
ବାଳକାଟି ପଞ୍ଚୁଦୋଳ ମେଳଣ ଉଦଯାପିତହରିହର ଭେଟ ଦେଖିଲେ ୧0 ହଜାର ଶ୍ରଦ୍ଧାଳୁ
ବାଲିଅନ୍ତା,୧୨|୩): ପ୍ରସିଦ୍ଧ ବାଳକାଟି ପଞ୍ଚୁଦୋଳ ମେଳଣ ଗୁରୁବାର ଉଦଯାପିତ ହୋଇଯାଇଛି । ଏହି ଅବସରରେ ସକାଳୁ ସକାଳୁ ଶ୍ରଦ୍ଧାଳୁ ଭକ୍ତ ହାତରେ ରଙ୍ଗବେରଙ୍ଗର ଅବିର ଓ ଫୁଲ ଧରି ବିମାନରେ ବସିଥିବା ଦିଅଁଙ୍କୁ ପ୍ରଦାନ କରିବା ସହ ଦୀପ ଜାଳି ପୂଜାର୍ଚ୍ଚନା








