠାରେ ଆରସିଡିସି ଓ ଶିଶୁ ବିକାଶ ପକ୍ଷରୁ ନିଯୁକ୍ତି ମେଳା ଅନୁଷ୍ଠିତ