ଜୁନାଗଡ଼ -ବଳଦିଆମାଳ ନିକଟସ୍ଥ ଜାତୀୟ ରାଜପଥରେ କାର ଦୁର୍ଘଟଣା ଘଟି ଡାକ୍ତରଙ୍କ ମୃତ୍ୟୁ

କଳାହାଣ୍ଡି,୨0|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ଆଜି ସକାଳ ପ୍ରାୟ ୮ଟା ସମୟରେ ଜୁନାଗଡ଼ ବଳଦିଆମାଳ ନିକଟସ୍ଥ ଜାତୀୟ ରାଜପଥରେ ଏକ ଦୁର୍ଘଟଣା ଘଟି ଜଣେ ଡାକ୍ତରଙ୍କ ମୃତ୍ୟୁ ଘଟିଛି। ସୂଚନାନୁସାରେ, ଏକ କାର ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଟ୍ରକକୁ ଜୋରଦାର ଧକ୍କା ଦେଇଥିଲା।ଏହି ଦୁର୍ଘଟଣାରେ କାରରେ ବସିଥିବା ଡାକ୍ତର ହରିଶ୍ଚନ୍ଦ୍ର ପ୍ରଧାନଙ୍କୁ ଗୁରୁତର ଆହତ ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ତୁରନ୍ତ ଜୁନାଗଡ଼ ଡାକ୍ତରଖାନାକୁ ଆଣିଥିଲେ। କିନ୍ତୁ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ… Continue reading ଜୁନାଗଡ଼ -ବଳଦିଆମାଳ ନିକଟସ୍ଥ ଜାତୀୟ ରାଜପଥରେ କାର ଦୁର୍ଘଟଣା ଘଟି ଡାକ୍ତରଙ୍କ ମୃତ୍ୟୁ

ପଖାଳ ଦିବସ

ଆଜି ମାର୍ଚ୍ଚ କୋଡ଼ିଏ ତାରିଖବିଶ୍ଵ ପାଲୁଚି ପଖାଳ ଦିବସଓଡ଼ିଆ ଙ୍କ ହାଣ୍ଡିଶାଳ ର ଖାଦ୍ୟପଖାଳ ନାଆଁ ରେ ସେ ପରିଚିତଜଗତର ନାଥ ଶ୍ରୀ ଜଗନ୍ନାଥଦହିପଖାଳ ନିତି ଖାଆନ୍ତିପଖାଳ ଭାତରେ ଗୁଆ ଘିଅ ଖାଇକାଳିଆ ଦି ଅଂ ନିଦ୍ରା ଯାଆନ୍ତିଦହିପଖାଳ କୁ ଧୋ ପଖାଳଚିପୁଡ଼ା ପଖାଳ , ଟଭା ପଖାଳମଲ୍ଲି ଫୁଲିଆ କୁ କଦଳୀ ଭାଜାଜାଗତ ନାଥ ଙ୍କୁ ଲାଗଇ ଭଲଆମେ ଓଡ଼ିଆ ଭାରି ବଢ଼ିଆବଢ଼ିଆ ଆମ ମାତୃଭାଷାଆମ ଚାଷୀ ଭାଇ ସବୁଠୁ ଭଲତାଠୁ ଭଲ ତା ପଖାଳ… Continue reading ପଖାଳ ଦିବସ

ଆର୍ଯ୍ୟସମାଜ ଓଡ଼ିଶା ପକ୍ଷରୁଆର୍ଯ୍ୟସମାଜର ୧୫୨ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର, ୧୯.୩ : ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱାରା ପ୍ରତିଷ୍ଠିତ ଆର୍ଯ୍ୟସମାଜର ୧୫୨ତମ ପ୍ରତିଷ୍ଠା ଦିବସ ଗୁରୁବାର ପୂର୍ବାହ୍ନରେ ଚନ୍ଦ୍ରଶେଖରପୁର, ଶ୍ରୀଅରବିନ୍ଦ ନଗରସ୍ଥିତ ସ୍ୱାମୀ ବ୍ରହ୍ମାନନ୍ଦ ଭବନ ପରିସରରେ ଅନୁଷ୍ଠାନର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଆ•ର୍ଯ୍ୟ ପଣ୍ଡିତ ବିନୋଦ ବିହାରୀ ଦାଶଙ୍କ ଦ୍ୱାରା ବୈଦିକ ଶାନ୍ତିଯଜ୍ଞ ପରେ ଆଜି ଦିବସର ମହତ୍ତ୍ୱ ଉପରେ ଆଲୋକପାତ କରି ଡଃ ଜ୍ଞାନେନ୍ଦ୍ର କହିଲେ ଯେ, ଆଜି ଦିବସଟି ବିଭିନ୍ନ ଦୃଷ୍ଟିକୋଣରୁ ପବିତ୍ର ।… Continue reading ଆର୍ଯ୍ୟସମାଜ ଓଡ଼ିଶା ପକ୍ଷରୁଆର୍ଯ୍ୟସମାଜର ୧୫୨ତମ ପ୍ରତିଷ୍ଠା ଦିବସ ପାଳିତ

ରାମ ନାମ ସତ୍ୟ ହେ’ ଧ୍ୱନିରେ କମ୍ପିଲା ଗୃହ

ଭୁବନେଶ୍ୱର(ବୁ୍ୟରୋ) ଏସସିବି ଅଗ୍ନିକାଣ୍ଡକୁ ନେଇ ଉଠୁଛି ପଡ଼ୁଛି ରାଜ୍ୟ ରାଜନୀତି । ଏହି ଘଟଣାକୁ ନେଇ ଗୃହ ମଧ୍ୟ ଭାଗରେ ବିରୋଧୀଙ୍କ ନାରାବାଜି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିରୋଧୀଙ୍କ ହଲ୍ଲାବୋଲ । ଏସସିବି ନିଆଁ ତାତିରେ ଗୃହ ହୁଲୁସ୍ତୁଲୁ । ବିଧାନସଭାରେ ପ୍ରତୀକାତ୍ମକ କୋକେଇ ଧରି ବୁଲିଲେ ବିରୋଧୀ ।’ରାମ ନାମ ସତ୍ୟ ହେ’ ନାରାବାଜିରେ କମ୍ପିଲା ବିଧାନସଭା । ଧୋଇଗଲା ପ୍ରଶ୍ନକାଳ, ଚାଲିପାରିଲାନି ଗୃହ । ସାଢେ ୧୧ଟା ଯାଏଁ ଗୃହ ମୁଲତବୀ… Continue reading ରାମ ନାମ ସତ୍ୟ ହେ’ ଧ୍ୱନିରେ କମ୍ପିଲା ଗୃହ

ଗୋ ସୁରକ୍ଷା ଆଇନ ପାଇଁ ଗଣ ବେିକ୍ଷାଭ ଓ ଅନଶନ ସଭା

ଭୁବେନଶ୍ୱର ସାରା ଓଡ଼ିଶା ତଥା ଦେଶେର ଗୋ ମାତାର ସୁରକ୍ଷା ଦାବେିର ଏକ ଗଣ ବେିକ୍ଷାଭ ଓ ଅନଶନ ଭୁବେନଶ୍ୱର ବିଧାନସଭା ସମ୍ମୁଖେର କରାଯାଇଥିବା ଦେଖିବାକୁ ମିଳିଛି। ଦେଶେର ଗୋ ମାତା ତଥା ଗୋରୁ ଗାଈଙ୍କୁ ହତ୍ୟା ଓ ଅବେହଳା କରାଯାଉଥିବା ସବର୍ଦା ଦେଖାଯାଉଥିବାରୁ ଏହାର ସୁରକ୍ଷା ଓ ସେବା ପାଇଁ ଆହ୍ୱାନ ଦିଆଯିବା ସହ ଗୋ ମାତାର ସୁରକ୍ଷା ପାଇଁ ଏକ ଦୃଢ଼ ଆଇନ ପ୍ରଣୟନ କରାଯାଉ ବୋଲି ଗୋ ସୁରକ୍ଷା ଆଇନ ପ୍ରଣୟନ ଦାବି… Continue reading ଗୋ ସୁରକ୍ଷା ଆଇନ ପାଇଁ ଗଣ ବେିକ୍ଷାଭ ଓ ଅନଶନ ସଭା

ଗୋ ସୁରକ୍ଷା ଆଇନ ପାଇଁ ଗଣ ବିକ୍ଷୋଭ ଓ ଅନଶନ ସଭା

ଭୁବନେଶ୍ୱର: ସାରା ଓଡ଼ିଶା ତଥା ଦେଶରେ ଗୋ ମାତାର ସୁରକ୍ଷା ଦାବିରେ ଏକ ଗଣ ବିକ୍ଷୋଭ ଓ ଅନଶନ ଭୁବନେଶ୍ୱର ବିଧାନସଭା ସମ୍ମୁଖରେ କରାଯାଇଥିବା ଦେଖିବାକୁ ମିଳିଛି। ଦେଶରେ ଗୋ ମାତା ତଥା ଗୋରୁ ଗାଈଙ୍କୁ ହତ୍ୟା ଓ ଅବହେଳା କରାଯାଉଥିବା ସର୍ବଦା ଦେଖାଯାଉଥିବାରୁ ଏହାର ସୁରକ୍ଷା ଓ ସେବା ପାଇଁ ଆହ୍ୱାନ ଦିଆଯିବା ସହ ଗୋ ମାତାର ସୁରକ୍ଷା ପାଇଁ ଏକ ଦୃଢ଼ ଆଇନ ପ୍ରଣୟନ କରାଯାଉ ବୋଲି ଗୋ ସୁରକ୍ଷା ଆଇନ ପ୍ରଣୟନ ଦାବି… Continue reading ଗୋ ସୁରକ୍ଷା ଆଇନ ପାଇଁ ଗଣ ବିକ୍ଷୋଭ ଓ ଅନଶନ ସଭା

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ । ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ ଆମ୍ବାସଡର କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଜନଗଣନା ସଚେତନତାକୁ ଅଧିକ ପ୍ରଭାବୀ କରିବେ ବାଲୁକା ଶିଳ୍ପୀ ସୁଦର୍ଶନ। ବାଲୁକା କଳା ମଧ୍ୟରେ ସେ ଲୋକଙ୍କୁ ସଚେତନ କରାଇବେ ବୋଲି ଜଣାପଡ଼ିଛି। ବ୍ରାଣ୍ଡଆମ୍ବାସାଡର ନିଯୁକ୍ତ ପରେ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ… Continue reading ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ

ମା’ଭଗବତୀ ମନ୍ଦିର ଭିତର ହୁଣ୍ଡି ଖୋଲିଲା ଶ୍ରଦ୍ଧାଳୁଙ୍କ ଦାନ ଅର୍ଥ ମା’ଙ୍କ ଦୈନନ୍ଦିନ ସେବାରେ ଲାଗିବ

ଚିଲିକା : ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ଭଗବତୀଙ୍କ ମନ୍ଦିର ଭିତର ହୁଣ୍ଡି ଚାରିମାସ ପରେ ଖୋଲାଯାଇଅଛି । ସକାଳ ୧୦ ଘଟିକା ସମୟରେ ମା’ଙ୍କ ପାଖରେ ଧୂପଦୀପଜାଳି ସମର୍ପିତ ହେବାପରେ ମନ୍ଦିର ପରିଚାଳନା କମିଟିର ସଭାପତି ସ୍ଥାନୀୟ ତହସିଲ୍ ଦାର ଟି. ପଦ୍ମନାଭ ଦୋରା , କମିଟିର ସଭ୍ୟ ମଣ୍ଡଳ ଉନ୍ନୟନ ଅଧିକାରୀ ବିକାଶକୁମାର ମହାନ୍ତି, ଅନ୍ୟତମସଭ୍ୟ ସ୍ଥାନୀୟ ଥାନା ଭାରପ୍ରାପ୍ତ ନିରୀକ୍ଷକ ରମେଶ କୁମାର ଦେବତା , ସ୍ଥାନୀୟ ଦେବୋତ୍ତର କାର୍ଯ୍ୟାଳୟର କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ… Continue reading ମା’ଭଗବତୀ ମନ୍ଦିର ଭିତର ହୁଣ୍ଡି ଖୋଲିଲା ଶ୍ରଦ୍ଧାଳୁଙ୍କ ଦାନ ଅର୍ଥ ମା’ଙ୍କ ଦୈନନ୍ଦିନ ସେବାରେ ଲାଗିବ

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀଙ୍କ ହୋହାଲ୍ଲା ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କଲେ ବିଜେଡି ଓ କଂଗ୍ରେସ ସଦସ୍ୟ

ଭୁବନେଶ୍ୱର(ବୁ୍ୟରୋ) ବିଧାନସଭାରେ ଏସସିବି ନିଆଁ ତାତି । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀଙ୍କ ହୋହାଲ୍ଲା । ଗୃହ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କଲେ ବିଜେଡି ଓ କଂଗ୍ରେସ ସଦସ୍ୟ । ନାରାବାଜିରେ ଉଠିଲା ପଡ଼ିଲା ବିଧାନସଭା । ବାଧ୍ୟ ହୋଇ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି । ସେପଟେ ଏସସିବି ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ହୋଇଛି । ଏନେଇ ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଚ୍ୟାମ୍ବରରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ଅଗ୍ନିଶମ ଊଏ,… Continue reading ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀଙ୍କ ହୋହାଲ୍ଲା ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କଲେ ବିଜେଡି ଓ କଂଗ୍ରେସ ସଦସ୍ୟ

ଆଫଗାନିସ୍ତାନରେ ପାକିସ୍ତାନର ଏୟାରଷ୍ଟ୍ରାଇକ୪୦୦ ମୃତ, ୨୫୦ ଆହତ

ନୂଆଦିଲ୍ଲୀ ଆଫଗାନିସ୍ତାନର ରାଜଧାନୀ କାବୁଲର ଏକ ଡାକ୍ତରଖାନା ଉପରେ ପାକିସ୍ତାନ ଆକାଶ ମାର୍ଗରୁ ଆକ୍ରମଣ କରିବାରୁ ପ୍ରାୟ ୪୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫୦ ଜଣ ଆହତ ହୋଇଛନ୍ତି । ମଙ୍ଗଳବାର ଆଫଗାନିସ୍ତାନର ତାଲିବାନ ସରକାରଙ୍କ ଜଣେ ମୁଖପାତ୍ର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସୋମବାର ରାତି ପ୍ରାୟ ୯ଟା ବେଳେ ୨୦୦୦ ଶଯ୍ୟା ବିଶିଷ୍ଟ ଏହି ନିଶା ନିବାରଣ ହସ୍?ପିଟାଲରେ ପାକିସ୍ତାନ ଏୟାରଷ୍ଟ୍ରାଇକ୍ କରିବାରୁ ଏହାର ଅଧିକାଂଶ ଭାଗ ନଷ୍ଟ… Continue reading ଆଫଗାନିସ୍ତାନରେ ପାକିସ୍ତାନର ଏୟାରଷ୍ଟ୍ରାଇକ୪୦୦ ମୃତ, ୨୫୦ ଆହତ

You cannot copy content of this page