ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ବାଳକାଟି ସାଇଫନ, ନେଲା ଜୀବନ ।

ବାଲିଅନ୍ତା ୩୧/୦୩ :- ରାଜଧାନୀ ଉପକଣ୍ଠସ୍ଥ ବାଳକାଟି ସାଇଫନ୍ ସୋସିଆଲ ମିଡିଆରେ ଟ୍ରେଣ୍ଡ ରେ ଥିବାବେଳେ। କିଛି ଯୁବ ଇନ୍ ଷ୍ଟା ଗ୍ରାମ୍ ବେବହାର କରୀ ବାଳକାଟି ସାଇଫନ୍ କୁ ବୁଲି ବା ସହିତ ତାର ସୁନ୍ଦର ପ୍ରାକୃତିକ ପରିବେଶକୁ ଭିଡିଓ ମାଧ୍ୟମ ରେ ସୋସିଆଲ ମିଡିଆର ଇନ୍ ଷ୍ଟା ଗ୍ରାମ୍ ପୋଷ୍ଟ କରି ଦର୍ଶକ ମାନଙ୍କୁ ଏଠାକୁ ଆସି ପାଇଁ ଆମନ୍ତ୍ରଣ କରୁଥିବାର ନଜର ରହିଛି। ଯାହା କୁ ଦେଖି ଅନେକ ଯୁବ ୟୁଟୁଭର ଆଖ… Continue reading ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ବାଳକାଟି ସାଇଫନ, ନେଲା ଜୀବନ ।

ସାଇବିନାୟକ ଶିଶୁ ମନ୍ଦିରର ସପ୍ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର ତା 30/03/26 ଶିକ୍ଷୟିତ୍ରୀ ଐସୂର୍ଯା ଲକ୍ଷ୍ମୀ ତ୍ରିପାଠୀଙ୍କ ସଂଯୋଜନା ଓ ଆବାହକ ଶିକ୍ଷାବିତ ବନମାଳୀ ସାହୁଙ୍କ ସଭାପତିତ୍ବ ସାଇ ବିନାୟକ ଶିଶୁ ମନ୍ଦିରର ସପ୍ତମ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସମାଜସେବୀ ଜଗନ୍ନାଥ ପ୍ରଧାନ, ମୁଖ୍ୟଅତିଥି ଭାବେ ପ୍ରାକ୍ତନ ପ୍ରଫେସର ଡ଼ ନୟନତାରା ଛୋଟରାୟ, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ଶଶଧର ନାୟକ, ପୂର୍ଣ୍ଣିମା ବେହେରା ଉପସ୍ଥିତ ରହିବା… Continue reading ସାଇବିନାୟକ ଶିଶୁ ମନ୍ଦିରର ସପ୍ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ତେହେରାନରେ ନିଆଁର ତାଣ୍ଡବ: ରାଜଧାନୀ ସାରା ବିସ୍ଫୋରଣ

ତେହେରାନରେ ନିଆଁର ତାଣ୍ଡବ: ରାଜଧାନୀ ସାରା ବିସ୍ଫୋରଣନୂଆଦିଲ୍ଲୀ ଇରାନର ଗୁରୁତ୍ୱପୂର୍ଣ୍ଣ ରଣନୈତିକ ବନ୍ଦର ‘ବନ୍ଦର-ଇ-ଖମିର’ ଉପରେ ଆମେରିକା ଓ ଇସ୍ରାଏଲ ମିଳିତ ଆକ୍ରମଣ କରି ଏହାକୁ ଛାରଖାର କରିଦେଇଛନ୍ତି । ଏହି ନିର୍ଦ୍ଦିଷ୍ଟ ସାମରିକ ଆକ୍ରମଣ ବର୍ତ୍ତମାନର ସଂଘର୍ଷରେ ଏକ ବିପଜ୍ଜନକ ମୋଡ଼ ଆଣିଛି, ଯାହା ସମଗ୍ର ବିଶ୍ୱ ଅର୍ଥନୀତିର ମେରୁଦଣ୍ଡକୁ ଦୋହଲାଇ ଦେବ ବୋଲି କୁହାଯାଉଛି । ଏହି ପରିବହନ ଭିତ୍ତିଭୂମିକୁ ଧ୍ୱସ୍ତ କରି ମିଳିତ ବାହିନୀ କେବଳ ସାମରିକ ଶକ୍ତି ପ୍ରଦର୍ଶନ କରିନାହାଁନ୍ତି, ବରଂ… Continue reading ତେହେରାନରେ ନିଆଁର ତାଣ୍ଡବ: ରାଜଧାନୀ ସାରା ବିସ୍ଫୋରଣ

ଭୁବନେଶ୍ୱର ବ୍ଲକରେ ଗ୍ରାମ ପଞ୍ଚାୟତ ସ୍ତରୀୟ ମିଳିତ ଜନ ଶୁଣାଣି ଅନୁଷ୍ଠିତ

ବାଲିଅନ୍ତା– ତା.୩୦.୦୩.୨୦୨୬- ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ ଶିଶୁପାଳ ଗଡ଼ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜିର ଗ୍ରାମ ପଞ୍ଚାୟତ ସ୍ତରୀୟ ପ୍ରତ୍ୟକ୍ଷ ମିଳିତ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଖୋରଧା ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମିଳିତ ଜଣାଶୁଣାଣିରେ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀ ଓ ସ୍ଥାନୀୟ ଜନ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । ଆଜି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଉପରେ ଶୁଣାଣି କରାଯାଇଛି । ଏଥମଧ୍ୟରୁ ୬ଟି ଅଭିଯୋଗ ଗ୍ରାମ ସମ୍ବନ୍ଧୀୟ ରହିଥିଲା… Continue reading ଭୁବନେଶ୍ୱର ବ୍ଲକରେ ଗ୍ରାମ ପଞ୍ଚାୟତ ସ୍ତରୀୟ ମିଳିତ ଜନ ଶୁଣାଣି ଅନୁଷ୍ଠିତ

ମରଣ ଜନ୍ତା ରେ ଯୁବ ସୋସିଆଲ ମିଡିଆ ବ୍ୟବର କାରି, ସେଲ୍ଫି ଜୋନ ପାଲଟିଛି ବାଳକାଟି ସାଇଫନ୍, ପୋଲିସ କୁ ଖାତିର କରୁନାହାନ୍ତି କେହି।

ବାଲିଅନ୍ତା ୨୯/୦୩:- ରାଜଧାନୀ ଉପକଣ୍ଠ ଧଉଳି ଠାରୁ ୩ କିଲୋ ମିଟର ରେ ଥିବା ବାଳକାଟି ସାଇଫନ୍ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ ରେ ଆଛି। କିଛି ଯୁବ ଇନ୍ ଷ୍ଟା ଗ୍ରାମ୍ ବେବହାର କରୀ ବାଳକାଟି ସାଇଫନ୍ କୁ ବୁଲି ବା ସହିତ ତାର ସୁନ୍ଦର ପ୍ରାକୃତିକ ପରିବେଶକୁ ଭିଡିଓ ମାଧ୍ୟମ ରେ ସୋସିଆଲ ମିଡିଆର ଇନ୍ ଷ୍ଟା ଗ୍ରାମ୍ ପୋଷ୍ଟ କରି ଦର୍ଶକ ମାନଙ୍କୁ ଏଠାକୁ ଆସି ପାଇଁ ନିମନ୍ତ୍ରଣ କରୁଛନ୍ତି। ଯାହା କୁ… Continue reading ମରଣ ଜନ୍ତା ରେ ଯୁବ ସୋସିଆଲ ମିଡିଆ ବ୍ୟବର କାରି, ସେଲ୍ଫି ଜୋନ ପାଲଟିଛି ବାଳକାଟି ସାଇଫନ୍, ପୋଲିସ କୁ ଖାତିର କରୁନାହାନ୍ତି କେହି।

ଶ୍ରୀରାମ ବଜାରର ୨୫ତମ ବାର୍ଷିକ ଉତ୍ସବ ଓ ଶ୍ରୀରାମ ନବମୀ ପୂଜା।

ଚିଲିକା,୨୯।୩: ପବିତ୍ର ରାମନବମୀ ଠାରୁ ଆରମ୍ଭ ହୋଇ ଗତ ୩ ଦିନ ଧରି ଚାଲିଥିବା ସ୍ଥାନୀୟ ବଡପଦର ରୋଡ଼ ସ୍ଥିତ ଶ୍ରୀରାମ ବଜାରର ୨୫ ତମ ବାର୍ଷିକ ଉତ୍ସବ ତଥା ଶ୍ରୀରାମ ନବମୀ ପୂଜା ଉତ୍ସବ ଆଜି ସ°ଧ୍ୟାରେ ଭସାଣି ସହିତ ସମାପନ ହୋଇଯାଇଛି। ସଭାପତି ପ୍ରଦୋଷ କୁମାର ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଆମନ୍ତ୍ରିତ ଅତିଥି ଭାବେ ବଡପଦର ଗ୍ରାମ ସଭାପତି ମକରଧ୍ବଜ ପଲାଇ ଯୋଗ ଦେଇ ଏହାକୁ ଆନୁଷ୍ଠାନିକ ଉଦଘାଟନ କରିଥିଲେ।… Continue reading ଶ୍ରୀରାମ ବଜାରର ୨୫ତମ ବାର୍ଷିକ ଉତ୍ସବ ଓ ଶ୍ରୀରାମ ନବମୀ ପୂଜା।

ମହିଳା ଓ ପ୍ରସୂତି ବିଶେଷଜ୍ଞ ଚିକିତ୍ସକଡା. ଅନ୍ତର୍ଯ୍ୟାମୀ ମହାରଣାଙ୍କ ପରଲୋକ

ଚିଲିକା :ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ଡାକ୍ତର ଅନ୍ତର୍ଯ୍ୟାମୀ ମହାରଣାଙ୍କ ର ପରଲୋକ ହୋଇଯାଇଛି। ସେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ବାସୀନ୍ଦା।କିଛି ଦିନ ଧରି ସେ ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମ୍ସ ରେ ଚିକିତ୍ସିତ ହେଉଥିଲେ। ଗତ କାଲି ତାଙ୍କର ପରଲୋକ ହେ। ଇଯାଇଛି। ତାଙ୍କ ମୃତ୍ୟୁରେ ଚିଲିକା – ବାଣପୁରର ଚଳରେ ଗଭୀର ଶୋକର ଛାୟା ଖେଳି ଯାଇଛି।. ଜଣେ ଉତ୍ତମ ଚିକିତ୍ସକ ଭାବେ ସେ ପ୍ରସିଦ୍ଧି ଲାଭ… Continue reading ମହିଳା ଓ ପ୍ରସୂତି ବିଶେଷଜ୍ଞ ଚିକିତ୍ସକଡା. ଅନ୍ତର୍ଯ୍ୟାମୀ ମହାରଣାଙ୍କ ପରଲୋକ

ଧର୍ମଗଡ଼ ଠାରେ ୩୧ତମ ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ୍ପ ଏବଂ ଗାଇଡ୍ସ କ୍ୟାମ୍ପୋରି ଉଦଘାଟିତ

କଳାହାଣ୍ଡି,୨୯|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):ଓଡିଶା ରାଜ୍ୟ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ (OSBC) କଳାହାଣ୍ଡି ଜିଲ୍ଲା ୟୁନିଟ୍ ଦୁଇଦିନିଆ ଜିଲ୍ଲା କ୍ୟାମ୍ପୋରି ଧର୍ମଗଡ଼ କଳାହାଣ୍ଡି ଉତ୍ସବ ପଡ଼ିଆ ଠାରେ ଉଦଘାଟିତ ହୋଇଯାଇଛି । ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓଓଡିଶା ଭାରତ ସ୍କାଉଟ ଓ ଗାଇଡ୍ସ,ଭୁବନେଶ୍ବର ପକ୍ଷରୁ ଆୟୋଜିତ ଉକ୍ତ କ୍ୟମୋରୀରେ କଳାହାଣ୍ଡି ଜିଲ୍ଲା ୧୩ଗୋଟି ବ୍ଲକ ର ୬୧୨ ଜଣ ଶିବିରାର୍ଥେ ଯୋଗ ଦେଇଛନ୍ତି । ଓଡ଼ିଶା ସରକାରଙ୍କ ସ୍କୁଲ ଏବଂ ଗଣଶିକ୍ଷା, ST ଏବଂ SC… Continue reading ଧର୍ମଗଡ଼ ଠାରେ ୩୧ତମ ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ୍ପ ଏବଂ ଗାଇଡ୍ସ କ୍ୟାମ୍ପୋରି ଉଦଘାଟିତ

ଶ୍ରୀରାମ ନବମୀ ଉପଲକ୍ଷେ ପଣା ବଣ୍ଟନ

ବଲାଙ୍ଗୀର : ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ଓଡ଼ିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ସହ ବଲାଙ୍ଗୀରି ଜିଲ୍ଲାର ଲୋଇସିଂହା ପତଞ୍ଜଳି ପରିବାର ଏବଂ ଯୋଗ ଶିକ୍ଷକ ସଂଘ ବଲାଙ୍ଗିର ଦୁହିଁଙ୍କ ମିଳିତ ଭାବରେ ଏକତ୍ରିତ ହୋଇ ଡକ୍ଟର ମହାଲିଙ୍ଗ ଯୋଗଶିକ୍ଷକଙ୍କ ସହିତ ପଣା ବଣ୍ଟନ କରି ସର୍ବ ସାଧାରଣ ଲୋକଙ୍କୁ ସର୍ବତ ବଣ୍ଟନ କରିଥିଲେ | ବଲାଙ୍ଗିର ଜିଲ୍ଲାର ଯୋଗ ଶିକ୍ଷକ ସଂଘର ସଭାପତି ଅଶୋକ ଅଗ୍ରୱାଲଙ୍କ ନେତୃତ୍ୱରେ ଯୋଗ ଶିକ୍ଷକ ଲକ୍ଷ୍ମଣ ମାଝୀ,… Continue reading ଶ୍ରୀରାମ ନବମୀ ଉପଲକ୍ଷେ ପଣା ବଣ୍ଟନ

ଫେରିଵାଲାକୁ ଚାପି ଦେଲା ବାଲି ବୋଝେଇ ହାଇୱା ଟ୍ରକ

କ୍ଷତି ପୂରଣ ଦାବିରେ ପରିବାର ସହ ସ୍ଥାନୀୟ ଲୋକେ କଲେ ରାସ୍ତା ରୋକ କଳାହାଣ୍ଡି,୨୯|୩ (ପ୍ୟାରିଲାଲ ଦୁର୍ଗାଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଧର୍ମଗଡ- ବୋଡେ଼ନ ଯିବା ରାସ୍ତା ବିଅରବାର ନିକଟରେ ହାଇୱା ଟ୍ରକ ଜଣେ ବୁଲାବେପାରୀ ବାଇକ ଆରୋହୀ କୁ ଚାପି ଦେବାରୁ ଘଟଣା ଜାଗାରେ ହିଁ ମୃତ୍ୟୁ ହୋଇଛି। ମୃତ ବାଇକ ଆରୋହୀ ଜଣକ ମଧ୍ୟପ୍ରଦେଶ ରାଜ୍ୟ ରତନଗଡ଼ ଥାନା ଡିକେନ ଗାଁ ର ରାହୁଲ ମେଘୱାଲା | ସେ ଜଣେ ବୁଲାବେପାରୀ… Continue reading ଫେରିଵାଲାକୁ ଚାପି ଦେଲା ବାଲି ବୋଝେଇ ହାଇୱା ଟ୍ରକ

You cannot copy content of this page